Home

୫ ବର୍ଷ ମଧ୍ୟରେ ବୁଡ଼ିଯିବ ମୁମ୍ବାଇ ଭଳି ବହୁ ସହର,ଭାଙ୍ଗୁଛି ବିଶାଳକାୟ ହିମ ପାହାଡ଼…

ଓ୍ବାଶିଂଟନ, ୧୪।୧୨: ଆଣ୍ଟାର୍କଟିକାରେ ବିଶାଳକାୟ ହିମପାହାଡ଼ରେ ଫାଟ ଦେଖାଦେଇଛି। ଏହି ହିମ ପାହାଡ଼ର ଲମ୍ବ ୧୭୦,୩୧୨ କିଲୋମିଟର। ଏହା ଆମେରିକାର ଫ୍ଲୋରିଡା ରାଜ୍ୟ ସହିତ ସମାନ ବୋଲି ପରିବେଶବିତ୍‌ ମତପୋଷଣ କରିଛନ୍ତି। ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଏହି ହିମ ପାହାଡ଼…

ଚାରଧାମ ପ୍ରୋଜେକ୍ଟରେ ସଡ଼କ ଚୌଡ଼ା କରିବାକୁ ମଞ୍ଜୁରୀ, ଚାଇନା ଉପରେ ବି ନଜର…

ନୂଆଦିଲ୍ଲୀ, ୧୪।୧୨: ଉତ୍ତରାଖଣ୍ଡର ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥ ଆଦି ଧାମକୁ ସଂଯୋଗ କରିବା ଲାଗି ପ୍ରସ୍ତାବିତ ଚାରଧାମ ପ୍ରୋଜେକ୍ଟକୁ ମଞ୍ଜୁରୀ ମିଳିଛି। ଏହା ଦ୍ୱାରା ବର୍ଷସାରା ଏସବୁ ଧାମ ସହିତ ଯୋଗାଯୋଗ ରକ୍ଷା କରାଯାଇପାରିବ। ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଦେଶର…

ବୋହୂଙ୍କ ନାମ ବଦଳାଇଲେ ଲାଲୁ

ପାଟନା,୧୪।୧୨: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସାନ ପୁଅ ତେଜସ୍ବୀ ଯାଦବ ନିକଟରେ ଦିଲ୍ଲୀରେ ବିବାହ କରିଛନ୍ତି। ଦୀର୍ଘଦିନର ବନ୍ଧୁ ରିଚେଲଙ୍କୁ ବିବାହ କରିଛନ୍ତି। କିନ୍ତୁ ବିବାହ ପରେ ରିଚେଲଙ୍କ ନାମ ପରିବର୍ତ୍ତନ ହୋଇ ରାଜଶ୍ରୀ…

ବଡ଼ ଉପଲବ୍ଧି ହାସଲ କଲା ପାକିସ୍ତାନ

କରାଚି,୧୪।୧୨: ପାକିସ୍ତାନ କ୍ରିକେଟ ଦଳ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଟି -୨୦ ମ୍ୟାଚ ଜିତିବା ପରେ ପାକିସ୍ତାନ ଗୋଟିଏ ବର୍ଷରେ ସର୍ବାଧିକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ବିଜୟ ସହ…

କୋହଲି କଲେ ଆଶ୍ଚର୍ଯ୍ୟ, ବିସିସିଆଇର ଚିନ୍ତା ବଢିଲା!

ନୂଆଦିଲ୍ଲୀ,୧୪।୧୨:ନିକଟରେ ବିସିସିଆଇ ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକରୁ ହଟାଇ ରୋହିତ ଶର୍ମାଙ୍କୁ ନୂତନ ଅଧିନାୟକ ଦାୟିତ୍ୱ ଦେଇଛି। ଏହାକୁ ନେଇ ଟିମ ଇଣ୍ଡିଆରେ କିଛି ବିବାଦ ଲାଗି ରହିଛି। ବିରାଟ କୋହଲି ବିସିସିଆଇର ଏହି ନିଷ୍ପତ୍ତି ଉପରେ ଖପ୍ପା ଅଛନ୍ତି ଏବଂ…

କଂଗ୍ରେସ ଏକ ଭଙ୍ଗା ମହଲ, ସାମନାରେ କଟାକ୍ଷ…

ମୁମ୍ବାଇ, ୧୪।୧୨: ମହାରାଷ୍ଟ୍ରରେ ଶିବସେନା-କଂଗ୍ରେସ ଏବଂ ଏନସିପିର ମହାଅଘାଡ଼ିରେ ମେଣ୍ଟରେ ଫାଟ ସୃଷ୍ଟି ହେବାର ସଙ୍କେତ ମିଳିଛି। ଶିବସେନା ମୁଖପତ୍ର ସାମନାର ସମ୍ପାଦକୀୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଦଳ କଂଗ୍ରେସକୁ ଟାର୍ଗେଟ କରିଛି। ସାମନାରେ ଏହା ଲେଖାଯାଇଛି ଯେ ବର୍ତ୍ତମାନ କଂଗ୍ରେସର…

କ୍ୟାଟ୍ରିନା-ଭିକିଙ୍କ ପାଇଁ ଉପହାର ପଠାଇଲେ ସଲମାନ୍‌: ଦାମ୍‌ ଜାଣିଲେ…

ଡିସେମ୍ବର ୯ରେ ବଲିଉଡ୍‌ ଅଭିନେତଈ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହ ପରେ ଏବେ ଉପହାର ଦେବା ନେବା ଚାଲିଛି। କ୍ୟାଟ୍ରିନା-ଭିକି ଅନେକ ସାଥୀ କଳାକାର, ବନ୍ଧୁଙ୍କ ଦେବୀ ଘିଅରେ ଲଡୁ ଏବଂ କାର୍ଡ…

ଲଖିମପୁର କାଣ୍ଡ ଏକ ଷଡ଼ଯନ୍ତ୍ର, ଏସ୍‌ଆଇଟି ରିପୋର୍ଟ…

ନୂଆଦିଲ୍ଲୀ, ୧୪।୧୨: ଉତ୍ତରପ୍ରଦେଶର ଲଖିମପୁର ଖେରି କାଣ୍ଡ ଏକ ଷଡ଼ଯନ୍ତ୍ର ବୋଲି ଏସ୍‌ଆଇଟି ପକ୍ଷରୁ ରିପୋର୍ଟ ଉପସ୍ଥାପନ କରାଯାଇଛି। ଏନେଇ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ସମେତ ୧୪ ଜଣଙ୍କ ଉପରେ ହତ୍ୟା ମାମଲାର ବିଚାର କରାଯିବ ବୋଲି ଏସ୍‌ଆଇଟି କହିଛି। ଜାଣିଶୁଣି…

ହରନାଜ୍‌ ପିନ୍ଧିଥିବା ମୁକୁଟର ଦାମ କେତେ ଜାଣନ୍ତି

ନୂଆଦିଲ୍ଲୀ,୧୪।୧୨:ଭାରତର ହରନାଜ୍‌ ସାନ୍ଧୁ ମିସ ୟୁନିଭର୍ସ ୨୦୨୧ର ମୁକୁଟ ଜିତିଛନ୍ତି। ୨ଲାମିଟ ବର୍ଷ ବୟସରେ ହରନାଜ୍‌ ଟାଇଟେଲ୍‌ ହାତେଇଛନ୍ତି। ୭୦ ତମ ମିସ ୟୁନିଭର୍ସ ପ୍ରତିଯୋଗିତା ଚଳିତ ବର୍ଷ ଡିସେମ୍ବର ୧୨ରେ ଇସ୍ରାଏଲରେ ହୋଇଥିଲା। ତୃତୀୟ ଥର ପାଇଁ ମିସ ୟୁନିଭର୍ସ…

ହ୍ବାଟସ୍‌ଆପ୍‌ର ବଡ଼ ପଦକ୍ଷେପ, ଥାର୍ଡ ପାର୍ଟି ଆପ୍‌ ଦେଖିପାରିବେନି ୟୁଜରଙ୍କ ଅନ୍‌ଲାଇନ୍‌ ତଥ୍ୟ…

ନୂଆଦିଲ୍ଲୀ, ୧୪।୧୨: ହ୍ବାଟସଆପ୍‌ ପକ୍ଷରୁ ଏକ ନୂତନ ଗୋପନୀୟତା ବୈଶିଷ୍ଟ୍ୟକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହା ଅଜଣା ବ୍ୟକ୍ତିଙ୍କୁ ୟୁଜରଙ୍କ ଲାଷ୍ଟ୍‌ ସିନ୍‌ ଦେଖିବା ଏବଂ ଅନଲାଇନ ସ୍ଥିତିକୁ ଦେଖିବାକୁ ଦେବ ନାହିଁ। ଏହି ନୂତନ ବୈଶିଷ୍ଟ୍ୟ ଉଭୟ ଆଣ୍ଡ୍ରଏଡ ଏବଂ ଆଇଓଏସ…

ଇଣ୍ଡୋନେସିଆରେ ଭୂକମ୍ପ ଝଟ୍‌କା: ସୁନାମୀ ଚେତାବନୀ ଜାରି

ଜାକର୍ତ୍ତା,୧୪।୧୨: ପୂର୍ବ ଇଣ୍ଡୋନେସିଆରେ ମଙ୍ଗଳବାର ଭୂକମ୍ପ ଝଟ୍‌କା ଲାଗିଛି। ରିକ୍ଟର ସ୍କେଲରେ ଏହାର ୭.୭ ତୀବ୍ରତା ରହିଛି। ଭୂକମ୍ପ ଝଟ୍‌କା ପରେ ସହରରେ ସୁନାମୀ ଚେତାବନୀ ଜାରି କରାଯାଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ, ଭୋର ପ୍ରାୟ ୩:୨୦ରେ ମୌମେର…

ନେପାଳକୁ ଚାଇନାର ନାଲିଆଖି…

କାଠମାଣ୍ଡୁ, ୧୪।୧୨: ନେପାଳର ଆଭ୍ୟନ୍ତରୀଣ ବ୍ୟାପାରରେ ଚାଇନାର କମ୍ୟୁନିଷ୍ଟ ସରକାର ନିଜର ହସ୍ତକ୍ଷେପ ନୀତି ଜାରି ରଖିଛନ୍ତି। ଏବେ ଚାଇନା ନେପାଳକୁ ନାଲି ଆଖି ଦେଖାଇବା ଆରମ୍ଭ କରିଛି। ମଙ୍ଗଳବାର ଠାରୁ ନେପାଳରେ ସଂସଦ ଅଧିବେଶନ ହେଉଥିବା ବେଳେ ଏହାର ଗୋଟିଏ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri