ଇଣ୍ଟରଭେନ୍ଶନାଲ୍ ରେଡିଓଲୋଜି
ଚିକିତ୍ସା ବିଜ୍ଞାନରେ ରେଡିଓଲୋଜି ଏକ ଅମୂଲ୍ୟ ବରଦାନ ସଦୃଶ। ଚିକିତ୍ସା ବିଜ୍ଞାନରେ ରେଡିଓଲୋଜିର ସର୍ବପ୍ରଥମ ବ୍ୟବହାର ଆରମ୍ଭ ହୋଇଥିଲା ୧୮୯୫ ମସିହାରେ ଅର୍ଥାତ୍ ‘ଏକ୍ସ-ରେ’ର ଆବିଷ୍କାର ପରେ। ଏହାକୁ ଜର୍ମାନୀ ପଦାର୍ଥ ବିଜ୍ଞାନୀ ଉଇଲ୍ହେଲମ୍ କୋନ୍ରାଡ୍ ରଣ୍ଟଜେନ୍ ଆବିଷ୍କାର କରିଥିଲେ। ପୁଣି…
ସୁଷମା ସ୍ବରାଜଙ୍କୁ ପଦ୍ମ ବିଭୂଷଣ ସମ୍ମାନ: ଝିଅ ନେଲେ ପୁରସ୍କାର
ନୂଆଦିଲ୍ଲୀ,୮।୧୧: ସୋମବାର ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ମରଣୋତ୍ତର ପଦ୍ମବିଭୂଷଣ ପୁରସ୍କାର ପ୍ରଦାନ କରାଯାଇଛି। ତାଙ୍କ ଝିଅ ବାଂଶୁରୀ ସ୍ବରାଜ ଏହି ପୁରସ୍କାର ଗ୍ରହଣ କରିଥିଲେ। ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସୋମବାର ଏହି ପୁରସ୍କାର ପ୍ରଦାନ କରିଥିଲେ।…
ଲଖିମପୁର ଖେରି ମାମଲାର ଷ୍ଟାଟସ୍ ରିପୋର୍ଟ ନେଇ ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୮।୧୧: ଉତ୍ତରପ୍ରଦେଶ ଲଖିମପୁୁର ଖେରି ମାମଲାରେ ଉତ୍ତରପ୍ରଦେଶ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା ଷ୍ଟାଟସ୍ ରିପୋର୍ଟ ନେଇ ସୁପ୍ରିମ୍କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୋର୍ଟ କହିଛନ୍ତି ଯେ,ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା ରିପୋର୍ଟରେ କିଛି ନାହିଁ। ସୁପ୍ରିମକୋର୍ଟ କହିଛନ୍ତି…
ସରକାରୀ ଜମିରେ ସ୍ଥାୟୀ ଭାବେ ରହିବାରୁ ସଂଘର୍ଷ
କୃଷ୍ଣପ୍ରସାଦ, ୮।୧୧(ଡି.ଏନ୍.ଏ): କୃଷ୍ଣପ୍ରସାଦ ବ୍ଲକ ଅଧୀନ ଚିଲିକା ମଧ୍ୟରେ ଥିବା ବ୍ରହ୍ମପୁର ଗ୍ରାମରେ ୩୦ ଦଳିତ ପରିବାର ସ୍ଥାୟୀ ଭାବେ ରହୁଥିଲେ। ମିଳିଥିବା ସୂଚନା ଅନୁସାରେ ୬ମାସ ତଳେ ଏକ ଛୋଟ ଘଟଣାକୁ ନେଇ ଏହି ଦଳିତ ଗୋଷ୍ଠୀ ସହ ଗ୍ରାମବାସୀଙ୍କ…
ଚକ୍ଖଡ଼ିରେ କ୍ଷୁଦ୍ର ରଥ
ଫୁଲବାଣୀ ଅଫିସ୍, ୮ା୧୧: କନ୍ଧମାଳ ଜିଲାର ଏନ୍. ପ୍ରତ୍ୟୁଷ କୁମାର ଚୌଧୁରୀଙ୍କ ଦ୍ୱାରା ଚକ୍ ଖଡ଼ିରେ ଖୋଦିତ ଜଗନ୍ନାଥଙ୍କ କ୍ଷୁଦ୍ରାକୃତି ରଥ ଏସିଆ ବୁକ୍ ଅଫ ରେକର୍ଡସ ଓ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛି। ଫୁଲବାଣୀ ସହର ନଦୀଖଣ୍ଡି…
କ୍ରିକେଟ ଚୟନ ସ୍କାମ ରାଡାରରେ କ୍ରୀଡା ସଂସ୍ଥା-ଅଧିକାରୀ-ପୂର୍ବତନ ଆଇପିଏଲ ଖେଳାଳି…
ନୂଆଦିଲ୍ଲୀ,୮।୧୧: କ୍ରିକେଟ ଚୟନ ସ୍କାମ ରାଡାରରେ କ୍ରୀଡା ସଂସ୍ଥା, ଅଧିକାରୀ, ପୂର୍ବତନ ଆଇପିଏଲ ଖେଳାଳି ରହିଛନ୍ତି। ଜୁଲାଇ ୯ ରେ ୟୁପି ଖେଳାଳି ଅନସୁଲ ରାଜଙ୍କ ପକ୍ଷରୁ ଦାଖଲ କରିଥିବା ତାଙ୍କ ଅଭିଯୋଗରେ ଗୁରୁଗାଓଁ ସ୍ଥିତ ସିକ୍ୟୁରିଟି କର୍ପୋରେଟ ମ୍ୟାନେଜମେଣ୍ଟର ସଭାପତି…
ଭାରତ ଟୁର୍ନାମେଣ୍ଟରୁ ବାଦ୍ ପଡିବା ପରେ ସେହ୍ବାଗ ଛାଡିଲେ ଏମିତି ଫଟୋ, ହସି ହସି ଗଡିଲେ ୟୁଜର୍ସ
ନୂଆଦିଲ୍ଲୀ,୮।୧୧: ଭାରତୀୟ କ୍ରିକେଟ ଦଳ ଆଇସିସି ଟି -୨୦ ବିଶ୍ୱକପରୁ ବାଦ ପଡିଛି। ରବିବାର ଆଫଗାନିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡର ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିବାରେ ଭାରତର ଆଶା ଶେଷ ହୋଇଛି। ନ୍ୟୁଜିଲାଣ୍ଡର ପରାଜୟ ଭାରତର ସେମିଫାଇନାଲ ଆଶାକୁ ବଞ୍ଚାଇ ରଖିଥାନ୍ତା…
ରାତ୍ରି ଜଗୁଆଳିଙ୍କ ଭରସାରେ ପକ୍ଷୀ ସୁରକ୍ଷା
ଖୋର୍ଦ୍ଧା ଅଫିସ, ୮ା୧୧: ମରାଳ ମାଳିନୀ ନୀଳାମ୍ବୁ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ଭିଡ଼ ଜମିଲାଣି। ପ୍ରଥମ ପର୍ଯ୍ୟାୟରେ ଚିଲିକାକୁ ୬୦ରୁ ଊର୍ଦ୍ଧ୍ୱ ପ୍ରଜାତିର ପ୍ରାୟ ୨୨ହଜାର ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥିବା ଚିଲିକା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ଟାଙ୍ଗୀ…
ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ଆଡଭାନୀଙ୍କ ଘରେ ପହଞ୍ଚିଲେ ମୋଦି
ନୂଆଦିଲ୍ଲୀ,୮।୧୧: ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଆଜି ୮୬ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ପରେ ସେ ଅଭିନନ୍ଦନ ଜଣାଇବା ପାଇଁ ଆଡଭାନୀଙ୍କ ଘରେ ପହଞ୍ଚିଥିଲେ।…
ଆଜି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ
ଭବାନୀପାଟଣା,୮ା୧୧(ସ୍ବ.ପ୍ର.): ସୋମବାର କଳାହାଣ୍ଡି ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭବାନୀପାଟଣା କୃଷି ମହାବିଦ୍ୟାଳୟ (ଓୟୁଏଟି) ଖେଳ ପଡିଆରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କଓ୍ବୋଇ)କାର୍ଡ ବଣ୍ଟନ କରିବା କାର୍ଯ୍ୟକ୍ରମ ରହିଛି। ଏଥିସହ ବିଭିନ୍ନ…
ଟି-୨୦ ବିଶ୍ୱକପ୍ରେ ଭାରତ ଫେଲ୍ ମାରିବାର ୫ଟି ପ୍ରମୁଖ କାରଣ
ଦୁବାଇ,୭।୧୧: ଟି -୨୦ ବିଶ୍ୱକପରେ ଟିମ ଇଣ୍ଡିଆର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା। ଭାରତ ସେମିଫାଇନାଲ ଦୌଡ଼ରୁ ମଧ୍ୟ ବାଦ୍ ପଡିଛି। ପ୍ରାରମ୍ଭରେ ଲଗାତାର ଦୁଇଟି ମ୍ୟାଚ ହାରିଯିବା ପରେ ତାଙ୍କର ଆଶା ଧୂଳୀସାତ୍ ହୋଇଥିଲା। ଟୁର୍ନାମେଣ୍ଟ ଆରମ୍ଭରୁ ଶକ୍ତିଶାଳୀ ପ୍ରତିଦ୍ୱନ୍ଦୀ…
ଭିତ୍ତିପ୍ରସ୍ତରରେ ଅଟକିଛି କେରଡ଼ାଗଡ଼-ଏକମାଣିଆ ସେତୁ
ଆଳି, ୮ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକର ଉପାନ୍ତରେ ଏକମାଣିଆ ପଞ୍ଚାୟତ ରହିଛି। ଏହାର ଚତୁଃପାର୍ଶ୍ୱକୁ ଖରସ୍ରୋତା ଓ ବ୍ରାହ୍ମଣୀ ନଦୀ ଘେରି ରହିଛି। ଫଳରେ ସେମାନେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଅବହେଳିତ ଅବସ୍ଥାରେ ଜୀବନ ବିତାଉଛନ୍ତି। ଅଞ୍ଚଳବାସୀ ସେତୁ…
Archives


