ଏମିତି ବ୍ୟକ୍ତି ଯିଏ ପ୍ରତିଦିନ ପିନ୍ଧନ୍ତି ନୂଆ ଡ୍ରେସ୍, କାରଣ ଜାଣିଲେ…
ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି। କେହି କେହି ଅଧିକ ଟଙ୍କା ରୋଜଗାର କରିବାକୁ ଚାହୁଁଥିବାବେଳେ ଆଉ କେହି ବିଳାସପୂର୍ଣ୍ଣ କାର୍କୁ ଭଲ ପାଆନ୍ତି। ଅନେକ ଲୋକ ଭଳିକି ଭଳି ଡ୍ରେସ୍ ପିନ୍ଧିବାକୁ ବି ଭଲ ପାଆନ୍ତି। ଏହି ବ୍ୟକ୍ତି ଜଣକ…
ଦୈନିକ ମୃତ୍ୟୁ ସଂଖ୍ୟା ପୁଣି ୫ ଶହ ଟପିଲା…
ନୂଆଦିଲ୍ଲୀ,୭।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ମୃତ୍ୟୁ ସଂଖ୍ୟା ପୁଣି ୫ ଶହ ଟପିଛି। ଏହି ସମୟ ମଧ୍ୟରେ ଦୈନିକ ସଂକ୍ରମଣ…
୩ ରିମୋଟ୍ ସେନ୍ସିଂ ଉପଗ୍ରହ ପଠାଇଲା ଚାଇନା
ବେଜିଂ, ୭ା୧୧: ୟାଓଗାନ୍-୩୫ ଶ୍ରେଣୀର ୩ ରିମୋଟ୍ ସେନ୍ସିଂ ଉପଗ୍ରହକୁ ଚାଇନା ଶନିବାର ମହାକାଶକୁ ପ୍ରେରଣ କରିଛି। ଲଙ୍ଗ୍ ମାର୍ଚ୍ଚ-୨ଡି କ୍ୟାରିୟର ରକେଟ୍ ଯୋଗେ ଏହି ୩ ସାଟେଲାଇଟ୍କୁ ପୃଥିବୀ କକ୍ଷପଥରେ ସଫଳତାର ସହ ସ୍ଥାପନ କରାଯାଇଥିବା ବେଜିଂ ପକ୍ଷରୁ କୁହାଯାଇଛି।…
ଆଷ୍ଟରଏଡ୍କୁ ନଷ୍ଟ କରିବ ନାସା
ଓ୍ବାଶିଂଟନ, ୭ା୧୧: ପୃଥିବୀ ଉପରେ ଅନେକ ସମୟରେ ବିପଦ ହୋଇ ଉଭା ହେଉଥିବା କ୍ଷୁଦ୍ର ଗ୍ରହପିଣ୍ଡ ବା ଆଷ୍ଟରଏଡ୍କୁ ନଷ୍ଟ କରିବାକୁ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ଯୋଜନା କରିଛି। ଏଥିଯୋଗୁ ଆମ ଗ୍ରହକୁ କ୍ଷତିଗ୍ରସ୍ତ ହେବାରୁ ବଞ୍ଚାଇବାକୁ ପ୍ରସ୍ତୁତ…
ହାରିବାନି, ହରାଇବା
କ୍ୟାନ୍ସର ନାଁ ଶୁଣିଲେ ଲୋକଙ୍କ ମନରେ ଭୟ ସୃଷ୍ଟି ହୁଏ। ତେବେ ଏଭଳି ଶାରୀରିକ ସମସ୍ୟାରେ ସାହସ ଜରୁରୀ। କ୍ୟାନ୍ସର ଭୟରେ ପରାଜିତ ମନୋଭାବ ନ ରଖି ଏହାକୁ ହରାଇବା ଲାଗି ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ। ଏହାଦ୍ୱାରା ପରବର୍ତ୍ତୀ ଜୀବନ…
ତେଲ ଟ୍ୟାଙ୍କର ବିସ୍ଫୋରଣରେ ୯୨ ମୃତ
ଫ୍ରିଟାଉନ (ସିଏରା ଲିଓନେ), ୭ା୧୧: ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ର ସିଏରା ଲିଓନେ ରାଜଧାନୀ ନିକଟରେ ଏକ ତୈଳ ଟ୍ୟାଙ୍କରରେ ବିସ୍ଫୋରଣ ହେବାରୁ ୯୨ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକେ ଆହତ ହୋଇଛନ୍ତି। ଶୁକ୍ରବାର ରାତିରେ ଫ୍ରିଟାଉନ ନିକଟସ୍ଥ ଓ୍ବେଲିଙ୍ଗଟନ୍ରେ ଟ୍ୟାଙ୍କରରୁ…
ନ୍ୟୁଜିଲାଣ୍ଡରେ ବିଶ୍ୱର ବଡ଼ ଆଳୁ
ଓ୍ବେଲିଂଟନ୍, ୭ା୧୧: ନ୍ୟୁଜିଲାଣ୍ଡର ହାମିଲଟନ୍ରେ ରହୁଥିବା ଏକ ଦମ୍ପତି ବଗିଚାରୁ ଏକ ବଡ଼ ଆକାରର ଆଳୁ ଖୋଳି ବାହାର କରିଛନ୍ତି। ଏହାର ଓଜନ ୭.୮ କିଲୋଗ୍ରାମ୍ ରହିଛି। ସମ୍ପୃକ୍ତ ଦମ୍ପତି କୋଲିନ୍ ଏବଂ ଡୋନା କ୍ରେଗ୍-ବ୍ରାଉନ୍ ଆଳୁର ନାମ ଡଗ୍ ରଖିଛନ୍ତି।…
ପରିବାରରେ କାହାର ମୃତ୍ୟୁ ହେଲେ ଏହି ଦେଶର ମହିଳାଙ୍କୁ ମିଳେ ଅଜବ ଦଣ୍ଡ, ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଦୁନିଆରେ ଅନେକ ବିପଜ୍ଜନକ ରୀତିନୀତି ଏବଂ ପରମ୍ପରା ରହିଛି। ସେଗୁଡ଼ିକ ବିଷୟରେ ଜାଣିଲେ ଲୋମ ଟାଙ୍କୁରି ଉଠିବ। ଅନେକ ଦେଶର ସରକାର ଏହିପରି ଅନେକ ରୀତିନୀତି ଏବଂ ପରମ୍ପରାକୁ ନିଷିଦ୍ଧ କରିଛନ୍ତି। ତଥାପି ଏମିତି କିଛି ଦେଶ ଅଛି, ଯେଉଁଠାରେ ଅଜବ…
ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା ବଢ଼ିଲା
ଭୁବନେଶ୍ୱର,୬ା୧୧(ବ୍ୟୁରୋ): ରାଜ୍ୟରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା ବଢ଼ିଛି। ଏନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତ ମାସଠାରୁ ଏହି ବର୍ଦ୍ଧିତ ଦରମା ଲାଗୁ ହେବ ବୋଲି ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ, ମାସିକ…
ଦୀପାବଳିରେ ଅଭିନେତ୍ରୀ ବମ୍ ଜଳାଇବା ବେଳେ ବିସ୍ଫୋରଣ; ବଡ ଅଘଟଣରୁ…
ବମ୍ବେ: ଦୀପାବଳି କାହାପାଇଁ କେମିତି। କିଏ ଦୀପ ଲଗାଇ ଏହାକୁ ପାଳନ କରିବାକୁ ଭଲପାଏ ତ ଦୁଇ ଚାରୋଟି ବାଣ ନ ଫୁଟାଇଲେ ଆଉ କାହାର ମନ ଭରେନା। ହେଲେ ସାବଧାନତାର ସହ ବାଣ ଫୁଟାଇବାକୁ ପଡ଼ିଥାଏ। ନଚେତ ଦୁର୍ଘଟଣା ଘଟିବାର…
ଏକ୍ସ ବୟଫ୍ରେଣ୍ଡଙ୍କ ସହ ନଜର ଆସିଲେ ଜାହ୍ନବୀ, ପ୍ରଶଂସକ କହିଲେ…
ମୁମ୍ବାଇ: ଖୁସି କପୁରଙ୍କ ଜନ୍ମଦିନର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଖୁସିଙ୍କ ବ୍ୟତୀତ ଜାହ୍ନବୀ କପୁର, ଆଲିଆ କାଶ୍ୟପ ଏବଂ ଭୂମି ପେଡନେକର ମଧ୍ୟ ଜନ୍ମଦିନ ପାର୍ଟିରେ ଅଂଶଗ୍ରହଣ କରିଥିଲେ। ଏହା ଖୁସିଙ୍କ ୨୧ ତମ ଜନ୍ମଦିନ ଥିଲା।…
ଯୁବକଙ୍କୁ ପାଣି ଭିରତକୁ ଟାଣି ନେଲା ସାର୍କ, ମିଳିନି ପତ୍ତା
କାନବେରା,୬ା୧୧: ପଶ୍ଚିମ ଅଷ୍ଟ୍ରେଲିଆରେ ଶନିବାର ସକାଳେ ପର୍ଥର ଉତ୍ତର ଫ୍ରେମାଣ୍ଟ ଉପକଣ୍ଠରୁ ଜଣେ ଯୁବକଙ୍କୁ ସାର୍କ ପାଣି ଭିତରକୁ ଟାଣି ନେଇଥିବା ଜଣାପଡ଼ିଛି। ଏହି ସମୟରେ କୂଳରେ ଏକ ଡଙ୍ଗାରେ ଥିବା ଦୁଇଜଣ ଯୁବକ ସାର୍କକୁ ଦେଖିଥିବା କହିଛନ୍ତି। ପରେ ଜରୁରିକାଳୀନ…
Archives


