Home

ରାତି ୨ଟାରେ ବିଧାନସଭା ଅଧିବେଶନ ଡକାଇଲେ ରାଜ୍ୟପାଳ

କୋଲକାତା,୨୪।୨: ପଶ୍ଚିମବଙ୍ଗରେ ରାତି ୨ଟାରେ ବିଧାନସଭା ଅଧିବେଶନ ଡକାଇଲେ ରାଜ୍ୟପାଳ। ଏହାକୁ ଶୁଣିଲେ ଯେକେହିବି ଆଶ୍ଚର୍ଯ୍ୟ ହୋଇଯିବେ। ହେଲେ କଥାଟି ହେଉଛି ଏଭଳି, କେବଳ ଟାଇପିଂ ତ୍ରୁଟି ଯୋଗୁ ବିଧାନସଭା ଅଧିବେଶନ ରାତି ୨ଟାରେ ଆରମ୍ଭ ହେବ ବୋଲି ଏକ ପ୍ରେସ୍‌…

ୟୁକ୍ରେନ-ରୁଷିଆ ବିବାଦ ଉପରେ ପ୍ରତିକ୍ରିୟା ରଖିଲେ ରାଜନାଥ ସିଂହ

ନୂଆଦିଲ୍ଲୀ,୨୪।୨: ୟୁକ୍ରେନ-ରୁଷ ବିବାଦକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ୟୁକ୍ରେନରେ ଫସି ରହିଥିବା ଛାତ୍ରଙ୍କୁ ନେଇ ସେ ନିଜର ବୟାନ ରଖିଛନ୍ତି। ସେ କହିଛନ୍ତି, ପୂର୍ବରୁ କେନ୍ଦ୍ର ସରକାର ଆଡଭାଇଜରୀ ଜାରି କରିସାରିଛନ୍ତି। କେନ୍ଦ୍ର ସରକାର…

ଯବାନଙ୍କ ମନୋବଳ ବଢାଉଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି: ଫଟୋ ଭାଇରାଲ

କ୍ୱିଭ,୨୪ ।୨: ରୁଷିଆ ଭଳି ଏକ ବଡ ଓ ଶକ୍ତିଶାଳୀ ଦେଶ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲେ ବି ଏପର୍ଯ୍ୟନ୍ତ ମୁଣ୍ଡ ନୁଆଁଉ ନାହିଁ ୟୁକ୍ରେନ୍ । ୟୁକ୍ରେନ କହିଛି କୌଣସି ପରିସ୍ଥିତିରେ ସେ ସରେଣ୍ଡର କରିବ ନାହିଁ । ଏହି…

ୟୁକ୍ରେନର ଦାବି ୩୦ରୁ ଊର୍ଦ୍ଧ୍ୱ ଥର ବିମାନ ଆକ୍ରମଣ କଲାଣି ରୁଷିଆ

କ୍ୱିଭ,୨୪ ।୨: ବିଶ୍ୱ ପାଇଁ ଏବେ ଚିନ୍ତାର କାରଣ ପାଲଟି ଯାଇଛି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ସମସ୍ତ ବାରଣ ପରେ ବି ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କରିଛି । ମିଶାଇଲ ଆକ୍ରମଣ ଫଳରେ ୟୁକ୍ରେନର ରାଜଧାନୀ କ୍ୱିଭ ସମେତ ବଡ…

ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ମୃତ୍ୟୁ ଓ କ୍ଷୟକ୍ଷତି ପାଇଁ କେବଳ ରୁଷିଆ ଦାୟୀ ରହିବ: ବାଇଡେନ

ୱାଶିଂଟନ,୨୪ ।୨: ରୁଷିଆ-ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ପରିସ୍ଥିତି ମଧ୍ୟରେ ଗୁରୁବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧ ଘୋଷଣା କରିଛନ୍ତି । ଏହାପରେ ରୁଷିଆ ପକ୍ଷରୁ ୟୁକ୍ରେନ୍ ଉପରେ ଲଗାତାର ଭାବେ ଆକ୍ରମଣ ଚାଲିଥିବା ଜଣାପଡିଛି । ଏବେ…

କାଜଲଙ୍କ ପ୍ରେମରେ ଏମିତି ପଡ଼ିଥିଲେ ଅଜୟ ଦେବଗନ

ମୁମ୍ବାଇ: ସୁପରଷ୍ଟାର ଅଜୟ ଦେବଗନ ଏବଂ ଅଭିନେତ୍ରୀ କାଜଲ ବି’ ଟାଉନ୍‌ର ସଫଳ ଦମ୍ପତି ଭାବରେ ଜଣାଶୁଣା। ଏମାନଙ୍କ ବିବାହ ସମୟରେ ଅନେକ ଭାବିଥିଲେ ଯେ, ଏମାନଙ୍କ ବିବାହ ଅଧିକ ଦିନ ତିଷ୍ଠିବ ନାହିଁ। କିନ୍ତୁ ଅଜୟ-କାଜଲ ୨୩ ବର୍ଷ ଧରି…

ଯେଉଁଠି ଅଛ ସୁରକ୍ଷିତ ରୁହ,ଭାରତୀୟ ଦୂତାବାସ ପକ୍ଷରୁ ଆଡଭାଇଜରୀ ଜାରି…

ନୂଆଦିଲ୍ଲୀ/କ୍ୱିଭ୍‌,୨୪।୨ : ୟୁକ୍ରେନର ରାଜଧାନୀ କ୍ୱିଭ୍‌ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏକ ଆଡଭାଇଜରୀ ଜାରି କରାଯାଇଛି ଯେ ୟୁକ୍ରେନରେ ଅନେକ ଅନିଶ୍ଚିତତା ରହିଛି। ତୁମେ ନିଜ ଘର, ହଷ୍ଟେଲ ଏବଂ ରାସ୍ତାରେ ଯେଉଁଠାରେ ବି ଥାଅ , ଶାନ୍ତ ରୁହ…

ୟୁକ୍ରେନ ଯୁବତୀଙ୍କୁ ମେସେଜ ପଠାଉଛନ୍ତି ରୁଷିଆ ସୈନିକ, ସ୍କ୍ରିନ୍‌ଶଟ୍‌ ଶେୟାର କରି କହିଲେ…

କ୍ୱିଭ୍‌,୨୪ା୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ୟୁକ୍ରେନର ରାଜଧାନୀ ସମେତ ଅନେକ ସ୍ଥାନରେ ବିସ୍ଫୋରଣ କରିଛି ରୁଷିଆ। ଏହି ସମୟରେ ୟୁକ୍ରେନର ଯୁବତୀମାନେ କହିଛନ୍ତି ଯେ, ରୁଷିଆର ସୈନିକମାନେ ଡେଟିଂ ଆପ ଟିଣ୍ଡରରେ ସେମାନଙ୍କୁ ଫ୍ଲର୍ଟି ମେସେଜ…

ଯିଏ ଯେଉଁଠି ଅଛ, ସେଇଠି ରୁହ: ଦୂତାବାସ

ନୂଆଦିଲ୍ଲୀ,୨୪ା୨: ୟୁକ୍ରେନ ଉପରେ ଗୁରୁବାର ରୁଷିଆ ଆକ୍ରମଣ କରିଛି। ଏହା ପରେ ୟୁକ୍ରେନରେ ସ୍ଥିତି ଗମ୍ଭୀର ରହିଛି। ଇତି ମଧ୍ୟରେ ୟୁକ୍ରେନରେ ରହୁଥିବା ଭାରତୀୟଙ୍କୁ ପରାମର୍ଶ ଦେଇଛି କ୍ୱିଭ୍‌ସ୍ଥିତ ଭାରତୀୟ ଦୂତାବାସ। ଯିଏ ଯେଉଁଠି ଅଛନ୍ତି ସେଠି ରୁହନ୍ତୁ। ଶାନ୍ତ ଏବଂ…

ମିସାଇଲ ମାଡ଼ରେ ୟୁକ୍ରେନରେ ୭ ମୃତ, ୯ ଆହତ

କ୍ୱିଭ,୨୪।୨: ଗୁରୁବାର ସକାଳୁ ୟୁକ୍ରେନର ରାଜଧାନୀ କ୍ୱିଭ ସମେତ ବିଭିନ୍ନ ସହରରେ ରୁଷିଆ କ୍ଷେପଣାସ୍ତ୍ର ମାଡ଼ କରିଛି। ଏଥିରେ ଏପର୍ଯ୍ୟନ୍ତ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ରୁଷିଆ ସେନା ଆକ୍ରମଣ ଜାରି ରଖିଥିବାରୁ ମୃତକଙ୍କ…

ସାଢ଼େ ୧୨ଟା ସୁଦ୍ଧା ୫୫ % ମତଦାନ

ଭୁବନେଶ୍ୱର,୨୪ା୨(ବ୍ୟୁରୋ): ଆଜି ରାଜ୍ୟରେ ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ସାଢ଼େ ୧୨ଟା ସୁଦ୍ଧା ୫୫ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ସଚିବ ରବୀନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ଭୋଟ୍‌ ନ ଦେଇ ଫେରିଲେ ଶତାଧିକ ଭୋଟର

ସୁନ୍ଦରଗଡ଼,୨୪ା୨(ଡି.ଏନ୍‌.ଏ.): ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟରେ ଗୁରୁବାର ସୁନ୍ଦରଗଡ଼ ଜିଲାରେ ମତଦାନ ଶେଷ ହୋଇଛି। ତେବେ ଟାଙ୍ଗରପାଲି ବ୍ଲକ ‘ଖ’ ନମ୍ବର ଜୋନ୍‌ ସାନପତ୍ରାପାଲି ପଞ୍ଚାୟତ ଅନ୍ତର୍ଗତ ଅଲେଇକେରା ଗ୍ରାମର ୩ଟି ଓ୍ବାର୍ଡରେ ଭୋଟର ତାଲିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?