Home

ଆର୍ମି ଡେ: ପ୍ରଥମଥର ନୂଆ ୟୁନିଫର୍ମରେ ଶକ୍ତି ପ୍ରଦର୍ଶନ କରିବ ସ୍ଥଳସେନା

ନୂଆଦିଲ୍ଲୀ,୧୫ ।୧: ସେନା ଦିବସ ଅବସରରେ ସ୍ଥଳସେନା ତା’ର ଶକ୍ତି ପ୍ରର୍ଶନ କରିବ । ଏହି ଅବସରରେ ସ୍ଥଳସେନା ମୁଖ୍ୟ ଜେନରାଲ ଏମଏମ ନରୱଣେ ରାଜଧାନୀ ଦିଲ୍ଲୀର କ୍ୟାଣ୍ଟ ସ୍ଥିତ କରିଅପ୍ପା ଗ୍ରାଉଣ୍ଡରେ ଅନୁଷ୍ଠିତ ପରେଡରେ ସଲାମି ନେବେ । ସକାଳ…

ଜାଲିକାଟୁ ପ୍ରତିଯୋଗୀତା ସମୟରେ ଜଣଙ୍କର ମୃତ୍ୟୁ, ୮୦ ଆହତ

ମଦୁରାଇ,୧୫ ।୧: ତାମିଲନାଡୁ ମଦୁରାଇର ଅଭନିୟାପୁରମରେ ଅନୁଷ୍ଠିତ ହୋଇଥିବା ଜାଲିକାଟୁ ପ୍ରତିଯୋଗୀତାରେ ଶୁକ୍ରବାର ଜଣଙ୍କର ମୃତ୍ୟୁ ହେବା ସହ ୮୦ ଆହତ ହୋଇଥିବା ସୂଚନା ମିଳିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆହତଙ୍କ ମଧ୍ୟରେ ରହିଛନ୍ତି…

ପୁଣି ଫେରିଲେ ରାଜ୍‌

ବମ୍ବେ: ସୋସିଆଲ ମିଡିଆକୁ ପୁଣି ଫେରିଲେ ରାଜ କୁନ୍ଦ୍ରା। ଅଶ୍ଳିଳ ଫିଲ୍ମ ନିର୍ମାଣ ମାମଲାରେ ଛନ୍ଦି ହୋଇ ଗିରଫ ହୋଇଥିଲେ ସେ। ଏହାପରଠାରୁ ସେ ଚର୍ଚ୍ଚାରେ ରହି ଆସୁଥିଲେ। ଲୋକଲଜ୍ଜାକୁ ଡରି ରାଜ୍‌ଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କିଛିଦିନ…

୬୧ ବର୍ଷୀୟ ବୃଦ୍ଧାଙ୍କ ପ୍ରେମରେ ଏହି ଯୁବକ, ଉଠାଇଲେ ଏତେ ବଡ଼ ପଦକ୍ଷେପ

ପ୍ରେମ ଧର୍ମ, ଜାତି, ବୟସ ଦେଖେନା। କାରଣ ପ୍ରେମ କେବେ, କେଉଁଠି, କାହାସହ ହୋଇଯାଏ ଜଣାପଡେନା। କିଛି ପ୍ରେମକାହାଣୀ ଏପରି ଅଛି ଯାହା ସବୁଦିନ ପାଇଁ ଅମର ହୋଇଯାଇଛି। ସେହିଭଳି କିଛି ବିଷୟରେ ଜାଣି ଅନେକ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଆଜି ଆମେ…

୧୦୦ ଥର ନିର୍ବାଚନରେ ହାରି ରେକର୍ଡ କରିବାକୁ ଚାହାନ୍ତି ଏହି ବ୍ୟକ୍ତି, ପୁରା ଘଟଣା ଜାଣିଲେ…

ଆଗ୍ରା: ନିର୍ବାଚନ ଛୋଟ ହେଉ ଅଥବା ବଡ଼, ପ୍ରତ୍ୟେକ ପ୍ରାର୍ଥୀ ଏହାକୁ ଜିତିବାକୁ ଇଚ୍ଛା ରଖିଥାନ୍ତି। ଏଥିପାଇଁ ସେ ସବୁକିଛି କରନ୍ତି। ହେଲେ ଯଦି ଆମେ ଆପଣଙ୍କୁ ହାରିବାକୁ ନିର୍ବାଚନ ଲଢ଼ନ୍ତୁ ବୋଲି କହିବୁ ତେବେ କ’ଣ ହେବ? ନା କହିବେ…

ଫିଲ୍ମ ଷ୍ଟାଇଲ୍‌ରେ ମୋବାଇଲ୍‌ ଚୋରକୁ କାବୁ କଲେ ପୋଲିସ କର୍ମଚାରୀ, ଭିଡିଓ ଦେଖିଲେ…

ଚୋର ଧରିବା ପୋଲିସର କାମ। ହେଲେ ଅନେକ ସମୟରେ ଏପରି କିଛି ଘଟେ ଯାହା ଚର୍ଚ୍ଚାର ବିଷୟ ପାଲଟିଥାଏ। ମାଙ୍ଗାଲୁର ପୋଲିସର ସେଭଳି ଏକ ଭିଡିଓ ଏବେ ବେଶ ଭାଇରାଲ ହେଉଛି। ଏଥିରେ ଜଣେ ପୋଲିସ କର୍ମଚାରୀ ଫିଲ୍ମ ଷ୍ଟାଇଲ୍‌ଷର ଚୋର…

ପାଗ ଖରାପ ଯୋଗୁ ହୋଇଛି ସିଡିଏସ୍ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା

ନୂଆଦିଲ୍ଲୀ,୧୪ ।୧: ସିଡିଏସ୍ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ଖରାପ ପାଗ ଯୋଗୁ ହୋଇଛି । ଏହି ଘଟଣାକୁ ନେଇ ‘ଟ୍ରାଇ ସର୍ଭିସେସ କୋର୍ଟ ଅଫ୍ ଇନକ୍ୱାରି’ ତା’ର ପ୍ରାରମ୍ଭିକ ରିପୋର୍ଟ ଶୁକ୍ରବାର ପ୍ରଦାନ କରିଛି । ତେବେ ହେଲିକପ୍ଟରରେ ଯାନ୍ତ୍ରିକ…

ଏୟାର ଲାଇନ୍ସ କମ୍ପାନୀର ମାଲିକ ରାମ ଚରଣ

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ରାମ ଚରଣ ଜଣେ ଭଲ ଅଭିନେତା ସହ ତାଙ୍କର ଲକ୍‌ଜିୟସ ଲାଇଫ୍ ଷ୍ଟାଇଲକୁ ନେଇ ସେ ବେଶ୍ ପରିଚିତ । ତାଙ୍କର କେବଳ ସାଇଥରେ ନୁହେଁ ବରଂ ସାରା ଦେଶରେ ରହିଛନ୍ତି ବହୁ ଫ୍ୟାନ୍ ଫଲୋଇଙ୍ଗସ ।…

କେପ୍‌ ଟାଉନ୍‌ରେ କୋହଲି ଯାହା କରିଛନ୍ତି, କେହିବି ତାଙ୍କୁ ଆଦର୍ଶ ମାନିବେ ନାହିଁ: ଗମ୍ଭୀର

ନୂଆଦିଲ୍ଲୀ,୧୪।୧: ନୂଆ ବିବାଦରେ ଫସିଛନ୍ତି ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି। କେପ୍‌ ଟାଉନ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟର ତୃତୀୟ ଦିନରେ ଏକ ଡିଆର୍‌ଏସ୍‌କୁ ନେଇ ବିବାଦ ଦେଖାଦେଇଛି। କୋହଲିଙ୍କ ବ୍ୟବହାରକୁ ନେଇ…

ଆସିବ କମେଡି କିଙ୍ଗ କପିଲ ଶର୍ମାଙ୍କ ବାୟୋପିକ୍‌

ମୁମ୍ବାଇ: ବଡ ପରଦାରେ ଆସିବ କମେଡି କିଙ୍ଗ କପିଲ ଶର୍ମାଙ୍କ ବାୟୋପିକ୍ । କପିଲଙ୍କ ପପୁଲାରିଟି କେବଳ ଦେଶ କାହିଁକି ବିଦେଶରେ ବି ରହିଛି । ଲୋକଙ୍କ ମଧ୍ୟରେ ତାଙ୍କର ପପୁଲାରିଟିକୁ ଦେଖି ଏବେ ମେକର୍ସ ତାଙ୍କର ବାୟୋପିକ୍ ନିର୍ମାଣ ପାଇଁ…

କରୋନାକୁ ହରାଇ ଫେରିବା ପରେ ନେଲେ ଚକିତ କଲାଭଳି ନିଷ୍ପତ୍ତି; ତା’ ପରେ ଘଟିଲା…

ମେଲବର୍ନ,୧୪।୧: ଅନ୍ତର୍ଜାତୀୟ କ୍ରିକେଟ ହେଉ ଅବା ଲିଗ୍‌ କ୍ରିକେଟ, ଭେଟେରାନ୍‌ ଅଲରାଉଣ୍ଡର ଗ୍ଲେନ୍‌ ମାକ୍ସଓ୍ବେଲ ନିଜ ନିଷ୍ପତ୍ତିରେ ପ୍ରଶଂସକଙ୍କୁ ଚମକାଇଥାନ୍ତି। କୋଭିଡ-୧୯କୁ ହରାଇବା ପରେ ମାକ୍ସଓ୍ବେଲ୍‌ ଗୁରୁବାର ଅଷ୍ଟ୍ରେଲିଆରେ ଖେଳାଯାଉଥିବା ବିଗ୍‌ ବ୍ୟାସ୍‌ ଲିଗ୍‌(ବିବିଏଲ୍‌)ର ମଇଦାନକୁ ଓହ୍ଲାଇଥିଲେ। ସେଠାରେ ସେ ଏକ…

ଦକ୍ଷିଣ ଆଫ୍ରିକାରେ ଭାରତର ସିରିଜ ଜିତିବା ରହିଲା ଅଧୁରା

କେପ୍‌ ଟାଉନ୍‌,୧୪।୧: ସ୍ଥାନୀୟ ନ୍ୟୁଲାଣ୍ଡ ଷ୍ଟାଡିୟମଠାରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଭାରତକୁ ୭ ଉଇକେଟରେ ପରାସ୍ତ କରିଛି । ଫଳରେ ଭାରତ ପାଇଁ ଦକ୍ଷିଣ ଆଫ୍ରିକାରେ ସିରିଜ ଜିତିବା ସ୍ବପ୍ନ ଅଧୁରା ରହିଯାଇଛି। ୨୧୨ ରନ୍‌ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri