ମମିତା ମୃତ୍ୟୁ ମାମଲା: ଗଜପତିରେ କଂଗ୍ରେସର ହରତାଳ
ପାରଳାଖେମୁଣ୍ଡି,୧୨ା୧୧(ଡି.ଏନ୍.ଏ.): ମମିତା ମେହେର ମୃତ୍ୟୁ ମାମଲାରେ କଂଗ୍ରେସର ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ତେବେ ଗଜପତି ଜିଲାରେ କଂଗ୍ରେସର ଏହି ହରତାଳ ପ୍ରଭାବ ଶୂନ୍ୟ ରହିଛି। ପ୍ରାୟତଃ ସମସ୍ତ ଦୋକାନ ବଜାର ଖୋଲା ରହିଥିବା ବେଳେ ବସ୍ ଚଳାଚଳ ସ୍ବାଭାବିକ…
କଂଗ୍ରେସର ଧର୍ମଘଟ: ଟାୟାର ଜାଳି ରାସ୍ତା ଅବରୋଧ
ବରଗଡ଼ ଅଫିସ,୧୨ା୧୧: କଂଗ୍ରେସ ପକ୍ଷରୁ ଶୁକ୍ରବାର ଦିଆଯାଇଥିବା ୬ ଘଣ୍ଟିଆ ଧର୍ମଘଟର ପ୍ରଭାବ ବରଗଡ଼ ଜିଲାରେ ପରିଲକ୍ଷିତ ହୋଇଛି। ସକାଳ ୬ଟାରୁ ବରଗଡ଼ ସହର ସମେତ ଜିଲାର ବିଭିନ୍ନ ଅଞ୍ଚଳରେ ଦୋକାନ ବଜାର ସ୍ବତଃସ୍ଫୁର୍ତ୍ତ ବନ୍ଦ ରହିଛି। ଅପରପକ୍ଷରେ ବରଗଡ଼ ଗାନ୍ଧୀଛକରେ…
ଭୁଲ୍ ରକ୍ତ ନେଲା ଜୀବନ, ଡାକ୍ତରଖାନା ପରିସରରେ ଉତ୍ତେଜନା
ରାଉରକେଲା,୧୨ା୧୧(ଡି.ଏନ୍.ଏ.): ରାଉରକେଲା ସରକାରୀ ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଘଟିଛି। ଭୁଲ ରକ୍ତ ପ୍ରଦାନ ଯୋଗୁ ରାରକେଲା ସରକାରୀ ଡାକ୍ତରଖାନା ମହିଳା ମେଡିଶିନ୍ ଓ୍ବାର୍ଡରେ ବେଡ୍ ନମ୍ବର ୧୫୮ରେ ଚିକିତ୍ସିତ ସରୋଜିନୀ କାଖ୍(୨୫) ଚିକିତ୍ସିତ ହେଉଥିଲେ। ଗତ ୧୦ ତାରିଖରେ ସିକ୍ଲିନ୍…
ନିଜକୁ ଗୁଳି ମାରିଲେ ବିଧାୟକଙ୍କ ପୁଅ: ସୁଇସାଇଡ୍ ନୋଟ୍ରେ ଲେଖିଲେ…
ଭୋପାଳ,୧୨।୧୧:ମଧ୍ୟପ୍ରଦେଶର ଜବଲପୁରରେ ଏକ ଅଭାବନୀୟ ଘଟଣା ଘଟିଛି। କଂଗ୍ରେସ ବିଧାୟକ ସଞ୍ଜୟ ଯାଦବଙ୍କ ୧୭ ବର୍ଷୀୟ ପୁଅ ବିଭବ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି। ଏହାପୂର୍ବରୁ ଏକ ସୁଇସାଇଡ୍ ନୋଟ୍ ଲେଖି ୫ ଜଣଙ୍କୁ ପଠାଇଥିଲେ। ସୂଚନାଯୋଗ୍ୟ, ବିଭବ ଯୁକ୍ତ…
‘ଦୁଗ୍ଧ ଉତ୍ପାଦନରେ ଜଗତ୍ସିଂହପୁର ପ୍ରଥମ’
ଜଗତ୍ସିଂହପୁର ଅଫିସ, ୧୨ା୧୧: ହିନ୍ଦୁ ଶାସ୍ତ୍ରରେ ଗୋମାତା ପୂଜନୀୟ, ଶ୍ରଦ୍ଧାର କେନ୍ଦ୍ରବିନ୍ଦୁ। ସେମାନେ ଆମ ଆର୍ଥିକ ସମୃଦ୍ଧିର ଏକ ପ୍ରମୁଖ ମାଧ୍ୟମ। ବିଶେଷକରି ଗ୍ରାମୀଣ ସମୃଦ୍ଧିରେ ବେଶ୍ ସହାୟକ। ଆଳିପିଙ୍ଗଳଠାରେ ୭୦ତମ ଜିଲାସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ପାଳନ ଅବସରରେ ଗୁରୁବାର…
ସହାୟତା ମାଗି ଶୁଦ୍ଧି ହେଲେ ନାବାଳକ
ରାଜନଗର, ୧୨ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବାଲିସାହିପାଟଣା ପଞ୍ଚାୟତ ଚମ୍ପାଦିଆ ଗାଁର ଭାଗବତ ଦାସ (୧୪) ୨ ବର୍ଷ ତଳେ ବାପା ଗୁରୁବାରି ଦାସ (୪୫)ଙ୍କୁ ହରାଇଥିଲେ। ବିଦ୍ୟୁତ୍ ଆଘାତରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ମା’ ଉଲି(୪୩) ଭାଗବତଙ୍କ…
କେବଳ ମା’ଙ୍କ ଯୋଗୁ ଭାଙ୍ଗିଯାଇଥିଲା ଅଭିଷେକ-କରିସ୍ମାଙ୍କ ବିବାହ
ବମ୍ବେ: ୨୦୦୦ ମସିହାରେ ଫିଲ୍ମ ‘ରେଫ୍ୟୁଜି’ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ ବିଗ୍ବିଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ। ଫିଲ୍ମରେ ତାଙ୍କ ନାୟିକା ସାଜିଥିଲେ ଅଭିନେତ୍ରୀ କରିସ୍ମା କପୁର। ଅଭିନୟ କରୁକରୁ ସତସତିକା ପ୍ରେମରେ ପଡ଼ିଥିଲେ ଅଭିଷେକ। ଏହାର ଦୁଇ…
୨୬୭ ଦିନ ପରେ ଆଜି ସବୁଠୁ କମ୍ କରୋନା ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ,୧୨।୧୦: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନେ ବଢିଲେ ଦିନେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୧୨,୫୧୬ଟି ମାମଲା ସାମ୍ନାକୁ ଆସିଥିବାବେଳେ ୫୦୧ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ…
ବାର୍ଡ ଫ୍ଲୁ ଆଶଙ୍କା: ଭିତରକନିକାରୁ ୧୮୦ ନମୁନା ସଂଗ୍ରହ
ରାଜନଗର,୧୨ା୧୧(ଡି.ଏନ୍.ଏ.): ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଭିଡ଼ ଜମାଇଥିବା ବେଳେ ବିଦେଶାଗତ ପକ୍ଷୀଙ୍କ ଆସିବା ଆରମ୍ଭ ହୋଇଛି। ବିଦେଶାଗତ ପକ୍ଷୀ ଆସିବା ଆରମ୍ଭ କରିଥିବା ବେଳେ ବାର୍ଡ ଫ୍ଲୁ ନେଇ ପ୍ରଶାସନ ଆଶଙ୍କା ପ୍ରକାଶ କରି ସତର୍କ ଦୃଷ୍ଟି ରଖିଛି।…
ଓପିଏଚ୍ଡବ୍ଲ୍ୟୁସି ଡେପୁଟି ମ୍ୟାନେଜର ନିଲମ୍ବିତ
ଭୁବନେଶ୍ୱର,୧୨ା୧୧(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିବା ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ଓ୍ବେଲ୍ଫେୟାର କର୍ପୋରେଶନ(ଓପିଏଚ୍ଡବ୍ଲ୍ୟୁସି) ଡେପୁଟି ମ୍ୟାନେଜର ପ୍ରତାପ କୁମାର ସାମଲଙ୍କୁ ଗୁରୁବାର ଚାକିରିରୁ ନିଲମ୍ବନ କରାଯାଇଛି। ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କ ବିରୋଧରେ…
ଖସେଇଦେବାକୁ ସଲାସୁତରା
ଯାଜପୁର ଅଫିସ,୧୨ା୧୧: ପେଟ୍ରୋଲ ଓ ଡିଜେଲର ଅପମିଶ୍ରଣ ତଥା କଳାବଜାରରେ ଚଢାଦରରେ ବିକ୍ରି ପାଇଁ ଜିଲାରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)କିରୋସିନର ଚୋରା କାରବାରର ଆଉ ଏକ ଉଦାହରଣ ସାମ୍ନାକୁ ଆସିଛି। ୬ ମାସ ହେଲା ଜେନାପୁର ଥାନା ପୋଲିସ ଧରିଥିବା…
ଝଡ଼ବାତ୍ୟା ଆଶଙ୍କା
ଭୁବନେଶ୍ୱର,୧୨ା୧୧(ବ୍ୟୁରୋ): ଆସନ୍ତା ୧୩ ତାରିଖରେ ଆଣ୍ଡାମାନ ଆଖପାଖ ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା…
Archives


