Home

ପୁଣି ବଢ଼ିଲା ଆୟକର ରିଟର୍ଣ୍ଣ ଅବଧି, ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୧: ପୁଣିଥରେ କେନ୍ଦ୍ର ସରକାର ଆୟକର ରିଟର୍ଣ୍ଣ(ଆଇଟିଆର୍‌) ଅବଧିକୁ ବଢ଼ାଇ ଦେଇଛନ୍ତି। ଏବେ ଆଇଟିଆର୍‌ ଦାଖଲର ଶେଷ ତାରିଖକୁ ୨୦୨୨ ମାର୍ଚ୍ଚ ୧୫ ଯାଏ ବୃଦ୍ଧି କରାଯାଇଛି। କରୋନା ପାଇଁ ଟିକସଦାତାମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ…

ଆଗାମୀ କିଛି ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ସତର୍କ ରୁହନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ରାଜ୍ୟରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସଂଧ୍ୟାରେ ରାଜ୍ୟରେ କୋଭିଡ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସାରା ଦେଶରେ କୋଭିଡ-୧୯ର ତୃତୀୟ…

ମିହିରଙ୍କୁ ଦିଆଯିବ ଗାର୍ଡ ଅଫ୍‌ ଅନର୍‌; ବୁଧବାର ହେବ ଶେଷକୃତ୍ୟ

କଟକ ଅଫିସ, ୧୧।୧: ଓଲିଉଡ ଜଗତର ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ମଙ୍ଗଳବାର ପରଲୋକ ଘଟିଛି। କଟକର ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସିତ ହେବା ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସନ୍ଧ୍ୟାରେ ମିହିରଙ୍କ ମରଶରୀରକୁ ଡାକ୍ତରଖାନାରୁ ସିଡିଏ ସେକ୍ଟର…

ଟିମ୍‌ ଇଣ୍ଡିଆରୁ ପଡ଼ିଛନ୍ତି ବାଦ୍‌, ତଥାପି ନୂଆ ଆଇପିଏଲ୍‌ ଟିମ୍‌ର ହେବେ ଅଧିନାୟକ!

ନୂଆଦିଲ୍ଲୀ,୧୧।୧: ଆଇପିଏଲ୍‌ର ୧୫ମ ସଂସ୍କରଣରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିପାରେ ବଡ଼ ଦାୟିତ୍ୱ। ଖରାପ ଫର୍ମ ଯୋଗୁ ଜାତୀୟ ଦଳରୁ ବାଦ୍‌ ପଡ଼ିଥିବା ହାର୍ଦ୍ଦିକ ଆଇପିଏଲ୍‌ର ନୂଆ ଫ୍ରାଞ୍ଚାଇଜ୍‌ ଅହମ୍ମଦାବାଦ ଟିମ୍‌ର ଅଧିନାୟକ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହି ଟିମ୍‌ରେ…

ରାଜ୍ୟରେ ମକର ସଂକ୍ରାନ୍ତି-ପୋଙ୍ଗଲ୍‌ ପାଳନ ଉପରେ ଲାଗିଲା କଟକଣା

ଭୁବନେଶ୍ୱର,୧୧।୧(ବ୍ୟୁରୋ): ରାଜ୍ୟରେ ମକର ସଂକ୍ରାନ୍ତି ଓ ପୋଙ୍ଗଲ୍‌ ପାଳନ ଉପରେ ଲାଗିଲା କଟକଣା। ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଙ୍ଗଳବାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସାଧାରଣତଃ ଏହି ଅବସରରେ ଶ୍ରଦ୍ଧାଳୁମାନେ ନଦୀ, ପୁଷ୍କରିଣୀ ଆଦି ନିକଟରେ…

ଆଉ ନାହାନ୍ତି ମିହିର: ଗଭୀର ଶୋକ ପ୍ରକାଶ କଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ବରିଷ୍ଠ ଓଲିଉଡ୍‌ ଅଭିନେତା ମିହିର ଦାସ ଆଉ ନାହାନ୍ତି। ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ଡାକ୍ତରଖାନାରେ ମଙ୍ଗଳବାର ଅପରାହ୍ନରେ ତାଙ୍କର ପରଲୋକ ହୋଇଯାଇଛି। ଏହି ଖବର ଜଣାପଡ଼ିବା ପରେ ବହୁ ବିଶିଷ୍ଟ ଲୋକ ଶୋକ ପ୍ରକାଶ କରିଛନ୍ତି। ଓଡ଼ିଶା…

ଛିଣ୍ଡୁନି ଅଙ୍କ: ହାଇକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କଲେ ସୁମିତ

କଟକ ଅଫିସ,୧୧।୧: ବ୍ରହ୍ମପୁର ବ୍ରହ୍ମାନଗରର ବହୁଚର୍ଚ୍ଚିତ ତପସ୍ବିନୀ ଦାଶ-ସୁମିତ ସାହୁଙ୍କ ପାରିବାରିକ ବିବାଦ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ଗତ ୪ ତାରିଖରେ ଛତ୍ରପୁର ଜିଲା କୋର୍ଟ ଦେଇଥିବା ନିର୍ଦ୍ଦେଶନାମାକୁ ନେଇ ଏବେ ହାଇକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ…

ବିବାହକୁ ଡରୁଛନ୍ତି ଦଙ୍ଗଲ ଗର୍ଲ!

ମୁମ୍ବାଇ: ଜାନୁୟାରୀ ୧୧, ୧୯୯୨ରେ ଜନ୍ମ ନେଇଥିବା ବଲିଉଡର ଦଙ୍ଗଲ ଗର୍ଲ ଫାତିମା ସନା ଶେଖ ୨୯ ବର୍ଷରେ ପାଦ ଦେଇଛନ୍ତି । କିଛି ବଲିଉଡ ମୁଭିରେ ସେ ତାଙ୍କର ଅଭିନୟ ଚାତୁରି ଦେଖାଇ ସାରିଛନ୍ତି । ହେଲେ ‘ଦଙ୍ଗଲ’ ତାଙ୍କୁ…

ବରିଷ୍ଠ ଅଭିନେତା ମିହିର ଦାସଙ୍କ ପରଲୋକ

କଟକ ଅଫିସ,୧୧।୧: ବରିଷ୍ଠ କଳାକାର ତଥା ଅଭିନେତା ମିହିର ଦାଶଙ୍କ ମଙ୍ଗଳବାର ଅପରାହ୍ନରେ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ହେଲା ଯକୃତ ରୋଗରେ ଆକ୍ରାନ୍ତ ହୋଇ କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ…

ପୀଡ଼ିତାଙ୍କୁ ବିବାହ କଲେ ମଧ୍ୟ ବଳାତ୍କାର ଅପରାଧକୁ କ୍ଷମା କରାଯାଇ ପାରିବ ନାହିଁ, ହାଇକୋର୍ଟଙ୍କ ରାୟ…

ନୂଆଦିଲ୍ଲୀ, ୧୧।୧ : ବଳାତ୍କାର ଅଭିଯୋଗରେ ଜଣେ ସରକାରୀ କର୍ମଚାରୀଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏଫଆଇଆର୍‌କୁ ଖାରଜ କରିବାକୁ ଦିଲ୍ଲୀ ହାଇକୋର୍ଟ ମନା କରି ଦେଇଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ହୋଇଥିବା ଆପୋଷ ବୁଝାମଣା ଏବଂ ବିବାହ ଚୁକ୍ତିନାମା ଆଧାରରେ ଏଭଳି…

ବିଭିନ୍ନ ବ୍ୟାଙ୍କରେ ରହିଛି ୬୨୦୮.୦୩ କୋଟି ଟଙ୍କା, ହାଇକୋର୍ଟରେ ଡିଏମଆରସିର ସୂଚନା…

ନୂଆଦିଲ୍ଲୀ, ୧୧।୧ : ଦିଲ୍ଲୀ ମେଟ୍ରୋ ରେଳ ନିଗମ ଲିମିଟେଡ (ଡିଏମଆରସି)ର ବିଭିନ୍ନ ବ୍ୟାଙ୍କରେ ମୋଟ ୬୨୦୮.୦୩ କୋଟି ଟଙ୍କା ରହିଛି। ଏନେଇ ଡିଏମଆରସି ପକ୍ଷରୁ ଦିଲ୍ଲୀ ହାଇକୋର୍ଟଙ୍କ ସମ୍ମୁଖରେ ସୂଚନା ପ୍ରଦାନ କରାଯାଇଛି। ଦିଲ୍ଲୀ ବିମାନ ବନ୍ଦର ମେଟ୍ରୋ ଏକ୍ସପ୍ରେସ…

ବିଧାନସଭା ନିର୍ବାଚନ ପୂର୍ବରୁ ୟୁପି ଭାଜପାକୁ ବଡ ଝଟକା

ଲକ୍ଷ୍ନୌ,୧୧ ।୧: ଉତ୍ତର ପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଇସ୍ତଫା ଦେଇଛନ୍ତି । ସେ ସମାଜବାଦୀ ପାର୍ଟିରେ ସାମିଲ ହୋଇପାରନ୍ତି ବୋଲି ଆଲୋଚନା ହେଉଛି । ଆଗକୁ ବିଧାନସଭା ନିର୍ବାଚନ ଥିବା ବେଳେ ମୌର୍ଯ୍ୟଙ୍କ ଇସ୍ତଫା ଭାରତୀୟ ଜନତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri