Home

ବିବାହ ପରେ ପ୍ରଥମ

ବମ୍ବେ: ନୂଆ ନୂଆ ବିବାହ, ଏଣୁ ମନ ଉଡୁଛି ଆକାଶରେ। ଆମେ କଥା ହେଉଛୁ ବଲିଉଡ୍‌ ଅଭିନେତ୍ରୀ କଟ୍ରିନା କୈଫ୍‌ ଏବଂ ଭିକ୍କି କୌଶଲଙ୍କ କଥା। ମାସେ ତଳେ ହାତକୁ ଦୁଇ ହାତ ହୋଇଥିଲେ ଉଭୟେ। ସେବେଠାରୁ ଉଭୟ ପ୍ରତିଟି ଉତ୍ସବକୁ…

ଦାବୋସ ଏଜେଣ୍ଡା ଶିଖର ସମ୍ମିଳନୀର ପ୍ରଥମ ଦିନରେ ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୪ ।୧: ବିଶ୍ୱ ଆର୍ଥିକ ମଞ୍ଚ ବା ୱାର୍ଲଡ ଇକୋନମିକ ଫୋରମ(ଡବ୍ଲୁଇଏଫ୍‌)ର ଅନଲାଇନ ଆୟୋଜିତ ହେବାକୁ ଯାଉଥିବା ଦାବୋସ ଏଜେଣ୍ଡା ଶିଖର ସମ୍ମିଳନୀର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ୫ ଦିବସୀୟ ଏହି…

ହ୍ରିତିକ୍‌ଙ୍କୁ ଛାଡ଼ିବା ପରେ ୧୦ ବର୍ଷ ସାନ ଏହି ବ୍ୟକ୍ତିଙ୍କ ପ୍ରେମରେ ସୁଜୈନ୍‌; ଏବେ କହିଲେ…

ବମ୍ବେ: ପ୍ରେମରେ ପଡ଼ିଛନ୍ତି ସୁଜୈନ ଖାନ୍‌। ଅଭିନେତା ତଥା ସ୍ବାମୀ ହ୍ରିତିକ୍‌ ରୋଶନଙ୍କଠାରୁ ଅଲଗା ହେବା ପରେ ସେ ନିଜଠାରୁ ୧୦ ବର୍ଷ ସାନ ଅର୍ସଲାନ ଗୋନିଙ୍କୁ ମନ ଦେଇଛନ୍ତି। ଏପରି କିଛି ଚର୍ଚ୍ଚା ଏବେ ବଲିଉଡ୍‌ର ଗଳିକନ୍ଦିରେ ହେଉଛି। ଉଭୟ…

ସୁଜୈନଙ୍କ ପରେ ଏବେ ହ୍ରିତିକ୍‌ଙ୍କୁ କରୋନା; ହୋମ୍‌ କ୍ୱାରାଣ୍ଟାଇନ୍‌ରେ ବିତୁଛି…

ବମ୍ବେ: ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସାଧାରଣ ଲୋକଠାରୁ ଆରମ୍ଭ କରି ବଡ଼ ବଡ଼ ସେଲିବ୍ରିଟି ଏଥିରୁ ରକ୍ଷା ପାଇ ପାରୁନାହାନ୍ତି। ଏବେ ଅଭିନେତା ହ୍ରିତିକ ରୋଶନ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ସେ ହୋମ୍‌ ଆଇସୋଲେଶନରେ…

ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ୫୦ ବିଦ୍ୟାର୍ଥୀ କରୋନା ପଜିଟିଭ, ସମସ୍ତ ପରୀକ୍ଷା ସ୍ଥଗିତ

ଲକ୍ଷ୍ନୌ,୧୪ ।୧: ଦେଶରେ କରୋନା ମହାମାରୀର ତୃତୀୟ ଲହର ଆରମ୍ଭ ହୋଇଯାଇଥିବା ବେଳେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ଚିନ୍ତାର କାରଣ ପାଲଟିଯାଇଛି । ଗୁରୁବାର ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀଙ୍କ କରୋନା ଟେଷ୍ଟ କରାଯାଇଥିବା ବେଳେ ଏମାନଙ୍କ…

ଆଇଟମ ଗୀତରେ ଡ୍ୟାନ୍ସ କରିଛନ୍ତି ନାମୀଦାମୀ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର ଅନେକ ଲୋକପ୍ରିୟ ଅଭିନେତ୍ରୀ ଅଭିନୟ କରିବା ବ୍ୟତୀତ ଆଇଟମ୍‌ ଗୀତରେ ମଧ୍ୟ ଡ୍ୟାନ୍ସ କରିଛନ୍ତି। ସେ ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ହୁଅନ୍ତୁ କି କ୍ୟାଟ୍ରିନା କୈଫ୍‌, ଆଇଟମ ସଙ୍ଗ୍‌ରେ ତାଙ୍କ ଡ୍ୟାନ୍ସରେ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି। ଦେଶୀ ଗର୍ଲ…

ମାଲିକଙ୍କ ମୃତ୍ୟୁର ୨ ମାସ ପରେ ବି କବର ନିକଟରୁ ଉଠୁନି ବିଲେଇ

ମଣିଷ ପାଇଁ ସବୁଠୁ ବିଶ୍ୱସ୍ତ ପ୍ରାଣୀ କୁକୁର ବୋଲି ଆମେ ସମସ୍ତେ ଜାଣିଛେ। ପ୍ରାୟତଃ ସୋସିଆଲ ମିଡିଆରେ କୁକୁର ଏବଂ ମାଲିକଙ୍କ ମଧ୍ୟରେ ଥିବା ଭଲପାଇବା ଜଡ଼ିତ ହୃଦୟସ୍ପର୍ଶୀ କାହାଣୀ ଶୁଣିଥାଉ ବା ଦେଖିଥାଉ। ଏବେ ଏକ ବିଲେଇ ମଧ୍ୟ ଜଣେ…

ରାସ୍ତାକଡ଼ରେ ଚଣା ବିକୁଛନ୍ତି ଏହି ଦ୍ରୁତତମ ବୋଲର

ଆଜିକାଲି ପାକିସ୍ତାନର ଦ୍ରୁତତମ ବୋଲର ଓ୍ବହାବ ରିୟାଜଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ରିୟାଜ ରାସ୍ତାକଡ଼ରେ ଚଣା ବିକୁଥିବା ନଜର ଆସିଛନ୍ତି। ଏହି ଭିଡିଓରେ କେତେକ ପାକିସ୍ତାନୀ ଖେଳାଳି ମଧ୍ୟ କମେଣ୍ଟ ଦେଇଛନ୍ତି। ୩୬ ବର୍ଷୀୟ…

ବାବା ଆଖଣ୍ଡଳମଣିଙ୍କ ପାଖରେ ଲାଗିହେଲା ମକର ପୋଡ଼ପିଠା

ଆରଡ଼ି,୧୪ା୧(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ଶୁକ୍ରବାର ମକର ସଂକ୍ରାନ୍ତିରେ ବାବା ଆଖଣ୍ଡଳମଣିଙ୍କ ପାଖରେ ମକର ପୋଡ଼ପିଠା ଲାଗି କରାଯାଇଛି । ଭୋର ୫ଟାରେ ମନ୍ଦିର ପହୁଡ଼ ଖୋଲା ଯିବା ପରେ ମଙ୍ଗଳ ଆଳତି କରାଯାଇଥିଲା। ପରେ ବାବାଙ୍କ ସ୍ନାନକୃତ୍ୟ…

ବିଶ୍ୱର ସବୁଠୁ ବଡ଼ ତାଲା, ଅଯୋଧ୍ୟାର ରାମମନ୍ଦିରରେ ହେବ ବ୍ୟବହାର; ଓଜନ ଜାଣିଲେ…

ଲକ୍ଷ୍ନୌ,୧୪ା୧: ଉତ୍ତରପ୍ରଦେଶର ଅଲିଗଡ଼ ବିଶ୍ୱର ସବୁଠୁ ବଡ଼ ତାଲା ତିଆରି ପାଇଁ ଜଣାଶୁଣା। ଏଠାରେ ରହୁଥିବା ଏକ ବୃଦ୍ଧ ଦମ୍ପତି ୩୦୦ କିଲୋ ଓଜନର ଏକ ବଡ଼ ତାଲା ତିଆରି କରିଥିଲେ। କିନ୍ତୁ ଏବେ ଏହି ଦମ୍ପତି ୪୦୦ କିଲୋ ଓଜନର…

ଏଣିକି ଆକାଶରେ ଉଡ଼ିବ ବୋଟ୍‌, ଜାଣନ୍ତୁ କ’ଣ ରହିଛି ସ୍ବତନ୍ତ୍ରତା

ବର୍ତ୍ତମାନ ପର୍ଯ୍ୟନ୍ତ ପାଣିରେ ଡଙ୍ଗା ଚାଲୁଥିବାର ଦେଖିଥିଲେ। କିନ୍ତୁ ଏବେ ଆକାଶରେ ଉଡ଼ି ପାରୁଥିବା ବୋଟ୍‌ ବା ଡଙ୍ଗା ଆସିବ। ଇଟାଲୀ କମ୍ପାନୀ ଏକ ସ୍ବତନ୍ତ୍ର ବୋଟ୍‌ ତିଆରି କରିବାକୁ ଯାଉଛି। ଏହି ବିଳାସପୂର୍ଣ୍ଣ ବୋଟ୍‌ ସମୁଦ୍ରରେ ଭାସିବା ସହିତ ଆକାଶରେ…

ଆଜି ରାଜ୍ୟରୁ ୧୦,୨୭୩ ଆକ୍ରାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ଅଛନ୍ତି ୧୦୬୫ ଶିଶୁ

ଭୁବନେଶ୍ୱର,୧୪ା୧(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୧୦,୨୭୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧,୧୧,୮୭୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୫୯୬୨ ଜଣ ଚିହ୍ନଟ ହୋଇଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri