ମିସାଇଲ ମାଡ଼ରେ ୟୁକ୍ରେନରେ ୭ ମୃତ, ୯ ଆହତ

କ୍ୱିଭ,୨୪।୨: ଗୁରୁବାର ସକାଳୁ ୟୁକ୍ରେନର ରାଜଧାନୀ କ୍ୱିଭ ସମେତ ବିଭିନ୍ନ ସହରରେ ରୁଷିଆ କ୍ଷେପଣାସ୍ତ୍ର ମାଡ଼ କରିଛି। ଏଥିରେ ଏପର୍ଯ୍ୟନ୍ତ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ରୁଷିଆ ସେନା ଆକ୍ରମଣ ଜାରି ରଖିଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିପାରେ। ଏଣୁ ୟୁକ୍ରେନ ସରକାର ଦେଶବାସୀଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦେଇଛନ୍ତି।

ଅନ୍ୟପକ୍ଷରେ ୟୁକ୍ରେନର ଏୟାର ବେସ୍‌ ଓ ସାମରିକ ଭିତ୍ତିଭୂମି ନଷ୍ଟ କରି ଦିଆଯାଇଥିବା ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକତନ୍ତ୍ର ବିପଦରେ: ଓବାମା

ୱାଶିଂଟନ,୭ ।୧୧: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ପୂର୍ବରୁ ଡେମୋକ୍ରାଟିକ ପାର୍ଟିର ନେତା ତଥା ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏକ ସମାବେଶରେ ଭୋଟରଙ୍କୁ ସମ୍ବୋଧିତ କରିଛନ୍ତି...

ଜନଆନ୍ଦୋଳନ ଆଗରେ ମୁଣ୍ଡ ନୋଇଲେ ଜିନପିଙ୍ଗ, ବଦଳିବ ଶୂନ କୋଭିଡ ନୀତି…

ବେଜିଂ,୨୯।୧୧ : ଚାଇନାର ଅନେକ ସହରରେ ଶୂନ କୋଭିଡ ନୀତିକୁ ନେଇ ବିରୋଧ ପରେ ବର୍ତ୍ତମାନ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ କମ୍ୟୁନିଷ୍ଟ ପାର୍ଟି ସରକାର ଜନ...

ମଣିଷଠାରେ ପ୍ରତିରୋପଣ ହେଲା ଘୁଷୁରି ହାର୍ଟ, ଚିକିତ୍ସା ବିଜ୍ଞାନରେ ପ୍ରଥମ ଘଟଣା…

ଓ୍ବାଶିଂଟନ, ୧୧।୧ : ଆମେରିକୀୟ ସର୍ଜନମାନେ ବଡ଼ ସଫଳତା ହାସଲ କରିଛନ୍ତି। ୫୭ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କ ଶରୀରରେ ଏକ ଜେନେଟିକ ରୂପାନ୍ତରିତ ଘୁଷୁରୀର...

ବ୍ରେନରେ ଚିପ ଲଗାଇ ବୁଲିବେ ମନୁଷ୍ୟ, ଦୃଷ୍ଟିବାଧିତଙ୍କୁ ବି ମିଳିବ ଆଲୋକ, ହେବ ନ୍ୟୁରାଲିଂକ ଟେକନିକ: ମସ୍କ

ୱାଶିଂଟନ,୨ ।୧୨: ଖୁବଶୀଘ୍ର ମନୁଷ୍ୟ ବ୍ରେନ୍ ଚିପ ଲଗାଇ ବୁଲିବାକୁ ବାହାରିବ । ଏହାସହ ଏହି ଚିପ ଦ୍ୱାରା ଦୃଷ୍ଟିବାଧିତଙ୍କୁ ଆଲୋକ ମିଳିବ । ଟେଲସା...

ବ୍ରିଟିଶ ବ୍ୟାଣ୍ଡ ଫେଥଲେସର ଗାୟକ ମ୍ୟାକ୍ସି ଜାଜଙ୍କ ପରଲୋକ

ଲଣ୍ଡନ,୨୫ ।୧୨: ବ୍ରିଟିଶ ସଙ୍ଗିତକାର ମ୍ୟାକ୍ସି ଜାଜଙ୍କର ପରଲୋକ ହୋଇଛି । ସେ ଡ୍ୟାନ୍ସ ଗ୍ରୁପ ଫେଥଲେସର ମୁଖ୍ୟ ଗାୟକ ଭାବେ ପରିଚିତ ଥିଲେ ।...

ଲାଡେନଙ୍କ ଦାନ ଗ୍ରହଣ କରିଛନ୍ତି ଚାଲର୍‌ସ

ଲଣ୍ଡନ, ୧ା୮: ବ୍ରିଟେନ ପ୍ରିନ୍ସ ଚାଲର୍‌ସ ଆମେରିକାରେ ୯/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ଓସାମା ବିନ୍‌ ଲାଡେନ୍‌ଙ୍କ ଠାରୁ ଦାନ ଅର୍ଥ ଗ୍ରହଣ କରିଥିବା ନେଇ ରିପୋର୍ଟ...

ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ କାର୍ଯ୍ୟାଳୟରେ ଆକ୍ରମଣ:୨୦ ମୃତ

କାବୁଲ୍‌,୩୦ା୭(ପି.ଟି.)-ଆଫଗାନିସ୍ତାନର ରାଜଧାନୀ କାବୁଲରେ ଥିବା ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ଗ୍ରୀନଟ୍ରେଣ୍ଡ କାର୍ଯ୍ୟାଳୟ ଉପରେ ରବିବାର ଆକ୍ରମଣ ହୋଇଛି। ଏଥିରେ ୨୦ ନିହତ ହେବା ସହ ୫୦ ଜଣ...

ଯୁଦ୍ଧବନ୍ଦୀଙ୍କୁ ଅତ୍ୟାଚାର କରୁଛନ୍ତି ରୁଷିଆ, ୟୁକ୍ରେନ୍‌ : ଜାତିସଂଘ

ଜେନେଭା, ୧୬ା୧୧: ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୯ମାସରୁ ଅଧିକ ଦିନ ବିତିଯାଇଛି। ଦେଶର ନାଗରିକ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିବାବେଳେ ଯୁଦ୍ଧକାଳୀନ ବନ୍ଦୀମାନଙ୍କ ଉପରେ...

Advertisement
Archives

Model This Week