ନୂଆ ପିଢ଼ିଙ୍କୁ ପୁଟିନ୍ଙ୍କ ପାଠପଢ଼ା, ‘ୟୁକ୍ରେନ୍ ମୁକ୍ତି ମିଶନ’ ଉପରେ କାମ କରୁଛି ରୁଷିଆ…
ମସ୍କୋ, ୬।୩ : ୟୁକ୍ରେନ ବିରୋଧରେ ଯୁଦ୍ଧ କରିବା ପରେ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ ନିଜ ଦେଶରେ ମଧ୍ୟ କଡ଼ା ବିରୋଧର ସମ୍ମୁଖୀନ ହୋଇଛନ୍ତି। ଏପରିକି ଅନେକ ଛୋଟ ପିଲା ପୁଟିନଙ୍କ ବିରୋଧରେ ପ୍ରଦର୍ଶନ କରୁଛନ୍ତି। ଏପରିସ୍ଥଳେ, ନୂଆ ପିଢ଼ିଙ୍କୁ…
ଝିଅକୁ ଡାକ୍ତର କରିବାକୁ ଚାହୁଁଥିଲେ ଶ୍ରୀଦେବି
ମୁମ୍ବାଇ: ବଲିଉଡ୍ ନାୟିକା ତଥା ଷ୍ଟାର କିଡ୍ ଜାହ୍ନବୀ କପୁର ୨୫ ବର୍ଷରେ ପଦାର୍ପଣ କରିଛନ୍ତି । ବଲିଉଡ୍ ଦୁନିଆର ପ୍ରଥମ ଫିମେଲ ସୁପରଷ୍ଟାର ଶ୍ରୀଦେବୀଙ୍କ ବଡ ଝିଅ ଜାହ୍ନବୀ । ପିତା ବୋନି କପୁର ବଲିଉଡରେ ଜଣେ ଆଗ ଧାଡିର…
ବାଇଡେନ୍ଙ୍କ ପ୍ଲାନ୍-ବି, ରୁଷିଆ ସହିତ ଲଢ଼େଇ ପାଇଁ ପୋଲାଣ୍ଡକୁ ଉସୁକାଉଛି ଆମେରିକା ?…
ଓ୍ବାଶିଂଟନ, ୬।୩ : ରୁଷିଆ ୟୁକ୍ରେନରେ ଆତଙ୍କ ସୃଷ୍ଟି କରିଛି। ଏହାର ଉନ୍ନତ କ୍ଷେପଣାସ୍ତ୍ର, ଆର୍ଟିଲିରି ଏବଂ ଅସ୍ତ୍ରଶସ୍ତ୍ର ୟୁକ୍ରେନର ବହୁ କ୍ଷତି କରିବାରେ ଲାଗିଛି। ତେବେ ପାଶ୍ଚାତ୍ୟ ଅସ୍ତ୍ରଶସ୍ତ୍ର ମାଧ୍ୟମରେ ୟୁକ୍ରେନ ରୁଷିଆକୁ ଟକ୍କର ଦେବାରେ ଲାଗିଛି। ଆମେରିକା ଏବଂ…
ପୁଟିନ୍ଙ୍କ ରାସ୍ତା ଆପଣେଇବାକୁ ଚାହୁଁଛନ୍ତି ଜିନ୍ପିଙ୍ଗ୍, ଭିଏତ୍ନାମ ସୀମାରେ ଚାଇନା ଯୁଦ୍ଧପୋତ…
ବେଜିଂ, ୬।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ ରୁଷିଆ ପ୍ରତିପକ୍ଷ ବ୍ଲାଡିମୀର ପୁଟିନ୍ଙ୍କ ରାସ୍ତା ଆପଣେଇବାକୁ ଚାହୁଁଛନ୍ତି। ଚାଇନା ଦକ୍ଷିଣ ଚୀନ ସାଗରରେ ଏହାର ଦକ୍ଷିଣ ହେନାନ ପ୍ରଦେଶ…
ରୁଷିଆକୁ ଝଟ୍କା, ମାଷ୍ଟରକାର୍ଡ-ଭିସା ପକ୍ଷରୁ ବଡ ପଦକ୍ଷେପ…
ନ୍ୟୁୟର୍କ,୬।୩ : ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ଅନୁରୋଧ କ୍ରମେ ମାଷ୍ଟରକାର୍ଡ ଏବଂ ଭିସା ପକ୍ଷରୁ ଏକ ବଡ ପଦକ୍ଷେପ ଗ୍ରହଣ କରାଯାଇଛି। ରୁଷିଆ ଉପରେ ଲାଗିଥିବା କଟକଣାକୁ ଦୃଷ୍ଟିରେ ରଖି ମାଷ୍ଟରକାର୍ଡ…
୨୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ
ବାଲେଶ୍ୱର ଅଫିସ,୬ା୩: ଥମୁନି ଧଳା ଜହର କାରବାର। ବାଲେଶ୍ୱର ଜିଲା କମର୍ଦ୍ଦା ବଜାରରୁ ୨୬୦ ଗ୍ରାମର ବ୍ରାଉନସୁଗାର ଜବତ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଜବତ ଧଳା ଜହର ଆନୁମାନିକ ବଜାରର ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ। ସୂଚନାନୁସାରେ,…
ଜେଲେନସ୍କିଙ୍କ ଉତ୍ସାହ ବଢ଼ାଉଛନ୍ତି ଓଲେନା…
କ୍ୱିଭ୍, ୬।୩ : ଯେତେବେଳେ ୟୁକ୍ରେନ୍ ଉପରେ ଯୁଦ୍ଧର ସଙ୍କଟ ଦେଖାଦେଇଛି। ସେତେବେଳେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ଉତ୍ସାହ ବଢ଼ାଉଛନ୍ତି ତାଙ୍କ ସ୍ତ୍ରୀ ଓଲେନା ଜେଲେନସ୍କି। ଫାଷ୍ଟ ଲେଡି ଓଲେନା ଜେଲେନସ୍କିଙ୍କ ସହିତ କାନ୍ଧକୁ କାନ୍ଧ ମିଶାଇ ଠିଆହୋଇ ତାଙ୍କୁ…
୩ ହଜାର ଆମେରିକାବାସୀ ରୁଷିଆ ବିରୋଧରେ ଉଠାଇବେ ବନ୍ଧୁକ…
କ୍ୱିଭ୍, ୬।୩ : ୟୁକ୍ରେନ ଉପରେ ରୁଷିଆ ଆକ୍ରମଣକୁ ଇତିମଧ୍ୟରେ ୧୧ ଦିନ ବିତିଛି। ୟୁକ୍ରେନ୍ର ଗୋଟିଏ ପରେ ଗୋଟିଏ ସହର ରୁଷିଆ ସୈନ୍ୟ ଦଖଲ କରୁଛନ୍ତି। ତେବେ ୟୁକ୍ରେନବାସୀଙ୍କ ଲଢୁଆ ମନୋଭାବ ରୁଷିଆ ସୈନ୍ୟଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି…
ମସଜିଦ୍-ଇଦ୍ଗାହରେ ନମାଜ ପଢ଼ିବେ ମୁସଲମାନ୍ ମହିଳା, ଏମ୍ଆର୍ଏମ୍ ପକ୍ଷରୁ ଅଭିଯାନ ଯୋଜନା…
ନୂଆଦିଲ୍ଲୀ, ୬।୩ : ଏଣିକି ମସଜିଦ୍ ଏବଂ ଇଦ୍ଗାହରେ ମୁସଲମାନ୍ ମହିଳାମାନେ ନମାଜ ପଢ଼ି ପାରିବେ। ଏନେଇ ରାଷ୍ଟ୍ରୀୟ ସ୍ବଂୟସେବକ ସଂଘର ମୁସଲିମ ରାଷ୍ଟ୍ରୀୟ ମଞ୍ଚ (ଏମ୍ଆର୍ଏମ୍) ପକ୍ଷରୁ ଏକ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏହା ସହିତ, ବିବାହର ସର୍ବନିମ୍ନ…
ପୁଣି ସ୍ପାଏ ସାଟେଲାଇଟ୍ ସିଷ୍ଟମ୍ର ପରୀକ୍ଷା କଲେ କିମ୍…
ସିଓଲ/ଟୋକିଓ,୬।୩ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଉପରେ ବିଶ୍ୱସ୍ତରୀୟ ଚାପର କୌଣସି ପ୍ରଭାବ ପଡୁନାହିଁ। କିମ ତାଙ୍କ ସାମରିକ ଅସ୍ତ୍ରଶସ୍ତ୍ର ଏବଂ ଏହା ସହ ଜଡିତ ଉପକରଣକୁ ଆଧୁନିକୀକରଣ କରିବାରେ ବ୍ୟସ୍ତ ଅଛନ୍ତି। ସ୍ପାଏ ସାଟେଲାଇଟ୍(ଗୁପ୍ତଚର…
ସକ୍ରିୟ ମାମଲା ୬୦ ହଜାର ତଳେ…
ନୂଆଦିଲ୍ଲୀ, ୬।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗିଛି। ଦୈନିକ ସଂକ୍ରମଣ ୬ ହଜାର ତଳେ ରହିଛି। ଦୈନିକ ସଂକ୍ରମଣ ୫ ହଜାର ୪୭୬…
ରୁଷିଆ-ୟୁକ୍ରେନ ବାର୍ତ୍ତାକୁ ଝଟ୍କା, ଦେଶଦ୍ରୋହ ଅଭିଯୋଗରେ ୟୁକ୍ରେନ ବୁଝାମଣାକାରୀ ଡେନିସ କ୍ରିଭଙ୍କୁ ହତ୍ୟା!
କ୍ୱିଭ,୬ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୧୧ ଦିନ ପୂରଣ ହୋଇଛି । ହେଲେ ଉଭୟ ଦେଶ ମଧ୍ୟରେ ବାର୍ତ୍ତାଳାପ ପରେ ଶାନ୍ତିରେ ସମସ୍ୟାର ସମାଧାନ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ଏପର୍ଯ୍ୟନ୍ତ ଏହାର କୌଣସି ସମାଧାନ ବାହାରି ପାରିନାହିଁ ।…
Archives


