Home

ଗରିବଙ୍କ ଝୁମ୍ପୁଡି, ଦୋକାନରେ ବୁଲଡୋଜର ଚଲାଇବା ମନା

ଲକ୍ଷ୍ନୌ,୮।୪: ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୌଣସି ଗରିବଙ୍କ ଝୁମ୍ପୁଡି ଏବଂ ଦୋକାନରେ ବୁଲଡୋଜର ନ ଚଳାଇବାକୁ ଅଧିକାରୀମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି। କେବଳ ବୃତ୍ତିଗତ ମାଫିଆ, କଠୋର ଅପରାଧୀ ଏବଂ ମାଫିଆଙ୍କ ବେଆଇନ ସମ୍ପତ୍ତି ଉପରେ ବୁଲଡୋଜର ଚଲାଇବାକୁ କହିଛନ୍ତି।…

ରୁଷିଆ ସୈନ୍ୟଙ୍କ କବଳରୁ ମୁକ୍ତ ହେଲା ସୁମି ଅଞ୍ଚଳ

କ୍ୱିଭ୍‌,୮।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ୪୪ଦିନ ହେଲାଣି ଯୁଦ୍ଧ ଜାରି ରହିଛି। ରୁଷିଆର ଆକ୍ରମଣରେ ୟୁକ୍ରେନର ଅନେକ ସହର ଧ୍ୱଂସ ହୋଇଯାଇଛି। ଇତିମଧ୍ୟରେ, ୟୁକ୍ରେନ ଗଣମାଧ୍ୟମ ଦାବି କରିଛି ଯେ, ୟୁକ୍ରେନର ସୁମି ଅଞ୍ଚଳରୁ ରୁଷିଆ ସୈନ୍ୟ ପଳାୟନ କରିଛନ୍ତି।…

ନୂଆ ଲୁକ୍‌ରେ କିଙ୍ଗ୍‌ଖାନ୍‌

ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନ୍‌ ମୁମ୍ବାଇରେ ଏକ ଆଗାମୀ ପ୍ରୋଜେକ୍ଟ ପାଇଁ ଶୁଟିଂ କରୁଥିବା ଦେଖିବାକୁ ମିଳିଛି। ଶୁଟିଂ ସେଟ୍‌ରୁ ଏକ ଫଟୋ ଭାଇରାଲ ହୋଇଛି। ଏହା ଦେଖିବା ପରେ ପ୍ରଶଂସକମାନେ ଖୁସି ହୋଇଯାଇଛନ୍ତି। ଏଥିରୁ ଅନୁମାନ କରିହେଉଛି ଯେ, କିଙ୍ଗଖାନ୍‌ଙ୍କ…

ଏଟିଏମ୍‌ କାର୍ଡ ନ ଥିଲେ ବି ଏଣିକି ଉଠାଇ ପାରିବେ ଟଙ୍କା

ନୂଆଦିଲ୍ଲୀ,୮।୪: ଏଣିକି ଏଟିଏମ କାର୍ଡ ବିନା ମଧ୍ୟ ଟଙ୍କା ଉଠାଇବାକୁ ଗ୍ରାହକ ସକ୍ଷମ ହେବେ। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ଏହା ଘୋଷଣା କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସୁବିଧା କେବଳ କିଛି ବ୍ୟାଙ୍କରେ ଉପଲବ୍ଧ…

ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ

ପଦ୍ମପୁର,୮ା୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନାୟକାଣୀଡିହି ଥାନା ଅଧୀନ ମଲିକାଦେଇପୁର ଗ୍ରାମର ଜନୈକ ଯୁବକଙ୍କ ମୃତଦେହ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଛି। ସେ ହେଲେ ରାଜୁ ପଲେଇ(୩୮)। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।

କୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ

ଭୁବନେଶ୍ୱର,୮।୪ (ବ୍ୟୁରୋ): ଗଞ୍ଜାମ ଜିଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କୁ ଶୁକ୍ରବାର ଗିରଫ କରାଯାଇଛି। ଗୁରୁବାର ତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ତାଙ୍କ ନିକଟରୁ ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଥିଲା। ଭୁବନେଶ୍ୱର…

ଆଶାରାମ ବାପୁଙ୍କ ଆଶ୍ରମରୁ ମିଳିଲା ନାବାଳିକାଙ୍କ ମୃତଦେହ: ୩ଦିନରୁ ଥିଲେ ନିଖୋଜ

ଗୋଣ୍ଡା,୮।୪: ଉତ୍ତରପ୍ରଦେଶର ଗୋଣ୍ଡାର ଜେଲ୍‌ରେ ବନ୍ଦୀ ଥିବା ଆଶାରାମ ବାପୁଙ୍କ ଆଶ୍ରମରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଅଶାରାମଙ୍କ ଆଶ୍ରମରେ ଜଣେ ନାବାଳିକାଙ୍କ ମୃତଦେହ ମିଳିଛି। ଝିଅର ବୟସ ପ୍ରାୟ ୧୩ରୁ୧୪ ବର୍ଷ ହେବ ବୋଲି କୁହାଯାଉଛି। ଏପ୍ରିଲ ୫ରୁ…

ପୋଲିସ-ଜେଟିପି ମିଳିମିଶି ଜଗିବେ

ପୁରୀ ଅଫିସ,୮।୪: ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ଘଟଣା ପରେ ପ୍ରଶାସନ ଚେତିଛି। ଶ୍ରୀମନ୍ଦିର ସୁରକ୍ଷା ନେଇ ଗୁରୁବାର ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ…

ଲାଉଡ୍‌ ସ୍ପିକରରେ ମୁସଲିମ ମହିଳାଙ୍କୁ ବଳାତ୍କାର ଧମକ ଦେଲେ ପୂଜାରୀ

ଲକ୍ଷ୍ନୌ,୮।୪: ମସଜିଦ ବାହାରେ ଏକତ୍ରିତ ମୁସଲିମ ମହିଳାଙ୍କୁ ଅପହରଣ କରି ବଳାତ୍କାର ଧମକ ଦେଇଛନ୍ତି ଜଣେ ହିନ୍ଦୁ ପୂଜାରୀ। ଘଟଣାଟି ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌଠାରୁ ୧୦୦ କିମି ଦୂର ସିତାପୁର ଜିଲାରେ ଘଟିଛି। ଘଟଣାର ଭିଡିଓ ଭାଇରାଲ ହେବା ପରେ ତଦନ୍ତ…

ପ୍ରଶାସନ ହାତରେ ନାହିଁ ରୋଷଘର ଚୁଲି

ପୁରୀ ଅଫିସ,୮।୪: ଶ୍ରୀମନ୍ଦିର ରୋଷଘର ଚୁଲି ନିଜ ହାତରେ ରଖିବା କ୍ଷେତ୍ରରେ ଶ୍ରୀମନ୍ଦିର ପ୍ରଶାସନ ବିଫଳ ହୋଇଛି। ଚୁଲିଭଙ୍ଗା ଘଟଣା ସାମ୍ନାକୁ ଆସିବା ପରେ ରୋଷଘରେ କେତେ ସଂଖ୍ୟକ ଚୁଲି ରହିଛି ତାହାକୁ ନେଇ ଠିକ୍‌ ତଥ୍ୟ ମିଳିପାରୁନାହିଁ। ଶ୍ରୀମନ୍ଦିର ସ୍ବତ୍ତ୍ୱଲିପି…

କେସିସିବିରେ ଅନିୟମିତତା

ଖୋର୍ଦ୍ଧା ଅଫିସ, ୮ା୪: ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ (କେସିସିବି) ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ)ଙ୍କ ବିରୋଧରେ ଲକ୍ଷାଧିକ ଟଙ୍କାର ଆର୍ଥତ୍କ ଅନିୟମିତତା ଅଭିଯୋଗ ଆସିଛି। ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଏହି ଅଭିଯୋଗ ଆଣି ନିରପେକ୍ଷ ତଦନ୍ତ ଲାଗି ରାଜ୍ୟ ସମବାୟ…

ଉଇହୁଙ୍କା ରୂପେ ପୂଜା ପାଉଛନ୍ତି କୀର୍ତ୍ତନିଆ ଋଷି

ବେଗୁନିଆ, ୮।୪(ଡି.ଏନ୍‌.ଏ.): ପୁରୀ-ଶରଣକୂଳ ନୂଆ ଜଗନ୍ନାଥ ସଡ଼କ ପାଶର୍‌ବରେ ଛଣଗିରି ଓ ହଜ ମଧ୍ୟରେ କଳକଳ ନାଦ କରି ବହିଯାଉଛି ମଲାଗୁଣି ବା ମନ୍ଦାକିନୀ ନଦୀ। ଏହି ନଦୀକୂଳରେ ଅବସ୍ଥିତ ହଜ ଗ୍ରାମର ଉତ୍ତର ଦିଗକୁ ମାତ୍ର ୫୦୦ ମିଟର ଗଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?