ଜିଲାରେ ୧,୨୮,୧୫୭ ପିଲାଙ୍କୁ ଦିଆଯିବ ଟିକା
ଖୋର୍ଦ୍ଧା ଅଫିସ,୧୪ା୧: ଜିଲାରେ ପଲ୍ସ୍ ପୋଲିଓ ଟିକାକରଣ ପାଇଁ ଜିଲା ଟାସ୍କଫୋର୍ସ ବୈଠକ ଗୁରୁବାର ଭର୍ଚୁଆଲରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏଥିରେ ଅଧ୍ୟକ୍ଷତା କରିବା ସହ ପୋଲିଓ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଗୁରୁତ୍ୱ ଦେଇଥିଲେ।…
କରୋନାର ସୁପର ସ୍ପେଡର ହୋଇପାରେ ମାଘ ମେଳା
ଲକ୍ଷ୍ନୌ,୧୪ ।୧: ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଛି ମାଘ ମେଳା । ଏବେ ଅନୁମାନ କରାଯାଉଛି କି ଆସ୍ଥା ଓ ବିଶ୍ୱାସର ଏହି ମେଳା କରୋନାର ସୁପର ସ୍ପେଡର ହୋଇପାରେ ।…
ଟ୍ରେନ୍ରେ ବିନା ମାସ୍କରେ ଯାତ୍ରା କରୁଥିବା ଯାତ୍ରୀଙ୍କଠାରୁ ଆଦାୟ ହେଲାଣି ୫୦ଲକ୍ଷ ଟଙ୍କା
ନୂଆଦିଲ୍ଲୀ,୧୪ ।୧: ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ସେଣ୍ଟ୍ରାଲ ରେଲୱେ ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଟ୍ରେନ୍ ଓ ପ୍ଲାଟଫର୍ମରେ ଯେଉଁମାନେ ମାସ୍କ ପିନ୍ଧି ନାହାନ୍ତି ସେମାନଙ୍କୁ ବିରୋଧ କରାଯାଉଛି । ଏହାସହ ସେମାନଙ୍କଠାରୁ ଜରିମାନା ବି ଆଦାୟ କରାଯାଉଛି…
ଆମେ ୧୩୦ କୋଟି ଲୋକ ନିଜ ପରିଶ୍ରମ ବଳରେ କରୋନାକୁ ଜିତିବା: ମୋଦି
ନୂଆଦିଲ୍ଲୀ,୧୩ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ମହାମାରୀକୁ ନେଇ ଏକ ସମିକ୍ଷା ବୈଠକ କରିଥିଲେ । ଏହି ଅବସରରେ ମୋଦି କହିଛନ୍ତି ଆମେ ୧୩୦ କୋଟି ଲୋକ ନିଜର ପରିଶ୍ରମ ବଳରେ କରୋନା…
ଗୁଆହାଟି-ବିକାନେର ଏକ୍ସପ୍ରେସ୍ ଲାଇନଚ୍ୟୁତ: ୩ ମୃତ ଅନେକ ଆହତ
କୋଲକାତା,୧୩ ।୧: ପଶ୍ଚିମବଙ୍ଗ ଜଲପାଇଗୁଡି ମ୍ୟାନଗୁଡିରେ ଗୁଆହାଟି-ବିକାନେର ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି । ଏଥିରେ ଏପର୍ଯ୍ୟନ୍ତ ମିଳିଥିବା ଖବର ଅନୁଯାୟୀ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଆହତଙ୍କ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ମିଳିଥିବା…
ବୁଣାକାରଙ୍କ ଚମତ୍କାରିତା: ଦିଆସିଲି ଖୋଳରେ ପ୍ୟାକ୍ ହେଉଛି ଶାଢ଼ି
ଜଣେ ବୁଣାକାର ଏମିତି କୌଶଳରେ ଶାଢ଼ି ବୁଣିଛନ୍ତି, ଯାହା ଦେଖିଲେ ଆଶ୍ଚର୍ଯ୍ୟ ହେବେ। କାରଣ ଶାଢ଼ିଟି ଏକ ଦିଆସିଲି ଖୋଳରେ ବି ପ୍ୟାକ୍ ହୋଇପାରୁଛି। ତେଲେଙ୍ଗାନାର ସିର୍କିଲା ସହରର ବାସିନ୍ଦା ନଲା ବିଜୟ ସଫଳତାର ସହିତ ଏପରି ଏକ ଅନନ୍ୟ ଶାଢ଼ି…
ଆଉ ଏକ ନୂଆ ଗୀତ ଗାଇଲେ ‘ବଚ୍ପନ୍ କା ପ୍ୟାର୍’ ଫେମ୍
ମୁମ୍ବାଇ: କିଛିଦିନ ତଳେ ‘ଜାନେ ମେରୀ ଜାନେ ମନ୍, ବଚପନ୍ କା ପ୍ୟାର୍’ ଗୀତ ଗାଇ ଚର୍ଚ୍ଚାକୁ ଆସିଥିବା କୁନି ଗାୟକ ସହଦେବ ଦିର୍ଦୋ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଦୁର୍ଘଟଣାରେ ସହଦେବଙ୍କୁ ଆଘାତ ଲାଗିଥିଲା। ତାଙ୍କୁ ଡାକ୍ତରଖାନାରେ…
ଲକ୍ଷଣ ବଦଳାଉଛି କରୋନା
କରୋନା ମହାମାରୀ ବ୍ୟାପିବାର ଦୁଇବର୍ଷ ବିତିଗଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ୱରେ କୋଟି କୋଟି ଲୋକ ସଂକ୍ରମିତ ବି ହୋଇସାରିଛନ୍ତି। ଏହି ସମୟରେ କିଙ୍ଗ୍ସ କଲେଜ ଲଣ୍ଡନର ସହଯୋଗରେ ବିକଶିତ କୋଭିଡ୍ ଷ୍ଟଡି ଆପ୍ରେ ସଂଗୃହୀତ କରୋନା ସଂକ୍ରମିତ ରିପୋର୍ଟରୁ ଅନେକ…
ପ୍ରେମିକାଙ୍କ ବିବାହରେ ବଧୂ ବେଶ ସାଜି ପହଞ୍ଚିଲେ ପ୍ରେମିକ, ଧରା ପଡ଼ିବା ପରେ ଦେଖନ୍ତୁ କ’ଣ…
କୁହାଯାଏ ପ୍ରେମ ‘ଅନ୍ଧ’। କାରଣ ପ୍ରେମରେ ପଡ଼ିଥିବା ଲୋକ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି। କେହି କେହି ତ ପ୍ରେମରେ ଏପରି ପଦକ୍ଷେପ ନିଅନ୍ତି, ଯାହା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। ଆଜିକାଲି ସୋସିଆଲ ମିଡିଆରେ ମଧ୍ୟ ସମାନ ଘଟଣା…
କୁକୁର ସୁଙ୍ଘିଲେ ଜାଣିପାରୁଛି କିଏ କରୋନା ପଜିଟିଭ
ୱାଶିଂଟନ,୧୩ ।୧: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଅସ୍ତବ୍ୟସ୍ତ କରି ସାରିଲାଣି । କରୋନା ଟେଷ୍ଟ କରିବାକୁ ହେଲେ ବି ଏବେ ପର୍ଯ୍ୟନ୍ତ କେତେକ ଦେଶରେ ଲମ୍ବା ଲାଇନରେ ଠିଆ ହେବାକୁ ପଡୁଛି । ଏଭଳି ପରିସ୍ଥିତିରେ ଆମେରିକାର ତାଲିମପ୍ରାପ୍ତ…
ଆୟ ଶୂନ, ହେଲେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚର୍ଚ୍ଚାରେ ଏହି ଯୁବତୀ; ପୁରା ଘଟଣା ଜାଣିଲେ…
ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବିଳାସପୂର୍ଣ୍ଣ ଜୀବନଯାପନ କରିବାକୁ ପସନ୍ଦ କରନ୍ତି। ସେମାନେ ଏଥିପାଇଁ ବହୁତ ଟଙ୍କା ମଧ୍ୟ ଖର୍ଚ୍ଚ କରିଥାନ୍ତି। ତେବେ ଏଭଳି ଜୀବନଯାପନ କରିବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। କିନ୍ତୁ, ଏପରି ଜଣେ…
ଟିକା ନେବା ପରେ ମୁକ ବ୍ୟକ୍ତି କହିଲେ କଥା
ରାଞ୍ଚି,୧୩ା୧: ଭାରତୀୟ ଟିକାର ଆଉ ଏକ ଚମତ୍କାରିତା ଦେଖିବାକୁ ମିଳିଛି। ଟିକା ନେବା ପରେ ଜଣେ ବ୍ୟକ୍ତିଙ୍କ କଥା କହିବା ଶକ୍ତି ଫେରିଛି। ୫ ବର୍ଷ ହେଲା କଥା କହି ପାରୁ ନ ଥିବା ବ୍ୟକ୍ତି ଜଣକ କୋଭିଶିଲ୍ଡ ଟିକା ନେବା…
Archives


