ଏମିତି ଗାଁ ଯେଉଁଠି ସମସ୍ତଙ୍କର ନାଁ ଇଂରାଜୀ ଶବ୍ଦରେ; କାରଣ ଜାଣିଲେ…
ଦୁନିଆ ଅଜବ ଜିନିଷରେ ପରିପୂର୍ଣ୍ଣ। ଖାଦ୍ୟପେୟଠାରୁ ଆରମ୍ଭ କରି ପୋଷାକ, ଭ୍ରମଣ ଏବଂ ବିଭିନ୍ନ ସ୍ଥାନର ଅଦ୍ଭୁତ ନାମ ରହିଛି। କେବଳ ଏତିକି ନୁହେଁ, ଅନେକ ଅଜବ ପରମ୍ପରା ମଧ୍ୟ ସାରା ବିଶ୍ୱରେ ରହିଛି। ଭାରତରେ ଏପରି ଏକ ଗାଁ ଅଛି…
ଗର୍ଲଫ୍ରେଣ୍ଡଙ୍କ ଖର୍ଚ୍ଚ ଉଠାଇବା ପାଇଁ ପାଖରେ ନ ଥିଲା ଟଙ୍କା, ବୟଫ୍ରେଣ୍ଡ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ
ଭିଣ୍ଡ୍,୧୦।୧୧: ମଧ୍ୟପ୍ରଦେଶର ଭିଣ୍ଡ ଜିଲାରେ ଏକ ରୋଚକ ଘଟଣା ଘଟିଛି। ଜଣେ ଯୁବକ ନିଜ ଗର୍ଲଫ୍ରେଣ୍ଡଙ୍କ ଖର୍ଚ୍ଚ ଉଠାଇବା ପାଇଁ ନିଜ ହିଁ ଅପହରଣ ନାଟକ ରଚି ପରିବାର ଲୋକଙ୍କଠାରୁ ଅଢେଇ ଲକ୍ଷ ଟଙ୍କାର ମୁଣ୍ଡଜାମିନ ମାଗିଥିଲେ। ପୋଲିସ ଯାଞ୍ଚ୍ରୁ ମାମଲାର…
ଫ୍ଲପ୍ ଫିଲ୍ମ ଦେବାରେ ସବୁଠୁ ଆଗରେ ଏହି ଅଭିନେତା
ମୁମ୍ବାଇ: ବଲିଉଡ୍ରେ ପ୍ରତିବର୍ଷ ଶହ ଶହ ଫିଲ୍ମ ରିଲିଜ୍ ହୋଇଥାଏ। ଏଥିମଧ୍ୟରୁ କିଛି ଫିଲ୍ମ ହିଟ୍ ହୋଇଥାଏ ତ ଆଉ କିଛି ଫ୍ଲପ୍ ବି ହୋଇଥାଏ। ବଡ଼ବଡ଼ କଳାକାରଙ୍କ ଫିଲ୍ମ ମଧ୍ୟ ବକ୍ସ ଅଫିସରେ ଫ୍ଲପ୍ ହୋଇଥାଏ। ଏମାନଙ୍କ ମଧ୍ୟରୁ ବଲିଉଡ୍ର…
ସାମ୍ପ୍ରଦାୟିକ ଦଙ୍ଗା ଆଗ୍ନେୟଗିରି ଲାଭା ଭଳି ଭବିଷ୍ୟତରେ ପ୍ରତିହିଂସା ସୃଷ୍ଟି କରେ, କହିଲେ ସିବଲ…
ନୂଆଦିଲ୍ଲୀ,୧୦।୧୧: ସାମ୍ପ୍ରଦାୟିକ ଦଙ୍ଗା ଆଗ୍ନେୟଗିରିରୁ ଉଦ୍ଗୀରଣ ହେଉଥିବା ଲାଭା ଭଳି ଭବିଷ୍ୟତରେ ପ୍ରତିହିଂସା ସୃଷ୍ଟି କରେ। ଏହା ଆଗ୍ନେୟଗିରି ଭଳି ଶାନ୍ତ ହେବାକୁ ମଧ୍ୟ ଅଧିକ ସମୟ ନେଇଥାଏ ବୋଲି ଗୁଜରାଟ ଦଙ୍ଗା ମାମଲାର ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀ କପିଲ୍…
କୋଭାକ୍ସିନକୁ ମଞ୍ଜୁରୀ ଦେଲା ହଂକଂ
ହଂକଂ,୧୦।୧୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ)ର ଅନୁମୋଦନ ପାଇବା ପରେ ଏବେ ବିଶ୍ୱର ବିଭିନ୍ନ ଦେଶ ମେଡ ଇନ ଇଣ୍ଡିଆ ଟିକା କୋଭାକ୍ସିନକୁ ସ୍ବୀକୃତି ଦେଉଛନ୍ତି। ଅନେକ ବିକଶିତ ଦେଶ ପରେ, ଏବେ ହଂକଂ କୋଭାକ୍ସିନକୁ ମଞ୍ଜୁରୀ ଦେଇଛି। ହଂକଂ ସରକାରୀ…
କୋହଲିଙ୍କ ଭବିଷ୍ୟତକୁ ନେଇ ସେହ୍ବାଗ କହିଲେ ବଡ଼ କଥା; ଟେଷ୍ଟ-ଦିନିକିଆରେ…
ନୂଆଦିଲ୍ଲୀ,୧୦।୧୧: ବିରାଟ କୋହଲିଙ୍କୁ ଟେଷ୍ଟ ଏବଂ ଦିନିକିଆ ଦଳର ଅଧିନାୟକତ୍ୱ ଛାଡ଼ିବା ଉଚିତ ନୁହେଁ। ଏପରି କହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ବିରେନ୍ଦ୍ର ସେହ୍ବାଗ। ଫେସବୁକ ପୃଷ୍ଠାରେ ମଙ୍ଗଳବାର ଜଣେ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଏହା ବିରାଟଙ୍କ ନିଷ୍ପତ୍ତି।…
ପ୍ରଧାନମନ୍ତ୍ରୀ ମୋଦି ବସି ଧ୍ୟାନ କରିଥିବା ଗୁମ୍ଫାରେ ମିଳିବ ହୋଟେଲ୍ ସୁବିଧା
ନୂଆଦିଲ୍ଲୀ,୧୦୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଦାରନାଥର ଯେଉଁ ଗୁମ୍ଫାରେ ବସି ସାଧନା କରିଥିଲେ, ସେହି ଗୁମ୍ଫା ସମେତ ଅନ୍ୟ ତିନୋଟି ଗୁମ୍ଫାରେ ଭକ୍ତମାନେ ହୋଟେଲ ସୁବିଧା ପାଇବେ। ସାଧାରଣ ଭକ୍ତମାନେ ମଧ୍ୟ ଏହି ଗୁମ୍ଫାଗୁଡ଼ିକୁ ବୁକ କରି ଆଧ୍ୟାତ୍ମିକ ଅଭ୍ୟାସ କରିପାରିବେ।…
ଦୁଇ ବଡ଼ ନେତା ଦୋଷୀ ସାବ୍ୟସ୍ତ, ଜଣଙ୍କୁ ୯୦ ଅନ୍ୟଙ୍କୁ ୭୫ ବର୍ଷ କାରାଦଣ୍ଡାଦେଶ…
ନାପିଦ୍ୱ,୧୦।୧୧: ଦୁର୍ନୀତି ଅଭିଯୋଗରେ ଜଣେ ବଡ଼ ନେତାଙ୍କୁ ୯୦ ବର୍ଷ ଏବଂ ଅନ୍ୟ ଜଣଙ୍କୁ ୭୫ ବର୍ଷର କାରାଦଣ୍ଡାଦେଶ ନିର୍ଦ୍ଦେଶ ଦିଆଯାଇଛି। ଏଭଳି ଘଟଣା ମ୍ୟାନମାରରେ ଘଟିଛି। କୋର୍ଟ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ବହିଷ୍କୃତ ନେତା ଅଙ୍ଗ…
ଅଫିସ୍ ସମୟ ପରେ ବସ୍ ଆଉ କରି ପାରିବେନି ଫୋନ୍…
ଲିସବନ୍,୧୦।୧୧: ବହୁ ସମୟରେ କର୍ମଚାରୀଙ୍କ ପାଖକୁ ଅଫିସ ସମୟ ପରେ ମଧ୍ୟ ବସ୍ଙ୍କ ଫୋନ୍ ଅବା ମେସେଜ୍ ଆସିଥାଏ। ତେବେ ଏବେ ବସ୍ ଏପରି କରିବା ବେଆଇନ ହେବ। ପର୍ତ୍ତୁଗାଲରେ ଏହାକୁ ରୋକିବା ପାଇଁ ନୂଆ ଆଇନ ଅଣାଯାଇଛି। ଅଫିସରୁ ଘରକୁ…
ଦୁଇ ଭାଗ ହୋଇଛି ଭାରତୀୟ ଡ୍ରେସିଂ ରୁମ୍, ଖୁବ୍ଶୀଘ୍ର କୋହଲି ନେବେ ସନ୍ୟାସ: ମୁସ୍ତାକ
କରାଚି,୧୦।୧୧: ଭାରତୀୟ ଟି-୨୦ ଫର୍ମାଟର ଅଧିନାୟକ ପଦରୁ ବିରାଟ କୋହଲି ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ପାକିସ୍ତାନର ପୂର୍ବତନ ଟେଷ୍ଟ ଲେଗ୍ ସ୍ପିନର ମୁସ୍ତାକ ଅହମ୍ମଦ କହିଛନ୍ତି, କୋହଲିଙ୍କ ନିଷ୍ପତ୍ତିରୁ ଭାରତୀୟ ଡ୍ରେସିଂ ରୁମ୍ରେ ସବୁକିଛି ଠିକ୍ ନ…
ଆଜିଠୁ ଗଡ଼ିବ ଓଲା ଇ-ସ୍କୁଟର
ଚେନ୍ନାଇ,୧୦ା୧୧: ଯେଉଁମାନେ ଓଲା ଇଲେକ୍ଟ୍ରିକ ସ୍କୁଟରର ପରୀକ୍ଷଣ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିଲେ ସେମାନଙ୍କ ପାଇଁ ଖୁସି ଖବର। ଆଜି ଏହି ସ୍କୁଟର ଗଡ଼ିବ। ତାମିଲନାଡୁ ସ୍ଥିତ ଇଲେକ୍ଟ୍ରିକ ସ୍କୁଟର ନିର୍ମାତା ଚଳିତବର୍ଷ ଅଗଷ୍ଟ ୧୫ରେ ଲଞ୍ଚ ହେବା ପରେ…
ସମ୍ପର୍କର ନୂଆ ନାମ ‘ମାନ୍’
ବମ୍ବେ: ଲୋକପ୍ରିୟ ଟେଲି ଧାରାବାହିକ ‘ଅନୁପମା’ରେ ନୂଆ ଟୁଇଷ୍ଟ ଦେଖିବାକୁ ମିଳୁଛି। ନିକଟରେ ଅନୁଜ କପାଡ଼ିଆ ଅନୁପମାଙ୍କୁ ଭଲ ପାଉଥିବା ସ୍ବୀକାର କରିଛନ୍ତି। ଦୀର୍ଘ ୨୬ ବର୍ଷ ପୂର୍ବେ ସେ ତାଙ୍କୁ ପସନ୍ଦ କରୁଥିଲେ, ଏବେ ମଧ୍ୟ ସେହି ଭାବନା ଥିବା…
Archives


