୨୦୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର,୨୮ା୨(ବ୍ୟୁରୋ): ସୋମବାର ରାଜ୍ୟରୁ ୧୭୧ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୫,୦୩୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୯୮ ଜଣ ଚିହ୍ନଟ ହୋଇଥିବା ବେଳେ…
ଝିଅଙ୍କ ବିବାହ ବୟସ ବଢ଼ାଇବା ଦ୍ୱାରା ମିଳି ନପାରେ ସୁଫଳ: ଆର୍ଆର୍ଏସ୍ ମହିଳା ମୋର୍ଚ୍ଚା…
ନୂଆଦିଲ୍ଲୀ,୨୮।୨ : ଝିଅମାନଙ୍କ ବିବାହର ବୟସ ବଢ଼ାଇବା ଇଚ୍ଛାକୃତ ଫଳାଫଳ ଦେଇ ନ ପାରେ ବୋଲି ଆର୍ଆର୍ଏସ୍ ମହିଳା ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ଆର୍ଆର୍ଏସ୍ର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣ କମିଟିର ବାର୍ଷିକ ବୈଠକ ପୂର୍ବରୁ ସେବିକା ସମିତି ରବିବାର କହିଛନ୍ତି ଯେ…
ଭୁବନେଶ୍ୱରରେ ଫିଲ୍ମ ଶୁଟିଂ କରୁଛନ୍ତି କପିଲ ଶର୍ମା
ଭୁବନେଶ୍ୱର,୨୮ା୨(ବ୍ୟୁରୋ): ବଲିଉଡ୍ର କମେଡି କିଙ୍ଗ୍ କପିଲ ଶର୍ମା ଫିଲ୍ମ ଶୁଟିଂ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଓଡ଼ିଆ ସିନେ ନିର୍ମାତା ନନ୍ଦିତା ଦାସଙ୍କ ସହ ସେ ଶୁଟିଂ କରୁଛନ୍ତି । ଖଣ୍ଡଗିରି ଅଞ୍ଚଳର ବିଭିନ୍ନ ସ୍ଥାନରେ ଶୁଟିଂ ଆରମ୍ଭ ହୋଇଛି।…
୯ ହଜାର ତଳେ ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ, ୨୮।୨ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗିଛି। ଦୈନିକ ସଂକ୍ରମଣ ୯ ହଜାର ତଳେ ରହିଛି। ଦୈନିକ ସଂକ୍ରମଣ ୮ ହଜାର ୧୩…
ଥରେ ପୁଟିନ ଦେଖନ୍ତୁ ଏହି ଦୃଶ୍ୟ: ଆହତ ଶିଶୁକୁ ଧରି ଭୋ ଭୋ କାନ୍ଦିଲେ ଡାକ୍ତର
କ୍ୱିଭ,୨୮ ।୨: ୟୁକ୍ରେନ ଉପରେ ଫେବୃୟାରୀ ୨୪ରୁ ଲାଗାତାର ଭାବେ ରୁଷିଆ ଆକ୍ରମଣ କରି ଚାଲିଛି । ଏଥିରେ ବହୁ ଧନ ଜୀବନ ନଷ୍ଟ ହେବା ସହ ଏପର୍ଯ୍ୟନ୍ତ ୩୫୨ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏମାନଙ୍କ ମଧ୍ୟରେ…
ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ…
ଓ୍ବାଶିଂଟନ/ମସ୍କୋ/କ୍ୱିଭ୍, ୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ନେଇ ଅନ୍ତର୍ଜାତୀୟସ୍ତରରେ ସଙ୍କଟ ସୃଷ୍ଟି ହୋଇଛି। ଯୁଦ୍ଧରେ ବହୁ କ୍ଷତି ସହିବା ଏବଂ ରୁଷିଆର ରାଷ୍ଟ୍ରପତି ବ୍ଲାଡିିମୀର ପୁଟିନଙ୍କ ପରମାଣୁ ଆକ୍ରମଣର ଧମକ ପରେ ୟୁକ୍ରେନ ଶାନ୍ତି ଆଲୋଚନା ପାଇଁ…
ଜାତୀୟ ବିଜ୍ଞାନ ଦିବସ : କିଛି କଥା
ଆ ମ ଦେଶରେ ପ୍ରତିବର୍ଷ ଫେବୃଆରୀ ୨୮ ତାରିଖକୁ ଜାତୀୟ ବିଜ୍ଞାନ ଦିବସ ଭାବେ ପାଳନ କରାଯାଉଛି। ଦେଶରେ ବିଜ୍ଞାନର ପ୍ରଚାର ଓ ପ୍ରସାର କରି ଲୋକମାନଙ୍କ ମନରୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂର କରିବା ହେଉଛି ଏହାର ଉଦ୍ଦେଶ୍ୟ। ଏହା…
ରୁଷିଆ ଆକ୍ରମଣରେ ୧୪ ଶିଶୁଙ୍କ ସମେତ ୩୫୨ ୟୁକ୍ରେନ୍ ନାଗରିକ ମୃତ, ୧୦୦୦ରୁ ଅଧିକ ଆହତ
କ୍ୱିଭ,୨୮ ।୨: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ପଞ୍ଚମ ଦିନରେ ପହଞ୍ଚିଛି । ରୁଷିଆର ମିଶାଇଲ ଆକ୍ରମଣରେ ଥରହର ହୋଇ ଉଠିଛି ୟୁକ୍ରେନ୍ ଭୂମୀ । ଏଥିରେ ଉଭୟ ଧନଜୀବନ କ୍ଷୟକ୍ଷତି ହୋଇ ଚାଲିଛି । ଏଭଳି ପରିସ୍ଥିତିରେ ୟୁକ୍ରେନ ଗୃହ ମନ୍ତ୍ରଣାଳୟ…
କିଡ୍ନୀ ପାଇଁ କ୍ଷତିକାରକ ବାସିଖାଦ୍ୟ
କୌଣସି ଖାଦ୍ୟ ଅଧିକ ରାନ୍ଧି ଦେଇଥିଲେ, ସେସବୁ ନଷ୍ଟ ନହେବା ପାଇଁ ଆପଣ ତାକୁ ଫ୍ରିଜ୍ରେ ରଖିଥା’ନ୍ତି। ହେଲେ ବିଶେଷଜ୍ଞଙ୍କ ଅନୁସାରେ ଖାଦ୍ୟ ବେଶିଦିନ ଫ୍ରିଜ୍ରେ ରହିଲେ ସେଥିରେ ଫଙ୍ଗସ୍ ହୋଇଯାଏ। ଏହି ଖାଦ୍ୟକୁ ଖାଇବା ଦ୍ୱାରା ବ୍ୟାକ୍ଟେରିଆଲ ଇନ୍ଫେକ୍ସନ ହୋଇପାରେ।…
୩୫୦୦ ରୁଷିଆ ସୈନ୍ୟଙ୍କ ଜୀବନ ଗଲାଣି…
ମସ୍କୋ/କ୍ୱିଭ୍,୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ୟୁକ୍ରେନ ଦାବି କରିଛି ଯେ ଇତିମଧ୍ୟରେ ୩୫୦୦ ରୁଷିଆ ସୈନିକଙ୍କ ଜୀବନ ଗଲାଣି। ଏହା ସହିତ ୨୦୦ ରୁଷୀୟ ସୈନ୍ୟ ଯୁଦ୍ଧବନ୍ଦୀ ହୋଇଛନ୍ତି। ସୈନ୍ୟଙ୍କ ମୃତ୍ୟୁ ଘଟିଥିବା ନେଇ…
ବିଜ୍ଞାନ ଭାବନା
ଇଂରେଜ ପଦାର୍ଥ ବିଜ୍ଞାନୀ ଜନ୍ ଜିମ୍ୟାନ୍ କହିଥିଲେ,‘ବିଜ୍ଞାନ ହେଉଛି ସାମାଜିକ।’ ତେଣୁ ସମାଜ ବା ଜନସାଧାରଣଙ୍କ ସହ ବିଜ୍ଞାନ ଓତପ୍ରୋତ ଭାବେ ଜଡ଼ିତ। ତେଣୁ ବୈଜ୍ଞାନିକ ଆବିଷ୍କାର-ଉଦ୍ଭାବନାରେ କେବଳ ବୈଜ୍ଞାନିକମାନଙ୍କର ସ୍ବାର୍ଥ ନିହିତ ନ ଥାଏ। ଏହା ହେଉଛି ସମସ୍ତଙ୍କର ଅଧିକାରଭୁକ୍ତ।…
ସିଦ୍ଧିଦୁର୍ଗା ପାହାଡ଼ରୁ ଆସିଥିଲା ୭୩୦ ପଥର
ବରେନ୍ ପାହାଡ଼ ପଥର ଚିହ୍ନଟ ଦଳର ଦଳପତି ଥିଲେ ଗଦେଇ ମହାରଣା। ଗଦେଇ ମହାରଣା ଆଜି ନାହାନ୍ତି କି ବରେନ୍ ପାହାଡ଼ ବି ନାହିଁ। ତରାବୋଇ ଗଁାଲୋକେ ଚାଉଳ କେବଳ ଯୋଗେଇଥିଲେ ତା’ନୁହେଁ, ସେ ଗଁାରେ ଦିନେ ପଥୁରିଆଙ୍କ ପାଇଁ ଶିବିର…
Archives


