ରୁଷିଆ ପାଇଁ ନିଜର ଏୟାର ସ୍ପେସ୍ ବନ୍ଦ କଲା ଆମେରିକା
ଓ୍ବାଶିଂଟନ୍,୨।୩: ରୁଷିଆ ଓ ୟୁକ୍ରେନ ଭିତରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଷ୍ଟେଟ ଅଫ୍ ଦ ୟୁନିଅନର ଅଭିଭାଷଣ ସମୟରେ ବାଇଡେନ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କୁ ଟାର୍ଗେଟ କରିଛନ୍ତି। ରୁଷିଆର ଅର୍ଥନୀତିକୁ…
ଏୟାର ଲିଫ୍ଟରେ ସାମିଲ ହେଲା ଭାରତୀୟ ବାୟୁସେନା
ନୂଆଦିୀଲ୍ଲୀ,୨।୩: ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ‘ଅପରେସନ ଗଙ୍ଗା’କୁ ଜୋରଦାର କରିଛନ୍ତି। ଏହିକ୍ରମରେ ଭାରତୀୟ ନାଗରିକମାନଙ୍କୁ ଫେରାଇ ଆଣିବା ପାଇଁ ଆଗାମୀ ୩ ଦିନ ମଧ୍ୟରେ ୨୬ଟି ବିମାନ ଉଡ଼ାଣ ଭରିବାର କାର୍ଯ୍ୟକ୍ରମ ରହିଛି।…
ଉତ୍ତର-ପଶ୍ଚିମାଞ୍ଚଳରେ ବଢ଼ିବ ଗ୍ରୀଷ୍ମ ପ୍ରବାହ
ନୂଆଦିଲ୍ଳୀ,୨ା୩: ଚଳିତ ବର୍ଷ ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ଦେଶରେ ଗ୍ରୀଷ୍ମ ପ୍ରବାହ କିଭଳି ରହିବ ସେ ନେଇ ମଙ୍ଗଳାବର ଇଣ୍ଡିଆନ୍ ମେଟେରୋଲୋଜିକାଲ ଡିପାର୍ଟମେଣ୍ଟ (ଆଇଏମ୍ଡି) ପକ୍ଷରୁ ସୂଚନା ଦିଆଯାଇଛି। ଏ ବର୍ଷ କିଛି ସ୍ଥାନରେ ତାପମାତ୍ରା ବଢିବାକୁ ଥିବାବେଳେ ଆଉ…
କୋଭି୍ଡ ସଂକ୍ରମଣ ରୋକିବ ନିମଛେଲି
କୋଲକାତା,୨ା୩: ମହାମାରୀ କରୋନା ସଂକ୍ରମଣ ରୋକିବାରେ ନିମ ଗଛ ଛେଲିର ରସ ସହାୟକ ହେବ। କୋଲକାତାସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଆଇଏସ୍ଇଆର୍) ଗବେଷଣାରେ ଏହା କୁହାଯାଇଛି। ନିମର ଔଷଧୀୟ ଗୁଣ ପାଇଁ ଶହ ଶହ ବର୍ଷ…
କୋଶିୟାରୀଙ୍କ ମନ୍ତବ୍ୟକୁ ନେଇ ଆଲୋଡ଼ନ
ମୁମ୍ବାଇ, ୨ା୩: ଛତ୍ରପତି ଶିବାଜୀଙ୍କ ଗୁରୁ ଥିଲେ ସନ୍ଥ ସମର୍ଥ ରାମଦାସ। ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀ ନିକଟରେ ଔରଙ୍ଗାବାଦଠାରେ ଏକ କାର୍ଯ୍ୟକ୍ରମରେ ଏହା କହିବା ପରଠାରୁ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜାତୀୟତାବାଦୀ କଂଗ୍ରେସ (ଏନ୍ସିପି), ଶିବସେନା,…
ତିନି ପାଦ ତଳକୁ ଖସିଲା ଭାରତ
ନୂଆଦିଲ୍ଲୀ,୨ା୩: ୨୦୩୦ ମସିହା ବେଳକୁ ଭାରତ ଯେଉଁ ବିକାଶ ଲକ୍ଷ୍ୟ ରଖିଥିଲା ତାହା ପୂରଣ ହେବାପରି ମନେହେଉନାହିଁ। ସେଣ୍ଟର ଫର୍ ସାଇନ୍ସ ଆଣ୍ଡ୍ ଏନ୍ଭାଇରନମେଣ୍ଟସ୍ ଷ୍ଟେଟ୍ ଅଫ୍ ଇଣ୍ଡିଆନ୍ସ ଏନ୍ଭାଇରନମେଣ୍ଟ ରିପୋର୍ଟ ୨୦୨୨ରୁ ଏହା ସ୍ପଷ୍ଟ ବାରି ହୋଇପଡୁଛି। ପାକିସ୍ତାନକୁ ଛାଡ଼ିଦେଲେ…
ଆଜି ଫେରିବ ୭ ବିମାନ
ନୂଆଦିଲ୍ଲୀ,୨ା୩: ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍ ରାଜଧାନୀ କ୍ୱିଭ୍ରେ ଆଉ ଜଣେ ହେଲେ ଭାରତୀୟ ନାହାନ୍ତି। ସମସ୍ତ ନାଗରିକ କ୍ୱିଭ୍ ଛାଡ଼ିଥିବା ଭାରତର ଅନୁସନ୍ଧାନରୁ ଜଣାପଡ଼ିଛି ବୋଲି ବହିର୍ବ୍ୟାପାର ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ମଙ୍ଗଳବାର ସୂଚନା ଦେଇଛନ୍ତି। ୟୁକ୍ରେନ୍ରୁ ଭାରତୀୟଙ୍କୁ ଏୟାରଲିଫ୍ଟ କରି…
ବୋରିସ୍ଙ୍କ ଆଗରେ କାନ୍ଦିଲେ ସାମାଜିକ କର୍ମୀ
ଲଣ୍ଡନ୍, ୨ା୩: ରୁଷିଆର ବର୍ବର ଆକ୍ରମଣ ରୋକିବାକୁ ୟୁକ୍ରେନ୍ର ଜଣେ ସାମାଜିକକର୍ମୀ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ଙ୍କ ଆଗରେ ଦାବି କରିଛନ୍ତି। ବୋରିସ୍ ପୋଲାଣ୍ଡରେ ଖବରଦାତାଙ୍କ ସହ କଥା ହେଉଥିବାବେଳେ ବେସରକାରୀ ସଙ୍ଗଠନ ଆଣ୍ଟି-କରପ୍ଶନ୍ ଆକ୍ସନ ସେଣ୍ଟରର ଡାରିଆ କାଲେନିକ୍ ସେଠାରେ…
ବୁମେରାଂ ହେଲା ଷ୍ଟ୍ରାଟେଜି
ମସ୍କୋ/କ୍ୱିଭ୍/ଓ୍ବାଶିଂଟନ,୨ା୩: ୟୁକ୍ରେନ୍ ସହ ଯୁଦ୍ଧ ଲଢ଼ି ଫସିଯାଇଛି ରୁଷିଆ। ସାମରିକ ଦକ୍ଷତା ଦୃଷ୍ଟିରୁ ବହୁ ଦୁର୍ବଳ ୟୁକ୍ରେନ୍କୁ ଆକ୍ରମଣ କରି ସହଜରେ ଦଖଲ କରିବା ଲାଗି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଯେଉଁ ସ୍ବପ୍ନ ଦେଖିଥିଲେ ଏବେ ତାହା ତାଙ୍କ ପାଇଁ…
‘ପୁଷ୍ପା’ ଶୈଳୀରେ ମଦ ଚାଲାଣ
ଢେଙ୍କାନାଳ ଅଫିସ, ୨ା୩: ଚର୍ଚ୍ଚିତ ସିନେମା ‘ପୁଷ୍ପା’ରେ ଦେଖିବାକୁ ମିଳିଛି ଅଭିନବ ଉପାୟରେ ଚନ୍ଦନ କାଠ ଚୋରାଚାଲାଣ। ଏବେ ସେହି ଫିଲ୍ମ ଷ୍ଟାଇଲ୍ରେ ବେଆଇନ ଭାବେ ଚାଲାଣ ହେଉଥିବା ବିଦେଶୀ ମଦ ଧରାପଡ଼ିଛି। କେବଳ ଅରୁଣାଚଳ ପ୍ରଦେଶରେ ବିକ୍ରି ଯୋଗ୍ୟ ଏହି…
ବିଜେଡି ହାତରେ ସବୁ ଜିଲା ପରିଷଦ
ଭୁବନେଶ୍ୱର,୨ା୩(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳାଫଳର ସମ୍ପୂର୍ଣ୍ଣ ରିପୋର୍ଟ ମଙ୍ଗଳବାର ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ତରଫରୁ ପ୍ରକାଶ କରାଯାଇଛି। ବିଜେଡି ଚଳିତ ନିର୍ବାଚନରେ ରେକର୍ଡ ସଂଖ୍ୟାରେ ବିଜୟୀ ହୋଇଛି। ୩ ଦିନର ଗଣତି ପରେ ୩୦ ଜିଲାର ୮୫୧ଟି ଜୋନ୍ର…
ୟୁକ୍ରେନ୍ରେ ପାଠପଢ଼ି ଭାରତରେ ଡାକ୍ତର ହେବା ନୁହେଁ ସହଜ, ପାଠପଢ଼ା ଶସ୍ତା-ସ୍ବଦେଶରେ ଚାକିରି ପାଇଁ ହିନସ୍ତା…
ନୂଆଦିଲ୍ଲୀ,୧।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏନେଇ ୟୁକ୍ରେନରେ ଅଧ୍ୟୟନ କରୁଥିବା ୧୮ ହଜାରରୁ ଅଧିକ ଭାରତୀୟ ଛାତ୍ରୀଛାତ୍ରଙ୍କୁ ସୁରକ୍ଷିତ ଭାବେ କିଭଳି ଏୟାର ଲିଫ୍ଟ କରାଯିବ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ପରିସ୍ଥିତି…
Archives


