Home

୧୦୦ ବସ୍‌ର ବ୍ୟବସ୍ଥା କଲା ରୁଷିଆ…

ନୂଆଦିଲ୍ଲୀ /କ୍ୱିଭ୍‌/ମସ୍କୋ, ୫।୩ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ଲଗାତାର ୧୦ ଦିନ ଧରି ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ୟୁକ୍ରେନ୍‌ରୁ ଭାରତୀୟ ନାଗରିକ ଏବଂ ଛାତ୍ରୀଛାତ୍ରଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ସରକାରଙ୍କ ପକ୍ଷରୁ ଅପରେଶନ୍‌ ଗଙ୍ଗା ଆରମ୍ଭ କରାଯାଇଛି। ସୁବିଧାରେ…

ୟୁପିରେ ପ୍ରଚାର ଶେଷ, ସୋମବାର ସପ୍ତମ ପର୍ଯ୍ୟାୟ ମତଦାନ

ଲକ୍ଷ୍ନୌ,୫।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ ଲାଗି ଶନିବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଏହାସହିତ ଦୀର୍ଘ ୨ ମାସ ଧରି ୟୁପିରେ ଲାଗି ରହିଥିବା ହାଇଭୋଲ୍ଟେଜ୍‌ ପ୍ରଚାରର ଅନ୍ତ ଘଟିଛି। ସପ୍ତମ ପର୍ଯ୍ୟାୟରେ ମୋଦିଙ୍କ…

ୟୁକ୍ରେନରୁ ଭାରତୀୟମାନଙ୍କୁ ସଫଳ ସ୍ଥାନାନ୍ତର ବିଧାନସଭା ନିର୍ବାଚନରେ ସକାରାତ୍ମକ ପ୍ରଭାବ ପକାଇବ: ଶାହା

ନୂଆଦିଲୀ,୫ା୩: ଜାନୁୟାରୀରୁ ୟୁକ୍ରେନର ପରିସ୍ଥିତି ଉପରେ ସରକାର ନଜର ରଖିଛନ୍ତି ବୋଲି ଭାଜପାର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର କହିଛନ୍ତି। ସେ କହିଛନ୍ତି, ଯୁଦ୍ଧ ପ୍ରଭାବିତ ଦେଶରୁ ଭାରତୀୟମାନଙ୍କୁ ସଫଳ ସ୍ଥାନାନ୍ତର କରିବା ବିଧାନସଭା ନିର୍ବାଚନରେ…

ପଳାୟନ କରିବାର ପ୍ରଶ୍ନ ଉଠୁନାହିଁ

କ୍ୱିଭ୍‌,୫।୩: ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଦେଶ ଛାଡ଼ି ପଳାୟନ କରିଥିବା ନେଇ ରୁଷିଆ ପକ୍ଷରୁ ଗୁଜବ ସୃଷ୍ଟି କରାଯାଇଥିବାବେଳେ ଏହାକୁ କ୍ୱିଭ୍‌ ପକ୍ଷରୁ ଖଣ୍ଡନ କରାଯାଇଛି । ଜେଲେନ୍‌ସ୍କି ଶୁକ୍ରବାର ପୋଲାଣ୍ଡକୁ ପଳାୟନ କରିଛନ୍ତି ବୋଲି ରୁଷିଆ ପାର୍ଲାମେଣ୍ଟ ବାଚସ୍ପତି…

୧୦ ମଙ୍ଗଳାରେ ବୁଲିବାକୁ ଆସି ନବବିବାହିତାଙ୍କ ଜୀବନଗଲା

ସୋରଡ଼ା,୫ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ଥାନା ମାୟାଙ୍ଗୀ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି। ବିବାହର ୧୦ ଦିନ ପରେ ବାପଘରକୁ ବୁଲି ଆସିଥିବା ଭାଲୁ ସ୍ବାଇଁଙ୍କ ଝିଅ ଜ୍ୟୋତିମାଳା (୨୧)ଙ୍କ ଅକାଳ ବିୟୋଗ ହୋଇଛି। ଆଜି ସାରେ ଶୌଚ…

ଜେଲେନସ୍କି ହିରୋ ନା ଅସଫଳ ରାଷ୍ଟ୍ରପତି ?…

କ୍ୱିଭ୍‌, ୫।୩ : ରୁଷିଆ ଆକ୍ରମଣ ପରେ ଧ୍ୱଂସସ୍ତୁପ ପାଲଟିଥିବା ୟୁକ୍ରେନ୍‌ ହାର୍‌ ମାନିବାକୁ ନାରାଜ। ଏପରିସ୍ଥଳେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ନେଇ ପ୍ରଶ୍ନ ଚିହ୍ନ ଉଠିବାରେ ଲାଗିଛି। ସେ ହିରୋ ନା ଜିରୋ ଅବା ଅସଫଳ ରାଷ୍ଟ୍ରପତି? ସେ…

ଦୃଢ଼ ସ୍ଥିତିରେ ଭାରତ

ମୋହାଲି,୫।୩: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନର ଖେଳ ସମାପ୍ତ ହୋଇଛି। ଭାରତୀୟ ଦଳ ଶନିବାର ୮ ଉଇକେଟ ହରାଇ ୫୭୪ ରନ୍‌ କରି ପାଳି ଘୋଷଣା କରିଥିଲା। ଏହା ପରେ ବ୍ୟାଟିଂ କରିବାକୁ ଆସିଥିବା ଶ୍ରୀଲଙ୍କା ଦଳ ଷ୍ଟମ୍ପ…

ସୋନାକ୍ଷୀଙ୍କ ବିରୋଧରେ ଜାମିନ ବିହୀନ ଓ୍ବାରେଣ୍ଟ…

ମୁରାଦାବାଦ୍‌, ୫।୩ : ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ବିରୋଧରେ କୋର୍ଟ ଏକ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି। ଉତ୍ତରପ୍ରଦେଶର ମୋରାଦାବାଦ୍‌ର ଏସିଜେଏମ୍‌-୪ କୋର୍ଟଙ୍କ ପକ୍ଷରୁ ଏହି ୱାରେଣ୍ଟ ଜାରି କରାଯାଇଛି। କ୍ରମାଗତ ଭାବରେ କୋର୍ଟରେ ହାଜର ନହେବା କାରଣରୁ…

ପୁନମ୍‌ ବହୁତ ଭଲ, ହେଲେ ବିଶ୍ୱସ୍ତ ନୁହନ୍ତି: ସାମ୍‌

ବମ୍ବେ: ପୁଣି ଚର୍ଚ୍ଚାରେ ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ। କଙ୍ଗନା ରାଣାଓ୍ବତଙ୍କ ଶୋ’ ‘ଲକ୍‌ଅପ୍‌’ରେ ସେ ନଜର ଆସୁଥିବା ବେଳେ ସ୍ବାମୀ ସାମ ବମ୍ବେଙ୍କ ବିରୋଧରେ ବିଷଦ୍‌ଗାର କରୁଛନ୍ତି । ସ୍ବାମୀ ତାଙ୍କୁ ନିର୍ଯାତନା ଦେଇଥିବାର କାହାଣୀ ସେ ବାରମ୍ବାର…

ରାହୁଲଙ୍କ କଟାକ୍ଷ,ନିର୍ବାଚନୀ ଅଫର ଶେଷ ହେବାକୁ ଯାଉଛି, ଶୀଘ୍ର ଗାଡ଼ିରେ ପେଟ୍ରୋଲ ଭର୍ତ୍ତି କରନ୍ତୁ…

ନୂଆଦିଲ୍ଲୀ, ୫।୩ : କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଭାଜପାକୁ ଘେରିବା ଆରମ୍ଭ କରିଛନ୍ତି। ରାହୁଲ କଟାକ୍ଷ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ନିର୍ବାଚନୀ ଅଫର ଶେଷ ହେବାକୁ ଯାଉଛି। ଏହାପରେ ଦେଶରେ ପେଟ୍ରୋଲ ଡିଜେଲ ଦାମ…

କୁଳଭୂଷଣ ଯାଦବ ମାମଲା: ଏପ୍ରିଲ ୧୩ ସୁଦ୍ଧା ଓକିଲ ନିଯୁକ୍ତି ପାଇଁ ଭାରତକୁ କହିଲା ପାକିସ୍ତାନ

ଇସଲାମାବାଦ,୫ା୩: ପାକିସ୍ତାନୀ ହାଇକୋର୍ଟ ଭାରତକୁ କୁଳଭୂଷଣ ଯାଦବଙ୍କ ପାଇଁ ଜଣେ ଓକିଲ ନିଯୁକ୍ତ କରିବାକୁ କହିଛନ୍ତି। ଗୁପ୍ତଚର ତଥା ଆତଙ୍କବାଦ ଅଭିଯୋଗରେ ଏପ୍ରିଲ ୨୦୧୭ରେ ପାକିସ୍ତାନୀ ସାମରିକ କୋର୍ଟ ଦ୍ୱାରା ୫୧ ବର୍ଷୀୟ ଅବସରପ୍ରାପ୍ତ ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣଙ୍କୁ ମୃତ୍ୟୁ…

୧୦ ହଜାର ରୁଷିଆ ସୈନ୍ୟଙ୍କୁ ମାରିଛୁ…

କ୍ୱିଭ୍‌, ୫।୩ : ରୁଷିଆ ଆକ୍ରମଣ ସତ୍ତ୍ୱେ ୟୁକ୍ରେନ୍‌ ହାର୍‌ ମାନିବାକୁ ନାରାଜ। ଏପରିସ୍ଥଳେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ, ଆମେ ୧୦ ହଜାର ରୁଷିଆ ସୈନ୍ୟଙ୍କୁ ମାରିଛୁ। ବହୁ ସୈନ୍ୟଙ୍କୁ ଯୁଦ୍ଧବନ୍ଦୀ ମଧ୍ୟ କରାଯାଇଛି। ୟୁକ୍ରେନ୍‌ବାସୀ ଆକ୍ରମଣର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri