ଚୁମ୍ବନ ଦେଇ ବ୍ୟାଟ୍ସମ୍ୟାନ୍ଙ୍କୁ ପାଭିଲିୟନକୁ ପଠାଇଲେ ବୋଲର୍: ଦେଖନ୍ତୁ ଭିଡିଓ
ମୁମ୍ବାଇ,୨୫।୪: ଆଇପିଏଲ ୨୦୨୨ର ୩୭ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ମୁମ୍ବାଇ ଇଣ୍ଡିଆନ୍ସକୁ ୩୬ ରନ୍ରେ ପରାସ୍ତ କରିଛି। ପୁଣି ଥରେ ମୁମ୍ବାଇର ବ୍ୟାଟ୍ସମ୍ୟାନ୍ମାନେ ଏହି ମ୍ୟାଚ୍ରେ ଭଲ ଖେଳି ନ ଥିଲେ। ଏଥିରେ କିରନ ପୋଲାର୍ଡ ମଧ୍ୟ ସାମିଲ ଅଛନ୍ତି।…
ସାମନାରେ ପ୍ରଶ୍ନ, ରାଣା କିଏ, ସେ ଏତେ ଅହଂକାରୀ କିପରି ?…
ମୁମ୍ବାଇ, ୨୫।୪ : ହନୁମାନ ଚାଳିସା ପାଠକୁ ନେଇ ମହାରାଷ୍ଟ୍ରରେ ଜାରି ରହିଥିବା ବିବାଦ ଥମିବାର ନା ଧରୁନି। ଏହାକୁ ନେଇ ଶିବସେନା ପକ୍ଷରୁ ଭାଜପା ସରକାରଙ୍କୁ ଘେରିବା ଆରମ୍ଭ ହୋଇଛି। ଏନେଇ ଶିମସେନା ମୁଖପତ୍ର ସାମନାରେ ରାଣା କିଏ, ସେ…
ଆଇପିଏଲ୍ର ସବୁଠୁ ମହଙ୍ଗା ଖେଳାଳିଙ୍କ ଫ୍ଲପ ଶୋ’
ମୁମ୍ବାଇ,୨୫।୪: ମୁମ୍ବାଇ ଇଣ୍ଡିଆନ୍ସର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଇଶାନ କିଶାନ ଆଇପିଏଲ ୨୦୨୨ରେ କ୍ରମାଗତ ଫ୍ଲପ ସାବ୍ୟସ୍ତ ହୋଇଛନ୍ତି। ମେଗା ନିଲାମରେ ଇଶାନ କିଶନ ସବୁଠାରୁ ମହଙ୍ଗା ଖେଳାଳି ଥିଲେ, କିନ୍ତୁ ଏହି ସିଜନରେ ସେ ଏପର୍ଯ୍ୟନ୍ତ ତାଙ୍କ ଦଳ ପାଇଁ କିଛି…
ହିନ୍ଦୁତ୍ୱ ଏକ ସଂସ୍କାର, ମୋଦି-ଶାହାଙ୍କ ଘରେ ପାଠ କରାଯାଉ ହନୁମାନ ଚାଳିସା ପାଠ, କହିଲା ଶିବସେନା…
ମୁମ୍ବାଇ, ୨୫।୪ : ମହାରାଷ୍ଟ୍ରରେ ଆରମ୍ଭ ହୋଇଥିବା ହନୁମାନ ଚାଳିସା ବିବାଦକୁ ନେଇ ଶିବସେନା ପକ୍ଷରୁ ପୁଣି ଥରେ ସରକାରଙ୍କୁ ଟାର୍ଗେଟ କରାଯାଇଛି। ଶିବସେନାର ମୁଖପତ୍ର ସାମାନାରେ ପ୍ରକାଶିତ ହୋଇଛି ଯେ, ଭାରତୀୟ ଜନତା ପାର୍ଟି ଦ୍ୱାରା ହିନ୍ଦୁତ୍ୱ ନାମରେ ଆରମ୍ଭ…
ପୁନଃ ଯୌବନ: ସମ୍ଭାବନା ଦିଗରେ ପାଦେ
କୁହାଯାଏ ଯେ, ଆମ ଜୀବନସ୍ରୋତ ନିଃଶବ୍ଦରେ ବହିଚାଲିଥାଏ ମୃତ୍ୟୁ ସିନ୍ଧୁର କରାଳ ଲହରିକୁ ଭେଟିବା ପାଇଁ। ଜନ୍ମପରଠାରୁ ଏ ପ୍ରକ୍ରିୟା ଆରମ୍ଭ ହୋଇଯାଏ ଏବଂ ତାହା ଗତିକରେ ଶୈଶବ, ଯୌବନ, ପୌଢ଼ତ୍ୱ ଏବଂ ବାର୍ଦ୍ଧକ୍ୟ ଅବସ୍ଥା ଦେଇ। ଏହା ଅପ୍ରତ୍ୟାବର୍ତ୍ତୀ। ତେବେ…
ମ୍ୟାଲେରିଆ ହ୍ରାସ ପାଇଁ ପ୍ରୟାସ
ମ୍ୟାଲେରିଆ ସମସ୍ତଙ୍କ ପାଇଁ କୌଣସି ନୂଆ ରୋଗ ନୁହେଁ। ଏହା ମଣିଷ ସଭ୍ୟତାର ଏକ ପୁରାତନ ରୋଗ। ଏହାର ପରଜୀବୀ (ପାରାସାଇଟ୍)କୁ ୧୮୯୭ ମସିହା ଅଗଷ୍ଟ ୨୦ ତାରିଖରେ ଆର୍ମି ସର୍ଜନ ଡା. ରୋନାଲଡ୍ ରସ୍ ଭାରତର ସିକନ୍ଦରାବାଦରେ ଆବିଷ୍କାର କରିଥିଲେ।…
ପୁଣି ଫେରୁଛି କରୋନା…
ନୂଆଦିଲ୍ଲୀ, ୨୫।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ ହଜାର ୫୪୧ ରେ ପହଞ୍ଚିଛି। ସେହିପରି…
ଆଜି ରାଜ୍ୟରୁ ୯ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୨୫ା୪(ବ୍ୟୁରୋ): ରାଜ୍ୟରୁ ସୋମବାର ୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୯୯୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୫ ଜଣ ଚିହ୍ନଟ ହୋଇଥିବା…
ବସ୍ ଜାଳିଦେଲେ ମାଓବାଦୀ
ମାଲକାନଗିରି,୨୫ା୪(ଡି.ଏନ୍.ଏ.): ମାଲକାନଗିରି ସୀମାରେ ପୁଣି ମାଓବାଦୀମାନେ ତାଣ୍ଡବ ରଚିଛନ୍ତି। ଏକ ଯାତ୍ରୀବାହୀ ବସ୍ରୁ ଯାତ୍ରୀମାନଙ୍କୁ ବାହାର କରି ବସ୍ରେ ନିଆଁ ଲଗାଇ ଦେଇଛନ୍ତି। ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶ କଣ୍ଟାଠାରୁ ୧୫ କିଲୋମିଟର ଦୂରରେ ଏକ ଯାତ୍ରୀବାହୀ ବସ୍ରେ ମାଓବାଦୀମାନେ ନିଆଁ ଲଗାଇଛନ୍ତି।…
୩୦ ଦିନରେ ୩୦ ପ୍ରତିଶ୍ରୁତି ପୂରଣ କଲେ ଯୋଗୀ…
ଲକ୍ଷ୍ନୌ, ୨୫।୪ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱିତୀୟ ପାଳିକୁ ଏକ ମାସ ବିତିଛିି। ଗତ ଏକ ମାସ ମଧ୍ୟରେ ସରକାର ନିଜର ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବା ଏବଂ ସାଧାରଣ ଲୋକଙ୍କ ଉନ୍ନତି ପାଇଁ ବହୁ ବଡ଼ ନିଷ୍ପତ୍ତି…
ବାପ-ପୁଅଙ୍କୁ ଗୁଳିମାଡ଼
ଭୁବନେଶ୍ୱର,୨୫ା୪(ବ୍ୟୁରୋ): ଭୁବନେଶ୍ବର ଜାଆଁଳାରେ ଘଟିଛି ଗୁଳିକାଣ୍ଡ। ସୁନାଦୋକାନୀଙ୍କୁ ଲୁଟ୍ ଉଦ୍ଦେଶ୍ୟରେ ଏହି ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଏଥିରେ ବାପ-ପୁଅ ଗୁରୁତର ହୋଇଛନ୍ତି। ସୂଚନାନୁସାରେ, ଦକ୍ଷିଣମୁଣ୍ଡ ମୁହାଣର ଭଗବାନ ସୁବୁଦ୍ଧି ଏବଂ ପୁଅ ଲୋକନାଥ ସୁବୁଦ୍ଧି ଦୋକାନ ବନ୍ଦ କରି ଘରକୁ ଫେରୁଥିବା…
ଜିଆର୍ଏସ୍ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଭୁବନେଶ୍ୱର,୨୫ା୪(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିଆର୍ଏସ୍ଙ୍କ ଘରେ ସୋମବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଭୁବନେଶ୍ୱର କଳାରାହାଙ୍ଗ ପଞ୍ଚାୟତର ଜିଆରଏସ୍ ବାବୁଲି ଚରଣ ପଢ଼ିହାରୀଙ୍କ ଘରେ ଏହି ଚଢ଼ାଉ କରାଯାଇଛି। ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ରଘୁନାଥପୁର…
Archives


