Home

କେସିଙ୍ଗାରେ କେନ୍ଦ୍ରମନ୍ତ୍ରୀ

କେସିଙ୍ଗା,୧୨ା୬(ଡି.ଏନ୍‌.ଏ.): କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା ରବିବାର କେସିଙ୍ଗା ପରିଦର୍ଶନରେ ଆସିଛନ୍ତି। ମନ୍ତ୍ରୀ ଉତ୍‌କେଲା ଏରୋଡ୍ରମ ଫିଲ୍ଡ ପଡ଼ିଆରେ ଓହ୍ଲାଇ ଏକ କାର୍‌ରେ ପ୍ରଥମେ କେସିଙ୍ଗାସ୍ଥିତ ଆଦର୍ଶ କଲୋନୀ ପରିଦର୍ଶନରେ ଯାଇଥିଲେ। କଲୋନୀବାସୀ କଳସ ସ୍ଥାପନ କରି ସ୍ବାଗତ…

କୁନି ଝିଅର କୁମ୍ଭୀର ସାଥୀ

ପୋଷା ଜୀବଜନ୍ତୁ ରଖିବାକୁ ଅନେକେ ଭଲ ପାଆନ୍ତି। କିଏ କୁକୁର, ବିଲେଇ ତ କିଏ ଶୁଆ, ସାରୀ ପରି ଚଢେଇ ରଖନ୍ତି। ହେଲେ ନିକଟରେ ଏକ କୁନି ଝିଅ ନିଜ ପେଟ୍‌ର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଚର୍ଚ୍ଚା…

ପ୍ରୟାଗରାଜ ହିଂସା ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ଘରେ ଚଢିଲା ବୁଲ୍‌ଡୋଜର୍‌

ପ୍ରୟାଗରାଜ,୧୨।୬: ପ୍ରୟାଗରାଜ ହିଂସା ଘଟଣାରେ ଯୋଗୀ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଜାଭେଦ ପମ୍ପଙ୍କ ଘରେ ବୁଲଡୋଜର ଚଢିଛି। ଜାଭେଦଙ୍କ ବିଳାସପୂର୍ଣ୍ଣ ବଙ୍ଗଳା ଅଳ୍ପ ସମୟ ମଧ୍ୟରେ ମାଟିରେ ମିଶିଯାଇଛି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ…

ରଶି ଲଗାଇ ଝୁଲି ପଡ଼ିଲେ ନବବଧୂ, ସ୍ବାମୀଙ୍କ ଆତ୍ମହତ୍ୟା ଉଦ୍ୟମ

ଖଇରା,୧୨ା୬(ଡି.ଏନ୍‌.ଏ.): ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଝଗଡ଼ା ଉଗ୍ର ରୂପ ନେବାରୁ ସ୍ତ୍ରୀ ଜୀବନ ହାରିଥିବା ବେଳେ ସ୍ବାମୀ ଆତ୍ମହତ୍ୟା ଉଦ୍ୟମ କରି ଏବେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ରଇଁତରା…

ହସ୍ପିଟାଲ୍‌ରେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୧୨।୬: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ରବିବାର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। କଂଗ୍ରେସ ନେତା ରଣଦୀପ ସୁରଜେୱାଲା ଟୁଇଟ୍‌ର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। କିଛି ଦିନ ପୂର୍ବେ ସୋନିଆ କରୋନା ସଂକ୍ରମଣର ଶିକାର ହୋଇଥିଲେ। ଆଜି ସକାଳେ ତାଙ୍କୁ ଗଙ୍ଗା…

ଏସିଆରେ ଚାଇନା ପ୍ରତି ଥିବା ସମର୍ଥନ ହ୍ରାସ କରିବାକୁ ଉଦ୍ୟମ କରୁଛି ଆମେରିକା…

ବେଜିଂ, ୧୨।୬ : ଚାଇନା ପ୍ରତିରକ୍ଷା ମନ୍ତ୍ରୀ ଆମେରିକା ବିରୋଧରେ ବଡ଼ ଧରଣର ଅଭିଯୋଗ କରିଛି। ଆମେରିକା ଜାଣିଶୁଣି ଚାଇନାର ସାମ୍ରଦିକ ସୀମାରେ ପାଟ୍ରୋଲିଂ ସହିତ ଆମ ଅଞ୍ଚଳର କାର୍ଯ୍ୟରେ ହସ୍ତକ୍ଷେପ ଏବଂ ଦକ୍ଷିଣ ଚୀନ ସାଗରରେ ଯୁଦ୍ଧ ଜାହାଜ ଏବଂ…

ସମୁଦ୍ରରେ ଭାସିଗଲେ ଯୁବକ

ପୁରୀ ଅଫିସ,୧୨ା୬: ଗାଧୋଉଥିବା ବେଳେ ସମୁଦ୍ରରେ ଭାସି ଯାଇଛନ୍ତି ଜଣେ ଯୁବକ। ନିଖୋଜ ଯୁବକ ହେଉଛନ୍ତି ପଶ୍ଚିମବଙ୍ଗ ଚବିଶ ପ୍ରଗଣାର ଉଜ୍ବଳ ଦାସ। ଲାଇଫ୍‌ ଗାର୍ଡଙ୍କ ଦ୍ୱାରା ଏବେବି ଉଦ୍ଧାର କାର୍ଯ୍ୟ ଜାରିରହିଛି। ଖବର ଅନୁଯାୟୀ, ରବିବାର ସକାଳେ ଉଜ୍ବଳ ପୁରୀ…

ସ୍ବାମୀଙ୍କ ପାଇଁ ୨୦ କୋଟି ଟଙ୍କାର ବଙ୍ଗଳା କିଣିଲେ ଏହି ଅଭିନେତ୍ରୀ

ଦକ୍ଷିଣ ସିନେମାର ସୁନ୍ଦର ଅଭିନେତ୍ରୀ ନୟନତାରା ଏବଂ ନିର୍ମାତା ବିଗ୍ନେଶ ଶିଭନ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ନୟନତାରାଙ୍କ ବିବାହକୁ ନେଇ ଚର୍ଚ୍ଚା ହୋଇଥିଲା। ତାଙ୍କ ବିବାହର ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା। ନୟନତାରା ଏବଂ ବିଗ୍ନେଶ ଦୀର୍ଘ…

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ବହୁ କୋଟି ଟଙ୍କାର ପାଇପ୍‌

ସୋନପୁର,୧୨ା୬(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ବେହେରାମାଲ ପଞ୍ଚାୟତ ଲଙ୍ଗଳକଣ୍ଟା ଗାଁ ନିକଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ମେଗା ପାଣି ପ୍ରୋଜେକ୍ଟ ପାଇଁ ଗଚ୍ଛିତ ଥିବା ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର କୋଟି କୋଟି ଟଙ୍କାର ପାଇପ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ମେଗା…

ପ୍ରିୟଙ୍କାଙ୍କ ବୋଲ୍ଡ ଅବତାର

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ସକ୍ରିୟ। ସେ ପ୍ରାୟତଃ ପ୍ରଶଂସକଙ୍କ ସହ ତାଙ୍କର ଫଟୋ ଏବଂ ଭିଡିଓ ଶେୟାର କରୁଥିବା ଦେଖାଯାଏ। ପ୍ରଶଂସକମାନେ ତାଙ୍କ ପୋଷ୍ଟ ଦେଖିବାକୁ ପସନ୍ଦ କରନ୍ତି। ପ୍ରଶଂସକଙ୍କ ବ୍ୟତୀତ ପ୍ରିୟଙ୍କାଙ୍କ ସ୍ବାମୀ ନିକ ଜୋନାସ ମଧ୍ୟ…

ବିକିଙ୍କୁ ମିଳିଗଲା ଆଉ କିଏ;ଫଟୋ ଦେଖି କ୍ୟାଟ୍ରିନା କହିଲେ…

ବି-ଟାଉନ ହ୍ୟାଣ୍ଡସମ ହଙ୍କ୍‌ ବିକି କୌଶଲ ନିକଟରେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କୁ ବିବାହ କରିଛନ୍ତି। ବିବାହ ପରେ ଦୁହେଁ ଫିଲ୍ମ ଶୁଟିଂ କରୁଛନ୍ତି। ବିକି ଏବେ କ୍ୟାଟ୍ରିନାଙ୍କୁ ଛାଡି ଆଉ ଜଣେ ଯୁବତୀଙ୍କ ପ୍ରେମରେ ପଡିଛନ୍ତି। ଏହା ଆମେ ନୁହେଁ,…

ବିଏମ୍‌ସି କେଶରୀ ମଲ୍‌ରେ ଲାଗିଛି ନିଆଁ

ଭୁବନେଶ୍ୱର,୧୨।୬(ବ୍ୟୁରୋ): ରାଜଧାନୀର ମାର୍କେଟ ବିଲ୍ଡିଂରେ ଥିବା ବିଏମସି କେଶରୀ ମଲ୍‌ରେ ଅଗ୍ନିକାଣ୍ଡ ଘଟିଛି । ରବିବାର କେଶରୀ ମଲ୍‌ର ପ୍ରଥମ ଓ ଦ୍ୱିତୀୟ ମହଲାରେ ନିଆଁ ଲାଗିଛି । ତେଣୁ ଲୋକମାନଙ୍କୁ ମଲ ଭିତରକୁ ପ୍ରବେଶ କରାଇ ଦିଆଯାଉ ନ ଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri