Posted inଜାତୀୟ

ଜନସାଧାରଣ ଚାହୁଁଛନ୍ତି ସଂସଦ ସ୍ବାଭାବିକ ଭାବେ କାର୍ଯ୍ୟକରୁ, ଲୋକ ସଭା ବାଚସ୍ପତି…

ନୂଆଦିଲ୍ଲୀ,୨୦।୭ : ମୌସୁମୀ ଅଧିବେଶନର ତୃତୀୟ ଦିନରେ ମୁଦ୍ରାସ୍ଫୀତି ଏବଂ ଜିଏସଟି ପ୍ରସଙ୍ଗରେ ସଂସଦରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ କଂଗ୍ରେସ ଏମ୍‌ ପି ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖାର୍ଗେ, ଅଧିର ରଞ୍ଜନ ଚୌଧୁରୀ ଏବଂ ଟିଆରଏସ ଏମ୍‌ପି ମିଳିତ ଭାବେ ବିରୋଧ କରିଛନ୍ତି କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗ କହିଛନ୍ତି ଯେ ଜଣେ ସାଧାରଣ ପ୍ରତିନିଧି ଭାବରେ ଏଭଳି ପ୍ରସଙ୍ଗ ଉଠାଇବା ଆମର କର୍ତ୍ତବ୍ୟ। ଭାଜପା ସରକାର ୧୪୦ କୋଟି ଲୋକଙ୍କ ପାଇଁ ସଙ୍କଟ ସୃଷ୍ଟି କରିଛନ୍ତି।

ସେଥିପାଇଁ ଆମେ ବିରୋଧ କରୁଛୁ। ସମସ୍ତ ରାଜ୍ୟରେ ଏଭଳି ବିରୋଧ କରିବୁ। ଜିଏସଟି ନ ଫେରିବା ପର୍ଯ୍ୟନ୍ତ ଆମର ସଂଗ୍ରାମ ଜାରି ରଖିବୁ। ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ ମୁଁ ସେହି ସଦସ୍ୟମାନଙ୍କୁ କହିବାକୁ ଚାହୁଁଛି ଯେଉଁମାନେ ସ୍ଲୋଗାନ ଦେଉଛନ୍ତି। ସେମାନେ ସଂସଦରେ ଆସି ଆଲୋଚନାରେ ଅଂଶଗ୍ରହଣ କରନ୍ତୁ। ଦେଶର ଜନସାଧାରଣ ସଂସଦ ସ୍ବାଭାବିକ ଭାବେ କାର୍ଯ୍ୟକରୁ ବୋଲି ଚାହୁଁଛନ୍ତି। ତେଣୁ ଅଯଥାରେ ବାହାରେ ବିରୋଧ ନ କରି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନାରେ ଅଂଶଗ୍ରହଣ କରିବା ଲାଗି ସେ ସମ୍ପୃକ୍ତ ଏମ୍‌ପିଙ୍କ ଉଦ୍ଦେଶ୍ୟରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀଙ୍କୁ ଏକଜୁଟ କରିବାକୁ ପ୍ରୟାସ: ମମତାଙ୍କ ପରେ ଅଖିଳେଶଙ୍କୁ ଭେଟିଲେ ନୀତୀଶ

ଲକ୍ଷ୍ନୌ,୨୪।୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଲକ୍ଷ୍ନୌର ସମାଜବାଦୀ ପାର୍ଟି କାର୍ଯ୍ୟାଳୟରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିଛନ୍ତି।...

ଭାରତ ଭଳି ଜୀବନ୍ତ ଗଣତନ୍ତ୍ରର ଭାବମୂର୍ତ୍ତିକୁ କଳଙ୍କିତ କରିବା କାର୍ଯ୍ୟକୁ ସହ୍ୟ କରାଯିବ ନାହିଁ: ଉପରାଷ୍ଟ୍ରପତି…

ଗୁଆହାଟୀ,୩।୫ : ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖର ବୁଧବାର ଆସାମର ଦିବ୍ରୁଗଡ ବିଶ୍ୱବିଦ୍ୟାଳୟର ଏକବିଂଶ ସମାରୋହକୁ ସମ୍ବୋଧିତ କରି କହିଛନ୍ତିଳ ଭାରତ ଏକ ଜୀବନ୍ତ ଗଣତନ୍ତ୍ର...

ଟ୍ରମ୍ପ୍‌ଙ୍କ ଦୁଇଦିନିିଆ ଭାରତ ଗସ୍ତ ଶେଷ

ନୂଆଦିଲ୍ଲୀ, ୨୬ା୨(ପି.ଟି.): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୁଇଦିନିଆ ଭାରତ ଗସ୍ତ ଶେଷ ହୋଇଛି। ଦ୍ୱିତୀୟ ଦିନରେ ସେ ଭାରତ ସହ ବାଣିଜି୍ୟକ ଆଲୋଚନା, ପ୍ରତିରକ୍ଷା...

ଗ୍ରାମଦେବତା ଭାବେ ପୂଜାପାଏ ବାଦୁଡ଼ି

ପାଟଣା, ୨୭ା୩- ପ୍ରାୟତଃ ଲୋକମାନେ ବାଦୁଡ଼ିକୁ ନିଶାଚର ସହ ତୁଳନା କରିବା ସହିତ ଏହାକୁ ଅଶୁଭ ବୋଲି ମାନିଥାନ୍ତି। କେରଳରେ କିଛି ବର୍ଷ ପୂର୍ବେ ବାଦୁଡ଼ିରୁ...

ପ୍ରି-ପୋଲ୍‌ ସର୍ଭେକୁ ବ୍ୟାନ କର

ନୂଆଦିଲ୍ଲୀ,୨୪।୧୦: ନିର୍ବାଚନ ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ଦ୍ୱାରା କରାଯାଉଥିବା ପ୍ରି-ପୋଲ ସର୍ଭେରେ ଭୁଲ ତଥ୍ୟ ଦିଆଯାଇ ମତଦାତାଙ୍କୁ ପ୍ରଭାବିତ କରାଯାଉଛି। ଏଥିଲାଗି ଏହା ଉପରେ ୬...

ସୁପ୍ରିମକୋର୍ଟରେ କେବଳ ଜରୁରୀ ମାମଲାର ଶୁଣାଣି

ନୂଆଦିଲ୍ଲୀ,୧୪ା୩(ପି.ଟି.): ଘାତକ ମହାମାରୀ କରୋନା ବିଶ୍ୱବ୍ୟାପୀ ଆତଙ୍କ ଖେଳାଇଥିବାବେଳେ ଏହି ସଂକ୍ରମଣକୁ ଏଡାଇବା ଲାଗି ଶୁକ୍ରବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମାର୍ଚ୍ଚ ୧୬ରୁ...

ହରିୟାଣା କଂଗ୍ରେସ ବିଧାୟକ ଦଳର ନେତା ହେଲେ ହୁଡ୍ଡା

ହରିୟାଣା,୨।୧୧: କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶନିବାର ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ହୁଡ୍ଡାଙ୍କୁ ହରିୟାଣା କଂଗ୍ରେସ ବିଧାୟକ ଦଳର ନେତା ଭାବେ ନିର୍ବାଚିତ...

ଦିଲ୍ଲୀ ସରକାର ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୩ା୬(ପି.ଟି.): ଦିଲ୍ଲୀ ମେଡିକାଲ ଓ୍ବାର୍ଡଗୁଡ଼ିକର ଦୟନୀୟ ସ୍ଥିତିକୁ ନେଇ ସୁପ୍ରିମକୋର୍ଟ ଶୁକ୍ରବାର ଦିଲ୍ଲୀ ସରକାରଙ୍କ ଉପରେ ଜୋର୍‌ଦାର ବର୍ଷିଛନ୍ତି। ଦିଲ୍ଲୀ ହସ୍ପିଟାଲରେ କରୋନା ରୋଗୀଙ୍କୁ ପ୍ରାଣୀଙ୍କ...

Advertisement
Archives

Model This Week