Home

୧୫ରେ ଯୋଗୀ ନେବେ ଶପଥ

ଲକ୍ଷ୍ନୌ,୧୧।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବହୁମତରେ ସଂଖ୍ୟାଗରିଷ୍ଠତାରେ ଭାଜପା ବିଜୟୀ ହେବା ପରେ ଏବେ ମନ୍ତ୍ରିମଣ୍ଡଳର ଶପଥ ଉତ୍ସବକୁ ନେଇ ଚର୍ଚ୍ଚା ଜୋର ଧରିଛି। ହୋଲି ପୂର୍ବରୁ କ୍ଷମତାକୁ ଫେରିଥିବା ନୂତନ ଭାଜପା ସରକାର ଶପଥ ଗ୍ରହଣ କରିପାରନ୍ତି। ଯୋଗୀ ଆଦିତ୍ୟନାଥ…

ଜଳିଗଲା ବାଇକ୍‌ ଶୋ’ ରୁମ୍‌

ବାଙ୍କୀ,୧୧ା୩(ଡି.ଏନ୍‌.ଏ.): ବାଙ୍କୀ ବଜାରସ୍ଥିତ ଏକ ବାଇକ ଶୋ’ରୁମ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫଳରେ ଶୋ’ରୁମ୍‌ରେ ଥିବା ବାଇକ୍‌ ସମେତ ସମସ୍ତ କମ୍ପ୍ୟୁଟର ଓ ଆସବାବପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଛି। ସୂଚନାନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଅନ୍ନପୂର୍ଣ୍ଣା ମୋଟର୍ସର ବାଇକ୍‌ ଶୋ’ ରୁମ୍‌ର…

ବାହା ହେବେ କାଜଲଙ୍କ ଭଉଣୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଜଲ ତଥା ଅଜୟ ଦେବଗନଙ୍କ ଶାଳୀ ତନିଷା ମୁଖାର୍ଜୀ ବିବାହ କରିବେ। ତନିଶା ତାଙ୍କ ପ୍ରେମ ଏବଂ ବିବାହକୁ ନେଇ ନୀରବତା ଭାଙ୍ଗି କହିଛନ୍ତି, ସେ ଯେମିତି ପିଲା ଖୋଜୁଥିଲେ ତାଙ୍କୁ ମିଳି ଯାଇଛନ୍ତି। ତନିଷା ୪୪…

୭ମ ଥର ବାପା ହେଲେ ବିଶ୍ୱର ୧ ନମ୍ବର ଧନୀ ବ୍ୟକ୍ତି

ନ୍ୟୁୟର୍କ,୧୧।୩: ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି ଏଲୋନ ମସ୍କ ଏବଂ ହଲିଉଡ୍‌ର ପ୍ରସିଦ୍ଧ ଗାୟିକା ଗ୍ରିମସ ପୁଣି ଥରେ ମାତାପିତା ହୋଇଛନ୍ତି। ସରୋଗେସି ମାଧ୍ୟମରେ ଡିସେମ୍ବର ୨୦୨୧ରେ ସେମାନଙ୍କର ଦ୍ୱିତୀୟ ଶିଶୁକୁ ଗୁପ୍ତ ଭାବରେ ସ୍ବାଗତ କରିଛନ୍ତି। ଶିଶୁର ସମ୍ପୂର୍ଣ୍ଣ…

ଯୁଦ୍ଧର ପ୍ରଭାବ: ପ୍ରାଣୀ ଉଦ୍ୟାନରେ ୪୦୦୦ ପ୍ରାଣୀ ଭୋକିଲା

କ୍ୱିଭ୍‌,୧୧ା୩: ରୁଷିଆ-ୟୁକ୍ରେନ ଯୁଦ୍ଧ ବିଭୀଷିକାରେ ଖାଦ୍ୟ ସଙ୍କଟରେ ଛଟପଟ ହେଉଛନ୍ତି ହଜାର ହଜାର ପଶୁପକ୍ଷୀ। ଏଠାକାର ପ୍ରାଣୀ ଉଦ୍ୟାନର ଜୀବଜନ୍ତୁ ଖାଇବାକୁ ଖାଦ୍ୟ ପାଉନାହାନ୍ତି। ଉଦ୍ୟାନର କର୍ମଚାରୀମାନେ ପ୍ରାଣୀମାନଙ୍କର ବିଶେଷ ଭାବେ ଯତ୍ନ ନେଇଥାନ୍ତି। ମାତ୍ର ଯୁଦ୍ଧ ଯୋଗୁ ଜୀବଜନ୍ତୁ ଖାଇବାକୁ…

ଥମୁଛି ସଂକ୍ରମଣ, କମୁନି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୧୧।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪ ହଜାର ୧୯୪ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୨୫୫ଙ୍କ ମୃତ୍ୟୁ ଘଟିଛି।…

ଜେଲ୍‌ରେ ଥାଇ ଜିତିଲେ ନିର୍ବାଚନ

ଲକ୍ଷ୍ନୌ,୧୧।୩: ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନରେ ଭାଜପା ବହୁମତ ହାସଲ କରି ସରକାର ଗଢିବାକୁ ଯାଉଛି। ତେବେ ରାଜ୍ୟର ସବୁଠୁ ହଟ୍‌ ଆସନ କୁହାଯାଉଥିବା ରାମପୁରରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ ବିଜୟ ହାସଲ କରିଛନ୍ତି। ଆଜମ ଏବେ ବିଭିନ୍ନ…

୭ଫୁଟରୁ ଅଧିକ ଲମ୍ବର କନ୍ଦମୂଳ, ଦେଖିବାକୁ ଯୁବଚାଷୀଙ୍କ ଘରେ ଜମୁଛି ଭିଡ଼

ନିଶ୍ଚିନ୍ତକୋଇଲି,୧୧ା୩(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ନତକାଇ ଗ୍ରାମରେ ଶ୍ରୀମତୀ ସାବିତ୍ରୀ ରାଉତଙ୍କ ବାଡ଼ିରେ ୭ ଫୁଟ ୧୦ ଇଞ୍ଚ ଲମ୍ବର କନ୍ଦମୂଳ ଫଳିଛି। ଏତେ ବଡ଼ କନ୍ଦମୂଳ ହୁଏତ ବିରଳ। ଦୈନିକ ରୋଷେଇ ପାଇଁ ଦରକାର ହେଲେ ସେମାନେ ଗୋଟିଏ ଲେଖାଏ…

ଖସିଲା କରୋନା ଗ୍ରାଫ୍‌: ଆଜି ୧୦୪ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୧ା୩(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୧୦୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୬,୪୫୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୬୧ ଜଣ ଚିହ୍ନଟ ହୋଇଥିବା…

ଫେମଶ ହେବାକୁ ସର୍ଜରୀ କରିଥିଲେ ଏହି ନାୟିକା

ମୁ୍‌ମ୍ବାଇ: ଟେଲିଭିଜନ ପରଦାଠାରୁ ଆରମ୍ଭ କରି ବଲିଉଡ୍ ପର୍ଯ୍ୟନ୍ତ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ଅଭନେତ୍ରୀ ପୁନମ ପାଣ୍ଡେ । ଅନେକ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହୁଥିବା ଏହି ନାୟିକା ଖୁବ୍ ବୋଲ୍ଡ । ୧୧ ମାର୍ଚ୍ଚ…

୩୭ ବର୍ଷ ପରେ ଭାଜପାକୁ ଦ୍ୱିତୀୟ ଥର ବିଜୟୀ କରି ଇତିହାସ ରଚିଲେ ଯୋଗୀ

ଲକ୍ଷ୍ନୌ,୧୧ ।୩: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ନୂଆ ଇତିହାସ ଲେଖିଛନ୍ତି । ଦୀର୍ଘ ୩୭ ବର୍ଷ ପରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଉତ୍ତର ପ୍ରଦେଶରେ ଲଗାତାର ଦ୍ୱିତୀୟ ଥର ଶାସନ କ୍ଷମତା ଦେଇ ଇତିହାସ ସୃଷ୍ଟି କରିଛନ୍ତି…

ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୬ ବଗି

କୋରାପୁଟ,୧୧ା୩(ଡି.ଏନ୍‌.ଏ.): କୋରାପୁଟ ଜିଲା ଭେଜା ନିକଟରେ ଗୁରୁବାର ବିଳମ୍ବିତ ରାତିରେ କୋରାପୁଟ ଷ୍ଟେଶନଠାରୁ ୨୫ କିମି ଦୂରରେ ଏକ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଛି। ଟ୍ରେନ୍‌ଟି କିରଣ୍ଡୁଲରୁ କୋଇଲା ବୋଝେଇ କରି ବିଶାଖାପାଟଣା ଅଭିମୁଖେ ଯାଉଥିଲା। ଏହି ସମୟରେ ଭେଜା ନିକଟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri