Home

ଏମ୍‌ଏସ୍‌ପି ଗ୍ୟାରେଣ୍ଟି ପ୍ରତିଶ୍ରୁତି ଦେଇନାହାନ୍ତି ସରକାର: ତୋମାର

ନୂଆଦିଲ୍ଲୀ,୨୦ା୭: କୃଷକ ସଙ୍ଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା(ଏସ୍‌କେଏମ୍‌)କୁ କେନ୍ଦ୍ର ସରକାର ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଉପରେ ଆଇନଗତ ଗ୍ୟାରେଣ୍ଟି ନିମନ୍ତେ କମିଟି ଗଠନର ପ୍ରତିଶ୍ରୁତି ଦେଇ ନ ଥିଲେ ବୋଲି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମଙ୍ଗଳବାର ଲୋକ ସଭାରେ…

ଇରାନ୍‌ରେ ପୁଟିନ୍‌

ତେହରାନ, ୨୦ା୭: ଇରାନ୍‌ ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲି ଖାମନେଇଙ୍କୁ ଭେଟିବା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ମଙ୍ଗଳବାର ତେହରାନରେ ପହଞ୍ଚିଛନ୍ତି। ୟୁକ୍ରେନ୍‌ ସହ ଯୁଦ୍ଧ ହେବା ପରେ ପୁଟିନ୍‌ଙ୍କର ଏହା ପ୍ରଥମ ବିଦେଶ ଗ୍ରସ୍ତ। ତେହରାନରେ ପୁଟିନ୍‌ ପ୍ରଥମ…

‘ରାଜ୍ୟରେ ପୋଲିସ ବି ସୁରକ୍ଷିତ ନୁହନ୍ତି’

ଗୁରୁଗ୍ରାମ,୨୦ା୭: ଡିଏସ୍‌ପି ସୁରେନ୍ଦ୍ର ସିଂ ବିଷ୍ଣୋଇଙ୍କ ଉପରେ ଖଣି ମାଫିଆମାନେ ଡମ୍ପର ମଡ଼ାଇ ହତ୍ୟା କରିବା ଘଟଣାରେ ହରିୟାଣାର ଭାଜପା ସରକାରଙ୍କୁ ବିରୋଧୀ ଘେରିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏଠାରେ ବିଧାୟକ କି ଖୋଦ ପୋଲିସ ମଧ୍ୟ ସୁରକ୍ଷିତ…

ପରୀକ୍ଷାରେ ଛାତ୍ରୀଙ୍କୁ ଅନ୍ତଃବସ୍ତ୍ର ଖୋଲିବାକୁ କହିବା ଘଟଣା: ୫ ମହିଳା ଗିରଫ

ଥିରୁଭାନନ୍ତପୁରମ୍‌,୨୦ା୭: କେରଳର କୋଲାମ ଜିଲାରେ ଥିବା ଘରୋଇ ଶିକ୍ଷାନୁଷ୍ଠାନରେ ମେଡିକାଲ ଏଣ୍ଟ୍ରାନ୍ସ ଟେଷ୍ଟ ଏନ୍‌ଇଇଟି ପାଇଁ ପରୀକ୍ଷା କେନ୍ଦ୍ର ହୋଇଥିବାବେଳେ ସେଠାରେ ଛାତ୍ରୀମାନଙ୍କୁ ଅନ୍ତଃବସ୍ତ୍ର ଖୋଲି ଟେଷ୍ଟ ଦେବାକୁ କୁହାଯିବା ଘଟଣାରେ ପୋଲିସ ୫ ମହିଳାଙ୍କୁ ଗିରଫ କରିଛି। ଏ ନେଇ…

ବ୍ରିଟେନରେ ରେକର୍ଡ ଭାଙ୍ଗିଲା ତାପମାତ୍ରା

ଲଣ୍ଡନ,୨୦ା୭: ବ୍ରିଟେନରେ ଜାରି ରହିଥିବା ଗ୍ରୀଷ୍ମଲହର ଚଳିତ ବର୍ଷ ସବୁ ରେକର୍ଡ ଭାଙ୍ଗିଛି। ପ୍ରଥମ ଥର ପାଇଁ ଏହି ୟୁରୋପୀୟ ଦେଶରେ ତାପମାତ୍ରା ୪୦ଡିଗ୍ରୀ ଟପିଛି। ମଙ୍ଗଳବାର ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୦.୨ ଡିଗ୍ରୀରେ ପହଞ୍ଚିଛି। ପୂର୍ବରୁ ୨୦୧୯ରେ ବ୍ରିଟେନରେ ସର୍ବାଧିକ…

ବ୍ରିଟେନ ପ୍ରଧାନମନ୍ତ୍ରୀ ରେସ୍ : ୧୧୮ ଭୋଟ ପାଇ ପୁଣି ଶୀର୍ଷରେ ରହିଲେ ଋଷି ସୁନକ

ଲଣ୍ଡନ,୨୦ ।୭: ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡରେ ଭାରତୀୟ ମୂଳ ବାସିନ୍ଦା ଋଷି ସୁନକ ବେଳକୁ ବେଳ ତାଙ୍କର ସ୍ଥିତିକୁ ମଜଭୁତ କରିବାରେ ଲାଗିଛନ୍ତି । ଚତୁର୍ଥ ରାଉଣ୍ଡ ଭୋଟିଂରେ ସୁନକଙ୍କୁ ୧୧୮ ଭୋଟ ମିଳିଛି । ଏହାସହ ପୂର୍ବତନ ମନ୍ତ୍ରୀ କେମି…

ଦେଶରେ ୫ବର୍ଷରୁ କମ୍‌ ବୟସ୍କ ପିଲାଙ୍କର ଉଚ୍ଚତା ବଢୁନି, ସ୍ଥିତି ସଙ୍କଟ ଜନକ…

ନୂଆଦିଲ୍ଲୀ, ୧୯।୭ : ଦେଶରେ ଏପରି ଅନେକ ରାଜ୍ୟ ଅଛି ଯେଉଁଠାରେ ପିଲାମାନଙ୍କର ଉଚ୍ଚତା ସେମାନଙ୍କ ବୟସ ଅନୁଯାୟୀ ବଢୁନାହିଁ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟରେ ଲିପିବଦ୍ଧ ହୋଇଥିବା ଆକଳନଗୁଡିକ ନିଶ୍ଚିତ କରୁଛି ଯେ ଏହି ରାଜ୍ୟଗୁଡିକରେ ପାଞ୍ଚ ବର୍ଷରୁ କମ…

ଏନଡିଏକୁ ଫେରିବାକୁ ଚାହୁଁଥିଲେ ଉଦ୍ଧବ, ଶିନ୍ଦେ ଗୋଷ୍ଠୀ ନେତାଙ୍କ ଦାବି…

ମୁମ୍ବାଇ, ୧୯।୭ : ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ଗତବର୍ଷ ଏନଡିଏକୁ ଫେରିବାକୁ ଚାହୁଁଥିଲେ। କିନ୍ତୁ ପରେ ଏଭଳି କଠୋର ନିଷ୍ପତ୍ତି ନେବାରେ ସେ ପଛେଇ ଯାଇଥିଲେ। ଏକଥା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଗୋଷ୍ଠୀର ନେତା ଦାବି କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ…

କରୋନା ଯୋଗୁ ୟୁରୋପରେ ହାହାକାର, ୬ ସପ୍ତାହରେ ବୃଦ୍ଧି ପାଇଛି ୩ ଗୁଣା…

ଲଣ୍ଡନ, ୧୯।୭ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମଙ୍ଗଳବାର କହିଛି ଯେ ଗତ ୬ ସପ୍ତାହ ମଧ୍ୟରେ ୟୁରୋପରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ହାହାକାର ସୃଷ୍ଟି ହୋଇଛି। ଏହା ଏହି ସମୟ ମଧ୍ୟରେ ତିନି ଗୁଣା ବୃଦ୍ଧି ପାଇଛି, ଯାହା…

ଭାଜପା କରୁଛି ଗଞ୍ଜା ଲଢ଼େଇ, ଜଣେ ମରିଗଲେ କ’ଣ କରିବ ପ୍ରଶ୍ନ କଲେ ଉଦ୍ଧବ…

ମୁମ୍ବାଇ, ୧୯।୭ : ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ଭାଜପାକୁ କଡ଼ା ସମାଲୋଚନା କରିଛନ୍ତି। ମଙ୍ଗଳବାର ସେ ଉତ୍ତର ଭାରତୀୟ ଫେଡେରେଶନର ନେତାମାନଙ୍କୁ ସମ୍ବୋଧିତ କରି କହିଛନ୍ତି, “ତୁମେ ମୋ ତୁଣିରରୁ ଯେତେ ଶର ବାହାର କର ନା କାହିଁକି, ମୋର…

ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଏବେ ଆଣିବାର ଯୋଜନା ନାହିଁ, ରାଜ୍ୟ ସଭାରେ ଉତ୍ତର…

ନୂଆଦିଲ୍ଲୀ, ୧୯।୭ : ସାରା ଦେଶରେ ବଢୁଥିବା ଜନସଂଖ୍ୟାକୁ କିପରି ରୋକାଯାଇପାରିବ ସେନେଇ ବିତର୍କ ମଧ୍ୟରେ ସରକାର ଆଗାମୀ ସମୟରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ କରିବାକୁ ଚିନ୍ତା କରୁନାହାଁନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ…

ସେନାରେ ଆତ୍ମହତ୍ୟା, ୫ ବର୍ଷରେ ୮୧୯ ଘଟଣା…

ନୂଆଦିଲ୍ଲୀ, ୧୯।୭ : ଗତ ପାଞ୍ଚ ବର୍ଷ ମଧ୍ୟରେ ମୋଟ ୮୧୯ ସଶସ୍ତ୍ର ବାହିନୀର କର୍ମଚାରୀ ଆତ୍ମହତ୍ୟା କରିଛନ୍ତି ଯେଉଁଥିରେ ସର୍ବାଧିକ ୬୪୨ ଟି ମାମଲା ସେନାରେ ରିପୋର୍ଟ ହୋଇଛି। ଏହି ସୂଚନା ସରକାର ପ୍ରଦାନ କରିଛନ୍ତି। ରାଜ୍ୟ ସଭାରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?