ବନ୍ଧୁକ ଆମକୁ ମାରିଦେବ ଲଗାମ ଲଗାଅ
ଓ୍ବାଶିଂଟନ୍, ୧୩ା୬: ‘ବନ୍ଧୁକ ଆମକୁ ମାରିଦେବ। ତୁରନ୍ତ ଏହା ଉପରେ ଲଗାମ ଲଗାଇ ଆମ ଜୀବନ ବଞ୍ଚାଅ’ ନାରା ଦେଇ ଆମେରିକାବାସୀ ବନ୍ଧୁକ ନିୟନ୍ତ୍ରଣ ଆଇନ ଆଣିବା ଦାବିରେ ବିଶାଳ ଶୋଭାଯାତ୍ରା ଆୟୋଜନ କରିଛନ୍ତି। ନ୍ୟୁୟର୍କ ଓ ଟେକ୍ସାସ ଗୁଳିକାଣ୍ଡ ପରେ…
ଅସୁରଗଡ଼ରେ ୨ ହଜାର ବର୍ଷ ସଭ୍ୟତାର ସନ୍ଧାନ
ବରଗଡ଼ ଅଫିସ୍/ବରପାଲି,୧୩ା୬: ବରଗଡ଼ ଜିଲା ବରପାଲି ବ୍ଲକ ଅସୁରଗଡ଼ ଅଞ୍ଚଳରେ ୨ହଜାର ବର୍ଷ ତଳେ ମାନବ ସଭ୍ୟତା ଗଢ଼ି ଉଠିଥିଲା। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ମାଟି ଖନନ, ପ୍ରାଚୀନ ସାମଗ୍ରୀର ସନ୍ଧାନ ଏବଂ…
ବିପଦରେ ପାକିସ୍ତାନ ଗଣତନ୍ତ୍ର
ଇସ୍ଲାମାବାଦ,୧୩ା୬: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫ କୁଖ୍ୟାତ ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସ୍ଆଇ)କୁ ସିଭିଲ୍ ସର୍ଭିସ୍ ପାଇଁ ନିଯୁକ୍ତି କ୍ଷମତା ପ୍ରଦାନ କରିଛନ୍ତି। ଦେଶର ସାଧାରଣ ଲୋକଙ୍କ ଜୀବନରେ କ୍ରମବର୍ଦ୍ଧିଷ୍ଣୁ ସାମରିକ ହସ୍ତକ୍ଷେପ ଯୋଗୁ ଗଣତନ୍ତ୍ର ପ୍ରତି…
୨୦୨୫ ସୁଦ୍ଧା ଓଡ଼ିଶାକୁ ଶିଶୁ ଶ୍ରମମୁକ୍ତ ରାଜ୍ୟ ଲକ୍ଷ୍ୟ
ଭୁବନେଶ୍ୱର, ୧୩ା୬(ବ୍ୟୁରୋ): ଓଡ଼ିଶାକୁ ୨୦୨୫ ସୁଦ୍ଧା ଶିଶୁ ଶ୍ରମ ମୁକ୍ତ ରାଜ୍ୟ ଭାବରେ ଗଢ଼ିତୋଳିବା ପାଇଁ ଲକ୍ଷ୍ୟ ରହିଛି। ଏଥିପାଇଁ ସବୁ କ୍ଷେତ୍ରରେ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ କହିଛନ୍ତି। ରବିବାର ବିଶ୍ୱ ଶିଶୁ…
ଇଡି ସମନ ନେଇ ତେଜିଲା ରାଜନୀତି
ନୂଆଦିଲ୍ଲୀ,୧୩ା୬: ନ୍ୟାଶନାଲ ହେରାଲ୍ଡ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜୁନ୍ ୨୩ ଓ ତାଙ୍କ ପୁଅ ରାହୁଲ ଗାନ୍ଧୀଙ୍କୁ ୧୩ ତାରିଖରେ ହାଜର ହେବା ପାଇଁ ସମନ କରାଯାଇଛି। ସୋନିଆ କୋଭିଡ୍ ସଂକ୍ରମିତ…
ପ୍ରକଳ୍ପ ପାଇଁ ସିଧା କିଣାଯିବ ଜମି
ଯାଜପୁର ଅଫିସ,୧୩ା୬: ଜମି ଅଧିଗ୍ରହଣରେ ତପତ୍ରତା ଅଭାବରୁ ରାଜ୍ୟରେ ଏକାଧିକ ନୂଆ ରେଳ ଲାଇନ ଏବଂ ସମ୍ପ୍ରସାରଣ ପ୍ରକଳ୍ପର ଅଗ୍ରଗତି ନୈରାଶ୍ୟଜନକ ରହିଛି। ସେଥିମଧ୍ୟରୁ ଯାଜପୁର, ଅନୁଗୋଳ ଏବଂ ଢେଙ୍କାନାଳ ଜିଲା ଦେଇ ନିର୍ମାଣାଧୀନ ନୂତନ ରେଳ ଲିଙ୍କ୍ ଅନୁଗୋଳ-ଡୁବୁରୀ-ସୁକିନ୍ଦା ପ୍ରକଳ୍ପ…
ଭାଜପାରୁ କୌଶଲ୍ୟାଗଙ୍ଗ ମଣ୍ଡଳ ସଭାପତିଙ୍କ ଇସ୍ତଫା
ପିପିଲି,୧୩ା୬(ଡି.ଏନ୍.ଏ.): ପୁରୀ ଜିଲା ପିପିଲି ବ୍ଲକ କୌଶଲ୍ୟାଗଙ୍ଗ ଭାଜପା ମଣ୍ଡଳ ସଭାପତି ପର୍ଶୁରାମ ମହାପାତ୍ର ପ୍ରାଥମିକ ସଦସ୍ୟ ଓ ମଣ୍ଡଳ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ରବିବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର…
ମୌସୁମୀ ଅଧିବେଶନରେ ନବୀନଙ୍କ ଭର୍ଚୁଆଲ ଉପସ୍ଥିତିକୁ ନେଇ ଟୁଇଟ୍ ରାଜନୀତି
ଭୁବନେଶ୍ୱର, ୧୩ା୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତ କାର୍ଯ୍ୟକ୍ରମକୁ ନେଇ ବିରୋଧୀ ଏବଂ ଶାସକ ଦଳ ନେତାଙ୍କ ମଧ୍ୟରେ ସମାଲୋଚନା ଆରମ୍ଭ ହୋଇଯାଇଛି। ଟୁଇଟ୍ରେ ଏହି କଳି ଏବେ ଜୋର୍ ଧରିଛି। ମୁଖ୍ୟମନ୍ତ୍ରୀ ଆସନ୍ତା ମୌସୁମୀ ଅଧିବେଶନରେ ଭର୍ଚୁଆଲରେ ଯୋଗଦେବାର…
ଆଜି କଂଗ୍ରେସର ସତ୍ୟାଗ୍ରହ
ଭୁବନେଶ୍ୱର, ୧୩ା୬(ବ୍ୟୁରୋ): ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡି(ଏନଫୋର୍ସମେଣ୍ଟ ଡିରେକ୍ଟୋରେଟ)ରେ ହାଜର ହେବା କଥାକୁ କଂଗ୍ରେସ ନେତା ଓ କର୍ମୀମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏହି ଘଟଣାକୁ ନେଇ…
ବାଚସ୍ପତି ନିର୍ବାଚନ ଲାଗି ଆଜି ସ୍ବତନ୍ତ୍ର ବୈଠକ
ଭୁବନେଶ୍ୱର, ୧୩ା୬(ବ୍ୟୁରୋ): ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ ସୋମବାର ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୧ଟାରେ ବିଧାନସଭାର ସ୍ବତନ୍ତ୍ର ବୈଠକ ଲାଗି ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନଙ୍କୁ ସମନ କରାଯାଇଛି। ଅର୍ଥାତ୍ ୧୧ଟାରେ ବାଚସ୍ପତି ଭୋଟ୍ ଅନୁଷ୍ଠିତ ହେବ। ଏହି…
ବିସ୍କୁଟ ଖାଇବା ପାଇଁ ଅଳି କରିବାରୁ ୮ ବର୍ଷର ଝିଅଙ୍କୁ ଚେଙ୍କ
ବ୍ରହ୍ମପୁର ଅଫିସ,୧୩ା୬: ବ୍ରହ୍ମପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାବତ ମା’ ନିଜ ମାନବିକତା ଭୁଲିଯାଇ ୮ବର୍ଷର ଶିଶୁକନ୍ୟାଙ୍କୁ ଅମାନବୀୟ ଦଣ୍ଡ ଦେଇଛନ୍ତି। ଶିଶୁଟିର ପିଠି, ବେକ, ଗାଲରେ ଗରମ ଚେଙ୍କ ମାରିଛନ୍ତି। ଏପରି କି ଏନେଇ କାହାକୁ ନ…
ଏଥର ଅନ୍ତର୍ଜାତୀୟ ଯୋଗ ଦିବସ ହେବ ଭିନ୍ନ, ମୋଦିଙ୍କ ୭୫ ମନ୍ତ୍ରୀ ୭୫ ଐତିହାସିକ ସ୍ଥାନରେ କରିବେ ଯୋଗ
ନୂଆଦିଲ୍ଲୀ,୧୩ ।୬: ଚଳିତ ବର୍ଷ ହେବାକୁ ଯାଉଥିବା ଅନ୍ତର୍ଜାତୀୟ ଯୋଗ ଦିବସ ଟିକେ ଭିନ୍ନ ଧରଣର ହେବ ବୋଲି ଜଣାପଡିଛି । ଚଳିତ ବର୍ଷ ମୋଦି ସରକାରଙ୍କ ୭୫ ଜଣ ମନ୍ତ୍ରୀ ଦେଶର ଭିନ୍ନ ଭିନ୍ନ ୭୫ଟି ଐତିହାସିକ ସ୍ଥାନରେ ଯୋଗ…
Archives


