ସଫଳତାର ରାଜ୍ ଖୋଲିଲେ ଜାଡେଜା
ଲଣ୍ଡନ,୩।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଶେଷ ଟେଷ୍ଟ ମ୍ୟାଚ ଏଜବାଷ୍ଟନଠାରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଟସ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତ ୪୧୬ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ରିଷଭ ପନ୍ତ ଏବଂ ରବିନ୍ଦ୍ର ଜାଡେଜା ଭାରତ ପାଇଁ…
ପ୍ରଭୁ ଶ୍ରୀଜଗନ୍ନାଥ ମୋର ସବୁକିଛି: ଦୀପ୍ତିରେଖା ପାଢ଼ୀ
ଦୀପ୍ତିରେଖା ପାଢ଼ୀ, ଓଡ଼ିଆ ସଙ୍ଗୀତ ଜଗତର ଜଣେ ବହୁ ପରିଚିତ ନାଁ। ଅନେକ ସୁପରହିଟ୍ ଗୀତ ଗାଇ ଆଜି ସେ ଘରେ ଘରେ ପରିଚିତ। ତା’ଛଡ଼ା ନିଜ ଅଭିନୟର ଯାଦୁରେ ବି ଦିନେ ସେ ସମସ୍ତଙ୍କ ହୃଦୟରେ ଘର କରିଥିଲେ। ଏହି…
ଅତିକ୍ରମଣ ହଟାଇବା ବେଳେ ଏସ୍ପିଙ୍କ ସମେତ ବହୁ ପୋଲିସ ଆହତ, ଲୋକଙ୍କ ପଥର ମାଡ଼…
ପାଟନା, ୩।୭ : ପାଟନାରେ ଅତିକ୍ରମଣ ହଟାଇବା ସମୟରେ ପୋଲିସ ଉପରେ ଆକ୍ରମଣ କରାଯାଇଛି। ଏଥିରେ ବହୁ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଏହି ଆକ୍ରମଣରେ ସିଟି ଏସପି ଅମ୍ରିଶ ରାହୁଲ ମଧ୍ୟ ଆହତ ହୋଇଛନ୍ତି। ପୋଲିସ ଅତିକ୍ରମଣ ହଟାଇବା…
ଅଫିସରେ ତାଲା ପକାଇବା ବିଦ୍ରୋହୀଙ୍କ ପାଇଁ କିଛି ବଡ଼ କଥା ନୁହେଁ, କହିଲେ ଆଦିତ୍ୟ…
ମୁମ୍ବାଇ, ୩।୭ : ରବିବାର ମହାରାଷ୍ଟ୍ର ବିଧାନସଭାର ଆରମ୍ଭ ହୋଇଥିବା ଦୁଇ ଦିନିଆ ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ଶିବସେନା ଦଳ ବିଧାନ ଭବନରେ ବିଧାନସଭାରେ ଶିବସେନା ପାର୍ଟି କାର୍ଯ୍ୟାଳୟକୁ ସିଲ କରିଦେଇଛନ୍ତି। ବିଧାନ ଭବନରେ ଥିବା…
ସୁନ୍ଦରାଚଳ…
ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା। ରଥରେ ଚଢ଼ି ଜନ୍ମବେଦିକୁ ଯାଆନ୍ତି ଠାକୁରେ। ଆଗରେ ତାଳଧ୍ୱଜ ରଥରେ ଚାଲନ୍ତି ଦାରୁଦିଅଁଙ୍କ ଶ୍ରବଣଶକ୍ତି ଅଗ୍ରଜ ଶ୍ରୀବଳଭଦ୍ର, ତାଙ୍କ ପଛକୁ ଇଚ୍ଛାଶକ୍ତି ମା’ ସୁଭଦ୍ରା ଓ କାର୍ଯ୍ୟଶକ୍ତି ଶ୍ରୀସୁଦର୍ଶନ ଗୋଟିଏ ରଥ (ଦେବଦଳନ)ରେ ଗତି କରନ୍ତି। ସର୍ବଶେଷରେ…
ମହାପ୍ରଭୁଙ୍କ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ଭିଡ଼
ପୁରୀ ଅଫିସ,୩ା୭: ଆଡ଼ପମଣ୍ଡପରେ ରବିବାର ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲମ୍ବା ଧାଡ଼ିରେ ଠିଆ ହୋଇ ରହିଛନ୍ତି ହଜାର ହଜାର ଭକ୍ତ। ଅନ୍ୟପକ୍ଷରେ ଆଜିଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢ଼ା ମିଳିବ। ତେଣୁ…
ନୂପୁରଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ ଜାରି
ନୂଆଦିଲ୍ଲୀ,୩ା୭: ନୂପୁର ଶର୍ମାଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ନୂପୁରଙ୍କ ବିରୋଧରେ କୋଲକାତା ପୋଲିସ ଲୁକ୍ ଆଉଟ୍ ନୋଟିସ ଜାରି କରିଛି। ପ୍ରଫେଟଙ୍କ ବିରୋଧରେ ନୂପୁର ବିବାଦୀୟ ମନ୍ତବ୍ୟ ଦେବା ନେଇ ତାଙ୍କ ବିରୋଧରେ ପୋଲିସ ଦୁଇ ଥର ନୋଟିସ ପଠାଇଥିଲା…
ସଂସଦରେ ନିଆଁ ଲଗାଇଲେ ଭୋକିଲା ଲୋକେ, ରୁଟି-ବିଦ୍ୟୁତ୍ ଦାବି…
ତ୍ରିପୋଲି, ୩।୭ : ଲିବିୟାରେ ରୁଟି-ବିଦ୍ୟୁତ୍ ଦାବି କରି ଭୋକିଲା ଲୋକେ ସଂସଦରେ ନିଆଁ ଲଗାଇ ଦେଇଛନ୍ତି। ଜାତିସଂଘର ଜଣେ ବରିଷ୍ଠ ଅଧିକାରୀ ସଂସଦର ମୁଖ୍ୟାଳୟରେ ବିରୋଧକାରୀଙ୍କ ଆକ୍ରମଣକୁ ନିନ୍ଦା କରିଛନ୍ତି। ଅତୀତରେ ବିଭିନ୍ନ ସହରରେ ରାଜନୈତିକ ବର୍ଗ ଏବଂ ଖରାପ…
ଖଣି ଖନନ ସମୟରେ ଚାପି ହୋଇ ୨ ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର
ଜୟପୁର,୩ା୭: ଶନିବାର ବିଳମ୍ବିତ ରାତିରେ ରାଜସ୍ଥାନର ସିକର ଜିଲ୍ଲାର ନିମ୍କା ଥାନା ଅଞ୍ଚଳରେ ପାଟନ ନିକଟରେ ଖଣି ଖନନ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଖନନ ସମୟରେ ପାହାଡ଼ର ଏକ ବଡ଼ ଅଂଶ ଭାଙ୍ଗିଯିବାରୁ ଏହା ତଳେ ପାର୍କିଂ ହୋଇଥିବା…
ପ୍ରଥମେ ହତ୍ୟା ଧମକ ପରେ ‘ରେଷ୍ଟ ଇନ୍ ପିସ୍ ଉର୍ଫି’ ପୋଷ୍ଟ; ଚିନ୍ତାରେ ଅଭିନେତ୍ରୀ
ବମ୍ବେ: ନିଜର ଅଜବ ଫ୍ୟାଶନ୍କୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଉର୍ଫି ଜାଭେଦ। ଏବେ ସେ ନିଜ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଷ୍ଟୋରୀକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ନିକଟରେ ସେ ଉଦୟପୁରରେ ହୋଇଥିବା କହ୍ନେୟାଲାଲ ହତ୍ୟାକାଣ୍ଡକୁ କଡ଼ା ଭତ୍ସନା କରିଥିଲେ। ଏହାପରେ…
ମୁସଲମାନ ଫେରିବାଲାଙ୍କଠାରୁ ସାମଗ୍ରୀ କିଣିଲେ ଜରିମାନା ୫୧୦୦ ଟଙ୍କା, ସୋସିଆଲ ମିଡ଼ିଆରେ ଗୁଜବ…
ଅହମଦାବାଦ, ୩।୭ : ରାଜସ୍ଥାନର ଉଦୟପୁରରେ ହୋଇଥିବା କହ୍ନେୟା ଲାଲଙ୍କ ହତ୍ୟା ଘଟଣା ବିରୋଧରେ ସମଗ୍ର ଦେଶରେ ଉତ୍ତେଜନା ଜାରି ରହିଛି। ଏହି ଘଟଣାର ବିରୋଧରେ ଗୁଜୁରାଟର ବନାସକାଣ୍ଠା ଜିଲାର ଏକ ଗାଁରୁ ଏକ ଖବର ଆସିଛି, ଯାହା ବେଶ୍ ଚିନ୍ତା…
ଫସିଲେ କମେଡିଆନ୍: ନ୍ୟୁୟର୍କରେ ରୁଜୁ ହେଲା ମାମଲା
ବମ୍ବେ: ଅଡ଼ୁଆରେ ଫସିଛନ୍ତି ଲୋକପ୍ରିୟ କମେଡିଆନ୍ କପିଲ ଶର୍ମା। ଏବେ ସେ କାନାଡ଼ା ଗସ୍ତରେ। ନିଜ ଟିମ୍ର ସମସ୍ତ କଳାକାରଙ୍କ ସହ ସେ ସେଠାରେ ଲାଇଭ୍ ଶୋ’ କରୁଛନ୍ତି। ହେଲେ ଏବେ ସେ ଆଇନ ଜାଲରେ ଫସିବାକୁ ଯାଉଥିବା ଖବର ମିଳିଛି।…
Archives


