ରାଜ୍ୟବାସୀଙ୍କୁ ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧ା୭(ବ୍ୟୁରୋ): ଆଜି ହେଉଛି ପବିତ୍ର ରଥଯାତ୍ରା। ଦୀର୍ଘ ଦୁଇବର୍ଷ ପରେ ଆଜି ଭକ୍ତମାନଙ୍କ ଗହଣରେ ଗୁଣ୍ଡିଚା ଯାତ୍ରା ଆରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର…
ବାଲିକୁଦାରେ ମାଙ୍କଡ଼ ମଡ଼କ, ଚିନ୍ତାରେ ପ୍ରାଣୀପ୍ରେମୀ
ଜଗତ୍ସିଂହପୁର ଅଫିସ,୧ା୭: ଜଗତ୍ସିଂହପୁର ଜିଲା ବାଲିକୁଦା ବ୍ଲକ ସଂଗ୍ରାମପୁର ପଞ୍ଚାୟତ ଅନ୍ତର୍ଗତ ବୁଦ୍ଧିସାହି ଗାଁର ଗୋପାଳସାହିରେ ମାଙ୍କଡ଼ ମଡ଼କ ଦେଖିବାକୁ ମିଳିଛି। ଗୋଟିଏ ପରେ ଗୋଟିଏ କରି ୬ ମାଙ୍କଡ଼ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳିଯାଇଛି। କାହିଁକି ଓ…
ନଳିତା, ଧନିଚା ବିହନ ନାହିଁ: ଚାଷୀ ହତାଶ
କେନ୍ଦ୍ରାପଡ଼ା ଅଫିସ,୧ା୭: ତନ୍ତୁଜାତୀୟ ଫସଲ ପାଇଁ କେନ୍ଦ୍ରାପଡ଼ା ଜିଲାର ସୁନାମ ରହିଛି। ୨୦୦୫ ମସିହାରେ ଜିଲାର ୨୧୫୨ ହେକ୍ଟର ଅଞ୍ଚଳରେ ନଳିତା ଓ ମେସ୍ତା ଚାଷ ହେଉଥିଲା। ଉପଯୁକ୍ତ ଭିତ୍ତିଭୂମି ଥିବାରୁ ଏହାର ପ୍ରଚାର ପ୍ରସାର ହୋଇ ୨୦୧୫ ମସିହାରେ ପ୍ରାୟ…
ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ
ମୁମ୍ବାଇ/ନୂଆଦିଲ୍ଲୀ,୧ା୭:ଜୁନ୍ ୨୧ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରର ଉଦ୍ଧବ ଠାକ୍ରେ ସରକାରରେ ସହରାଞ୍ଚଳ ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଆସିଥିବା ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଧେ ଏବେ ମୁଖ୍ୟମନ୍ତ୍ରୀ। ଏହା ହେଉଛି ମହାରାଷ୍ଟ୍ର ରାଜନୀତିରେ ପ୍ରଥମାଶ୍ଚର୍ଯ୍ୟ। ଦ୍ୱିତୀୟ ବିସ୍ମୟକର କଥା…
ପ୍ରଖ୍ୟାତ ନୃତ୍ୟଶିଳ୍ପୀ ଶୀଲା ବାଜଙ୍କ ପରଲୋକ
ହିନ୍ଦୀ ସିନେମାର ପ୍ରଖ୍ୟାତ ନୃତ୍ୟଶିଳ୍ପୀ ଶୀଲା ବାଜଙ୍କ ଦେହାନ୍ତ ହୋଇଛି। ସେ ମୁମ୍ବାଇରେ ଶେଷନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ସେ ଅତି କମରେ ୪୦ଟି ବଲିଉଡ ଫିଲ୍ମରେ କାମ କରିଥିଲେ। ସେ ଅଧିକାଂଶ ଫିଲ୍ମରେ…
ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ
ପୁରୀ ଅଫିସ,୧ା୭: ଆଜି ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଭକ୍ତିମୟ ହୋଇଉଠିଛି ବଡ଼ଦାଣ୍ଡ। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ପରେ ବଳଭଦ୍ରଙ୍କର ପହଣ୍ଡି ଏବଂ ଏହା ପରେ ମା’ ସୁଭଦ୍ରାଙ୍କ ପହଣ୍ଡି ହୋଇଥିଲା। ଏବେ ମହାବାହୁ ଜଗତର…
ଇଂଲଣ୍ଡ ବିପକ୍ଷ ଟି-୨୦, ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା
ନୂଆଦିଲ୍ଲୀ,୧।୭: ଇଂଲଣ୍ଡ ବିପକ୍ଷ ଦିନିକିଆ ଏବଂ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ସିରିଜ ପାଇଁ ଭାରତୀୟ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ଫେରିଛନ୍ତି। ଭାରତୀୟ ଦଳର ଦାୟିତ୍ୱ ତାଙ୍କ ହାତରେ ରହିବ। ଇଂଲଣ୍ଡ ବିପକ୍ଷ…
ଆନ୍ଧ୍ର ଦଖଲରେ କୋରାପୁଟର ତୁରୁକୁ
କୋରାପୁଟ,୧ା୭(ସ୍ବ.ପ୍ର. ): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଳକର କୋଟିଆକୁ ଆନ୍ଧ୍ର ନିଜର ବୋଲି ଦର୍ଶାଇବାକୁ ଉଦ୍ୟମ ଜାରି ରଖିଛି। ଏହାକୁ ନେଇ ଓଡ଼ିଶା ସୁପ୍ରିମକୋର୍ଟ ଦ୍ୱାରସ୍ଥ ହୋଇଛି। ମାମଲା ବିଚାରାଧୀନ ଥିବା ବେଳେ ଆନ୍ଧ୍ର କୋଟିଆରେ ବିଭିନ୍ନ ସମୟରେ ପଶି ସୀମାନ୍ତବାସୀଙ୍କୁ…
ଭୂସ୍ବର୍ଗରେ ମାହାପୁରୁ
ଆମେ ଯେଉଁ ଲୋକରେ ବାସ କରୁଛେ, ସେହି ଲୋକର ସ୍ବର୍ଗ ହେଉଛି ଶ୍ରୀପୁରୁଷୋତ୍ତମ କ୍ଷେତ୍ର। ୟେ ମନଗଢ଼ା କଥା ନୁହେଁ। ମହର୍ଷିମାନଙ୍କର ଘୋଷଣା। ପ୍ରାଚୀନ ପୋଥିପତ୍ରରେ ଦରଜ ହୋଇଛି ‘ଭୂସ୍ବର୍ଗ’। ‘ଭୂସ୍ବର୍ଗଂ ସାମ୍ପ୍ରତଂ ହ୍ୟେଷ ପଥିତ ପୁରୁଷୋତ୍ତମଃ।’ ଏହା ସ୍କନ୍ଦ ପୁରାଣ(ଉ.ଖ.୬/୨୮)ର…
ମାତ୍ର ୪୦ ଟଙ୍କାରେ ଆଣ୍ଠୁଗଣ୍ଠି ଚିକିତ୍ସା କରୁଛନ୍ତି ଧୋନୀ
ରାଞ୍ଚି,୧।୭:ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ସେବେଠାରୁ ସେ କେବଳ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳନ୍ତି। ଧୋନୀ ତାଙ୍କ ଖାଲି ସମୟରେ ନିଜ ସହର ରାଞ୍ଚିରେ ରୁହନ୍ତି। ଏବେ ଧୋନୀ…
ମହୀପୁର-ନୂଆଗାଁ ରେଳ ଚଳାଚଳ ଶୁଭାରମ୍ଭ
ନୂଆଗାଁ,୧।୭(ଡି.ଏନ.ଏ.): ମହୀପୁରରୁ ନୂଆଗାଁକୁ ରେଳ ଚଳାଚଳ ଗୁରୁବାର ଆରମ୍ଭ ହୋଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉକ୍ତ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଭୁବନେଶ୍ୱର-ମହୀପୁର-ଭୁବନେଶ୍ୱର ସ୍ପେଶାଲ ଟ୍ରେନର ନୂଆଗାଁ ରୋଡ ପର୍ଯ୍ୟନ୍ତ ସମ୍ପ୍ରସାରଣ ଓ ନୂଆଗାଁ ଠାରୁ ପୁରୀ ପର୍ଯ୍ୟନ୍ତ ଏବଂ…
ବିଦେଶ ଗସ୍ତରୁ ଫେରିଲେ ନବୀନ: ଆଜି ଘୋଷଯାତ୍ରାରେ ଯୋଗଦେବେ
ଭୁବନେଶ୍ୱର,୧ା୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ ଦିନିଆ ବିଦେଶ ଗସ୍ତ ଶେଷ କରି ଗୁରୁବାର ଓଡ଼ିଶା ଫେରିଛନ୍ତି। ସେ ଶୁକ୍ରବାର ପୁରୀଠାରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ଦୁବାଇରୁ ନୂଆଦିଲ୍ଲୀ ଓ ସେଠାରୁ ଓଡ଼ିଶାକୁ ଫେରି ଆସିଛନ୍ତି। ଏହି ଗସ୍ତ…
Archives


