Home

ବଲ୍‌ ଷ୍ଟମ୍ପରେ ବାଜିଲା, ହେଲେ ଆଉଟ୍‌ ହେଲେ ନାହିଁ ଓ୍ବାର୍ନର

ମୁମ୍ବାଇ,୧୨।୫: ଚଳିତ ଆଇପିଏଲ୍‌ରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ର ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ମ୍ୟାଚ୍‌ରେ ଡେଭିଡ୍‌ ଓ୍ବାର୍ନର ଉଲ୍ଲେଖନୀୟ ପ୍ରଦର୍ଶନ ସ୍ବରୂପ ୪୧ ବଲରେ ୫୨ ରନ୍‌ କରି…

ଭାଇଙ୍କୁ ହାଣିଲେ ଭାଇ

ଭୁବନେଶ୍ୱର,୧୨ା୫(ବ୍ୟୁରୋ): ବାଲିପାଟଣା ଥାନା ସରାଟ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଭାଇଙ୍କୁ ହାଣିଛନ୍ତି ଆଉ ଜଣେ ଭାଇ। ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣକାରୀ ତଥା ସାବତ ଭାଇ…

ପିଆଇଏଲ୍‌ର ଅପବ୍ୟବହାର ନହେଉ, ତାଜମହଲ ୨୨ ବନ୍ଦ କୋଠରୀର ରହସ୍ୟ ନେଇ କହିଲେ ହାଇକୋର୍ଟ…

ଆଗ୍ରା, ୧୨।୫ : ତାଜମହଲର ୨୨ ବନ୍ଦ କୋଠରୀର ରହସ୍ୟ ଖୋଲିବା ନେଇ କରାଯାଇଥିବା ଆବେଦନର ଶୁଣାଣି ସମୟରେ ଆହ୍ଲାବାଦ ହାଇକୋର୍ଟ ଜନସ୍ବାର୍ଥ ମାମଲା(ପିଆଇଏଲ୍‌)ବ୍ୟବସ୍ଥାର ଅପବ୍ୟବହାର ନ କରିବାକୁ କହିଛନ୍ତି। ଏହା ସହିତ କୋର୍ଟ ଏହାର ଶୂଣାଣି ଶୁକ୍ରବାର ପର୍ଯ୍ୟନ୍ତ ସ୍ଥଗିତ…

ଓଲଟିଲା ଯାତ୍ରାପାର୍ଟି ବସ୍‌, ୧୦ରୁ ଅଧିକ ଆହତ

କାମାକ୍ଷାନଗର,୧୨ା୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ମହାବିରୋଡ୍‌ ଫାଣ୍ଡି ଜରଡ଼ା ଘାଟିରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଉକ୍ତ ଘାଟିରେ ‘ଜଗଦମ୍ବା’ ନାମକ ଯାତ୍ରା ପାର୍ଟି ବସ୍‌ ଓଲଟି ପଡ଼ିବାରୁ ୧୦ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ…

ଶିକ୍ଷାନୁଷ୍ଠାନକୁ ଗାଡି ଆଣିବା ଉପରେ ଲାଗିଲା କଟକଣା

ଛତ୍ରପୁର,୧୨।୫(ଡି.ଏନ.ଏ.): ଗଞ୍ଜାମ ଜ଼ିଲାରେ ଥିବା ଶିକ୍ଷାନୁଷ୍ଠାନକୁ ଦୁଇ ଚକିଆ ଯାନ ଆଣିବା ନେଇ ଗୁରୁବାର କେତେକ କଟକଣା ଲଗାଯାଇଛି। ଏଣିକି ସ୍କୁଲ ଓ କଲେଜକୁ ଦୁଇ ଚକିଆ ଯାନ ନେଇ ଆସିଲେ ସମସ୍ତ ଷ୍ଟାଫ ଓ ୧୮ ବର୍ଷରୁ ଊର୍ଦ୍ଧ୍ୱ ପିଲାମାନେ…

ସ୍ବିଡେନ ପ୍ରଧାନମନ୍ତ୍ରୀଙ୍କ ପାଇଁ ବୋରିସ ଜନ୍‌ସନ୍‌ ଚଳାଇଲେ ଡଙ୍ଗା

ଲଣ୍ଡନ,୧୨ା୫: ୟୁକ୍ରେନ ସଙ୍କଟ ମଧ୍ୟରେ ସ୍ବିଡେନ ଏବଂ ଫିନଲାଣ୍ଡ ଭବିଷ୍ୟତରେ ବିପଦକୁ ଦୃଷ୍ଟିରେ ରଖି ନାଟୋରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହି ସମୟରେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ର ରୁଷିଆର ଆକ୍ରମଣ ଘଟଣାରେ ସ୍ବିଡେନ ଏବଂ ଫିନଲାଣ୍ଡକୁ ସହାୟତା ପ୍ରଦାନ…

୧୧ ବର୍ଷର ପୁଅକୁ ୨୦ ବୁଲା କୁକୁର ସହ ଗୋଟିଏ ରୁମ୍‌ରେ ଅଟକ ରଖି ଚର୍ଚ୍ଚାରେ ଦମ୍ପତି

ପୁଣେ,୧୨।୫: ମହାରାଷ୍ଟ୍ରର ପୁଣେରେ ଏକ ଅମାନବୀୟ ଘଟଣା ଘଟିଛି। ଏଠାରେ ଏକ ଦମ୍ପତି ୧୧ ବର୍ଷର ପୁଅକୁ ୨୦ଟି ବୁଲା କୁକୁର ସହ ଗୋଟିଏ ରୁମ୍‌ରେ ଅଟକ ରଖିଥିବା ଅଭିଯୋଗ ହୋଇଛି। ପୋଲିସ ଦମ୍ପତିଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି।…

ପ୍ରେମିକାଙ୍କ ଲାଗି ପୁଣେରୁ ମୁମ୍ବାଇ ଆସିଲେ ରାକେଶ

ବମ୍ବେ: ସ୍ବପ୍ନର ସହର ମୁମ୍ବାଇରେ ଘର କିଣିଛନ୍ତି ବିଗ୍‌ ବସ୍‌ ଫେମ୍‌ ଅଭିନେତା ରାକେଶ ବାପଟ। ପୂର୍ବପତ୍ନୀ ରିଧି ଡୋଗରାଙ୍କଠାରୁ ଅଲଗା ହେବା ପରଠାରୁ ରାକେଶ ପୁଣେରେ ରହିଆସୁଥିଲେ। ହେଲେ ଏବେ କଥିତ ପ୍ରେମିକା ସମିତା ସେଟ୍ଟୀଙ୍କ ପାଇଁ ସେ ପୁଣିଥରେ…

ବିପର୍ଯ୍ୟୟ ପରିଚାଳନା ପାଠ ପଢ଼ିବେ ପିଲା

ଭୁବନେଶ୍ୱର,୧୨ା୫(ବ୍ୟୁରୋ): ଆସନ୍ତା ଶିକ୍ଷାବର୍ଷ ଅର୍ଥାତ ୨୦୨୩ରୁ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ବିପର୍ଯ୍ୟୟ ପରିଚାଳନା କୋର୍ସ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତା’ର ପାଠ୍ୟକ୍ରମ ପ୍ରସ୍ତୁତ କରୁଛନ୍ତି। ୨୦୨୩ ପାଇଁ ଯେଉଁ ବହି ପ୍ରିଣ୍ଟ ହେଉଛି, ସେଥିରେ ଏହି ପାଠ୍ୟକ୍ରମ ରହିବ…

ବିବାଦୀୟ ହୋଇପଡିଛି ଆରଡି ରାସ୍ତା ନିର୍ମାଣ, ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

ସରଣ୍ଡା, ୧୨।୫(ଡିଏନଏ):ବରଗଡ ଜିଲା ଅତାବିରା ବ୍ଲକ ସରଣ୍ଡା ମନ୍ଦିର ଛକ ୫୩ ନମ୍ବର ଜାତୀୟ ରାଜପଥରୁ ଜାଙ୍ଗେଡ଼ ଆରଡ଼ି ରାସ୍ତା ଭାୟା ଲରାସରା ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି l ଏହି ରାସ୍ତାର ଟୁପାପଡା ଗ୍ରାମରେ ଯେଉଁ ପୁରୁଣା ଜମିରେ ରାସ୍ତା…

୩୦ ଫୁଟ ଉଚ୍ଚ କୋଠାରେ କାମ କରୁଥିଲେ ଯୁବକ, ତଳକୁ ଖସିପଡ଼ିବା ସମୟରେ ଲାଗିଲା କରେଣ୍ଟ

ଦାରିଙ୍ଗବାଡ଼ି,୧୨ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତିନିଛକ ବଜାର ମଧ୍ୟରେ ଯାଇଥିବା ୧୧ କେଭି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ଯୁବକ ଗୁରୁବାର ସକାଳେ ଗୁରୁତର ହୋଇଛନ୍ତି। ସେ ହେଲେ ଉକ୍ତ ଅଞ୍ଚଳର କାଳୁ ପ୍ରଧାନ(୩୦)। କାଳୁଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି…

ପାଇଲଟ ଅସୁସ୍ଥ ହେବାରୁ ଯାତ୍ରୀ ବିମାନକୁ କରାଇଲେ ଅବତରଣ…

ଫ୍ଲୋରିଡା, ୧୨।୫ : ପାଇଲଟ ଅସୁସ୍ଥ ହୋଇପଡିଥିବାରୁ ଜଣେ ଯାତ୍ରୀ ଫ୍ଲୋରିଡାରେ ବିମାନକୁ ଅବତରଣ କରାଇଛନ୍ତି। ସର୍ବସାଧାରଣ ବିମାନ ଉଡ଼ାଣ ରେକର୍ଡିଂରେ ଅଜ୍ଞାତ ବ୍ୟକ୍ତିଙ୍କ ସ୍ବର ଶୁଣିବାକୁ ମିଳିଥିଲା ଯେ ବିମାନକୁ କିପରି ବନ୍ଦ କରାଯିବ ସେ ବିଷୟରେ ତାଙ୍କର କୌଣସି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri