ଜମ୍ମୁ-କଶ୍ମୀରରେ ଦେଶଦ୍ରୋହ-ଆତଙ୍କବାଦ ବିରୋଧୀ ଆଇନର ହୋଇଛି ଅପବ୍ୟବହାର,ଅବସରପ୍ରାପ୍ତ ବିଚାରପତି-ସରକାରୀ କର୍ମଚାରୀଙ୍କ ଅଭିଯୋଗ…
ନୂଆଦିଲ୍ଲୀ, ୮।୮ : ଉପରାଜ୍ୟପାଳଙ୍କ ଶାସନ ଅଧୀନରେ ଜମ୍ମୁ-କଶ୍ମୀରରେ ନାଗରିକଙ୍କ ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି। ବିଚାରପତି ତଥା ପୂର୍ବତନ ସରକାରୀ କର୍ମଚାରୀଙ୍କ ପକ୍ଷରୁ ଏହି ଭଅିଯୋଗ ଅଣାଯାଇଛି ଦିଲ୍ଲୀ ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଏପି ଶାହାଙ୍କ…
ଧାନତଳି ବଞ୍ଚାଇବାକୁ ଯାଇ ନଦୀରେ ଫସିଗଲେ ୨ ଚାଷୀ
ଭବାନୀପାଟଣା,୮ା୮(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ସୋମବାର ଏକ ଅଭବାନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ଧାନ ତଳିକୁ ବଞ୍ଚାଇବା ଯାଇ ନଦୀରେ ୨ ଚାଷୀ ଜଳବନ୍ଦୀ ହୋଇଥିଲେ। ଦୀର୍ଘ ସମୟ ଧରି ଜଳରେ ଫସିରହିବା ପରେ ଅଗ୍ନିଶମ ବିଭାଗ ସେମାନଙ୍କୁ ଉଦ୍ଧାର କରିଛି। କଳାହାଣ୍ଡି…
ହାତୀନଦୀରେ ବନ୍ୟା: ଚାଷଜମି ଜଳମଗ୍ନ
ଭବାନୀପାଟଣା,୮ା୮(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଜାରିରହିଛି। ଏପରିସ୍ଥଳେ ଉପରମୁଣ୍ଡରେ ପ୍ରବଳ ବର୍ଷା ଓ ମଙ୍ଗଳପୁର ବ୍ୟାରେଜରୁ ୨ଟି ଗେଟ୍ ଖୋଲିବା ପରେ ରବିବାର ବିଳମ୍ବିତ ରାତିରୁ ତଳମୁଣ୍ଡରେ ଥିବା ଜୁନାଗଡ଼ ସହର ନିକଟିସ୍ଥ ହାତୀନଦୀରେ…
ପାଣି ନାହିଁ: ଜମି ଫାଟି ଆଁ କଲାଣି
ବଡ଼ଗାଁ, ୮ା୮(ଡି.ଏନ.ଏ.): ଜମି ଫାଟି ଆଁ କରିଛି। ଯାହା ବୁଣା ହୋଇଥିଲା ସେସବୁ ନଷ୍ଟ ହୋଇଗଲା। ରୁଆ ପାଇଁ ତଳି ପକାଇଥିବା ଚାଷୀ ବର୍ଷା ଅପେକ୍ଷାରେ ରହିଲା। ବିଳମ୍ବ ଯୋଗୁ ଧାନ ରୁଆ ମଧ୍ୟ ହୋଇପାରିଲାନି। ଚାଷୀ ଉପାୟ ଶୂନ୍ୟ ହୋଇ…
ଚାଷକୁ ପାଣି ଅଭାବ, ମରୁଡ଼ି ଆଶଙ୍କା
ଲହୁଣୀପଡ଼ା,୮।୮(ଡି.ଏନ.ଏ.): ସୁନ୍ଦରଗଡ ଜିଲା ଲହୁଣୀପଡା ବ୍ଲକ ଅଞ୍ଚଳରେ ମରୁଡ଼ି ଆଶଙ୍କା ପ୍ରକାଶ ପାଇିଛି। ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଧାନଚାଷ ବ୍ୟାହତ ହୋଇଛି। ପାଣି ଅଭାବରୁ ଜମି ଫାଟି ଯାଇ ଆଁ କରିଥିବା ବେଳେ ଚାଷୀକୁଳ ହତାଶ ହୋଇ ବର୍ଷାକୁ…
ଗୋଟିଏ ମଞ୍ଚରେ ନବୀନ-ଶାହା
କଟକ ଅଫିସ୍,୮।୮: ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋମବାର କଟକ ଇଣ୍ଡୋର ଷ୍ଟାଡିୟମ୍ରେ ଏକ ଦୈନିକ ଖବରକାଗଜର ୭୫ତମ ବର୍ଷ ପୂରଣ ଉତ୍ସବରେ ଯୋଗଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର…
ରାତିରେ ବୁଲୁଛି ଡ୍ରୋନ କ୍ୟାମେରା, ଲୋକେ ଭୟଭୀତ
ଖଡ଼ିଆଳ,୮।୮(ଡି.ଏନ.ଏ.): ନୂଆପଡ଼ା ଜିଲାରେ ଚୋର ଆତଙ୍କ ବଢ଼ିବାରେ ଲାଗିଥିବାବେଳେ ବର୍ତ୍ତମାନ ଖଡ଼ିଆଳ ଅଞ୍ଚଳରେ ତାର ପ୍ରଭାବ ପଡିଛି। ଖଡ଼ିଆଳର ବିଭିନ୍ନ ଗ୍ରାମାଞ୍ଚଳରେ ଡ୍ରୋନ କ୍ୟାମେରା ଉଡୁଥିବା ନେଇ ଲୋକଙ୍କ ଭୟ ଦ୍ବିଗୁଣିତ ହୋଇଥିବା ଜଣାପଡିଛି। କିଛି ଦିନ ହେଲା ତୁକୁଲା, କିରିକିଟା,…
‘ଦିଲ୍ଲୀ କ୍ରାଇମ୍-୨’ର ଟ୍ରେଲର ରିଲିଜ୍
ଓ୍ବେବ୍ ସିରିଜ୍ ‘ଦିଲ୍ଲୀ କ୍ରାଇମ’ର ସଫଳତା ପରେ ବର୍ତ୍ତମାନ ଦର୍ଶକ ଏହାର ସିଜନ ୨କୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏବେ ଏହି ୱେବ ସିରିଜର ଦ୍ୱିତୀୟ ସିଜିନର ଟ୍ରେଲର ରିଲିଜ ହୋଇଛି। ‘ଦିଲ୍ଲୀ କ୍ରାଇମ ସିଜନ ୨’ରେ ଜଣେ ବୃଦ୍ଧଙ୍କ…
ଅବାଧରେ ଚାଲିଛି ବାଲି ଚୋରାଚାଲାଣ
ଖଡ଼ିଆଳ,୮ା୮(ଡି.ଏନ୍.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକରେ ଥିବା ସୁନ୍ଦରନଦୀର ଅନେକ ସ୍ଥାନରେ ସରକାରୀ ସ୍ବୀକୃତିପ୍ରାପ୍ତ ବାଲିଘାଟ ରହିଛି। ହେଲେ ସେହି ବାଲିଘାଟଗୁଡିକ ୨୦୨୧-୨୨ ମସିହା ପାଇଁ ନିଲାମ ହୋଇ ନ ଥିବାରୁ ଅବାଧରେ ବାଲି ଚୋରା ଚାଲାଣ ହେଉଛି। ଅସାଧୁ ବ୍ୟବସାୟୀମାନେ…
ଦେଢ କୋଟି ଟଙ୍କାର ଟାଟୁ କଲେଣି ‘ଡ୍ରାଗନ୍ ଗର୍ଲ’
ଆଜିକାଲି ଶରୀରରେ ଟାଟୁ କରିବା ଏକପ୍ରକାର ଫ୍ୟାଶନ ହୋଇଗଲାଣି। ଯୁବପିଢିଙ୍କ ମଧ୍ୟରେ ଟାଟୁ କରିବା ଯେପରି ଏକ ନିଶାରେ ପରିଣତ ହୋଇଛି। ଅଷ୍ଟ୍ରେଲିଆର ଅମ୍ବର ଲ୍ୟୁକ ନାମକ ଜଣେ ଯୁବତୀ ନିଜ ଶରୀରର ୯୯% ପ୍ରତିଶତ ସ୍ଥାନରେ ଟାଟୁ କରିଛନ୍ତି। ଏଥିପାଇଁ…
ପ୍ରକଳ୍ପ ଥାଇ ଜମି ପଡ଼ିଆ
ରାସୋଳ,୮।୮: ଅଖି ମୁଠି ଅନୁକୂଳ କରି ଜ୍ୟେଷ୍ଠ ମାସରୁ ଅପେକ୍ଷା କରିଛି ଚାଷୀ। ଆଷାଢ଼ ଗଲା। ସରିବାକୁ ବସିଲାଣି ଶ୍ରାବଣ। ଅଥଚ ଯେଉଁ ପରିମାଣର ବର୍ଷା ହେବା କଥା, ତାହା ହେଲାନାହିଁ। ଯଦିଓ ଜୁଲାଇରେ ଜୁନ୍ ତୁଳନାରେe ଅପେକ୍ଷାକୃତ ଭଲ ବର୍ଷିଲା,…
ଗଜପତିରେ ଅର୍ନାମେଣ୍ଟାଲ ମାଛଚାଷ ଆରମ୍ଭ
ପାରଳାଖେମୁଣ୍ଡି,୮ା୮(ଡି.ଏନ୍.ଏ): ଗଜପତି ଜିଲା ପ୍ରଶାସନ ସୀମାନ୍ତ ଗଙ୍ଗାବାଡ଼ ପଞ୍ଚାୟତରେ ପହଞ୍ଚି ଲୋକଙ୍କ ଦୁଃଖସୁଖ ବୁଝିବା ସହ ସେମାନଙ୍କ ପାଇଁ ବିଭିନ୍ନ ପ୍ରକାର ରୋଜଗାରର ବ୍ୟବସ୍ଥା କରିଛି। ଲୋକେ କିପରି ରୋଜଗାରକ୍ଷମ ହେବେ ଏବଂ ପଡୋଶୀ ଆନ୍ଧ୍ରପ୍ରଦେଶ ଦ୍ୱାରା ପ୍ରଲୋଭିତ ହେବେ ନାହିଁ…

