Home

ଦରମା ନେବାକୁ ମନା କଲେ ମୁକେଶ ଅମ୍ବାନୀ

ମୁମ୍ବାଇ,୮।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଚେୟାରମ୍ୟାନ ମୁକେଶ ଅମ୍ବାନୀ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ କମ୍ପାନୀରୁ ଦରମା ନେବାକୁ ମନା କରିଦେଇଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ବାର୍ଷିକ ରିପୋର୍ଟ ଅନୁଯାୟୀ, ୨୦୨୧-୨୨ ଆର୍ଥିକ ବର୍ଷରେ ମୁକେଶ ଅମ୍ବାନୀ ବ୍ୟବସାୟ ଏବଂ ଅର୍ଥନୀତି ଉପରେ କରୋନାର…

ମଙ୍ଗଳବାର ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ

ମୁମ୍ବାଇ,୮।୮: ମହାରାଷ୍ଟ୍ରରେ ନାଟକୀୟ ଢଙ୍ଗରେ ଭାଜପା ଓ ଶିବସେନାର ବିଦ୍ରୋହୀ ମେଣ୍ଟ ସରକାର ଗଠନ ହୋଇଛି। ଏହି ସରକାର ଗଠନକୁ ଏକ ମାସ ବିତି ଗଲାଣି ତଥାପି ଏଯାଏ ରାଜ୍ୟରେ କ୍ୟାବିନେଟ ବିସ୍ତାର ହୋଇନାହିଁ। ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଏକନାଥ…

ଜେଡିୟୁକୁ ସମର୍ଥନ ଦେବାକୁ ଆରଜେଡି ପ୍ରସ୍ତୁତ

ପାଟନା,୮।୮: ବିହାରରେ ଭାଜପା ଓ ଜେଡିୟୁ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଦୁଇ ଦଳ ସରକାରରେ ଥିଲେ ମଧ୍ୟ ପରସ୍ପରକୁ ସମାଲୋଚନା କରିବାକୁ ପଛାଉ ନାହାନ୍ତି। ଏବେ ଦୁଇ ଦଳ ମଧ୍ୟରେ ଏଭଳି ଛକାପଞ୍ଝା ମଧ୍ୟରେ ରାଜନୈତିକ ଫାଇଦା ହାସଲ କରିବାକୁ…

ସ୍ବତନ୍ତ୍ର ଢଙ୍ଗରେ ପୋଷା କୁକୁରର ଅନ୍ତିମ ସଂସ୍କାର

ପାରଳାଖେମୁଣ୍ଡି,୮।୮(ଡି.ଏନ.ଏ.): ଗଜପତି ଜିଲାର ପାରଳାଖେମୁଣ୍ଡିଠାରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ପୋଷା କୁକୁର ମୃତ୍ୟୁରେ ପରିବାରର ଜଣେ ସଦସ୍ୟଙ୍କୁ ହରାଇବା ଭଳି ତା’ ମାଲିକ ଶୋକ ପ୍ରକାଶ କରିବା ସହ ବାଜା ବଜାଇ ସ୍ବତନ୍ତ୍ର ଢଙ୍ଗରେ ଅନ୍ତିମ ବିଦାୟ ଦେଇଛନ୍ତି।…

ସ୍ବର୍ଣ୍ଣ ଜିତିଲେ ପିଭି ସିନ୍ଧୁ

ବର୍ମିଂହାମ,୮।୮: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶେଷ ଦିନରେ ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପି.ଭି ସିନ୍ଧୁ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସ ମ୍ୟାଚରେ କାନାଡାର ମିସେଲ ଲିଙ୍କୁ ପରାସ୍ତ କରିଥିଲେ। ପୂର୍ବରୁ ମଧ୍ୟ ସେମିଫାଇନାଲ ମ୍ୟାଚରେ ସିନ୍ଧୁ ଚମତ୍କାର…

ଅଗଷ୍ଟ ୧୫ ସୁରକ୍ଷା ବ୍ୟବସ୍ଥା, ଲାଲ କିଲ୍ଲାରେ ମୁତୟନ ହେବେ ୧୦ ହଜାର ପୋଲିସ, ଗୁଡ଼ି ଉଡ଼ାଇବା ମନା…

ନୂଆଦିଲ୍ଲୀ, ୮।୮ : ସ୍ବାଧୀନତା ଦିବସ ଅବସରରେ ଦିଲ୍ଲୀ ପୋଲିସ ପକ୍ଷରୁ ଐତିହାସିକ ଲାଲ କିଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏସମ୍ପର୍କରେ ସୂଚନା ଦେଇ ଦିଲ୍ଲୀ ପୋଲିସର ସ୍ବତନ୍ତ୍ର କମିଶନର ଦୀପେନ୍ଦ୍ର ପାଠକ କହିଛନ୍ତି…

ଘର ସାମ୍ନାରୁ ବୋଲେରୋ ନେଇଗଲେ ଦୁର୍ବୃତ୍ତ

ବାଲିଗୁଡ଼ା,୮ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ାରେ ମାତିଛନ୍ତି ଗାଡ଼ି ଚୋର। ରବିବାର ରାତିରେ ଏକ ବୋଲେରୋ ଚୋରି ହୋଇଥିବା ନେଇ ବାଲିଗୁଡ଼ା ଥାନାରେ ଏତଲା ଦେଇଛନ୍ତି ଗାଡ଼ିମାଲିକ ସୀମା ସାହୁ। ଏତଲାରୁ ପ୍ରକାଶ ଯେ, ବାଲିଗୁଡ଼ା ସହର ସୁନାପାଙ୍ଗା ସାହିରେ ନିଜ ଘର…

ସଞ୍ଜୟ ରାଉତ ୨୨ ଅଗଷ୍ଟ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ…

ମୁମ୍ବାଇ, ୮।୮ : ଶିବସେନାର ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତଙ୍କୁ ଅଗଷ୍ଟ ୨୨ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଯାଇଛି। ତେବେ କୋର୍ଟ ତାଙ୍କ ପ୍ରତି କୋହଳ ମନୋଭାବ ପ୍ରଦର୍ଶନ କରିଛନ୍ତି। ନ୍ୟାୟିକ ହେପାଜତରେ ଔଷଧ ଏବଂ ଘର ତିଆରି ଖାଦ୍ୟ…

ଦୋଷ ଏଡାଉଛି କ୍ରୁଟ୍‌, କାର୍ଯ୍ୟାନୁଷ୍ଠାନ ପାଇଁ କୁନ୍ଥକୁନ୍ଥ

ଭୁବନେଶ୍ୱର, ୮।୮(ବ୍ୟୁରୋ): ପ୍ରବଳ ବର୍ଷାରେ ଶନିବାର ଖୋର୍ଦ୍ଧା ଜିଲା ଜଟଣୀରେ ‘ମୋ ବସ୍‌’ ବୁଡିବା ଘଟଣାକୁ ଗୁରୁତ୍ୱର ସହ ନେଉନି ଏହାର ପରିଚାଳନା ଦାୟିତ୍ୱରେ ଥିବା କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌)। ଯାତ୍ରୀଙ୍କୁ ବିପଦ ମୁହଁକୁ ଠେଲି ଦିଆଯାଇଥିଲେ ମଧ୍ୟ…

ପିଲାଙ୍କ କୃମି ସମସ୍ୟା ଓ ନିରାକରଣ

ସୁସ୍ଥ ଓ ନୀରୋଗ ରହିବା ପାଇଁ କିଏ ବା ନ ଚାହେଁ? ବିଭିନ୍ନ ପ୍ରକାର ପ୍ରତିରୋଧମୂଳକ ପଦକ୍ଷେପ ଗ୍ରହଣ କରି ନୀରୋଗ ରହିବାର ବାଟ ଆମେ ସମସ୍ତେ ଖୋଜିଥାଉ। ଏକ ଆନନ୍ଦଦାୟକ ଜୀବନ ଶୈଳୀ ପାଇଁ ଆମେ ସର୍ବଦା ଚେଷ୍ଟିତ। ତେବେ…

ଧାର୍ମିକ-ଭାଷାଗତ ସଂଖ୍ୟାଲଘୁ ମାନ୍ୟତା ନିଷ୍ପତ୍ତି ରାଜ୍ୟ ଅନୁସାରେ ହେବ, କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୮।୮ : ଦେଶର ସର୍ବୋଚ୍ଚ ନ୍ୟାୟାଳୟ ପୁଣି ଥରେ ଦୋହରାଇଛନ୍ତି ଯେ ଧାର୍ମିକ ତଥା ଭାଷା ସଂଖ୍ୟାଲଘୁ ସମ୍ପ୍ରଦାୟର ମାନ୍ୟତା ରାଜ୍ୟ ଅନୁଯାୟୀ ନିଷ୍ପତ୍ତି ନିଆଯିବ। ୧୯୫୭ ପରଠାରୁ ଏହା ଦେଶର ନିୟମ ହୋଇଆସୁଛି। ପ୍ରାରମ୍ଭରେ ସୁପ୍ରିମକୋର୍ଟ ଏହି ପିଟିଶନର…

ରହସ୍ୟମୟ ଆଣ୍ଟାର୍କଟିକା

ନୈସର୍ଗିକ ଶୋଭାର ଭଣ୍ଡାର ହେଉଛି ଆଣ୍ଟାର୍କଟିକା। ପୃଥିବୀର ଦକ୍ଷିଣ ଭାଗକୁ ନେଇ ଏହି ବରଫାବୃତ୍ତ ଅଞ୍ଚଳ ଗଠିତ ଏବଂ ଏହା ହେଉଛି ସ୍ଥାୟୀ ଜନବସତିହୀନ ମହାଦେଶ। ଏଥିରେ ଭୌଗୋଳିକ ଦକ୍ଷିଣ ମେରୁ ଅଛି। ଏହାର ୯୮ ପ୍ରତିଶତ ଅଂଶ ବରଫରେ ଆଚ୍ଛାଦିତ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?