Home

ଦିଲ୍ଲୀ ଉପରାଜ୍ୟପାଳଙ୍କ ଇସ୍ତଫା

ନୂଆଦିଲ୍ଲୀ,୧୯ା୫: ଦିଲ୍ଲୀ ଊପରାଜ୍ୟପାଳ (ଏଲ୍‌ଜି) ଅନିଲ ବୈଜାଲ ବୁଧବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ବ୍ୟକ୍ତିଗତ କାରଣ ଦର୍ଶାଇ ପଦ ଛାଡ଼ିଥିବା ବିଷୟ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଇଥିବା ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି। ୨୦୧୬ ଡିସେମ୍ବର ୨୮ରେ କେନ୍ଦ୍ରଶାସିତ…

ଦୋଷ ମାନିଲେ ଯୁଦ୍ଧ ଅପରାଧୀ

କିଭ୍‌, ୧୯ା୫: ୟୁକ୍ରେନ୍‌ରେ ନୀରିହ ଜନସାଧାରଣଙ୍କୁ ହତ୍ୟା ଭଳି ଯୁଦ୍ଧ ଅପରାଧ ଘଟାଇଥିବା ଜଣେ ୨୧ ବର୍ଷୀୟ ରୁଷୀୟ ସୈନ୍ୟ ଭାଦିମ୍‌ ଶିଶିମାରିନ୍‌ କିଭ୍‌ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେ ୟୁକ୍ରେନ୍‌ରେ ଜଣେ ୬୨ ବର୍ଷୀୟ ନିରସ୍ତ୍ର ବୃଦ୍ଧଙ୍କୁ ଗୁଳି…

ପୁଟିନ୍‌ଙ୍କ ଅସ୍ତ୍ରୋପଚାର

ମସ୍କୋ, ୧୯ା୫: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ରକ୍ତ କର୍କଟରେ ପୀଡ଼ିତ ଥିବା ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ତାଙ୍କ ଶରୀରରେ ଅସ୍ତ୍ରୋପଚାର କରାଯାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ଗତ ୧୨ ତାରିଖ ରାତିରେ ପୁଟିନ୍‌ଙ୍କ ଅସ୍ତ୍ରୋପଚାର ହୋଇଥିବା ଏବଂ…

ପ୍ରଦୂଷଣ ବର୍ଷକରେ ନେଇଛି ୯୦ ଲକ୍ଷ ଜୀବନ

ନୂଆଦିଲ୍ଲୀ, ୧୯ା୫: ସାରା ବିଶ୍ୱରେ ପ୍ରଦୂଷଣ ମୃତ୍ୟୁର ଏକ ପ୍ରମୁଖ କାରଣ ହୋଇ ଉଭାହୋଇଛି। କେବଳ ୨୦୧୯ରେ ପ୍ରଦୂଷଣ ଯୋଗୁ ୯୦ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡ଼ିଛନ୍ତି। ସେଥିମଧ୍ୟରୁ କେବଳ ବାୟୁ ପ୍ରଦୂଷଣ ୬୬.୭ ଲକ୍ଷଙ୍କ ଜୀବନ ନେଇଛି ବୋଲି ଲାନ୍‌ସେନ୍‌…

୬ ଦୋଷୀଙ୍କ ମୁକ୍ତି ପଥ ଫିଟିପାରେ

ନୂଆଦିଲ୍ଲୀ/ଚେନ୍ନାଇ, ୧୯ା୫: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଏ.ଜି. ପେରାରିଭଲନ୍‌ ମୁକୁଳିବା ପରେ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗୁଥିବା ସନ୍ଥନ, ମୁରୁଗାନ, ନଳିନୀ, ରବର୍ଟ ପାୟସ୍‌, ଜୟକୁମାର ଓ ରବୀନ୍ଦ୍ରନ୍‌ଙ୍କ ମୁକ୍ତି ପଥ ପରିଷ୍କାର ହୋଇଛି। ପେରାରିଭଲନ୍‌…

ରବି ଶାସ୍ତ୍ରୀଙ୍କ ଭବିଷ୍ୟବାଣୀ

ମୁମ୍ବାଇ,୧୯।୫: ଭାରତରେ ଖେଳାଯାଉଥିବା ଆଇପିଏଏଲ୍‌ ୨୦୨୨ ଉପରେ ଏବେ ସମଗ୍ର କ୍ରିକେଟ୍‌ ଜଗତର ଆଖି ରହିଛି। ଏହି ଲିଗ ବର୍ତ୍ତମାନ ଧୀରେ ଧୀରେ ଏହାର ଶେଷ ପର୍ଯ୍ୟାୟ ଅର୍ଥାତ୍‌ ପ୍ଲେ ଅଫ ଆଡକୁ ଗତି କରୁଛି। ଆଇପିଏଲ ପରେ ତୁରନ୍ତ ଭାରତୀୟ…

ବିଦାୟ ନେଲା କେକେଆର୍‌

ମୁମ୍ବାଇ,୧୮।୫: ଆଇପିଏଲ ୨୦୨୨ର ଏକ ରୋମାଞ୍ଚକ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ୨ ରନ୍‌ରେ ପରାସ୍ତ କରିଛି ଲକ୍ଷ୍ନୌ ସୁପର ଜିଆଣ୍ଟସ। ଲକ୍ଷ୍ନୌର ୨୧୧ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି କୋଲକତା ନିର୍ଦ୍ଧାରିତ ଓଭରରେ ୮ ଉଇକେଟ ହରାଇ ୨୦୮…

‘ଏକାସାଙ୍ଗରେ କେହି କିଛି କରିପାରିବେ ନାହିଁ’

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ସାଢ଼େ ତିନି ବର୍ଷ ହେବ ଫିଲ୍ମଠାରୁ ଦୂରରେ ଅଛନ୍ତି। କିନ୍ତୁ ଏହା ତାଙ୍କ ଷ୍ଟାର୍‌ଡମ୍‌ ଉପରେ ପ୍ରଭାବ ପକାଇ ନାହିଁ। ସେ ‘ଚକ୍‌ଡ଼ା ଏକ୍ସପ୍ରେସ’ ଜରିଆରେ ପ୍ରତ୍ୟାବର୍ତ୍ତନ କରିବେ। ତାଙ୍କ ଝିଅ ଭାମିକାଙ୍କ ଜନ୍ମ…

ବାପାଙ୍କ କଟୁରି ଚୋଟରେ ପୁଅ ମୃତ

ଦେବଗଡ଼,୧୮ା୫(ଡି.ଏନ୍‌.ଏ.)- ଯେଉଁ ପୁଅକୁ କାଖେଇ କୋଳେଇ ବଡ଼ କରିଥିଲେ, ସେହି ବଢ଼ିଲା ପୁଅଙ୍କୁ କଟୁରିରେ ହାଣି ହତ୍ୟା କରିଛନ୍ତି ବାପା। ମଙ୍ଗଳବାର ରାତିରେ ଏଭଳି ଦୁଃଖଦ ଘଟଣା ଘଟିଛି ଦେବଗଡ଼ ଜିଲା ଆଦର୍ଶ ଥାନା ଅନ୍ତର୍ଗତ ଗୁଣ୍ଡୁରିପୋଷି ଗ୍ରାମରେ। ରାତି ପ୍ରାୟ…

ରେଡ୍‌ କାର୍ପେଟ୍‌ ଲୁକ୍‌ରେ ଐଶ୍ୱର୍ଯ୍ୟା

ମୁମ୍ବାଇ: ‘କାନ୍ସ’ ଫିଲ୍ମ ଫେଷ୍ଟିଭାଲରେ ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଉପସ୍ଥିତି ସବୁବେଳେ ଚର୍ଚ୍ଚାରେ ରହିଥାଏ। ସେ ତାଙ୍କ ବୋଲ୍ଡ ବାଇଗଣୀ ରଙ୍ଗର ଲିପ୍‌ଷ୍ଟିକ ହେଉ କିମ୍ବା ପ୍ରଜାପତି ଗାଉନ ପିନ୍ଧି ହେଉ। ଅଭିନେତ୍ରୀ ତାଙ୍କ ପ୍ରଶଂସକଙ୍କୁ କେବେ ବି ନିରାଶ…

କ୍ୱିଣ୍ଟନ୍‌ ଡି କକ୍‌ଙ୍କ ବିସ୍ଫୋରକ ଶତକ: କୋଲକାତାକୁ ୨୧୧ ରନ୍‌ର ଟାର୍ଗେଟ

ମୁମ୍ବାଇ,୧୮।୫: ଆଇପିଏଲ ୨୦୨୨ର ୬୬ତମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଲକ୍ଷ୍ନୌ ନିର୍ଦ୍ଧାରିତ ଓଭରରେ ବିନା ଉଇକେଟ୍‌ ହରାଇ ୨୧୦ ରନ୍‌ ସଂଗ୍ରହ…

ଉଦ୍‌ଘାଟନ ହେଲା ୨ ନୂଆ ଅଗ୍ନିଶମ ସେବାକେନ୍ଦ୍ର

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ରାଜ୍ୟର ୩୧୪ ବ୍ଲକରେ ଗୋଟିଏ ଲେଖା ଅଗ୍ନିଶମ ସେବା କେନ୍ଦ୍ର ସ୍ଥାପନ କରିବାରେ ରାଜ୍ୟ ସରକାର ଏକ ବଡ଼ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ଓଡ଼ିଶା ଅଗ୍ନିଶମ ସେବା ଦ୍ୱାରା ବୁଧବାର ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳ ନିମନ୍ତେ ଚିତ୍ରକୋଣ୍ଡା ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri