ବିଲରୁ ମିଳିଲା ଯୁବକଙ୍କ ମୃତଦେହ
ଭୁବନେଶ୍ୱର,୭ା୭(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ସିଶୋଲୋ ଗାଁ ନିକଟସ୍ଥ ଏକ ବିଲ ଭିତରୁ ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ମୃତକ ଜଣଙ୍କ ହେଲେ ଆଶିଷ ଓଝା। ତାଙ୍କ ଘର ସିଶୋଲୋରେ ବୋଲି ଜଣାଯାଇଛି। ଗୁରୁବାର ସକାଳେ ଆଶିଷଙ୍କ ମୃତଦେହ ବିଲରେ…
ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍
ସାଉଥମ୍ପଟନ,୭।୭: ଭାରତ ଏବଂ ଇଂଲଣ୍ଡର କ୍ରିକେଟ ଦଳ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଆଜିଠାରୁ ଖେଳାଯିବ। ଏହି ମ୍ୟାଚ ସାଉଥମ୍ପଟନରେ ଖେଳାଯିବ। ଏଡବାଷ୍ଟନଠାରେ ପୁନନିର୍ଦ୍ଧାରିତ ପଞ୍ଚମ ଟେଷ୍ଟ ମ୍ୟାଚରେ ପରାଜୟ ପରେ ବର୍ତ୍ତମାନ ଟିମ ଇଣ୍ଡିଆ ଏକ…
ନୂପୁର-ମହୁଆ ବିବାଦରେ ତସଲିମାଙ୍କ ଏଣ୍ଟ୍ରି…
ନୂଆଦିଲ୍ଲୀ, ୭।୭ : ବାଂଲାଦେଶୀ ଲେଖିକା ତସଲିମା ନାସରିନ ଏବେ କାଳୀ ବିବାଦ ଏବଂ ନୂପୁର ଶର୍ମାଙ୍କ ପ୍ରସଙ୍ଗରେ ଏଣ୍ଟ୍ରି କରିଛନ୍ତି। ସେ କହିଛନ୍ତି ଯେ ଯଦି ଜଣେ ବ୍ୟକ୍ତି ସ୍ବାଧୀନତା ଉପରେ ବିଶ୍ୱାସ କରନ୍ତି, ତେବେ ସେ ନୁପୁର ଶର୍ମା…
ପୁଟିନ୍ ପ୍ରଦର୍ଶନ କଲେ ମହାବିନାଶକ କ୍ଷେପଣାସ୍ତ୍ର ୟାର୍ସ, ଲକ୍ଷ୍ୟଭେଦ କ୍ଷମତା ଆମେରିକା ପର୍ଯ୍ୟନ୍ତ…
ମସ୍କୋ/ଓ୍ବାଶିଂଟନ, ୭।୭ : ୟୁକ୍ରେନ-ରୁଷ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଅପାପକ୍ଷରେ ଫିନଲାଣ୍ଡ ଏବଂ ସ୍ବିଡେନକୁ ନେଇ ନାଟୋରେ ଚାଲିଥିବା ପ୍ରସଙ୍ଗ ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣିଥରେ ଆମେରିକା, ୟୁରୋପୀୟ ଦେଶ ସମେତ ପୃଥିବୀର ସମସ୍ତ ଦେଶକୁ ନିଜର…
ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକଙ୍କ ଚାଲିଗଲା ଜୀବନ
ମୋହନା,୭।୭: ଗଜପତି ଜିଲାର ମୋହନା ନାରାୟଣନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ଚାଉମିନ ଫ୍ୟାକ୍ଟ୍ରିରେ କାମ କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ୩ ଜଣ ହେଲେ ଅରୁଣ ସାହୁ, ମୁଠା ଦଳାଇ ଓ ଆଉ…
ଭାରତରେ ଓମିକ୍ରନ୍ର ନୂଆ ସବ୍-ଭାରିଆଣ୍ଟ୍ ବିଏ.୨.୭୫ ଚିହ୍ନଟ, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ସତର୍କ ସୂଚନା…
ନୂଆଦିଲ୍ଲୀ/ଜେନେଭା, ୭।୭ : ଭାରତରେ କରୋନା ଭାଇରସର ଓମିକ୍ରନ ଭାରିଆଣ୍ଟର ଏକ ନୂତନ ସବ୍-ଭାରିଆଣ୍ଟ ବିଏ.୨.୭୫ ଚିହ୍ନଟ ହୋଇଛି। ଏହାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ତଦାରଖ କରାଯାଉଛି। ଏ ସମ୍ପର୍କରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ ଘେବ୍ରେୟସସ୍…
ଲଣ୍ଡନରେ ଜନ୍ମଦିନ ପାଳିଲେ ଧୋନୀ
ଲଣ୍ଡନ,୭।୭: ଭାରତର ପୂର୍ବତନ ଅଧିନାୟକ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଜି ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ଧୋନୀ ନିଜ ଜନ୍ମଦିନ ଲଣ୍ଡନରେ ସ୍ତ୍ରୀ ସାକ୍ଷୀ ଏବଂ ଝିଅ ଜିଭାଙ୍କ ଧୂମ୍ଧାମରେ ପାଳନ କରିଛନ୍ତି। ଏହାର ଭିଡିଓ ସାକ୍ଷୀ ଇନ୍ଷ୍ଟାଗ୍ରାମରେ ଶେୟାର…
ଆଜି ରାଜ୍ୟରେ ୪୨୮ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର,୭।୭: (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ…
ସକ୍ରିୟ ମାମଲା ଲକ୍ଷେ ୨୦ ହଜାର ମୁହାଁ…
ନୂଆଦିଲ୍ଲୀ, ୭।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…
ଲାଲୁ ଯାଦବ ଗୁରୁତର, ପ୍ରାର୍ଥନା ପାଇଁ ଅନୁରୋଧ କଲେ ରାବ୍ରି…
ପାଟନା, ୭।୭ : ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ଯାଦବଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର। ବିଳମ୍ବିତ ରାତିରେ ତାଙ୍କୁ ଦିଲ୍ଲୀର ଏମ୍ସ୍ରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ବରିଷ୍ଠ ଡାକ୍ତରଙ୍କ ଏକ ଟିମ ତାଙ୍କ ଚିକିତ୍ସାରେ ନିୟୋଜିତ ଅଛନ୍ତି। ଏହାପୂର୍ବରୁ…
ଅନ୍ୟ ଦେଶ ଉପରେ ଆକ୍ରମଣ ଲାଗି ଆଫଗାନିସ୍ତାନର ମାଟିକୁ ବ୍ୟବହାର କରାଯିବ ନାହିଁ…
କାବୁଲ, ୭।୭ : ତାଲିବାନର ସର୍ବୋଚ୍ଚ ନେତା ମୁଲ୍ଲା ହୈବାତୁଲ୍ଲା ଆଖୁନ୍ଦଜାଦା କହିଛନ୍ତି ଯେ ଆଫଗାନିସ୍ତାନର ମାଟି ଅନ୍ୟ ଦେଶ ଉପରେ ଆକ୍ରମଣ ପାଇଁ ବ୍ୟବହାର କରାଯିବ ନାହିଁ। ଏଥିସହ ସେ ଆଫଗାନିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନକରିବାକୁ ଅନ୍ତର୍ଜାତୀୟ ସମୁଦାୟକୁ…
ଚାଇନାକୁ କଡ଼ା ଜବାବ ଦେବାକୁ ଭାରତର ପ୍ରସ୍ତୁତି, ଲଦାଖରେ ହୋଇପାରେ ଜି-୨୦ ସମ୍ମିଳନୀ…
ନୂଆଦିଲ୍ଲୀ, ୭।୭ : ଆସନ୍ତା ବର୍ଷ ଲଦାଖରେ ବିଶ୍ୱର ପ୍ରମୁଖ ଅର୍ଥନୀତିର ଏକ ପ୍ରଭାବଶାଳୀ ଗୋଷ୍ଠୀ ଜି -୨୦ ର ସମ୍ମିଳନୀ ଅନୁଷ୍ଠିତ ହୋଇପାରେ। କେନ୍ଦ୍ର ସରକାର ମଧ୍ୟ ଏହାକୁ ଲଦାଖରେ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହାଦ୍ୱାରା ଭାରତ ଚାଇନାକୁ…
Archives


