ଆଉ ଏକ ଗୀତ ଗାଇ ଚର୍ଚ୍ଚାରେ ଫର୍‌ମାନି

ମୁମ୍ବାଇ: ଫର୍‌ମାନି ନାଜ ଆଜିକାଲି ୟୁଟ୍ୟୁବ୍‌ ସେନ୍ସେସ ପାଲଟିଛନ୍ତି। ପ୍ରଥମେ ସେ ‘ହରହର ଶମ୍ଭୁ’ ଗାଇ ପ୍ରଶଂସକମାନଙ୍କ ଭଲପାଇବା ସାଉଁଟିବା ସହ ବିବାଦକୁ ମଧ୍ୟ ଆସିଥିଲେ। ଏହାକୁ ସେ ଖାତିର ନ କରି ପୁଣି ଗାଇଥିଲେ ‘ହରେ ହରେ କୃଷ୍ଣ’। ଏବେ ତାଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ହରିୟାଣାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ ସପନା ଚୌଧୁରୀଙ୍କ ‘ସଲିଡ୍‌ ବଡି’ ଗାଇଛନ୍ତି।

ସପନାଙ୍କ ପ୍ରସିଦ୍ଧ ହରିୟାଣା ଗୀତର ଏକ ଲମ୍ବା ତାଲିକା ଅଛି। କିନ୍ତୁ ସେଥିମଧ୍ୟରୁ ଏକ ଗୀତ ‘ସଲିଡ୍‌ ବଡି’ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସପନାଙ୍କ ଏହି ସୁପରହିଟ ଗୀତକୁ ଫରମାନି ନିଜ କଣ୍ଠରେ ଗାଇଛନ୍ତି। ମୃଦଙ୍ଗର ତାଳେ ତାଳେ ଫରମାନି ଏହି ହରିୟାଣା ଗୀତ ନିଜସ୍ବ ଶୈଳୀରେ ଗାଇଛନ୍ତି। ତାଙ୍କର ଗୀତ ଶୁଣି ପ୍ରଶଂସକମାନେ ତାଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି।

ଫରମାନି ରିୟାଲିଟି ଶୋ’ ଇଣ୍ଡିଆନ ଆଇଡଲ’ର ଅଂଶୀଦାର ଥିଲେ। ଯଦି ପୁଅର ସ୍ବାସ୍ଥ୍ୟ ଖରାପ ହୋଇ ନ ଥାନ୍ତା ତେବେ ଫରମାନିଙ୍କ କାହାଣୀ ଆଜି ଭିନ୍ନ କିଛି ହୋଇଥାନ୍ତା। ଶୋ’ ସମୟରେ ତାଙ୍କ ପୁଅର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ଅଧାରୁ ଶୋ’ ଛାଡ଼ିବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ହେବନି ସଲମାନଙ୍କ ଅଭିନୀତ ଫିଲ୍ମ

ମୁମ୍ବାଇ: ବଲିଉଡ ଦବଙ୍ଗ ଖାନ ସଲମାନଙ୍କ ଅଭିନୀତ ଫିଲ୍ମ ରିଲିଜ୍ ହେବନାହିଁ । କଥାଟା ଶୁଣିବାକୁ ଟିକେ ଅଡୁଆ ଲାଗୁଥିଲେ ବି ସତ । ମିଡିଆ...

କିସିଂ ସିନ୍‌କୁ ଆଲିଆଙ୍କ ନାଁ

ମୁମ୍ବାଇ: ବଲିଉଡ୍ ନାୟିକା ଆଲିଆ ଭଟ୍ଟ ଏବେ ତାଙ୍କ ଆଗାମୀ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ‘ରକି ଔର ରାନି କି ପ୍ରେମ କାହାନି’ର...

ଲକ୍‌ଡାଉନରେ ଡ୍ରାଇଭ୍‌ କରି ଫସିଲେ ଦିଶା-ଟାଇଗର

ମୁମ୍ବାଇ: ବି-ଟାଉନର ଲଭ୍‌ବାର୍ଡ ଦିଶା ପଟାନୀ ଓ ଟାଇଗର ଶ୍ରଫ୍‌ଙ୍କୁ ଲକ୍‌ଡାଉନରେ ଘରୁ ବାହାରିବା ମହଙ୍ଗା ପଡ଼ିଛି। ମଙ୍ଗଳବାର ଏହି ଚର୍ଚ୍ଚିତ ଯୋଡ଼ି ଡ୍ରାଇଭ୍‌ରେ ବାହାରିଥିବା...

୯୩,୨୭୭ ଟଙ୍କାର ଟପ୍ ପିନ୍ଧି ପ୍ରଶଂସକଙ୍କ ହୃଦୟ ଜିତିଲେ ଦୀପିକା

ମୁମ୍ବାଇ: ବଲିଉଡ୍ ନାୟିକା ଦୀପିକା ପାଦୁକୋନଙ୍କର ରହିଛନ୍ତି କୋଟି କୋଟି ପ୍ରଶଂସକ । ଅନେକ ଲୋକଙ୍କ କ୍ରସ ହୋଇଥିବା ଦୀପିକା ବଲିଉଡ୍ ଠାରୁ ହଲିଉଡ୍ ପର୍ଯ୍ୟନ୍ତ...

ହାକିମ ବାବୁଙ୍କ ସ୍ମୃତିରେ କିଛି…

ତାଙ୍କ ରକ୍ତରେ ଥିଲା ଅଭିନୟର ନିଶା। ପିଲାବେଳୁ ଅଭିନୟର ନିଶା ବାରି ହୋଇପଡ଼ିଥିଲା। ବାପାଙ୍କ ବିରୋଧ ସତ୍ତ୍ୱେ ତାଙ୍କର ମନ ମାନି ନ ଥିଲା। ଦି’ପହରରେ...

ସ୍ବାଭିମାନ ଅଞ୍ଚଳରେ ‘ପୁଷ୍ପା-୨’

ଭୁବନେଶ୍ୱର,(ବ୍ୟୁରୋ)/ ମାଲକାନଗିରି,୧୦।୪ (ଡି.ଏନ୍‌.ଏ.): ବକ୍ସ ଅଫିସ୍‌ରେ ରେକର୍ଡ ଭାଙ୍ଗିଥିବା ସାଉଥ୍‌ ଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କ ସୁପରହିଟ୍‌ ଚଳଚ୍ଚିତ୍ର ‘ପୁଷ୍ପା’ର ସଫଳତା ପରେ ଏବେ ‘ପୁଷ୍ପା-୨’ ନିର୍ମାଣ...

‘ଭାଭିଜୀ ଘର ପେ ହେ’ର ମଲଖାନ ଫେମ୍‌ ଦୀପେଶ ଭାନଙ୍କ ନିଧନ

ମୁମ୍ବାଇ,୨୩।୭: ଟିଭି ଇଣ୍ଡଷ୍ଟ୍ରିରୁ ଆଉ ଏକ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି। ଟିଭି ଜଗତର ବେଶ୍‌ ଲୋକପ୍ରିୟ ସିରିୟଲ୍‌ ‘ଭାଭିଜୀ ଘର ପେ ହେ’ର...

କାର୍ତ୍ତିକ-କିଆରାଙ୍କ ଅଭିନୀତ ‘ଭୁଲ ଭୁଲୈୟା-୨’ର ସୁଟିଂ ଆରମ୍ଭ

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟନ ଏବଂ ଅଭିନେତ୍ରୀ କିଆରା ଆଡଓ୍ବାନୀଙ୍କ ଆଗାମୀ ଫିଲ୍ମ ‘ଭୁଲ ଭୁଲୈୟା-୨’ର ସୁଟିଂ ଆରମ୍ଭ ହୋଇଛି। କାର୍ତ୍ତିକ ନିଜେ ଇଷ୍ଟାଗ୍ରାମ୍‌ରେ ଏକ...

Advertisement
Archives

Model This Week