Home

୧୫ ବର୍ଷ ପୂର୍ବେ କାହାକୁ ମୋ’ ପ୍ରତିଭା ଉପରେ ବିଶ୍ୱାସ ନ ଥିଲା: ଦୀପିକା

ମୁମ୍ବାଇ: ‘କାନ୍ସ’ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବା ଲାଗି ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ ଫ୍ରାନ୍ସରେ ପହଞ୍ଚିଛନ୍ତି। ସେ ଚଳିତ ବର୍ଷ ଏଥିରେ ଜୁରି ମଧ୍ୟ ଅଛନ୍ତି। ଏହି ଅବସରରେ ଅଭିନେତ୍ରୀଭାବେ ନିଜର ଯାତ୍ରାକୁ ସେ ମନେ ପକାଇଛନ୍ତି। ଇଣ୍ଡିଆନ ପାଭିଲିଅନର ଉଦ୍‌ଘାଟନ…

ଆମ୍‌ ଆଦମୀ ପାର୍ଟିକୁ ବଡ଼ ଝଟ୍‌କା

ଡେରାଡୁନ୍‌, ୧୮।୫: ଉତ୍ତରାଖଣ୍ଡ ଆମ୍‌ ଆଦମୀ ପାର୍ଟିକୁ ଏକ ବଡ଼ ଝଟ୍‌କା ଲାଗିଛି। ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଏଏପି ମୁଖ୍ୟମନ୍ତ୍ରୀ ଚେହେରା ଥିବା କର୍ନଲ ଅଜୟ କୋଠିୟାଲ୍‌ ବୁଧବାର ପାର୍ଟିରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ପାର୍ଟି ସଂଯୋଜକ…

ସମୁଦ୍ରରେ ଲାଗିଛି ପେଟ୍ରୋଲ ଭର୍ତ୍ତି ଜାହାଜ, ନେବା ପାଇଁ ଶ୍ରୀଲଙ୍କା ପାଖରେ ଅର୍ଥ ନାହିଁ

କଲମ୍ବୋ,୧୮ା୫: ପେଟ୍ରୋଲ ବୋଝେଇ ଜାହାଜ ପ୍ରାୟ ଦୁଇମାସ ଧରି ଶ୍ରୀଲଙ୍କାର ସାମୁଦ୍ରିକ ଜୋନ୍‌ରେ ପାର୍କିଂ ହୋଇଛି। କିନ୍ତୁ ଏହାର ଦେୟ ଦେବା ପାଇଁ ଶ୍ରୀଲଙ୍କା ନିକଟରେ ବିଦେଶୀ ମୁଦ୍ରା ନାହିଁ। ତେବେ ଦେଶରେ ଡିଜେଲର ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍‌ ଥିବା ସରକାର…

୩୨ ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭର୍ଚୁଆଲ ମୋଡ୍‌ରେ ଅନୁଷ୍ଠିତ ହୋଇଛି। ଏହି ବୈଠକ ୩୨ ମିନିଟ୍‌ରେ ଶେଷ ହୋଇଥିବା ବେଳେ ଏଥିରେ ମୋଟ୍‌ ୩୨ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ରାଜ୍ୟ…

ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍‌

କେନ୍ଦୁଝର,୧୮ା୫(ସ୍ବ.ପ୍ର.): କେନ୍ଦୁଝର ଫାଷ୍ଟ ଟ୍ରାକ୍‌ କୋର୍ଟ ବୁଧବାର ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଜଣେ ବ୍ୟକ୍ତିଙ୍କୁ ୨୦ ବର୍ଷ ଜେଲ ଓ ୨୫ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ତାଙ୍କ ନାମ ସାଲୁକା ପିଙ୍ଗୁଆ (୩୫)। ଜରିମାନା…

ଶ୍ରୀଲଙ୍କା ସହ ଭାରତର ତୁଳନା କଲେ ରାହୁଲ

ନୂଆଦିଲ୍ଲୀ,୧୮।୫: ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ଶ୍ରୀଲଙ୍କା ସହ ଭାରତକୁ ତୁଳନା କର ଚର୍ଚ୍ଚାରେ ରାହୁଲ ଗାନ୍ଧୀ। ଭାରତର ଅର୍ଥନୀତିକୁ ସେ ସମାଲୋଚନା କରି ଗ୍ରାଫ ପୋଷ୍ଟ କରିଛନ୍ତି। ଏଥିରେ ଭାରତ ଓ ଶ୍ରୀଲଙ୍କାରେ ସୃଷ୍ଟି ହୋଇଥିବା ବେକାରୀ, ତୈଳ…

ସ୍ତ୍ରୀଙ୍କୁ ଭାଉଜ, ଝିଅକୁ ଝିଆରୀ କହୁଥିଲେ ପ୍ରେମିକ: ଧାରଣା ଦେଲେ ଗର୍ଭବତୀ ପ୍ରେମିକା

ପାପଡ଼ାହାଣ୍ଡି,୧୮ା୫(ଡି.ଏନ୍‌.ଏ.): ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ୭ ବର୍ଷ ହେଲା ପ୍ରେମିକାଙ୍କ ସହ ରଖିଥିଲେ ଶାରୀରିକ ସମ୍ପର୍କ। ଏବେ ପ୍ରେମିକା ୭ ମାସର ଗର୍ଭବତୀ ହେବା ପରେ ହାତ ଛାଡ଼ି ଦେଇଛନ୍ତି ପ୍ରେମିକ ଜଣକ। ସେପଟେ ଗର୍ଭବତୀ ଯୁବତୀଙ୍କୁ ଘରେ ପୂରାଉ…

ବଳଦ ଖୋଜିବାକୁ ଯାଇ ହାତୀ ହାବୁଡ଼ରେ ପଡ଼ିଲେ ବୃଦ୍ଧ, ମୃତ୍ୟୁ ପୂର୍ବରୁ କହିଲେ ଶୁଣ୍ଢରେ ଟେକି କଚାଡ଼ିଲା

କେନ୍ଦୁଝର,୧୮ା୫(ସ୍ବ.ପ୍ର.): ତେଲକୋଇ ରେଞ୍ଜ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ ନିଧିଆ ନାୟକ (୬୫)। ତାଙ୍କ ଘର କୁଲାଡେରା ଗ୍ରାମରେ ବୋଲି ଜଣାପଡ଼ିଛି।ତାଙ୍କର ଏକ ବଳଦ ହଜିଯିବାରୁ ମଙ୍ଗଳବାର ଖୋଜିବାକୁ ଜଙ୍ଗଲକୁ ଯାଇଥିଲେ। ରାତି ହୋଇଯିବାରୁ…

କଂଗ୍ରେସ ଅଧ୍ୟକ୍ଷ ପାଇଁ କାର୍ଯ୍ୟକର୍ତ୍ତାଙ୍କ ପ୍ରଥମ ପସନ୍ଦ ରାହୁଲ ଗାନ୍ଧୀ

ଥିରୁଭାନନ୍ତପୁରମ୍‌,୧୮।୫: ନିକଟରେ କଂଗ୍ରେସ ଦଳର ଚିନ୍ତନ ଶିବିର ରାଜସ୍ଥାନରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଦଳରେ ଅନେକ ପରିବର୍ତ୍ତନ ଆଣିବା ପାଇଁ ସଂକଳ୍ପ ପାରିତ ହୋଇଥିଲା। ସେଥିମଧ୍ୟରେ ପାର୍ଟିରେ ୫୦ ପ୍ରତିଶତ ପଦବୀ ଯୁବକମାନଙ୍କୁ ଦିଆଯିବା ନେଇ ଏକ ପ୍ରସ୍ତାବ ମଧ୍ୟ…

‘ଆତଙ୍କବାଦ ବିରୋଧୀ ଅଭିଯାନ’ରେ ୯ ମୃତ, ୨୪ ଆହତ

ଇସ୍‌ଲାମାବାଦ,୧୮ା୫: ତାଜିକିସ୍ତାନ ପୋଲିସ ବୁଧବାର ଏକ ପ୍ରମୁଖ ଘୋଷଣା କରିଛି। ଯେଉଁଥିରେ ଆଫଗାନିସ୍ତାନ ଏବଂ ଚାଇନା ସୀମାବର୍ତ୍ତୀ ଅଞ୍ଚଳରେ ତାଜିକିସ୍ତାନ ଆତଙ୍କବାଦ ବିରୋଧୀ ଅଭିଯାନ ଆରମ୍ଭ କରିଛି ବୋଲି କୁହାଯାଇଛି। ଅପରେଶନର ପ୍ରଥମ ଦିନ ବିଷୟରେ ସୂଚନା ଦେବାବେଳେ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ…

ଇଣ୍ଡିଗୋର ନୂଆ ସିଇଓ ହେଲେ ପିଟର ଏଲବର୍ସ

ନୂଆଦିଲ୍ଲୀ,୧୮।୫: ଇଣ୍ଡିଗୋର ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବେ ପିଟର ଏଲବର୍ସଙ୍କୁ ନିଯୁକ୍ତି ମିଳିଛି। ଅନୁମୋଦନ ପରେ ଆସନ୍ତା ଅକ୍ଟୋବର ୧ କିମ୍ବା ପୂର୍ବରୁ ସେ ବିଧିବଦ୍ଧ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ। ତେବେ ଏଲବର୍ସ ୨୦୧୪ରୁ କେଏଲ୍‌ଏମ୍‌ ରୟାଲ ଡଚ୍‌…

କର ବା ମର ମ୍ୟାଚ୍‌ରେ ଟସ୍‌ ହାରିଲା କୋଲକତା

ମୁମ୍ବାଇ,୧୮।୫: ଆଇପିଏଲ ୨୦୨୨ର ୬୬ତମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଲକ୍ଷ୍ନୌ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍‌ ଉଭୟ ଦଳର ଶେଷ ଲିଗ୍‌ ମ୍ୟାଚ ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri