ସାଧାରଣ ଜନତାଙ୍କଠାରୁ ୧୫ ବର୍ଷ ଅଧିକ ବଞ୍ଚନ୍ତି ରାଜନେତା, ରିପୋର୍ଟ…
ଓ୍ବାଶିଂଟନ, ୭।୭ : ଦୁନିଆର ରାଜନେତାମାନେ କେବଳ ସାଧାରଣ ଲୋକଙ୍କ ଅପେକ୍ଷା ଅଧିକ ରୋଜଗାର କରନ୍ତି ନାହିଁ, ବରଂ ବର୍ତ୍ତମାନ ସେମାନଙ୍କ ଜୀବନ ମଧ୍ୟ ଜନସାଧାରଣଙ୍କ ଅପେକ୍ଷା ଅଧିକ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଆୟୁଷ ଉପରେ ସମ୍ପ୍ରତି ଅନୁସନ୍ଧାନ ଆଧାରରେ…
କ୍ଷମା ହିଁ ଶାନ୍ତିପୂର୍ଣ୍ଣ ଜୀବନର ଲକ୍ଷ୍ୟ
କ୍ଷମା ଏକ ମାନବୀୟ ଗୁଣ। ଏହା ଦ୍ୱାରା ଶତ୍ରୁ ମଧ୍ୟ ମିତ୍ର ହୋଇଯାଇଥାଏ। କ୍ଷମା କରିବା ଗୁଣକୁ ଉତ୍ସାହିତ କରିବା ପାଇଁ ପ୍ରତିବର୍ଷ ଜୁଲାଇ ୭ ରେ ବିଶ୍ୱ କ୍ଷମା ଦିବସ ପାଳନ କରାଯାଇଥାଏ। କ୍ଷମା କରିବା ଦ୍ୱାରା ଶରୀରରେ ଆରୋଗ୍ୟ…
ବଲୋଚିସ୍ତାନରେ ପ୍ରବଳ ବର୍ଷା, ବନ୍ୟାରେ ୨୫ ଲୋଙ୍କ ମୃତ୍ୟୁ, କ୍ୱେଟାରେ ଜରୁରୀକାଳିନ ପରିସ୍ଥିତି ଘୋଷଣା
କରାଚି,୭ ।୭: ପାକିସ୍ତାନର ବଲୋଚିସ୍ତାନ ଅଞ୍ଚଳରେ ବୁଧବାର ହୋଇଥିବା ମୁସଳଧାରା ବର୍ଷା ପରେ ବନ୍ୟା ପରିସ୍ଥିତି ଉପୁଜିଛି । ଏଥିରେ ଗୋଟିଏ ପରିବାରର ୬ ମହିଳାଙ୍କ ସମେତ ଅତିକମରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏହାପରେ କ୍ୱେଟା ଜିଲାରେ…
କାଳୀ ବିବାଦ: ଅଡୁଆରେ ମହୁଆ
କୋଲକାତା, ୭ା୭: ଭାରତୀୟ ଫିଲ୍ମ ନିର୍ଦ୍ଦେଶିକା ଲୀନା ମାନିମେକଲାଇ କାନାଡାରେ ପ୍ରଦର୍ଶିତ କରିଥିବା ଏକ ଫିଚର ମୁଭି ‘କାଳୀ’ ପୋଷ୍ଟରକୁ ନେଇ ଏବେ ବିବାଦ ତେଜିବାରେ ଲାଗିଛି। ହିନ୍ଦୁ ଦେବୀ କାଳୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ତୃଣମୂଳ କଂଗ୍ରେସ ଏମ୍ପି…
ବଢ଼ିଲା ବୋରିସ୍ଙ୍କ ସଙ୍କଟ
ଲଣ୍ଡନ,୭ା୭: ବ୍ରିଟେନ ଅର୍ଥମନ୍ତ୍ରୀ ଋଷି ସୁନକ ଓ ସ୍ବାସ୍ଥ୍ୟମନ୍ତ୍ରୀ ସାଜିଦ୍ ଜାଭିଦ୍ଙ୍କ ପରେ ଆଉ ଦୁଇଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ସେମାନେ ହେଲେ ଶିଶୁ ଓ ପରିବାର ମନ୍ତ୍ରୀ ଓ୍ବିଲ୍ କୁଇନ୍ସ ଏବଂ ପରିବହନ କନିଷ୍ଠ ମନ୍ତ୍ରୀ ଲଉରା ଟ୍ରୋଟ୍। କଞ୍ଜରଭେଟିଭ୍…
ଉଦ୍ଧବଙ୍କ ହାତ ଛାଡିବାକୁ ପ୍ରସ୍ତୁତ ହେଲେଣି ୧୨ ଏମ୍ପି
ମୁମ୍ବାଇ,୭ ।୭: ଶିବସେନାର ୪୦ ବିଧାୟକଙ୍କ ପରେ ଏବେ ଦଳର ୧୨ ଏମ୍ପି ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଗ୍ରୁପରେ ସାମିଲ ହେବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି । ଶିନ୍ଦେ ଗ୍ରୁପର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଗୁଲାବରାଓ ପାଟିଲ ଏହି ଦାବି…
କହ୍ନେୟାଲାଲଙ୍କ ଦୁଇ ପୁଅଙ୍କୁ ମିଳିବ ସରକାରୀ ଚାକିରି
ଜୟପୁର,୬।୭: ଉଦୟପୁରର ଦରଜି କହ୍ନେୟାଲାଲଙ୍କ ଦୁଇ ପୁଅଙ୍କୁ ସରକାରୀ ଚାକିରି ଦିଆଯିବ। କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏହି ଘୋଷଣା କରିଛନ୍ତି। କ୍ୟାବିନେଟରେ ଆସିଥିବା ଏହି ପ୍ରସ୍ତାବରେ ସମସ୍ତ ମନ୍ତ୍ରୀ ମଧ୍ୟ ସହମତ ହୋଇଛନ୍ତି। ଏହାପୂର୍ବରୁ ରାଜ୍ୟ ସରକାର କହ୍ନେୟାଲାଲଙ୍କ…
ଟଙ୍କା ଭର୍ତ୍ତି ଏଟିଏମ୍ ଗାଡ଼ି ନେଇ ଡ୍ରାଇଭର ଛୁ’
ଖଡ଼ିଆଳ,୬।୭(ଡି.ଏନ.ଏ.): ନୂଆପଡା ଜିଲା ଖଡ଼ିଆଳ ଷ୍ଟେଟ ବ୍ୟାଙ୍କ ଶାଖାରୁ ବିଭିନ୍ନ ଏଟିଏମ୍ରେ ଟଙ୍କା ଭରିବାକୁ ଯାଉଥିବା ଟଙ୍କା ଭର୍ତ୍ତି ଏଟିଏମ୍ ଗାଡ଼ିକୁ ନେଇ ଡ୍ରାଇଭର ଫେରାର ହୋଇଛନ୍ତି। ଏଟିଏମ୍ରେ ୫୭ ଲକ୍ଷ ୧୨ ହଜାର ଟଙ୍କା ରହିଥିବା ବ୍ୟାଙ୍କ ପକ୍ଷରୁ ସୂଚନା…
ଗାଁକୁ ଫେରିଲେ ବନ୍ଧକ ଥିବା ଦାଦନ ଶ୍ରମିକ
ଭବାନୀପାଟଣା/କୋକସରା,୬।୭(ସ୍ବ.ପ୍ର./ଡି.ଏନ.ଏ.):କଳାହାଣ୍ଡି ଓ ବଲାଙ୍ଗୀର ଜିଲାର ଦାଦନ ଶ୍ରମିକ ତେଲଙ୍ଗାନା ରାଜ୍ୟରେ ବନ୍ଧକ ପଡ଼ିବା ଘଟଣାର ଭିଡିଓ ଭାଇରାଲ ସହ ଗଣମାଧ୍ୟମରେ ଖବର ପ୍ରକାଶ ହୋଇଥିଲା। ଏହା ପରେ ଜିଲା ପ୍ରଶାସନର ଉଦ୍ୟମ କ୍ରମେ ବୁଧବାର ବନ୍ଧକ ଦାଦନ ଶ୍ରମିକ ଗାଁକୁ ଫେରିଛନ୍ତି।…
ପି.ଟି ଉଷା, ଇଲିୟାରାଜା ରାଜ୍ୟ ସଭାକୁ ମନୋନୀତ
ନୂଆଦିଲ୍ଲୀ,୬।୭: ପ୍ରଖ୍ୟାତ ଆଥଲେଟ ପି.ଟି ଉଷା ଏବଂ ଗୀତିକାର ତଥା ଗାୟକ ଇଲିୟାରାଜାଙ୍କ ସମେତ ୪ ଜଣଙ୍କୁ ରାଜ୍ୟ ସଭା ପାଇଁ ମନୋନୀତ କରାଯାଇଛି। ସମାଜସେବୀ ବିରେନ୍ଦ୍ର ହେଗଡେ ଏବଂ ଫିଲ୍ମ ନିର୍ଦ୍ଦେଶକ ଭି. ବିଜୟେନ୍ଦ୍ର ପ୍ରସାଦ ମଧ୍ୟ ରାଜ୍ୟ ସଭାକୁ…
ସମ୍ବିଧାନ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପଡିଲା ମହଙ୍ଗା: ଇସ୍ତଫା ଦେଲେ ମନ୍ତ୍ରୀ
ଥିରୁଭାନନ୍ତପୁରମ,୬।୭: ସମ୍ବିଧାନ ବିରୋଧୀ ମନ୍ତବ୍ୟ ଦେଇ ଅଡୁଆରେ ପଡିଥିବା ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଆଇ-ଏମ) ନେତା ତଥା କେରଳର ସାଂସ୍କୃତିକ ବ୍ୟାପାର ମନ୍ତ୍ରୀ ସାଜି ଚେରିୟନ ବୁଧବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ବୁଧବାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଚେରିୟନ…
ସଙ୍କଟରେ ବୋରିସ ଜନସନ ସରକାର
ଲଣ୍ଡନ,୬।୭: ବ୍ରିଟେନରେ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସରକାରରୁ ଆଉ ଦୁଇଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ମନ୍ତ୍ରୀ ୱିଲ କୁଇନ୍ସ ଏବଂ ଲୌରା ଟ୍ରଟ ଇସ୍ତଫା ଦେଇଛନ୍ତି। ଏପର୍ଯ୍ୟନ୍ତ ଚାରିଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ମନ୍ତ୍ରୀଙ୍କ ଇସ୍ତଫା ପରେ ବୋରିସ ଜନସନଙ୍କ ଉପରେ…
Archives


