Home

ଯୌତୁକରେ ବୁଲେଟ୍‌ ନ ମିଳିବାରୁ ସ୍ତ୍ରୀଙ୍କୁ ଲଣ୍ଡା କରି ସ୍ବାମୀ ଦେଲେ ତିନି ତଲାକ୍‌

ମିରୁଟ,୨୨।୮: ଉତ୍ତର ପ୍ରଦେଶର ମିରୁଟରେ ଏକ ଅଭାବନୀୟ ଘଟଣା ଘଟିଛି। ଯୌତୁକରେ ବୁଲେଟ ନ ମିଳିବାରୁ ସ୍ତ୍ରୀଙ୍କୁ ତିନି ତଲାକ୍‌ ଦେଇଛନ୍ତି ଜଣେ ବ୍ୟକ୍ତି। କେବଳ ଏତିକି ନୁହେଁ, ସ୍ତ୍ରୀଙ୍କୁ ଲଣ୍ଡା କରି ତାଙ୍କୁ ଘରୁ ବିଦା ମଧ୍ୟ କରିଛନ୍ତି। ଏନେଇ…

ଧ୍ରୁବତାରା ରହସ୍ୟ

ପୃଥିବୀର ଅକ୍ଷକୁ ଉତ୍ତରକୁ ବଢ଼ାଇଲେ ତାହା ଯେଉଁ ବିନ୍ଦୁରେ ଆକାଶଗୋଲକୁ ସ୍ପର୍ଶ କରେ ତାହାକୁ ଆକାଶର ଧ୍ରୁବ କହନ୍ତି। ପୃଥିବୀ ନିଜ ଅକ୍ଷ ଚାରିପଟେ ଘୂରିବା ଦ୍ୱାରା ସବୁ ତାରା ଦୈନିକ ଆକାଶରେ ବୃତ୍ତାକାର ପଥରେ ଗତି କରୁଥିବାର ଜଣାପଡ଼ନ୍ତି। ଆକାଶଗୋଲର…

ଭାଲୁ ଆକ୍ରମଣରେ ଗୋଟିଏ ପରିବାରର ଜଣେ ମୃତ, ଦୁଇ ଗୁରୁତର

ଫୁଲବାଣୀ ଅଫିସ,୨୨ା୮: କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ବାଟାଗୁଡ଼ା ପଞ୍ଚାୟତର ଟଙ୍ଗମ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଗୋଟିଏ ପରିବାର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି।…

୧୫୦ ମିଲିସିଆ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୨ା୮(ସ୍ବ.ପ୍ର.): ମାଲକାନଗିରି ଏସ୍‌ପି ଓ ବିଏସ୍‌ଏଫ୍‌ ଡିଆଇଜିଙ୍କ ନିକଟରେ ସୋମବାର ୧୫୦ ମିଲିସିଆ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଗୁରୁପ୍ରିୟା ନିକଟସ୍ଥ ବିଏସ୍‌ଏଫ୍‌ ମାଓବାଦୀ କ୍ୟାମ୍ପ୍‌ରେ ଆତ୍ମସମର୍ପଣ କରିଛନ୍ତି। ମାଓବାଦୀଙ୍କ ଶହୀଦ ସ୍ତମ୍ଭ ଭାଙ୍ଗିଛନ୍ତି ମିଲିସିଆ। ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ…

ଶୋଇଥିବା ବେଳେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଦମ୍ପତି ଗୁରୁତର

କେନ୍ଦୁଝର,୨୨ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଧୋଗୋଠ ଗ୍ରାମରେ ଘରେ ଶୋଇଥିବା ବେଳେ ବାହାରୁ ତାଲା ପକାଇ ପେଟ୍ରୋଲ ଢାଳି ନିଆଁ ଜଳାଇ ହତ୍ୟା ଉଦ୍ୟମ ଭଳି ଅମାନବୀୟ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଶୋଇଥିବା ଅବସ୍ଥାରେ ବାହାର ପଟୁ…

ଶାହାନଓ୍ବାଜଙ୍କୁ ଆଶ୍ୱସ୍ତି, ହାଇକୋର୍ଟଙ୍କ ଏଫଆଇଆର ରୁଜୁ ଆଦେଶ ଉପରେ ଏସସିଙ୍କ ରୋକ…

ନୂଆଦିଲ୍ଲୀ, ୨୨।୮ : ଭାଜପା ନେତା ଶାହନୱାଜ ହୁସେନଙ୍କୁ ତାଙ୍କ ବିରୋଧରେ ଆସିଥିବା ୨୦୧୮ ବଳାତ୍କାର ମାମଲାରେ ଅପରାଧିକ ଅଭିଯୋଗ ମାମଲାରେ ସୁପ୍ରିମକୋର୍ଟ (ଏସସି) ରେ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ଏହି ମାମଲାରେ ଶାହାନଓ୍ବାଜ ବିରୋଧରେ ଏଫଆଇଆର୍‌ ପଞ୍ଜିକରଣ କରିବାକୁ ଦିଲ୍ଲୀ…

ପିଏମଏଲଏ ଆଧାରରେ ଇଡି ଯାଞ୍ଚ୍‌: ରାୟର ସମୀକ୍ଷା ଆବେଦନ ଉପରେ ଶୁଣାଣି ପାଇଁ ସୁପ୍ରିମ୍‌କୋର୍ଟଙ୍କ ସହମତି…

ନୂଆଦିଲ୍ଲୀ, ୨୨।୮ : ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ମନି ଲଣ୍ଡରିଂ ସହିତ ଜଡିତ ଇଡିର କ୍ଷମତା, ଗିରଫ କରିବାର ଅଧିକାର, ସାକ୍ଷୀଙ୍କୁ ଡକାଇବା ଏବଂ ସମ୍ପତ୍ତି ଜବତ କରିବା ଏବଂ ଜାମିନ ପ୍ରକ୍ରିୟା ସମ୍ପର୍କିତ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ର କ୍ଷମତାକୁ…

ଛାତ୍ରୀଛାତ୍ର ୨୪୪, ଶିକ୍ଷକ ଅଛନ୍ତି ୫

କୋରୁକୋଣ୍ଡା ୨୨ା୮(ଡି.ଏନ୍‌.ଏ.): ରାଜ୍ୟ ସରକାର ଶିକ୍ଷାର ଉନ୍ନତି ପାଇଁ ବହୁ ପଦକ୍ଷେପ ନେଉଛନ୍ତି। ୫-ଟି ଅଧୀନରେ ବିଦ୍ୟାଳୟଗୁଡିକର ଉନ୍ନତି କରୁଛନ୍ତି। ଶ୍ରେଣୀଗୃହ ସହ ଅତ୍ୟାଧୁନିକ ବିଜ୍ଞାନାଗାର ପ୍ରତିଷ୍ଠ କରି ଛାତ୍ରୀଛାତ୍ରଙ୍କୁ ଅଧ୍ୟୟନ ପ୍ରତି ଆକୃଷ୍ଟ କରୁଛନ୍ତି। ଉପସ୍ଥାନ ବୃଦ୍ଧି ଲାଗି ମଧ୍ୟାହ୍ନଭୋଜନ…

ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍‌ଶନ ପୋଲିସକୁ ଦେଲା ସୁରାକ

ନବରଙ୍ଗପୁର,୨୨।୮(ବି.ପ୍ର.): ନାଟକୀୟ ଢଙ୍ଗରେ ଗଞ୍ଜେଇ ଚାଲାଣ ପାଇଁ ଅଟୋରିକ୍ସା ଲୁଟି ନେଇଥିଲେ ୫ ଜଣ ଅଭିଯୁକ୍ତ। ନବରଙ୍ଗପୁର ଆଦର୍ଶ ଥାନାରେ ମାମଲା ରୁଜୁ ପରେ ପୋଲିସ ତନାଘନା ଆରମ୍ଭ କରିଥିଲା। ଅଭିଯୁକ୍ତମାନେ ଚା ପିଇ ପେଟିଏମ୍‌ରେ ଟଙ୍କା ଦେଇଥିଲେ। ଏହି ସୁରାକ…

ପୁରୁଣାପାଣି ପୋଲରୁ ଉଠିଗଲା କଂକ୍ରିଟ୍‌

ବଇଣ୍ଡା,୨୨।୮(ଡି.ଏନ.ଏ.): ଲଘୁଚାପ ଜନିତ ଲଗାଣବର୍ଷାର ପ୍ରଭାବ ପଡ଼ିଛି ଅନୁଗୋଳ ଜିଲାରେ। ଜଳସ୍ରୋତରେ ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ଦେଉଳସାହିରୁ ପୁରୁଣାପାଣି ଗ୍ରାମକୁ ସଂଯୋଗ କରୁଥିବା ପୁରୁଣାପାଣି ପୋଲ ସଂଲଗ୍ନ ରାସ୍ତାରୁ କଂକ୍ରିଟ୍‌ ଉଠିଯାଇଛି। ସ୍ଥିତି ଏପରି ହୋଇଛି ଯେ, ଯାନବାହନ ଚଳାଚଳ…

ବନ୍ୟା ଜଳରେ ଭାସି ବୃଦ୍ଧଙ୍କ ଜୀବନ ଗଲା

ହାଟଡିହୀ,୨୨।୮(ଡି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜାବିନିପୁର ଗ୍ରାମର ଜଣେ ବ୍ୟକ୍ତି ବନ୍ୟା ଜଳରେ ବୁଡି ମୃତ୍ୟୁବରଣ କରିଛନ୍ତି। ସେ ହେଉଛନ୍ତି କୁଶ ମୁଣ୍ଡା(୪୦)। ସୂଚନାରୁ ଜଣାପଡିଛି ଯେ, କୁଶ ଗତ ରବିବାର ସକାଳୁ ଭାଗବଖରା କରିଥିବା ଚାଷ ଜମିକୁ ଏକ…

ବାର୍ଦ୍ଧକ୍ୟରେ ବଢୁଛି ବ୍ୟଥା

ଢେଙ୍କାନାଳ ଅଫିସ, ୨୨।୮: ବରିଷ୍ଠ ନାଗରିକଙ୍କୁ ସମ୍ମାନ ଜଣାଇବା, ସେମାନଙ୍କୁ ଅଧିକାର ପ୍ରଦାନ କରିବା ଏବଂ ଅନ୍ୟମାନଙ୍କୁ ଏ ଦିଗରେ ସଚେତନ କରାଇବା ଉଦ୍ଦେଶ୍ୟରେ ରବିବାର ବିଶ୍ୱବ୍ୟାପୀ ପାଳିତ ହୋଇଛି ବରିଷ୍ଠ ନାଗରିକ ଦିବସ। ସେମାନଙ୍କ ଉଦ୍ଦେଶ୍ୟରେ ଆୟୋଜିତ ହୋଇଛି ସଭାସମିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?