Posted inଫୁରସତ

ହ୍ରିତିକଙ୍କ ଭଳି ଏମିତି ନାଚିଲେ ବୃଦ୍ଧ, ଭିଡିଓ ଦେଖି ହେବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହେଉଛି। ବେଳେବେଳେ ଏହି ଭିଡିଓ ଜରିଆରେ କିଛି ଲୋକଙ୍କ ପ୍ରତିଭା ଦେଖି ଆଶ୍ଚର୍ଯ୍ୟ ଲାଗିଥାଏ। ଏବେ ସୋସିଆଲ ମିଡିଆରେ ସେମିତି ଜଣେ ବୃଦ୍ଧଙ୍କ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ବୃଦ୍ଧ ହ୍ରିତିକ ରୋଶନଙ୍କ ଫିଲ୍ମ ‘କ୍ରିଶ’ର ‘ଦିଲ ନା ଦିୟା’ ଗୀତରେ ନାଚୁଥିବାର ନଜର ଆସିଛନ୍ତି। ତାଙ୍କ ଷ୍ଟେପ୍‌ ସବୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଭିଡିଓ ଇନଷ୍ଟାଗ୍ରାମରେ ଏସ୍‌. ସୁରେଶଙ୍କ ଦ୍ୱାରା ଶେୟାର କରାଯାଇଛି। ଭିଡିଓଟି ଏପର୍ଯ୍ୟନ୍ତ ୫୦,୦୦୦ରୁ ଅଧିକ ଭ୍ୟୁ ଏବଂ ୪,୦୦୦ରୁ ଅଧିକ ଲାଇକ ପାଇଛି।
ଏସ୍‌.ସୁରେଶ ଇନଷ୍ଟାଗ୍ରାମରେ s.sureshdancer ନାମକ ଏକ ଆକାଉଣ୍ଟ ଖୋଲିଛନ୍ତି। ପ୍ରାୟତଃ ସେ ବଲିଉଡ୍‌ ଗୀତରେ ନୃତ୍ୟ କରି ଲୋକଙ୍କ ହୃଦୟ ଜିତିଥାନ୍ତି। ବୟସ ହୋଇଯାଇଥିବା ସତ୍ତ୍ୱେ ବୃଦ୍ଧଙ୍କ ଷ୍ଟାଇଲ୍‌ ଦେଖି ଲୋକେ ଦିଓ୍ବାନା ହୋଇଯାଇଛନ୍ତି। ଲୋକମାନେ ସୁରେଶଙ୍କର ନୃତ୍ୟ ଦକ୍ଷତାକୁ ପ୍ରଶଂସା କରୁଛନ୍ତି। ଚାଚା ସୁରେଶଙ୍କ ଏପର୍ଯ୍ୟନ୍ତ ୧୭.୪ ହଜାର ଫଲୋଅର୍ସ ଅଛନ୍ତି।

 

View this post on Instagram

 

A post shared by S. Suresh (@s.sureshdancer)


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷୀ ପାଇଁ ୧୪୦୦୦ ଘରୁ ବିଦ୍ୟୁତ୍‌ କାଟ୍‌, ଦେଢ଼ ଘଣ୍ଟା ଅନ୍ଧାର

ବିଦ୍ୟୁତ୍‌ କାଟ୍‌ ସମସ୍ୟା ଆମ ଦେଶରେ ନୂଆ ନୁହେଁ। ଆଜି ମଧ୍ୟ ଗାଁ ଏବଂ ସହରରେ ବିଦ୍ୟୁତ୍‌କାଟ୍‌ ସମସ୍ୟା ରହିଛି। ଯଦି କେଉଁଠି ବିଦ୍ୟୁତ୍‌ରେ କୌଣସି...

ଶୁଖୁଛି ବିଶ୍ୱର ଏହି ଜଳପ୍ରପାତ

ଲୁସାକା: ବିଶ୍ୱର ପ୍ରମୁଖ ଜଳପ୍ରପାତ ମଧ୍ୟରୁ ଦକ୍ଷିଣଆଫ୍ରିକାର ଜାମ୍ବିଆ ଏବଂ ଜିମ୍ବାଓ୍ବେକୁ ବିଭାଜନ କରୁଥିବା ଭିକ୍ଟୋରିଆ ଜଳପ୍ରପାତ ଅନ୍ୟତମ। ୩୫୫ ଫୁଟ ଉଚ୍ଚର ଏହି ଜଳପ୍ରପାତ...

ମହିଳାଙ୍କ ଆକାଉଣ୍ଟ୍‌ରେ ଥିଲା ମାତ୍ର ୬୦ ଟଙ୍କା, ଅଚାନକ ଆସିଗଲା ୩୦ କୋଟି

ବେଙ୍ଗାଲୁରୁ: କିଏ ବା ନ ଚାହେଁ ଧନୀ ହେବାକୁ। ଅନେକ ଲୋକେ ଭାବିଥାନ୍ତି ରାତାରାତି କେଉଁଠୁ ଟଙ୍କା ଆସିଯାନ୍ତା କି ସେ କୋଟିପତି ହୋଇଯାଆନ୍ତେ। ଅନେକଙ୍କ...

ଯେଉଁଠି ଚା’, କଫି ଭଳି ପିଆଯାଏ କୋବ୍ରା ରକ୍ତ

ସାପକୁ ଭୋଜନ ଭାବେ ପ୍ରୟୋଗ କରିବା କିଛି ଦେଶରେ ପ୍ରଚଳିତ ରହିଛି। ଅନେକ ଦେଶରେ ସେନାଙ୍କୁ କୌଣସି ବିପଦଜ୍ଜନକ ପରିସ୍ଥିତିରେ ନିଜ ଜୀବନ ବଞ୍ଚାଇବାକୁ ସାପକୁ...

କାର୍‌ ଚଲାଇ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ କଲେ ଦୃଷ୍ଟିହୀନ

ଓ୍ବାଶିଂଟନ: ଆମେରିକାର ଡାନ୍‌ ପାର୍କର ଦୃଷ୍ଟିହୀନ ହୋଇଥିବାବେଳେ ୩୩୯ କି.ମି ବେଗ ପ୍ରତି ଘଣ୍ଟା କାର୍‌ ଚଳାଇ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ କରିଛନ୍ତି। ଡାନ୍‌ ପେସାରେ...

ପରସ୍ପରକୁ ବିବାହ କଲେ ଦୁଇ ଭଉଣୀ

ରାଞ୍ଚି,୬।୧୨: ଝାଡଖଣ୍ଡର ରାଜଧାନୀ ରାଞ୍ଚିଠାରୁ ୧୬୦ କିମି ଦୂର କୋଡରମା ଜିଲାରେ ଏକ ନିଆରା ଘଟଣା ଘଟିଛି। ଏଠାରୁ ଦୁଇ ସମ୍ପର୍କୀୟ ଭଉଣୀ ସାତ ଜନମର...

ପେଣ୍ଟିଂର ମୂଲ୍ୟ ୧୭୭ କୋଟି

୨୦୦୦ ମସିହାରେ ଜାପାନୀ ପେଣ୍ଟର ୟୋଶିତୋମା ନାରା କରିଥିଲେ ଏକ ପେଣ୍ଟିଂ। ସେତେବେଳେ ତା’ର ମୂଲ୍ୟ କିଛି ନ ଥିଲା। ତେବେ ନିକଟରେ ଏହାକୁ ନିଲାମ...

ଏହି ରାଜ୍ୟର ଦୁଇ ନଦୀରୁ ମିଳିଥାଏ ସୁନା, ଏବେ ସୁନାଖଣି ଥିବା ନେଇ ବଢ଼ିଲା ସମ୍ଭାବନା

ଛତିଶଗଡ଼ର ଜଶପୁରରେ ସୁନାଖଣି ପାଇବାର ସମ୍ଭାବନା ବଢ଼ିବାରେ ଲାଗିଛି। କାରଣ ଏଠାରେ ଥିବା ଦୁଇଟି ନଦୀ ଅବବାହିକାରେ ସୁନାର କଣିକା ଦେଖିବାକୁ ମିଳିଥିଲା। ଏବେ ଏଠାରେ...

Advertisement
Archives

Model This Week