ଶସ୍ତା ହେଲା ଗ୍ୟାସ ସିଲିଣ୍ଡର…
ନୂଆଦିଲ୍ଲୀ, ୧।୬ : ଦେଶରେ ଦର ଦାମ ବୃଦ୍ଧି ଯୋଗୁ ସଙ୍କଟ ସୃଷ୍ଟି ହୋଇଥିବାବେଳେ ଲୋକଙ୍କ ପାଇଁ ଖୁସି ଖବର ଆସିଛି। ଏଲପିଜି ସିଲିଣ୍ଡରର ଦାମ୍ରେ ବହୁତ ହ୍ରାସ ଘଟିଛି। ଜୁନ୍ ୧ ଠାରୁ କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦାମ ସିଲିଣ୍ଡର…
ୟୁକ୍ରେନ୍କୁ ହିମର୍ ରକେଟ ଦେବେ ବାଇଡେନ୍, ପୁଟିନଙ୍କ ଚିନ୍ତା ବଢ଼ିଲା…
ମସ୍କୋ/କ୍ୱିଭ୍, ୧।୬ : ୟୁକ୍ରେନରେ ଯୁଦ୍ଧ କରୁଥିବା ରୁଷିଆ ସୈନ୍ୟଙ୍କ ସମସ୍ୟା ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ୟୁକ୍ରେନକୁ ଅତ୍ୟାଧୁନିକ ହିମର୍ ରକେଟ ଯୋଗାଇବାକୁ ଆମେରିକା ନିଷ୍ପତ୍ତି ନେଇଛି। ଏହି ରକେଟଗୁଡିକ ଅଧିକ ଦୂର ଲକ୍ଷ୍ୟଭେଦ କରିବାକୁ ସକ୍ଷମ। ଆମେରିକା ରାଷ୍ଟ୍ରପତି…
ଦୈନିକ ମୃତ୍ୟୁ ସଂଖ୍ୟା ୧୦ ତଳେ…
ନୂଆଦିଲ୍ଲୀ, ୧।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ…
ସ୍କୁଲ୍ ପାଇଁ ଗ୍ରାମବାସୀଙ୍କ ଭୋଟ ବର୍ଜନ
ଝାରସୁଗୁଡ଼ା ଅଫିସ,୧ା୬: ଝାରସୁଗୁଡା ଜିଲା ଲଖନପୁର ବ୍ଲକ୍ ପଣ୍ଡରୀ ପଞ୍ଚାୟତ ବେଙ୍କମୁରା ଗ୍ରାମବାସୀ ଗ୍ରାମରେ ବନ୍ଦ ଥିବା ସ୍କୁଲ୍ ଖୋଲିବା ଦାବିରେ ଭୋଟ ବର୍ଜନ ପାଇଁ ପୂର୍ବରୁ ଚେତାବନୀ ଦେଇଥିଲେ। ଏ ନେଇ ଜିଲା ପ୍ରଶାସନ ତରଫରୁ ବାରମ୍ବାର ଆଲୋଚନା କରାଯାଇଥିଲେ…
ଗରିବଙ୍କ କଲ୍ୟାଣ ମୋଦି ସରକାରଙ୍କ ମୂଳ ଲକ୍ଷ୍ୟ: ଧର୍ମେନ୍ଦ୍ର
ମାହାଙ୍ଗା,୧ା୬(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ବ୍ଳକ ଅନ୍ତର୍ଗତ ବରାହିପୁରଠାରେ ଭାଜପା ପକ୍ଷରୁ ଗରିବ କଲ୍ୟାଣ ସମ୍ମିଳନୀ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତାବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଥିଲେ, ଗରିବ ଲୋକଙ୍କ ଆଶୀର୍ବାଦରେ ପ୍ରଧାନମନ୍ତ୍ରୀ…
ପାର୍ଟି ଅଫିସ୍ରେ ଏମ୍ପିଙ୍କୁ ଜାଗା ମିଳିଲାନି
ଢେଙ୍କାନାଳ ଅଫିସ, ୧ା୬: ଯେତେ ତାଳି ପକାଇଲେ ମଧ୍ୟ ଢେଙ୍କାନାଳ ଜିଲାରେ ବିଜେଡି କନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ଏମ୍ପି ମହେଶ ସାହୁ ଏବଂ ସଦର ବିଧାୟକ ଗୋଷ୍ଠୀ ମଧ୍ୟରେ ସବୁକିଛି ଠିକ୍ ନ ଥିବା ଚର୍ଚ୍ଚା ହେଉଛି। ପୌର…
ରାଜ୍ୟ ସଭା ପ୍ରାର୍ଥୀ ଚୟନ: ଭାଜପାର ଓବିସି-ଦଳିତ ସୂତ୍ର
ନୂଆଦିଲ୍ଲୀ,୧ା୬: ରାଜ୍ୟ ସଭା ନିର୍ବାଚନ ଲାଗି ଭାଜପା ପ୍ରାର୍ଥୀ ଚୟନରେ ଓବିସି-ଦଳିତ ସୂତ୍ର ଆପଣାଇଥବା କୁହାଯାଉଛି। ରବିବାର ଓ ସୋମବାର ଘୋଷଣା କରାଯାଇଥିବା ୨୨ ପ୍ରାର୍ଥୀଙ୍କ ମଧ୍ୟରୁ ଅଧାରୁ ଅଧିକ ସାମାଜିକ ପଛୁଆ ବର୍ଗର ବୋଲି ଜଣାପଡ଼ିଛି। ବିଭିନ୍ନ ଦଳ, ଏପରିକି…
କଂଗ୍ରେସ ସାଧାରଣ ସମ୍ପାଦକ ପଦ ଛାଡ଼ିଲେ ଆଶିଷ ଦେଶମୁଖ
ମୁମ୍ବାଇ,୧ା୬: ରାଜ୍ୟ ସଭା ନିର୍ବାଚନ ଲାଗି ଟିକେଟ ପ୍ରଦାନରେ ଅସନ୍ତୋଷ ପ୍ରକାଶ କରି ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି (ପିସିସି) ସାଧାରଣ ସମ୍ପାଦକ ପଦରୁ ଆଶିଷ ଦେଶମୁଖ ମଙ୍ଗଳବାର ଇସ୍ତଫା ପ୍ରଦାନ କରିଛନ୍ତି। ଜଣେ ବାହାର ଲୋକଙ୍କୁ ରାଜ୍ୟ ସଭା ନିର୍ବାଚନ…
ଭାଜପାକୁ ମିଳିଛି ୪୭୭ କୋଟି ଚାନ୍ଦା
ନୂଆଦିଲ୍ଲୀ,୧ା୬(ପି.ଟି.): ଆର୍ଥିକ ବର୍ଷ ୨୦୨୦-୨୧ରେ ଭାଜପାକୁ ୪୭୭.୫ କୋଟି ଟଙ୍କା ଚାନ୍ଦା ମିଳିଛି। ଏହି ସମୟରେ ବିରୋଧୀ ଦଳ କଂଗ୍ରେସ ୭୪.୫୦ କୋଟି ଟଙ୍କା ପାଇଛି, ଯାହା କି ଶାସକ ଦଳ ପାଇଥିବା ଚାନ୍ଦାର ମାତ୍ର ୧୫%। ମଙ୍ଗଳବାର ନିର୍ବାଚନ କମିଶନ…
ଆଉ ଜଣେ କଶ୍ମୀରୀ ପଣ୍ଡିତଙ୍କୁ ହତ୍ୟା
ନୂଆଦିଲ୍ଲୀ,୧ା୬: ଜମ୍ମୁ-କଶ୍ମୀରର କୁଲ୍ଗାମ ଜିଲାରେ ମଙ୍ଗଳବାର ଆତଙ୍କବାଦୀମାନେ ଜଣେ ପ୍ରବାସୀ କଶ୍ମୀରୀ ପଣ୍ଡିତ ହାଇସ୍କୁଲ୍ ଶିକ୍ଷୟିତ୍ରୀଙ୍କୁ ଗୁଳିକରି ହତ୍ୟା କରିଛନ୍ତି। କଶ୍ମୀରରେ ମାସକ ମଧ୍ୟରେ ଏହା ସପ୍ତମ ଟାର୍ଗେଟ କିଲିଂ। ମୃତ ଶିକ୍ଷୟିତ୍ରୀ ରଜନୀ ବଳ (୩୬) ସାମ୍ବା ବାସିନ୍ଦା। ମଙ୍ଗଳବାର…
ବନ୍ଧୁକ କିଣାବିକା ରୋକିବ କାନାଡା
ଅଟାଓ୍ବା, ୧ା୬: ଆମେରିକାର ଟେକ୍ସାସ ସ୍କୁଲ ଗୁଳିକାଣ୍ଡରେ ୧୯ ଶିଶୁଙ୍କ ମୃତ୍ୟୁ ଘଟିବା ପରେ କାନାଡାରେ ବନ୍ଧୁକ କିଣାବିକା ନିୟନ୍ତ୍ରଣ ପାଇଁ ପାର୍ଲାମେଣ୍ଟରେ ପ୍ରସ୍ତାବ ଆଗତ ହୋଇଛି। କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଦେଶରେ ହ୍ୟାଣ୍ଡ୍ଗନ୍ ମାଲିକାନା ଉପରେ ରୋକ ସହ…
ଚାଷୀଙ୍କ ଆକାଉଣ୍ଟକୁ ଗଲା ୨୧ ହଜାର କୋଟି
ଶିମ୍ଲା, ୧ା୬: କେନ୍ଦ୍ରରେ ଏନ୍ଡିଏ ସରକାରକୁ ୮ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ହିମାଚଳ ପ୍ରଦେଶ ଗସ୍ତ କରି ‘ଗରିବ କଲ୍ୟାଣ ସମ୍ମେଳନ’ରେ ଯୋଗ ଦେଇଥିଲେ। ଶିମ୍ଲା ଐତିହାସିକ ରିଜ୍ ମଇଦାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୋଦି…
Archives


