Home

ଲଘୁଚାପ: ତୁହାକୁ ତୁହା ବର୍ଷା

ଭୁବନେଶ୍ୱର,୯ା୮(ବ୍ୟୁରୋ):ଉତ୍ତର ବଙ୍ଗୋପସାଗର, ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତ(ଡିପ୍ରେଶନ)ରେ ପରିଣତ ହେବ। ଏଥିସହିତ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମଧ୍ୟ ରାଜ୍ୟରେ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୧୨ ତାରିଖ ଯାଏ ରାଜ୍ୟର…

ବର୍ଷ ଶେଷସୁଦ୍ଧା ୩୦୦ ଚେକ୍‌ଡ୍ୟାମ୍‌ ସାର

ଭୁବନେଶ୍ୱର,୯ା୮(ବ୍ୟୁରୋ):ରାଜ୍ୟରେ ଗତ ୨ ମାସ ମଧ୍ୟରେ ୪୫ଟି ପୋଲତଳ ଚେକ୍‌ଡ୍ୟାମ୍‌ ନିର୍ମାଣ ସରିଛି। ସେଥିମଧ୍ୟରୁ ୩୧ଟି ପୂର୍ତ୍ତ ଏବଂ ୧୪ଟି ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ମାଣ କରିଛି। ଏହାଛଡ଼ା ଏହି ଦୁଇ ବିଭାଗ ଦ୍ୱାରା ପ୍ରାୟ ୪୮୦ଟି ପୋଲତଳ ଚେକ୍‌ଡ୍ୟାମ୍‌ ଚିହ୍ନଟ…

ଓଡ଼ିଶାରେ ‘ଅଚ୍ଛେଦିନ୍‌’: ଶାହା

କଟକ ଅଫିସ,୯/୮:୨୦୧୯ ସାଧାରଣ ନିର୍ବାଚନ ସମୟରେ ଭାଜପାର ତତ୍‌କାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଏବେକାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସି ନବୀନ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ପୋଡ଼ା ଟ୍ରାନ୍ସଫର୍ମର କହି ବଙ୍ଗୋପସାଗରରେ ଫିଙ୍ଗି ଦେବାକୁ ରାଜ୍ୟବାସୀଙ୍କୁ…

ଦରମା ନେବାକୁ ମନା କଲେ ମୁକେଶ ଅମ୍ବାନୀ

ମୁମ୍ବାଇ,୮।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଚେୟାରମ୍ୟାନ ମୁକେଶ ଅମ୍ବାନୀ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ କମ୍ପାନୀରୁ ଦରମା ନେବାକୁ ମନା କରିଦେଇଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ବାର୍ଷିକ ରିପୋର୍ଟ ଅନୁଯାୟୀ, ୨୦୨୧-୨୨ ଆର୍ଥିକ ବର୍ଷରେ ମୁକେଶ ଅମ୍ବାନୀ ବ୍ୟବସାୟ ଏବଂ ଅର୍ଥନୀତି ଉପରେ କରୋନାର…

ମଙ୍ଗଳବାର ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ

ମୁମ୍ବାଇ,୮।୮: ମହାରାଷ୍ଟ୍ରରେ ନାଟକୀୟ ଢଙ୍ଗରେ ଭାଜପା ଓ ଶିବସେନାର ବିଦ୍ରୋହୀ ମେଣ୍ଟ ସରକାର ଗଠନ ହୋଇଛି। ଏହି ସରକାର ଗଠନକୁ ଏକ ମାସ ବିତି ଗଲାଣି ତଥାପି ଏଯାଏ ରାଜ୍ୟରେ କ୍ୟାବିନେଟ ବିସ୍ତାର ହୋଇନାହିଁ। ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଏକନାଥ…

ଜେଡିୟୁକୁ ସମର୍ଥନ ଦେବାକୁ ଆରଜେଡି ପ୍ରସ୍ତୁତ

ପାଟନା,୮।୮: ବିହାରରେ ଭାଜପା ଓ ଜେଡିୟୁ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଦୁଇ ଦଳ ସରକାରରେ ଥିଲେ ମଧ୍ୟ ପରସ୍ପରକୁ ସମାଲୋଚନା କରିବାକୁ ପଛାଉ ନାହାନ୍ତି। ଏବେ ଦୁଇ ଦଳ ମଧ୍ୟରେ ଏଭଳି ଛକାପଞ୍ଝା ମଧ୍ୟରେ ରାଜନୈତିକ ଫାଇଦା ହାସଲ କରିବାକୁ…

ସ୍ବତନ୍ତ୍ର ଢଙ୍ଗରେ ପୋଷା କୁକୁରର ଅନ୍ତିମ ସଂସ୍କାର

ପାରଳାଖେମୁଣ୍ଡି,୮।୮(ଡି.ଏନ.ଏ.): ଗଜପତି ଜିଲାର ପାରଳାଖେମୁଣ୍ଡିଠାରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ପୋଷା କୁକୁର ମୃତ୍ୟୁରେ ପରିବାରର ଜଣେ ସଦସ୍ୟଙ୍କୁ ହରାଇବା ଭଳି ତା’ ମାଲିକ ଶୋକ ପ୍ରକାଶ କରିବା ସହ ବାଜା ବଜାଇ ସ୍ବତନ୍ତ୍ର ଢଙ୍ଗରେ ଅନ୍ତିମ ବିଦାୟ ଦେଇଛନ୍ତି।…

ସ୍ବର୍ଣ୍ଣ ଜିତିଲେ ପିଭି ସିନ୍ଧୁ

ବର୍ମିଂହାମ,୮।୮: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶେଷ ଦିନରେ ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପି.ଭି ସିନ୍ଧୁ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସ ମ୍ୟାଚରେ କାନାଡାର ମିସେଲ ଲିଙ୍କୁ ପରାସ୍ତ କରିଥିଲେ। ପୂର୍ବରୁ ମଧ୍ୟ ସେମିଫାଇନାଲ ମ୍ୟାଚରେ ସିନ୍ଧୁ ଚମତ୍କାର…

ଅଗଷ୍ଟ ୧୫ ସୁରକ୍ଷା ବ୍ୟବସ୍ଥା, ଲାଲ କିଲ୍ଲାରେ ମୁତୟନ ହେବେ ୧୦ ହଜାର ପୋଲିସ, ଗୁଡ଼ି ଉଡ଼ାଇବା ମନା…

ନୂଆଦିଲ୍ଲୀ, ୮।୮ : ସ୍ବାଧୀନତା ଦିବସ ଅବସରରେ ଦିଲ୍ଲୀ ପୋଲିସ ପକ୍ଷରୁ ଐତିହାସିକ ଲାଲ କିଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏସମ୍ପର୍କରେ ସୂଚନା ଦେଇ ଦିଲ୍ଲୀ ପୋଲିସର ସ୍ବତନ୍ତ୍ର କମିଶନର ଦୀପେନ୍ଦ୍ର ପାଠକ କହିଛନ୍ତି…

ଘର ସାମ୍ନାରୁ ବୋଲେରୋ ନେଇଗଲେ ଦୁର୍ବୃତ୍ତ

ବାଲିଗୁଡ଼ା,୮ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ାରେ ମାତିଛନ୍ତି ଗାଡ଼ି ଚୋର। ରବିବାର ରାତିରେ ଏକ ବୋଲେରୋ ଚୋରି ହୋଇଥିବା ନେଇ ବାଲିଗୁଡ଼ା ଥାନାରେ ଏତଲା ଦେଇଛନ୍ତି ଗାଡ଼ିମାଲିକ ସୀମା ସାହୁ। ଏତଲାରୁ ପ୍ରକାଶ ଯେ, ବାଲିଗୁଡ଼ା ସହର ସୁନାପାଙ୍ଗା ସାହିରେ ନିଜ ଘର…

ସଞ୍ଜୟ ରାଉତ ୨୨ ଅଗଷ୍ଟ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ…

ମୁମ୍ବାଇ, ୮।୮ : ଶିବସେନାର ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତଙ୍କୁ ଅଗଷ୍ଟ ୨୨ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଯାଇଛି। ତେବେ କୋର୍ଟ ତାଙ୍କ ପ୍ରତି କୋହଳ ମନୋଭାବ ପ୍ରଦର୍ଶନ କରିଛନ୍ତି। ନ୍ୟାୟିକ ହେପାଜତରେ ଔଷଧ ଏବଂ ଘର ତିଆରି ଖାଦ୍ୟ…

ଦୋଷ ଏଡାଉଛି କ୍ରୁଟ୍‌, କାର୍ଯ୍ୟାନୁଷ୍ଠାନ ପାଇଁ କୁନ୍ଥକୁନ୍ଥ

ଭୁବନେଶ୍ୱର, ୮।୮(ବ୍ୟୁରୋ): ପ୍ରବଳ ବର୍ଷାରେ ଶନିବାର ଖୋର୍ଦ୍ଧା ଜିଲା ଜଟଣୀରେ ‘ମୋ ବସ୍‌’ ବୁଡିବା ଘଟଣାକୁ ଗୁରୁତ୍ୱର ସହ ନେଉନି ଏହାର ପରିଚାଳନା ଦାୟିତ୍ୱରେ ଥିବା କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌)। ଯାତ୍ରୀଙ୍କୁ ବିପଦ ମୁହଁକୁ ଠେଲି ଦିଆଯାଇଥିଲେ ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri