ମାନ୍ୟତା ପାଇନଥିବା ରାଜନୈତିକ ଦଳଙ୍କ ବିରୋଧରେ ଆୟକର ଚଢ଼ାଉ…
ନୂଆଦିଲ୍ଲୀ, ୭।୯ : ମାନ୍ୟତା ପାଇନଥିବା ରାଜନୈତିକ ଦଳଙ୍କ ବିରୋଧରେ ଟିକସ ଛାଡ ମାମଲାରେ ଆୟକର ବିଭାଗ ବିଭିନ୍ନ ରାଜ୍ୟରେ ଚଢ଼ାଉ କରାଯାଇଛି। ସରକାରୀ ସୂତ୍ର ଅନୁଯାୟୀ, ବୁଧବାର ପଞ୍ଜୀକୃତ ହୋଇଥିବା ମାତ୍ର ମାନ୍ୟତା ମିଳି ନଥିବା ରାଜନୈତିକ ଦଳ ତଥା…
ବୋମ୍ମାଇ କ୍ଷମତା ଛାଡନ୍ତୁ, ବନ୍ୟା ସମସ୍ୟାର ସମାଧାନ ଆମେ କରିବୁ: କଂଗ୍ରେସ…
ବେଙ୍ଗାଲୁରୁ, ୭।୯ : ପ୍ରବଳ ବର୍ଷା ପରେ ବେଙ୍ଗାଲୁରୁରେ ଆସିଥିବା ବନ୍ୟାକୁ ନେଇ ଶାସକ ଭାଜପା ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ସିଲିକନ ସିଟି ବେଙ୍ଗାଲୁରରେ ବନ୍ୟା ପରିସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ପୂର୍ବ କଂଗ୍ରେସ ସରକାରଙ୍କୁ ଦାୟୀ କରିଥିଲେ।…
ଏସିଆ କପ୍: ବିଦାୟ ପଥରେ ଭାରତ
ଦୁବାଇ, ୭।୯: ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ଖରାପ ପ୍ରଦର୍ଶନ କରି ଭାରତ ଏସିଆ କପ୍ କ୍ରିକେଟର ମଙ୍ଗଳବାର ଅନୁଷ୍ଠିତ ସୁପର ଫୋର ମ୍ୟାଚରେ ଶ୍ରୀଲଙ୍କାଠାରୁ ୬ ଉଇକେଟରେ ପରାସ୍ତ ହୋଇଛି। ଏଥିସହ ଭାରତ ଟୁର୍ନାମେଣ୍ଟରୁ ବିଦାୟ ହେବା ପଥରେ ରହିଛି।…
ଅପରାଜିତା ଭାରତୀୟ ଦଳର କୋଚ୍
ଭୁବନେଶ୍ୱର, ୭।୯(କ୍ରୀଡ଼ା ପ୍ରତିନିଧି): ଚଳିତମାସ ୧୫ରୁ ୨୮ ପର୍ଯ୍ୟନ୍ତ ଜର୍ଜିଆର ବାଟୁମିଠାରେ ହେବାକୁ ଯାଉଛି ଫିଡେ (ଆନ୍ତର୍ଜାତୀୟ ଚେସ୍ ଫେଡେରେଶନ୍) ୱାଲର୍ଡ କ୍ୟାଡେଟ୍ ଚେସ୍ ଚାମ୍ପିୟନଶିପ୍। ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ଓଡ଼ିଶାର କ୍ୟାଣ୍ଡିଡେଟ ମାଷ୍ଟର ତଥା ଫିଡେ ଇନ୍ଷ୍ଟ୍ରକ୍ଟର ଅପରାଜିତା…
କଂଗ୍ରେସ ପାକିସ୍ତାନରୁ ଆରମ୍ଭ କରୁ ଭାରତ ଯୋଡ ଯାତ୍ରା, ଭାଜପାର କଟାକ୍ଷ…
ନୂଆଦିଲ୍ଲୀ,୭।୯ : ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ନେଇ ଭାଜପା ଏବଂ କଂଗ୍ରେସ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା କଂଗ୍ରେସର ଭାରତ ଯୋଡ ଯାତ୍ରାକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ସେ…
ସକ୍ରିୟ ମାମଲା ୫୧ ହଜାରରୁ ଅଧିକ…
ନୂଆଦିଲ୍ଲୀ, ୭।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫୧ ହଜାର ତଳେ ରହିଛି। କେରଳରେ ସତର୍କ ସୂଚନା…
ଚତୁର୍ଥ ରାଉଣ୍ଡରୁ ନାଡାଲ ବିଦା
ନ୍ୟୁୟର୍କ,୭।୯(ପି.ଟି.): ୟୁଏସ୍ ଓପନ ଚତୁର୍ଥ ରାଉଣ୍ଡରୁ ବିଦା ହେଲେ ସ୍ପେନର ରାଫେଲ ନାଡାଲ। ୨୨ଟି ଗ୍ରାଣ୍ଡସ୍ଲାମ ବିଜୟୀ ନାଡାଲ ପ୍ରଥମ ଥର ପାଇଁ ୟୁଏସ୍ ଓପନ କ୍ୱାର୍ଟର ଫାଇନାଲରେ ପହଞ୍ଚିବାରେ ବିଫଳ ହୋଇଛନ୍ତି। ଏହା ସହିତ ନାଡାଲଙ୍କ କ୍ରମାଗତ ୨୨ ମ୍ୟାଚ୍…
ହାରିଥିବା ଲୋକ ସଭା, ବିଧାନସଭା ଆସନ ଉପରେ ଭାଜପାର ଫୋକସ
ଭୁବନେଶ୍ବର,୭।୯(ବ୍ୟୁରୋ): ଭାଜପା ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ତାଙ୍କ ୨ଦିନିଆ ଓଡ଼ିଶା ଗସ୍ତ ଶେଷକରି ଫେରିଯାଇଛନ୍ତି। ତାଙ୍କ ଗସ୍ତ ଶେଷ ପୂର୍ବରୁ ସେ ଦଳର ରାଜ୍ୟ ସଭାପତି, ପଦାଧିକାରୀ, ମୋର୍ଚ୍ଚା ସଭାପତି ଏବଂ ବରିଷ୍ଠ ନେତାମାନଙ୍କ ସହ ଦୀର୍ଘ ସମୟ ଆଲୋଚନା…
କିଣା ଆଓ୍ବାର୍ଡ: ଭାଜପା
ଭୁବନେଶ୍ବର,୭।୯(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ମିଳିବା ପରେ ସେ ଭୁବନେଶ୍ୱର ଫେରିଛନ୍ତି। ତାଙ୍କୁ ସ୍ବାଗତ କରିବା ଲାଗି ହଜାର ହଜାର ସଂଖ୍ୟାରେ ବିଜେଡି କର୍ମୀ ଭୁବନେଶ୍ୱରରେ ଛାଉଣି ହୋଇଯାଇଛନ୍ତି। ହେଲେ ଏହାକୁ କଡ଼ା ଭାଷାରେ ବିରୋଧୀ ସମାଲୋଚନା…
ସମୋସା ପ୍ଲେଟ୍ରେ ନ ଦେବାରୁ ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍
ଛତ୍ରପୁର: ମଧ୍ୟପ୍ରଦେଶର ଜଣେ ଦୋକାନୀ ସମୋସା ପ୍ଲେଟ୍ରେ ପରିବେଷଣ ନ କରିବା ଏବଂ ଚାମଚ ନ ଦେବାରୁ ଜଣେ ଗ୍ରାହକ ଉତ୍କ୍ଷିପ୍ତ ହୋଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ହେଲ୍ପଲାଇନକୁ ଫୋନ ଲଗାଇଥିଲେ। ଛତ୍ରପୁର ବସ୍ଷ୍ଟାଣ୍ଡରେ ଥିବା ‘ରାକେଶ ସମୋସା’ ନାମକ ଜଳଖିଆ ଦୋକାନ…
ଟ୍ରାକ୍ଟରରେ ଉଦ୍ଧାର ହେଲେ ସିଇଓଙ୍କ ପରିବାର
ବେଙ୍ଗାଲୁରୁ,୭।୯: ବେଙ୍ଗାଲୁରୁରେ ଗତ ୭୫ ବର୍ଷ ମଧ୍ୟରେ ତୃତୀୟ ସର୍ବାଧିକ ବର୍ଷା ହୋଇଛି। ତିନିଦିନର ଲଗାଣ ବର୍ଷାରେ ସହର ଜଳାର୍ଣ୍ଣବ ହୋଇଯିବାରୁ ସାଧାରଣ ଜୀବନଯାତ୍ରା ଗୁରୁତର ପ୍ରଭାବିତ ହୋଇଛି। ବର୍ଷା ସାଙ୍ଗକୁ ବିଦ୍ୟୁତ୍ କାଟ, ଟ୍ରାଫିକ୍ ଜାମ ସମସ୍ୟାକୁ ଦ୍ୱିଗୁଣିତ କରିଛି।…
କ୍ୟାଶ୍ବ୍ୟାକ୍ ଏସ୍ବିଆଇ କାର୍ଡର ଶୁଭାରମ୍ଭ
ନୂଆଦିଲ୍ଲୀ,୭।୯: ଦେଶର ପ୍ରମୁଖ ପିଓର-ପ୍ଲେ କ୍ରେଡିଟ୍ କାର୍ଡ ଜାରିକର୍ତ୍ତା ଏସ୍ବିଆଇ କାର୍ଡ ପକ୍ଷରୁ ନିକଟରେ ‘କ୍ୟାଶ୍ବ୍ୟାକ୍ ଏସ୍ବିଆଇ କାର୍ଡ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। କ୍ୟାଶ୍ବ୍ୟାକ୍ ଏସ୍ବିଆଇ କାର୍ଡ ହେଉଛି ଉଦ୍ୟୋଗର ପ୍ରଥମ କ୍ୟାଶ୍ବ୍ୟାକ୍ ଉପରେ ଧ୍ୟାନ ଆକର୍ଷଣ କରୁଥିବା କ୍ରେଡିଟ୍…

