Home

ଚୋରା ଚାଲାଣ ବେଳେ ୮୭ କଇଁଛ ଉଦ୍ଧାର, ଜଣେ ଗିରଫ

ବାଲେଶ୍ୱର ଅଫିସ,୭ା୯: ବାଲେଶ୍ୱର ଜିଲା ଜଳେଶ୍ୱର ବନ ବିଭାଗ ପକ୍ଷରୁ ୮୭ଟି କଇଁଛ ଉଦ୍ଧାର ହୋଇଛି। ସୂଚନାନୁଯାୟୀ, ୬୦ ନମ୍ବର ଜାତୀୟ ରାଜପଥ ଦେଇ ପଶ୍ଚିମବଙ୍ଗକୁ କଇଁଛ ଚୋରା ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇବା ପରେ ମଙ୍ଗଳବାର ବିଳମ୍ବିତ…

୩୦ ଫୁଟ ତଳକୁ ଖସିଲା ଆମ୍ବୁଲାନ୍ସ

ଚାନ୍ଦବାଲି,୭ା୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ିରୁ ଚାନ୍ଦବାଲି ବାଂଶଡ଼ା ଅଭିମୁଖେ ଏକ ମୃତଦେହ ନେବା ପାଇଁ ଆମ୍ବୁଲାନ୍ସଟି ଆସୁଥିବା ବେଳେ ନାଲୁଗୁଣ୍ଡା ଛକ ନିକଟରେ ଭାରସାମ୍ୟ ହରାଇ ୩୦ ଫୁଟ ତଳକୁ ଖସିପଡ଼ିଛି। ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଗାଡ଼ି ଡ୍ରାଇଭରଙ୍କୁ ଉଦ୍ଧାର…

ଆଲିଆ-ରଣବୀରଙ୍କୁ ବିରୋଧ, ନରୋତ୍ତମ କହିଲେ ଲୋକଙ୍କ ଭାବନାକୁ ଆଘାତ ଦେବା ଭଳି ମନ୍ତବ୍ୟ ଦେବା ଠିକ୍‌ ନୁହେଁ …

ଭୋପାଳ, ୭।୯ : ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ବୁଧବାର ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇଛନ୍ତି। ଏହି ସମୟରେ, ଉଜ୍ଜୟନୀରେ ବଜରଙ୍ଗ ଦଳ କର୍ମୀଙ୍କ ଦ୍ୱାରା ଆଲିଆ-ରଣବୀରଙ୍କୁ ବିରୋଧ ସମ୍ପର୍କରେ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ କୌଣସି ପ୍ରସଙ୍ଗରେ ବିରୋଧ…

ବଜାରରେ ବିକ୍ରି ହେଉଛି ନକଲି ଥଣ୍ଡା ପାନୀୟ

ଗଞ୍ଜାମ,୭ା୯(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ଥଣ୍ଡା ପାନୀୟ ନିମ୍ନମାନର ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଏହାର ଡିଲର ନେଇ ଗଞ୍ଜାମ ସହରରେ ଥିବା ବିଭିନ୍ନ ପାନ ଦୋକାନଠାରୁ ଆରମ୍ଭ କରି ରିଟେଲର ଦୋକାନଗୁଡ଼ିକରେ ଦେଉଥାନ୍ତି। ବିଶେଷକରି ଫ୍ରୁଟିଗୁଡ଼ିକର…

ରାହୁଲଙ୍କ କଷ୍ଟକର ଯାତ୍ରା, ୧୫୦ ଦିନ ପର୍ଯ୍ୟନ୍ତ କଣ୍ଟେନରରେ ଶୋଇବେ-ଟେଣ୍ଟ୍‌ରେ ଖାଇବେ…

ନୂଆଦିଲ୍ଲୀ, ୭।୯ : ତାମିଲନାଡୁର କାନିକୁମାରୀରୁ ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡ ଯାତ୍ରା ଆରମ୍ଭ କରୁଛନ୍ତି। ଏହି ୧୫୦ ଦିନିଆ ଯାତ୍ରା ରାହୁଲଙ୍କ ପାଇଁ ବେଶ୍‌ କଷ୍ଟକର ହେବ। ଏହି ସମୟ ମଧ୍ୟରେ ରାହୁଲ ୧୨ ଟି…

୧୯୮୧ ବୋଇଙ୍ଗ୍‌ ୭୩୭ ବିମାନ ଅପହରଣ କରିଥିବା ଆତଙ୍କବାଦୀଙ୍କ ପାକିସ୍ତାନ ଲିଙ୍କ୍‌ର ପର୍ଦ୍ଦାଫାଶ୍‌…

ନୂଆଦିଲ୍ଲୀ, ୭।୯ : ଇଣ୍ଡିଆ ଏୟାରଲାଇନ୍ସର ବୋଇଙ୍ଗ ୭୩୭ ବିମାନକୁ ୧୯୮୧ରେ ଅପହରଣ କରିଥିବା ଆତଙ୍କବାଦୀଙ୍କ ପାକିସ୍ତାନୀ ଲିଙ୍କ୍‌ର ପର୍ଦ୍ଦାଫାଶ୍‌ ହୋଇଛି। ଏହି ଆତଙ୍କବାଦୀ ଜଣଙ୍କ ସୋସିଆଲ ମିଡିଆରେ ନିଜର ଏକ ଫଟୋ ପୋଷ୍ଟ କରି ପାକିସ୍ତାନରେ ରହିଥିବାର ପ୍ରମାଣ ଦେଇଛନ୍ତି।…

ଦିଲ୍ଲୀରେ ଚାଲିବ କାହାର ନିର୍ଦ୍ଦେଶ, ସେପ୍ଟେମ୍ବର ୨୭କୁ ଅପେକ୍ଷା…

ନୂଆଦିଲ୍ଲୀ, ୭।୯ : ଜାତୀୟ ରାଜଧାନୀ ଦିଲ୍ଲୀରେ ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ସାମ୍ବିଧାନିକ ବେଞ୍ଚ ବର୍ତ୍ତମାନ କେନ୍ଦ୍ର ତଥା ଦିଲ୍ଲୀ ସରକାରଙ୍କ ବିଧାନସଭା ତଥା କାର୍ଯ୍ୟନିର୍ବାହୀ କ୍ଷମତା ପରିସରଭୁକ୍ତ ଆଇନଗତ ପ୍ରସଙ୍ଗରେ କାଗଜବିହୀନ(ପେପରଲେସ୍‌) ଶୁଣାଣି କରିବେ। ସେପ୍ଟେମ୍ବର ୨୭ରେ ପ୍ରଥମ ଥର…

ଶିବସେନା କାହାର, ସେପ୍ଟେମ୍ବର ୨୭ରେ ବିଚାର…

ନୂଆଦିଲ୍ଲୀ, ୭।୯ : ଜୁନ ମାସରେ ମହାରାଷ୍ଟ୍ରରେ କ୍ଷମତା ଦଖଲ ପରେ ଶିବସେନା କାହାର ସେନେଇ ସଂଗ୍ରାମ ଜାରି ରହିଛି। ଏହି ମାମଲା ନିର୍ବାଚନ ଆୟୋଗଙ୍କ ଅଧୀନରେ ରହିଛି। କିନ୍ତୁ ପ୍ରକୃତ ଶିବସେନାର ପ୍ରଶ୍ନ ସୁପ୍ରିମକୋର୍ଟରେ ପହଞ୍ଚିଛି। ସେପ୍ଟେମ୍ବର ୨୭ରେ ଏହା…

ପାକିସ୍ତାନର ପରାଜୟ ଉପରେ ନିର୍ଭର କରୁଛି ଟିମ୍‌ ଇଣ୍ଡିଆର ଭାଗ୍ୟ…

ଦୁବାଇ/ସାରଜା, ୭।୯ : ଏସିଆ କପ ଟି-୨୦ ଟୁର୍ନାମେଣ୍ଟରେ ମଙ୍ଗଳବାର ଶ୍ରୀଲଙ୍କା ବିପକ୍ଷରେ ଭାରତ ୬ ୱିକେଟରେ ପରାଜୟ ସ୍ବୀକାର କରିଛି। ସୁପର ଫୋର୍‌ ରାଉଣ୍ଡରେ ଏହି ପରାଜୟ ସହ ଭାରତ ଏସିଆ କପରୁ ବାହାର ହେବାକୁ ଯାଉଛି। ଶ୍ରୀଲଙ୍କା ପୂର୍ବରୁ…

ରାଜଧାନୀରେ ଏବର୍ଷ ଦୀପାବଳିରେ ମଧ୍ୟ ବାଣଫୁଟା ବନ୍ଦ…

ନୂଆଦିଲ୍ଲୀ, ୭।୯ : ଏଥର ମଧ୍ୟ ରାଜଧାନୀ ଦିଲ୍ଲୀରେ ଦୀପାବଳିରେ ମଧ୍ୟ ବାଣଫୁଟା ବନ୍ଦ ରହିବ। ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ବୁଧବାର କହିଛନ୍ତି ଯେ ୨୦୨୩ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଜାତୀୟ ରାଜଧାନୀରେ ସମସ୍ତ ପ୍ରକାର ବାଣ…

ପାଟନା ମେଡିକାଲ କଲେଜକୁ ତେଜସ୍ବୀଙ୍କ ରାତିଅଧିଆ ଗସ୍ତ…

ନୂଆଦିଲ୍ଲୀ, ୭।୯ : ମଙ୍ଗଳବାର ବିଳମ୍ବିତ ରାତିରେ ବିହାର ଉପମୁଖ୍ୟମନ୍ତ୍ରୀ ତଥା ସ୍ବାସ୍ଥ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଡାକ୍ତରଖାନା ପରିଦର୍ଶନ କରିଛନ୍ତି। ଏହି ସମୟରେ ୱାର୍ଡରେ ଖରାପ ବ୍ୟବସ୍ଥା ଦେଖିବା ପରେ ସେ ବହୁତ ରାଗି ଯାଇଥିଲେ। ସେ ଡାକ୍ତରମାନଙ୍କୁ ତୀବ୍ର ନିନ୍ଦା…

ଜାଡେଜାଙ୍କ ଆଣ୍ଠୁରେ ସଫଳ ଅସ୍ତ୍ରୋପଚାର

ନୂଆଦିଲ୍ଲୀ,୭।୯(ପି.ଟି.): ଭାରତର ଆଘାତପ୍ରାପ୍ତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଡାହାଣ ଆଣ୍ଠୁରେ ସଫଳତାର ସହ ଅସ୍ତ୍ରୋପଚାର ସମ୍ପନ୍ନ ହୋଇଛି। ସେ ଖୁବ୍‌ ଶୀଘ୍ର ତାଙ୍କ ରିହାବିଲିଟେଶନ ଆରମ୍ଭ କରିବେ ବୋଲି ମଙ୍ଗଳବାର ସୂଚନା ଦେଇଛନ୍ତି। ୩୩ ବର୍ଷୀୟ ଜାଡେଜା ଏସିଆ କପ୍‌ ସୁପର-୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?