Home

ସମୁଦ୍ରରେ ଗାଧୋଉଥିଲେ ମହିଳା, ଆକ୍ରମଣ କଲା ସାର୍କ, ଭିଡିଓ ଦେଖିଲେ…

ଦୁନିଆରେ ଅନେକ ବିପଜ୍ଜନକ ଜୀବ ବାସ କରନ୍ତି। ଯେତେବେଳେ ଆମେ ସେମାନଙ୍କର ସାମ୍ନା କରିଥାଉ ସେତେବେଳେ ଆମେ ଜାଣୁ ଯେ ସେମାନେ ଆମର କେତେ ପରିମାଣରେ କ୍ଷତି କରିପାରନ୍ତି। ନିଶ୍ଚିତ ଭାବରେ ସାର୍କ ବିଷୟରେ ଶୁଣିଥିବେ, ଏମାନେ ବହୁତ ବିପଜ୍ଜନକ। ବର୍ତ୍ତମାନ…

ରାହୁଲ ନାର୍ବେକର ବାଚସ୍ପତି ନିର୍ବାଚିତ…

ମୁମ୍ବାଇ, ୩।୭ : ମହାରାଷ୍ଟ୍ର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ରବିବାରଠାରୁ ଆରମ୍ଭ ହୋଇଛି। ବାଚସ୍ପତି ଭାବେ ରାହୁଲ ନାର୍ବେକରଙ୍କୁ ନିର୍ବାଚିତ କରାଯାଇଛି। ବିଜୟ ପାଇଁ ୧୪୫ ଭୋଟର ଆବଶ୍ୟକତାଥିବାବେଳେ ନାର୍ବେକରଙ୍କ ସପକ୍ଷରେ ୧୬୪ ଭୋଟ ପଡ଼ିଥିଲା। ଜଣ ଜଣ କରି ବିଧାୟକଙ୍କ…

ପାକିସ୍ତାନରେ ଲୋଡ୍‌ ଶେଡିଂ, ଶାହାବାଜ ସରିଫଙ୍କ ଚିନ୍ତା ବଢ଼ିଲା…

ଇସଲାମାବାଦ, ୩।୭ : ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ବର୍ତ୍ତମାନ ଶକ୍ତି ସଙ୍କଟ ଦେଇ ଗତି କରୁଛି। ଏହି କାରଣରୁ ଦେଶରେ ଯୋଗାଯୋଗ ସେବା ସ୍ଥଗିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଦେଶର ପ୍ରମୁଖ ସହରଗୁଡ଼ିକ ବାରମ୍ବାର ବିଦ୍ୟୁତ…

ଶିବସେନା ଅଫିସ ସିଲ୍‌ କଲେ ସିନ୍ଧେ ସମର୍ଥକ…

ମୁମ୍ବାଇ, ୩।୭ : ମହାରାଷ୍ଟ୍ର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବା ସହିତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଏବଂ ଉଦ୍ଧବ ଠାକରେଙ୍କ ଦଳ ମଧ୍ୟରେ ବିବାଦ ଲାଗି ରହିଛି। ସିନ୍ଧେଙ୍କ ନେତୃତ୍ୱରେ ବିଦ୍ରୋହୀ ଦଳ ବିଧାନ ଭବନରେ ଶିବସେନା ବିଧାନସଭା କାର୍ଯ୍ୟାଳୟକୁ…

ଦୁଇ ଲଶ୍କର ଆତଙ୍କବାଦୀଙ୍କୁ କାବୁ କଲେ ଗ୍ରାମବାସୀ…

ଶ୍ରୀନଗର, ୩।୭ : ଜମ୍ମୁ-କଶ୍ମୀରର ରେସି ଜିଲାରେ ଗ୍ରାମବାସୀଙ୍କ ଦ୍ୱାରା ଦୁଇ ଜଣ ସଶସ୍ତ୍ର ଲଶ୍କର-ଇ-ତାଇବା ଆତଙ୍କବାଦୀଙ୍କୁ କାବୁ କରାଯାଇଛି। ଏହା ପରେ ତାଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। ନ୍ୟୁଜ ଏଜେନ୍ସି ପିଟିଆଇ ଅନୁସାରେ ଜଣେ ସ୍ଥାନୀୟ ଅଧିକାରୀ ଏହି…

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭାଜପା ପାଖରେ ରହିଛି ଆବଶ୍ୟକ ଭୋଟ…

ନୂଆଦିଲ୍ଲୀ, ୩।୭ : ରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ ଜନତା ପାର୍ଟି ସହଯୋଗୀ ତଥା ବନ୍ଧୁ ଦଳର ସମର୍ଥନ ଆବଶ୍ୟକ କରୁଛି। ତେବେ ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭାଜପା ପାଖରେ ପର୍ଯ୍ୟାପ୍ତ ଭୋଟ ରହିଛି। ଉପରାଷ୍ଟ୍ରପତି ନିର୍ବାଚନରେ ମନୋନୀତ ଏମ୍‌ପିଙ୍କ…

ମୁସଲମାନ ପରିବାର କଲେ ହିନ୍ଦୁ ବୃଦ୍ଧଙ୍କ ଅନ୍ତିମ ସଂସ୍କାର…

ପାଟନା, ୩।୭ : ଧର୍ମ ଅପେକ୍ଷା ମାନବିକତା ଅଧିକ ଗୁରୁତ୍ୱପୂର୍ଣ୍ଣ। ବିହାର ରାଜା ବଜାରର ସାବନପୁରାର ଏକ ମୁସଲମାନ ପରିବାର ଭାଇଚାରା ଏବଂ ସୌହାର୍ଦ୍ଦ୍ୟର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ରାମଦେବ ଶାହା ନାମକ ଜଣେ ହିନ୍ଦୁ ବୃଦ୍ଧଙ୍କ କୋକେଇକୁ ସଜାଇବା…

ଟିନା ଡାବିଙ୍କ ପରେ ଏବେ ବିବାହ କରିବେ ଅତହର ଆମୀର, ଜାଣନ୍ତୁ କିଏ ସେ ଯୁବତୀ…

ନୂଆଦିଲ୍ଲୀ,୩।୭: ୨୦୧୫ ବ୍ୟାଚ୍‌ର ୟୁପିଏସ୍‌ସି ଟପ୍ପର ତଥା ଆଇଏଏସ୍‌ ଅଫିସର ଟିନା ଡାବିଙ୍କ ପୂର୍ବତନ ସ୍ବାମୀ ତଥା ଆଇଏସ୍‌ ଅଫିସର ଅତହର ଆମୀର ଖାଁ ପୁଣି ବିବାହ କରିବାକୁ ଯାଉଛନ୍ତି। କଶ୍ମୀରର ଡାକ୍ତର ମେହେରିନ କାଜିଙ୍କୁ ସେ ବିବାହ କରିବେ। ଉଭୟଙ୍କ…

ଆଜି ଯାହା ଦେଖିଲି ତାହା ଅଦ୍ଭୁତ, ଅସାମାନ୍ୟ ଥିଲା: ଶାସ୍ତ୍ରୀ

ବର୍ମିଂହାମ,୩।୭: ଇଂଲଣ୍ଡ ବିପକ୍ଷ ଏଜବାଷ୍ଟନ ଟେଷ୍ଟରେ ଭାରତୀୟ ଟିମ୍‌ର ନେତୃତ୍ୱ ସମ୍ଭାଳୁଛନ୍ତି ଜସପ୍ରିତ ବୁମ୍‌ରା। ଶନିବାର ଟେଷ୍ଟର ଦ୍ୱିତୀୟ ଦିନରେ ଇଂଲଣ୍ଡ ଦ୍ରୁତ ବୋଲର୍‌ ଷ୍ଟୁଆର୍ଟ ବ୍ରଡ୍‌ଙ୍କ ଓଭରରେ ବିସ୍ଫୋରକ ବ୍ୟାଟିଂ କରି ଚର୍ଚ୍ଚାରେ ରହିଛନ୍ତି ସେ। ଏହି କ୍ରମରେ ଟିମ୍‌…

ସିରିଆ ଗାଁ ଉପରେ ଇସ୍ରାଏଲର ରକେଟ ମାଡ଼…

ଦାମାସକସ୍‌, ୩।୭ : ଲେବାନନ ସୀମା ନିକଟ ସିରିଆର ଏକ ଗାଁ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଛି। ସିରିଆର ରାଜ୍ୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଏଥିରେ ଜଣେ ମହିଳା ଏବଂ ଜଣେ ପୁରୁଷ ଆହତ ହୋଇଛନ୍ତି। ଜୁନ ୧୦…

ସ୍ଥିତି ସଙ୍କଟ ଜନକ, ବଢୁଛି ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୩।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…

ସୁସ୍ଥ ହେଲେ କ୍ୟାପ୍‌ଟେନ୍‌

ବର୍ମିଂହାମ,୩।୭: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ରୋହିତ ଶର୍ମା କରୋନା ସଂକ୍ରମିତ ହୋଇଥିଲେ। ଏଥିଲାଗି ସେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୫ମ ଟେଷ୍ଟ ମ୍ୟାଚ୍‌ ଲାଗି ଉପଲବ୍ଧ ନଥିଲେ। ତାଙ୍କ ସ୍ଥାନରେ ଜସପ୍ରିତ ବୁମ୍‌ରା ଦଳର ନେତୃତ୍ୱ ସମ୍ଭାଳୁଛନ୍ତି। ଏପରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri