Home

ପୁଟିନ୍‌ଙ୍କୁ ରୋକିବା ଲାଗି ଆଣବିକ ବୋମା ଆବଶ୍ୟକ, ୟୁକ୍ରେନ୍‌ ପ୍ରସ୍ତୁତି କରିବା ଜରୁରୀ…

ଲଣ୍ଡନ, ୨।୭ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧ ଶେଷ ହେବାର କୌଣସି ସମ୍ଭାବନା ମଧ୍ୟ ନାହିଁ। କିନ୍ତୁ ଜଣେ ଯୁଦ୍ଧ ବିଶେଷଜ୍ଞ କହିଛନ୍ତି ଯେ ଏହି ଯୁଦ୍ଧକୁ ରୋକିବା ପାଇଁ ୟୁକ୍ରେନ୍‌କୁ ନିଜର ଆଣବିକ…

ମିନି ଡ୍ରେସ୍‌ରେ ହିନାଙ୍କ ସୁପର ଲୁକ୍‌

ମୁମ୍ବାଇ: ଟେଲିଭିଜନ ଷ୍ଟାରଲେଟ୍‌ ହିନା ଖାନ୍‌ ଫ୍ୟାଶନକୁ ନେଇ ବେଶ୍‌ ଚର୍ଚ୍ଚାରେ। ଚଳିତ ବର୍ଷ କାନ୍ସରେ ତାଙ୍କର ସୁପର ତଥା ଚମତ୍କାର ଲୁକ୍‌ ଠାରୁ ଆରମ୍ଭ କରି ତାଙ୍କ କାଜୁଆଲ-ଚିକ ଡ୍ରେସ୍‌ ପର୍ଯ୍ୟନ୍ତ ସବୁକିଛି ଚର୍ଚ୍ଚାରେ ଥିଲା। ଏବେ ହିନା ତାଙ୍କ…

ଜନଧନ ଯୋଜନାରେ ୪୫ କୋଟି ହୋଇଛନ୍ତି ଉପକୃତ…

ହାଇଦ୍ରାବାଦ, ୨।୭ : ତେଲେଙ୍ଗାନାର ହାଇଦ୍ରାବାଦରେ ଭାଜପାର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଶନିବାରଠାରୁ ଆରମ୍ଭ ହୋଇଛି। କାର୍ଯ୍ୟକାରିଣୀର ପ୍ରଥମ ଦିନରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି.ନଡ୍ଡା କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଧନଜନ ଯୋଜନାରେ ୪୫ କୋଟି ଲୋକ ଉପକୃତ ହୋଇଛନ୍ତି।…

ଆମେରିକା ରିପୋର୍ଟକୁ ପକ୍ଷପାତଯୁକ୍ତ-ଅସତ୍ୟ କହିଲା ଭାରତ …

ନୂଆଦିଲ୍ଲୀ, ୨।୭ : ଭାରତରେ ଧାର୍ମିକ ହିଂସା ବୃଦ୍ଧି ପାଉଥିବା ନେଇ ୟୁଏସ୍‌ ଅନ୍ତର୍ଜାତୀୟ ଧାର୍ମିକ ସ୍ବାଧିନତା କମିଶନ(ୟୁଏସ୍‌ସିଆଇଆର୍‌ଏଫ୍‌)ଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ରିପୋର୍ଟକୁ ଭାରତ ପକ୍ଷପାତଯୁକ୍ତ ଏବଂ ଅସତ୍ୟ ବୋଲି କହିଛି। ଶନିବାର ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ଅରିନ୍ଦମ…

ବିଜେବି କଲେଜ ଛାତ୍ରୀଙ୍କ ସୁଇସାଇଡ୍‌ ନୋଟ୍‌ରେ ଲେଖାଅଛି ଏମିତି କିଛି…

ଭୁବନେଶ୍ୱର,୨ା୭(ବ୍ୟୁରୋ): ରାଜଧାନୀର ପ୍ରତିଷ୍ଠିତ ବିଜେବି କଲେଜର ଜଣେ ଛାତ୍ରୀ ଆତ୍ମହତ୍ୟା କରିବା ପରେ ଏଠାରେ ରାଗିଂ କରାଯାଉଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଛାତ୍ରୀ ନିବାସରେ ରୁଚିକା ମହାନ୍ତି ନାମକ ଜଣେ ଛାତ୍ରୀଙ୍କୁ ରାଗିଂ କରାଯାଉଥିବାରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ…

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ୪ ଦିନ ଯାଏ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨ା୭(ବ୍ୟୁରୋ): ବାଂଲାଦେଶ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉତ୍ତର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ କେତେକ ସ୍ଥାନରେ…

ବର୍ଷିଲେ ସ୍ମୃତି ଇରାନୀ,କେସିଆରଙ୍କ ପାଇଁ ରାଜନୀତି ଏକ ସର୍କସ…

ହାଇଦ୍ରାବାଦ୍‌, ୨।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାଛୋଟି ନେବାକୁ ଆସି ନଥିବାରୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓଙ୍କୁ ଭାଜପାର କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀ ଟାର୍ଗେଟ କରିଛନ୍ତି। ରାଜନୀତି କେସିଆର୍‌ଙ୍କ ପାଇଁ ଏକ ସର୍କସ ବୋଲି ସ୍ମୃତି…

ନିଷ୍କାସନ ବ୍ୟବସ୍ଥା ନାହିଁ, ରାସ୍ତାରେ ଲହଡ଼ି ମାରୁଛି ବର୍ଷାପାଣି

କର୍ଲାମୁଣ୍ଡା,୨ା୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ପଞ୍ଚାୟତ ଭଟାପଲା ଅଲେଖ ମନ୍ଦିରପଡ଼ାଠାରେ ବର୍ଷାଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ନ ଥିବାରୁ ରାସ୍ତା ଉପରେ ୧ ଫୁଟ ଉଚ୍ଚର ପାଣି ଲହଡ଼ି ମାରୁଥିବା ଦେଖିବାକୁ ମିଳିଛି। ଫଳରେ ସ୍ଥାନୀୟ ଲୋକେ ଯିବା…

‘ଲୋକଙ୍କ ଜୀବନ ରକ୍ଷା କରିବା ମୋ କାମ’

କୋକସରା,୨ା୭(ଡି.ଏନ୍‌.ଏ.): ବିଷାକ୍ତ ସାପ ହେଉ ଅବା ଅଜଗର ସମସ୍ତ ପ୍ରକାର ସାପକୁ କାବୁ କରିବା ତାଙ୍କର ନିତିଦିନିଆ କାମ । ନିଶା ହେଉ ଅବା ପେସା ପ୍ରତିଦିନ ସକାଳୁ ରାତି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରୁ ତାଙ୍କ ନିକଟକୁ ଫୋନ୍‌ ଆସେ। ଶୀଘ୍ର…

ଇଏ ଯୁବରାଜ ନା ବୁମ୍‌ରା: ସଚିନ

ନୂଆଦିଲ୍ଲୀ,୨।୭: ୨୦୦୭ରେ ଇଂଲଣ୍ଡ ବିପକ୍ଷରେ ଭାରତ ଖେଳିଥିବା ଟି-୨୦ ମ୍ୟାଚ୍‌ ଆଜି ବି ସ୍ମରଣୀୟ ହୋଇ ରହିଛି। ଏହି ମ୍ୟାଚ୍‌ରେ ଷ୍ଟୁଆର୍ଟ ବ୍ରଡ୍‌ଙ୍କ ଓଭରରେ ଯୁବରାଜ ସିଂହ ୬ ବଲ୍‌ରେ ୬ ଛକା ମାରିଥିଲେ,ଯାହାକି ଏହି ଫର୍ମାଟରେ ଗୋଟିଏ ଓଭରରେ ସର୍ବାଧିକ…

କହ୍ନେୟାଲାଲ୍‌ ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ କୋର୍ଟ ପରିସରରେ ପିଟିଲେ ଲୋକେ

ଜୟପୁର,୨ା୭: ରାଜସ୍ଥାନ ଉଦୟପୁରରେ କହ୍ନେୟାଲାଲ୍‌ଙ୍କୁ ଗଳାକାଟି ହତ୍ୟା କରାଯିବା ଘଟଣାକୁ ନେଇ ଉତ୍ତେଜନା ଥମୁନି। ଏହି ହିଂସାର ଅଭିଯୁକ୍ତଙ୍କୁ କୋର୍ଟ ପରିସରରେ ସ୍ଥାନୀୟ ଲୋକେ ପିଟିଥିବା ଜଣାପଡ଼ିଛି। ଏନ୍‌ଆଇଏ କୋର୍ଟରେ ହାଜର ସମୟରେ ୪ ଅଭିଯୁକ୍ତଙ୍କୁ ଟାଣି ଆଣି ଖୁବ୍‌ ପିଟିଥିଲେ…

ଇତିହାସ ରଚିଲେ ବୁମ୍‌ରା

ବର୍ମିଂହାମ,୨।୭: ଟେଷ୍ଟ କ୍ରିକେଟରେ ଜସପ୍ରିତ ବୁମ୍‌ରାଙ୍କ ବିଶ୍ୱ ରେକର୍ଡ। ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ୫ମ ଟେଷ୍ଟ ମ୍ୟାଚ୍‌ରେ ସେ ଏହି କାରନାମା କରିଛନ୍ତି। ପ୍ରଥମ ଇନିଂସରେ ଇଂଲଣ୍ଡ ବୋଲର୍‌ ଷ୍ଟୁଆର୍ଟ ବ୍ରଡ୍‌ଙ୍କ ଓଭରରେ ସେ ୩୫ ରନ୍‌ କରି ଇତିହାସ ରଚିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri