Home

ଆମେରିକାରେ କମୁଛି ମଙ୍କିପକ୍ସ ମାମଲା

ଓ୍ବାଶିଂଟନ,୧୪ା୯: ଆମେରିକାରେ ମଙ୍କିପକ୍ସ ମାମଲା ଧିରେ ଧିରେ ହ୍ରାସ ପାଉଛି। ସେପ୍ଟେମ୍ବର ପ୍ରଥମ ସପ୍ତାହରେ ରିପୋର୍ଟ ହୋଇଥିବା ମାମଲା ପୂର୍ବ ମାମଲାର ପ୍ରାୟ ଅଧା ଅଟେ। ଏକ ମାସ ପୂର୍ବରୁ ଆମେରିକାରେ ମଙ୍କିପକ୍ସ ମାମଲାରେ ରେକର୍ଡ ବୃଦ୍ଧି ଘଟିଥିଲା। ଏକ ରିପୋର୍ଟ…

ପାକିସ୍ତାନକୁ ସହାୟତା ଦେଲା ଆମେରିକା: ଚିନ୍ତାପ୍ରକଟ କଲା ଭାରତ

ନୂଆଦିଲ୍ଲୀ,୧୪।୯: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର ତାଙ୍କ ଆମେରିକାର ପ୍ରତିରକ୍ଷା ସଚିବ ଲଏଡ ଅଷ୍ଟିନଙ୍କ ସହ ଫୋନରେ ବାର୍ତ୍ତାଳାପ କରିଛନ୍ତି। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ଏନେଇ ଟୁଇଟ୍‌ ଯୋଗେ…

‘ସାଂସ୍କୃତିକ ପରମ୍ପରା ଧ୍ୱଂସ କରିଛନ୍ତି ସରକାର’

କୋଲକାତା,୧୪ା୯: ପଶ୍ଚିମବଙ୍ଗର ମମତା ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ କୋଲକାତାରେ ଆନ୍ଦୋଳନ ବେଳେ କର୍ମୀଙ୍କୁ ମାଡ଼ର ତୀବ୍ର ନିନ୍ଦା କରିଛି ଭାଜପା। ପଶ୍ଚିମବଙ୍ଗ ସବୁବେଳେ ନିଜର ବୌଦ୍ଧିକ ଓ ସାଂସ୍କୃତିକ ପରମ୍ପରା ପାଇଁ ପରିଚିତ ଥିବାବେଳେ ମମତା ସରକାର ଏହାକୁ…

‘ଆମେ କଂଗ୍ରେସ ନୁହେଁ ଯେ ଆମକୁ କିଣିଦେବ’

ନୂଆଦିଲ୍ଲୀ,୧୪।୯: ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଆମ ଆଦମୀ ପାର୍ଟି (ଏଏପି) ମଧ୍ୟରେ ବାକ୍‌ଯୁଦ୍ଧ ଥମିବାର ନାଁ ଧରୁନି। ଗୋଆରେ କଂଗ୍ରେସ ବିଧାୟକ ଭାଜପାରେ ଯୋଗଦାନକୁ ନେଇ ଭାଜପା ଉପରେ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ସୁପ୍ରିମୋ ଅରବିନ୍ଦ…

ଗୁଗ୍‌ଲକୁ ଝଟ୍‌କା: ଦେବାକୁ ପଡ଼ିବ ୫୦ ନିୟୁତ ଡଲାର ଜରିମାନା

ସିଓଲ,୧୪ା୯: ଦକ୍ଷିଣ କୋରିଆର ଗୋପନୀୟତା ଓ୍ବାଚଡଗ୍‌ ମିଳିତ ଭାବେ ଟେକ୍‌ ଜଏଣ୍ଟ ଗୁଗ୍‌ଲ ଏବଂ ମେଟାକୁ ପ୍ରାୟ ୧୦୦ ବିଲିୟନ ଓ୍ବାନ (ପ୍ରାୟ ୭୨ମିଲିୟନ ଡଲାର୍‌) ଜରିମାନା କରିଛି। ଉଭୟ କମ୍ପାନୀ ବିନା ଅନୁମତିରେ ଗ୍ରାହକଙ୍କ ଅନଲାଇନ୍‌ କାର୍ଯ୍ୟକଳାପ ଉପରେ ନଜର…

ମୋଦିଙ୍କୁ ଭେଟିଲେ ଭୁଟାନ ରାଜା

ନୂଆଦିଲ୍ଲୀ,୧୪।୯: ଭାରତ ଗସ୍ତ ସମୟରେ ଭୁଟାନର ରାଜା ଜିଗମେ ଖେସର ନାମଗେଲ ୱାଙ୍ଗଚୁକ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଏହି ସମୟରେ ଉଭୟଙ୍କ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏହାପୂର୍ବରୁ ସେ ବୈଦେଶିକ…

ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌

ବେଙ୍ଗାଲୁରୁ,୧୪।୯: ଭାରତୀୟ କ୍ରିକେଟର ରବିନ ଉଥାପ୍ପା ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ଅବସର ନେଇ ସେ କହିଛନ୍ତି, ନିଜ ଦେଶ ଏବଂ ରାଜ୍ୟ କର୍ନାଟକ ପାଇଁ ପ୍ରତିନିଧିତ୍ୱ କରିବା ସମ୍ମାନର କଥା। ସନ୍ତୁ ଜିନିଷର ଅନ୍ତଃ ରହିଛି। ମୁଁ ଭାରତୀୟ…

ସହରରେ ପଶିଲା ହାତୀ, ଲୋକେ ରାତିସାରା ଅନିଦ୍ରା

କେନ୍ଦୁଝର,୧୪ା୯(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହାତୀ ଉପଦ୍ରବ ଥମୁ ନାହିଁ। ଗାଁ ଗଣ୍ଡାରେ ହାତୀ ଉପଦ୍ରବ କରିବା ପରେ ଏବେ ସହର ମୁହାଁ ହୋଇଛନ୍ତି। ଫଳରେ ସବୁଆଡ଼େ ଭୟର ବାତାବରଣ ସୃଷ୍ଟି ହୋଇଛି। ମଙ୍ଗଳବାର ରାତିରେ କେନ୍ଦୁଝର ସହରର ପୁରୁଣା ସହର ୧…

ରିଲିଜ୍‌ ପୂର୍ବରୁ ବିବାଦରେ ଫିଲ୍ମ ‘ଥ୍ୟାଙ୍କ୍‌ ଗଡ୍‌’

ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍‌ ନିଜ ଆଗାମୀ ଫିଲ୍ମ ‘ଥ୍ୟାଙ୍କ୍‌ ଗଡ୍‌’କୁ ନେଇ ଏବେ ବିବାଦ ଦେଖାଦେଇଛି। ଫିଲ୍ମଟି ହିନ୍ଦୁ ଧାର୍ମିକ ଭାବନାକୁ ପ୍ରଭାବିତ କରୁଥିବା ନେଇ ଉତ୍ତର ପ୍ରଦେଶର ଜୈନପୁର କୋର୍ଟରେ ଆଇନ୍‌ଜୀବୀ ହିମାଂଶୁ ଶ୍ରୀବାସ୍ତବ ଫିଲ୍ମର ଦୁଇ ଲିଡ୍‌…

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ

କୋକସରା,୧୪ା୯(ଡି.ଏନ୍‌.ଏ.): ଇନ୍ଦ୍ରାବତୀ ମେଗାଲିଫ୍ଟ କୋକସରା ବ୍ଲକ କୁସୁମଖୁଣ୍ଟି ନିର୍ବାହୀ ଯନ୍ତ୍ରୀଙ୍କୁ ଜଳଯୋଗାଣ ପାଇଁ ଅଞ୍ଚଳର ଚାଷୀମାନେ ଅଭିଯୋଗ କରି ଚାଷୀ ନୟାନ୍ତ ହୋଇପଡ଼ିଲେଣି। ନା ହୋଇପାରୁଛି ସମାଧାନ ନା ଚାଷଜମିକୁ ମିଳୁଛି ମେଗାଲିଫ୍ଟ କେନାଲରୁ ଜଳ। ଅନ୍ୟପଟେ ବର୍ଷା ଅଭାବରୁ କୋକସରା…

ଏସ୍‌ବିଆଇ ମଧ୍ୟ ହେଲା ୫ ଲକ୍ଷ କୋଟିର ବ୍ୟାଙ୍କ

ନୂଆଦିଲ୍ଲୀ,୧୪।୯: ଦେଶର ସର୍ବବୃହତ ବ୍ୟାଙ୍କ ଏସ୍‌ବିଆଇ ଷ୍ଟକ୍‌ ମାର୍କେଟ୍‌ରେ ଭଲ ପ୍ରଦର୍ଶନ କରିଛି। ବୁଧବାର କାରବାରରେ ଏସ୍‌ବିଆଇ ଶେୟାରର ମୂଲ୍ୟ ପ୍ରାୟ ୨.୫୦% ବୃଦ୍ଧି ପାଇ ୫୭୫ ଟଙ୍କାରେ ପହଞ୍ଚିଛି। ଏଥିସହ ବ୍ୟାଙ୍କର ମାର୍କେଟ କ୍ୟାପ୍‌ ୫ ଲକ୍ଷ କୋଟି ଅତିକ୍ରମ…

ଟନେଲ କାର୍ଯ୍ୟ ଚାଲିଥିବା ବେଳେ ଧସିଲା ମାଟି ଅତଡ଼ା: ୨ ଶ୍ରମିକଙ୍କ ଜୀବନ ଗଲା

କୋରାପୁଟ,୧୪ା୯(ସ୍ବ.ପ୍ର.): କୋରାପୁଟ- ରାୟଗଡ଼ା ରେଳପଥର ଦୋହରୀକରଣ ନେଇ ଟନେଲ କାର୍ଯ୍ୟ ଚାଲିଥିବାବେଳେ ମାଟି ଅତଡ଼ା ଧସି ଦୁଇ ଶ୍ରମିକଙ୍କ ଜୀବନ ଯାଇଛି। ଏହି ଘଟଣା ବୁଧବାର ଅପରାହ୍ନରେ ଘଟିଥିବାବେଳେ ମୃତକ ହେଲେ ଲକ୍ଷ୍ମୀପୁର ବ୍ଲକର ବୁଜ୍ରା ଗ୍ରାମର ରବି ପ୍ରେପେକା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?