Home

ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଛୁଟି କାଟୁଛନ୍ତି ରାହୁଲ

ଭାରତୀୟ କ୍ରିକେଟ୍‌ର କେ.ଏଲ୍‌ ରାହୁଲ ଆହତ କାରଣରୁ ଦଳରୁ ବାଦ୍‌ ପଡିଛନ୍ତି। ନିକଟରେ ଜର୍ମାନୀରେ ତାଙ୍କର ସର୍ଜରୀ ହୋଇଛି। ସର୍ଜରୀ ପରେ ସେ ଏବେ ଗର୍ଲଫ୍ରେଣ୍ଡ୍‌ ଆଥିଆ ସେଟ୍ଟୀଙ୍କ ସହ ମ୍ୟୁନିକ୍‌ରେ ଛୁଟି କାଟୁଛନ୍ତି। ତାଙ୍କ ସହ ଅଛନ୍ତି ବଲିଉଡ ଅଭିନେତ୍ରୀ…

ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ: ଆରମ୍ଭରୁ ହଟ୍ଟଗୋଳ

ଭୁବନେଶ୍ୱର,୪ା୭(ବ୍ୟୁରୋ): ବିଧାନସଭା ମେସୁମୀ ଅଧିବେଶନର ଦ୍ୱିତୀୟ ଦିନ ଆରମ୍ଭରୁ ବିରୋଧୀମାନେ ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ କରିଛନ୍ତି। ବିରୋଧୀ ଭାଜପା ଓ କଂଗ୍ରେସ ବିଧାୟକ ଏହି ନାରାବାଜି କରିଥିଲେ। ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ହେବାରୁ ପୂର୍ବାହ୍ନ ସାଢ଼େ…

ବଢ଼ିଚାଲିଛି ଲଘୁ ଖଣିଜ ସମ୍ପଦ ଚାଲାଣ

ଖୋର୍ଦ୍ଧା ଅଫିସ,୪ା୭: ଖୋର୍ଦ୍ଧା ଜିଲାରେ ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ବଢ଼ିଚାଲିଛି। ମାଫିଆମାନେ ଦୈନିକ ଶହ ଶହ ଟ୍ରକରେ ମାଙ୍କଡ଼ା ପଥର, ମୋରମ, କଳାମୁଗୁନି ଓ ବଉଳମାଳା ପଥର ଜିଲା ତଥା ବାହାର ଜିଲାକୁ ଚାଲାଣ କରୁଛନ୍ତି। ଏପରି କି…

ତାଜମହଲ ବନ୍ଦ କୋଠରୀରେ କେତେ ମୂର୍ତ୍ତି ରହିଛି ? ଉତ୍ତର ଦେଲା ଏଏସଆଇ…

ଆଗ୍ରା, ୪।୭ : ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ ଇଣ୍ଡିଆ (ଏଏସଆଇ) ଆଗ୍ରାର ବିଶ୍ୱ ପ୍ରସିଦ୍ଧ ତାଜମହଲର ଏକ ପ୍ରାଚୀନ ମନ୍ଦିର ଏବଂ ଏହାର ବନ୍ଦ କୋଠରୀରେ ରହିଥିବା ମୂର୍ତ୍ତି ଦାବିକୁ ପୁଣି ଥରେ ଖାରଜ କରିଦେଇଛି। ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସର ଜାତୀୟ…

୬ ଆଦିବାସୀ ଛାତ୍ରଙ୍କୁ ତଡ଼ିଦେଲେ ବିଦ୍ୟାଳୟ କର୍ତ୍ତୃପକ୍ଷ

ଯାଜପୁର ଟାଉନ,୪ା୭(ଡି.ଏନ.ଏ.): ଯାଜପୁର ସହର ନିକଟସ୍ଥ ଚିତାଳୋ ପଞ୍ଚାୟତର ଚିତାଳୋଠାରେ ଥିବା ରକ୍ଷାକାଳୀ ସଂସ୍କୃତ ବିଦ୍ୟାଳୟର ୬ଜଣ ଆଦିବାସୀ ଛାତ୍ରଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ରବିବାର ଛାତ୍ରାବାସରୁ ତଡ଼ି ଦେଇଛନ୍ତି। ପ୍ରାୟ ୭ଦିନ ହେବ ସମ୍ପୃକ୍ତ ଛାତ୍ରମାନେ ଚର୍ମରୋଗରେ ପୀଡ଼ିତ ହୋଇଛନ୍ତି। ଏକଥା…

ପଡ଼ିଆରେ ‘ଫ୍ଲାଇଙ୍ଗ୍‌ କିସ୍‌’ ଦେଲେ କୋହଲି

ବର୍ମିଂହାମ,୪।୭: ଏଜବାଷ୍ଟନରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟେଷ୍ଟ ଖେଳାଯାଉଛି। ରବିବାର ମ୍ୟାଚର ତୃତୀୟ ଦିନରେ ବିରାଟ କୋହଲି ପଡ଼ିଆରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋଙ୍କ ସହ ଝଗଡା କରିଥିଲେ। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏକ ଶତକ ମାରି…

ଅଚଳ ଓଭରହେଡ୍‌ ପାଣି ଟାଙ୍କିର ମରାମତି ହେବ

ଡେରାବିଶ,୪ା୭(ସ୍ବ.ପ୍ର.): ରାଜ୍ୟ ସରକାର ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବାକୁ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ତତ୍ତ୍ୱାବଧାନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଡେରାବିଶ ବ୍ଲକ ଅନ୍ତର୍ଗତ ଗୁଆଳସିଂ ପଞ୍ଚାୟତର ଠାକୁରହାଟଠାରେ ୧୦ ବର୍ଷ ପୂର୍ବରୁ…

୮୪ ଔଷଧର ମୂଲ୍ୟ ନିର୍ଦ୍ଧାରଣ, ଦାମ୍‌ ବଢ଼ାଇପାରିବେ ନାହିଁ କମ୍ପାନୀ …

ନୂଆଦିଲ୍ଲୀ, ୪।୭ : ଡାଇବେଟିସ୍‌, ମୁଣ୍ଡବିନ୍ଧା ଏବଂ ଉଚ୍ଚ ରକ୍ତଚାପ ଆଦି ଚିକିତ୍ସାରେ ବ୍ୟବହୃତ ୮୪ ଔଷଧର ଖୁଚୁରା ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ଜାତୀୟ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି (ଏନପିପିଏ) ପକ୍ଷରୁ ଏହା କରାଯାଇଛି। ଏହା ସହିତ ଉଚ୍ଚ କୋଲେଷ୍ଟ୍ରଲ ଏବଂ…

ଜିଲାରେ ଡେଙ୍ଗୁ ଭୟ ବଢୁଛି: ନାମକୁ ଚାଲିଛି ସଚେତନତା

ଜଗତ୍‌ସିଂହପୁର ଅଫିସ,୪ା୭: ଜଗତ୍‌ସିଂହପୁର ଜିଲାରେ ଡେଙ୍ଗୁ ଭୟ ଦିନକୁ ଦିନ ବଢ଼ିବାରେ ଲାଗିଛି। କାରଣ ବିଗତ ବର୍ଷଗୁଡିକରେ ଜିଲାରେ ଡେଙ୍ଗୁ ପରିସ୍ଥିତି ଅଣାୟତ୍ତ ହୋଇଯାଇଥିଲା। ଗତ ୨ ବର୍ଷ କରୋନା ସଂକ୍ରମଣ ଯୋଗୁ ଲୋକେ କଟକଣା ଭିତରେ ରହିଥିଲେ। ଏହି ଭୟ…

ଶୋଚନୀୟ ଅବସ୍ଥାରେ ଆଳି ତହସିଲ ରାସ୍ତା

ଆଳି,୪ା୭(ଡି.ଏନ୍‌.ଏ.): ରାଜ୍ୟ ସରକାର ଗମନାଗମନ କ୍ଷେତ୍ରରେ ଉନ୍ନତି ଆଣିବା ନିମନ୍ତେ ବିଭିନ୍ନ ଯୋଜନାରେ ଅର୍ଥ ଖର୍ଚ୍ଚ କରୁଛନ୍ତି। ବିଭାଗୀୟ ଅଧିକାରୀ ଓ ଲୋକପ୍ରତିନିଧିଙ୍କ ଆନ୍ତରିକତା ଅଭାବରୁ ଅନେକ ରାସ୍ତା ଶୋଚନୀୟ ହୋଇପଡୁଥିଲେ ମଧ୍ୟ ତାହାର ମରାମତି କରାଯାଉନାହିଁ। ସେହି ରାସ୍ତାରେ ପ୍ରଶାସନିକ…

ବର୍ମିଂହାମ ଟେଷ୍ଟରେ ଭାରତର ସ୍ଥିତି ମଜଭୁତ

ବର୍ମିଂହାମ, ୪ା୭: ସ୍ଥାନୀୟ ଏଜ୍‌ବାଷ୍ଟନଠାରେ ଚାଲିଥିବା ପୁନଃନିର୍ଦ୍ଧାରିତ ୫ମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡର ପ୍ରଥମ ଇନିଂସକୁ ୨୮୪ ରନ୍‌ରେ ସୀମିତ କରି ଭାରତ ଏହାର ସ୍ଥିତିକୁ ମଜଭୁତ କରିଛି। ଜବାବରେ ଦଳ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୩ ଉଇକେଟ…

ନଜର ଆଢୁଆଳରେ ଶ୍ରୀଦଧିବାମନଜୀଉ ମନ୍ଦିର

କେନ୍ଦ୍ରାପଡ଼ା ଅଫିସ, ୪ା୭: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଚଉଦକୁଲାଟସ୍ଥିତ ତମାଳ କ୍ଷେତ୍ରାଧିପତି ଶ୍ରୀଦଧିବାମନଜୀଉ ମନ୍ଦିରକୁ ୨୦୧୬ରୁ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ମିଳିଛି। ୧୮୦ ବର୍ଷରୁ ଅଧିକ ସମୟ ଧରି ପ୍ରତିଷ୍ଠିତ ଶ୍ରୀଜୀଉଙ୍କ କ୍ଷେତ୍ର ଅଦ୍ୟାବଧି ଉନ୍ନତୀକରଣ ହେଉନାହିଁ। ପ୍ରଶାସନର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri