‘ସାମି ସାମି’ ଗୀତରେ ଏମିତି ନାଚିଲେ କୁନି ଝିଅ, ପୁଷ୍ପା ଅଭିନେତ୍ରୀ ହେଲେ ଆଶ୍ଚର୍ଯ୍ୟ

ଗତ ବର୍ଷ ଫିଲ୍ମ ‘ପୁଷ୍ପା: ଦି ରାଇଜ’ ମୁକ୍ତିଲାଭ କରିଥିଲା। ଏହାର ସଂଳାପ ଏବଂ ଗୀତ ଆଜିବି ସମସ୍ତଙ୍କ ହୃଦୟରେ ଅଛି। ସୋସିଆଲ ମିଡିଆରେ ଫିଲ୍ମର କ୍ରେଜ ଏବେ ବି ଜାରି ରହିଛି। ଲୋକମାନେ ଏହାର ଗୀତରେ ରିଲ୍ସ ତିଆରି କରୁଛନ୍ତି। ନିକଟରେ ଜଣେ ସ୍କୁଲ ଛାତ୍ରୀ ‘ସାମି ସାମି’ ଗୀତରେ ଡ୍ୟାନ୍ସ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓଟି ଏକ ବିଦ୍ୟାଳୟରେ ଏକ ନୃତ୍ୟ ରିହର୍ସାଲ ସମୟରେ ଶୁଟ୍‌ କରାଯାଇଛି। ଅନ୍ୟ ପିଲାମାନେ ମଧ୍ୟ ନାଚୁଥିବା ଦେଖାଯାଏ କିନ୍ତୁ କୁନି ଝିଅଟି ଲିପ-ସିଙ୍ଗ୍‌ କରି ଅତି ସୁନ୍ଦର ଭାବେ ଡ୍ୟାନ୍ସ କରିଥିଲେ।
ଏହି ହୃଦୟସ୍ପର୍ଶୀ ଭିଡିଓ ପୁଷ୍ପା ଫିଲ୍ମ ଅଭିନେତ୍ରୀ ରଶ୍ମିକା ମନ୍ଦନା ଶେୟାର କରିଛନ୍ତି। ସେ ଝିଅର ନୃତ୍ୟରେ ଅତ୍ୟନ୍ତ ପ୍ରଭାବିତ ହୋଇ କ୍ୟାପସନରେ ଲେଖିଥିଲେ, ‘ମୋ ଦିନ କଟିଗଲା, ମୁଁ ଏହି ସୁନ୍ଦର ଝିଅକୁ ଭେଟିବାକୁ ଚାହୁଁଛି। ମୁଁ କିପରି ଭେଟିବି? ’
ବିଭିନ୍ନ ପ୍ଲାଟଫର୍ମରେ ଏହି ଭିଡିଓକୁ ଲକ୍ଷ ଲକ୍ଷ ଥର ଦେଖାଯାଇଛ। କେବଳ ଏତିକି ନୁହେଁ, ଦିଲ୍ଲୀର ତିମାରପୁର ବିଧାୟକ ଦିଲୀପ ପାଣ୍ଡେ ମଧ୍ୟ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି।
ସୁକୁମାରଙ୍କ ନିର୍ଦ୍ଦେଶିତ ଆଲୁ ଅର୍ଜୁନ ଅଭିନୀତ ‘ପୁଷ୍ପା’ ୨୦୨୧ର ସର୍ବାଧିକ ଆୟ କରିଥିବା ଭାରତୀୟ ଫିଲ୍ମ ଭାବରେ ଉଭା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୁକୁର ନେଲା ମେୟର ଭାବେ ପଦ ଓ ଗୋପନୀୟତାର ଶପଥ

କୋଲୋରାଡୋ, ୨୦।୨: ମେୟର ଭାବେ କୌଣସି ବ୍ୟକ୍ତି ବିଶେଷ ଶପଥ ନେବା ସାଧାରଣ କଥା। କିନ୍ତୁ କୌଣସି ପ୍ରାଣୀ ଏଭଳି ଶପଥ ନେବା ଶୁଣିଲେ ନିଶ୍ଚିତ...

କେବଳ ସ୍ବପ୍ନ ଦେଖିବାରେ ବିତିଥାଏ ମଣିଷ ଜୀବନର କେତେ ବର୍ଷ, ଜାଣନ୍ତି କି…

ନୂଆଦିଲ୍ଲୀ: ଶୋଇଲେ ଆଖିକୁ ଆସେ ସ୍ବପ୍ନ। କେତେ ସ୍ବପ୍ନ ମନେ ରୁହେ କିଛି ସ୍ମୃତିରେ ରୁହେନା। ମଣିଷର ଜୀବନକାଳ ମଧ୍ୟରେ କେବଳ ୬ ବର୍ଷ ସ୍ବପ୍ନ...

ଏନ୍‌ଗେଜ୍‌ମେଣ୍ଟ ପିୟରସିଂ

ପିୟରସିଂର ଟ୍ରେଣ୍ଡ ତ ବହୁ ଆଗରୁ ଆରମ୍ଭ ହୋଇସାରିଛି। କିନ୍ତୁ ଏବେ ଏନ୍‌ଗେଜ୍‌ମେଣ୍ଟ ପିୟରସିଂ ଏକ ନୂଆ ଟ୍ରେଣ୍ଡ ଭାବେ ଉଭା ହୋଇଛି। ଏହାକୁ କେହି...

ସ୍ବାମୀଙ୍କ ନମ୍ବରକୁ ଫୋନ୍‌ରେ ଏହି ନାଁରେ ସେଭ୍‌ କରିଛନ୍ତି ଦୀପିକା

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଆଜି ତାଙ୍କର ୩୬ତମ ଜନ୍ମଦିନ ପାଳନ କରୁଛନ୍ତି। ବହୁ ସେଲବ୍ରିଟିଙ୍କଠାରୁ ଆରମ୍ଭ କରି ପ୍ରଶଂସକଙ୍କ ପର୍ଯ୍ୟନ୍ତ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।...

ଏବେ ବି ହଲ୍‌ରେ ଫିଲ୍ମ ଦେଖିବାକୁ ଯାଉଛନ୍ତି ୯୨ ବର୍ଷୀୟ ଆଡ୍‌ଭାନୀ

ଏକଦା ରାଜନୈତିକ ଜଗତରେ ଭାଜପାର ଭୀଷ୍ମ କୁହାଯାଉଥିବା ଲାଲକୃଷ୍ଣ ଆଡ୍‌ଭାନୀ ୯୨ ବର୍ଷରେ ବି ଖୁବ୍‌ ସକ୍ରିୟ। ଦଳୀୟ କାର୍ଯ୍ୟକ୍ରମରୁ ଦୂରରେ ରହୁଥିବା ଆଡ୍‌ଭାନୀଙ୍କୁ ନିକଟରେ...

ନୋରାଙ୍କ ବେଲି ଡ୍ୟାନ୍ସ

ମୁମ୍ବାଇ: ନୋରା ଫତେହି ତାଙ୍କ ଅପକମିଂ ଫିଲ୍ମ ‘ଭୁଜ-ଦ ପ୍ରାଇଡ ଅଫ୍ ଇଣ୍ଡିଆ’ ପାଇଁ ଏବେ ବେଶ୍ ଚର୍ଚ୍ଚାରେ । ଅଜୟ ଦେବଗନ ଷ୍ଟାରର ଏହି...

୬ ମାସ ପରେ ସୁଟିଂ ସେଟକୁ ଫେରିଲେ ସଲମାନ: ସୋସିଆଲ ମିଡିଆରେ ଶେୟାର କଲେ ଫଟୋ

ମୁମ୍ବାଇ, ୫।୧୦-ଦୀର୍ଘ ସାଢେ ୬ ମାସ ପରେ ଫିଲ୍ମ ସୁଟିଂ ସେଟକୁ ପୁଣି ଥରେ ଫେରିଛନ୍ତି ବଲିଉଡ ଅଭିନେତା ସଲମାନ ଖାନ। ତାଙ୍କ ଆଗାମୀ ଫିଲ୍ମ...

ସାଙ୍ଗମାନଙ୍କ ସହ ଭାଇରାଲ ହେଉଛି ସାମନ୍ଥାଙ୍କ ଫଟୋ

ସାଉଥ୍‌ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ପ୍ରାୟତଃ ତାଙ୍କ ପ୍ରଶଂସକଙ୍କ ପାଇଁ ନିଜ ଫଟୋ ଏବଂ ଭିଡିଓ ଶେୟାର...

Advertisement
Archives

Model This Week