ଟ୍ରକ୍-ଯାତ୍ରୀବାହୀ ବସ୍ ମୁହାଁମୁହିଁ, ୩ ଗୁରୁତର
ବୌଦ୍ଧ,୧୯ା୮(ସ୍ବ.ପ୍ର.): ବୌଦ୍ଧ ଜିଲା ରାଧାନଗର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଯାତ୍ରୀବାହୀ ବସ୍ ସହ ଟ୍ରକ ମୁହାଁ ମୁହିଁ ଧକ୍କା ହେବାରୁ ଟ୍ରକ ଡ୍ରାଇଭରଙ୍କ ସମେତ ୩ ଗୁରୁତର ହୋଇଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ଗୁରୁତରଙ୍କୁ ଭର୍ତ୍ତି କରାଯାଇଛି।…
ଖୋଲା ଆକାଶ ତଳେ ପିଲାଙ୍କ ପାଠପଢ଼ା
ଦଶପଲ୍ଲା,୧୯ା୮( ଡି.ଏନ.ଏ.): ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ କୁଜାମେଣ୍ଡି ପଞ୍ଚାୟତ କୁମ୍ବିକିଲା ଗ୍ରାମରେ ରହିଛି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ । ରାଜ୍ୟ ସରକାରଙ୍କ ୫-ଟି ଯୋଜନାରେ ଏହି ସ୍କୁଲ ସାମିଲ ହୋଇପାରିନାହିଁ । ଫଳରେ ଛାତ୍ରୀଛାତ୍ରମାନେ ଗଛ ତଳେ କିମ୍ବା…
ମନିଷ ସିସୋଡିଆଙ୍କ ଘରେ ସିବିଆଇ
ନୂଆଦିଲ୍ଲୀ,୧୯ ।୮: ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ଶନିବାର ଟୁଇଟ କରି ସୂଚନା ଦେଇଛନ୍ତି କି ତାଙ୍କ ଘରକୁ ସିବିଆଇ ଆସିଛି । ଯାହାକୁ ସେ ସ୍ୱାଗତ କରିଛନ୍ତି । ମୁଁ ସଚ୍ଚୋଟ ବ୍ୟକ୍ତି ଆମେ ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ଗଢୁଛୁ…
କୁଜଙ୍ଗ ଧୋୟାଞ୍ଚଳର ୩୪ ଗାଁ ଜଳବନ୍ଦୀ
କୁଜଙ୍ଗ,୧୯ା୮(ଡି.ଏନ.ଏ.): ମହାନଦୀରେ ବନ୍ୟା ଯୋଗୁ ଜଗତ୍ସିଂହପୁର ଜିଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଧୋୟାଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ୪ ଦିନ ହେବ ଏହି ଅଞ୍ଚଳର ୩୪ ଗଁାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ଏଥିଯୋଗୁ ଏଠାରେ ବସବାସ କରୁଥିବା ପ୍ରାୟ ୧୫…
ବନ୍ୟା ବିପନ୍ନଙ୍କୁ ମିଳୁନି ରିଲିଫ୍: ବଢୁଛି ଅସନ୍ତୋଷ
ଜଗତ୍ସିଂହପୁର ଅଫିସ,୧୯ା୮: ଜଗତ୍ସିଂହପୁର ଜିଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ପାଇକା ନଦୀର ବାଲିକଣି ଓ କାଠକୋଟ ନିକଟ ନଦୀବନ୍ଧରେ ଘାଇ ଯୋଗୁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ୪ଟି ପଞ୍ଚାୟତର ସହସ୍ରାଧିକ ଲୋକ ଜୀବନ ବଞ୍ଚାଇବା ପାଇଁ ଉଚ୍ଚ ସ୍ଥାନକୁ ଚାଲି…
ସୃଷ୍ଟି ହେଲା ଅବପାତ
ଭୁବନେଶ୍ୱର,୧୯ା୮(ବ୍ୟୁରୋ): ଉତ୍ତର ପୂର୍ବ ଓ ପାର୍ଶ୍ୱବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରେ ଶୁକ୍ରବାର ଅବପାତ ସୃଷ୍ଟି ହୋଇଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ…
ଜଳବନ୍ଦୀରେ ଢିଅବସୁପୁର ଗାଁ
ଡେରାବିଶ, ୧୯ା୮(ସ୍ବ.ପ୍ର.): ଲୁଣା ଓ କରାଣ୍ଡିଆ ନଦୀରେ ଜଳସ୍ତର କମିଥିଲେ ମଧ୍ୟ ବସୁପୁର ପଞ୍ଚାୟତର ଢିଅବସୁପୁର ଗାଁର ଲୋକମାନେ ଜଳବନ୍ଦୀ ଜୀବନ ବିତାଉଛନ୍ତି। ଗତ ଦୁଇଦିନ ହେବ ଡେରାବିଶ ବ୍ଲକ ପ୍ରଶାସନ ପକ୍ଷରୁ ଢିଅବସୁପୁର ଗାଁରେ ରନ୍ଧାଖାଦ୍ୟ ଦିଆଯାଉଥିବା ବେଳେ ଗାଁ…
ପାଣି କମୁଛି, ବିପଦ ଟଳିନି
କେନ୍ଦ୍ରାପଡ଼ା ଅଫିସ,୧୯ା୮: କେନ୍ଦ୍ରାପଡ଼ା ଜିଲା ମହାନଦୀ ସିଷ୍ଟମରେ ଥିବା ନଦୀଗୁଡ଼ିକରେ ବନ୍ୟା ଜଳସ୍ତର କମୁଛି। ହେଲେ ନଦୀରେ ଜଳସ୍ତରର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ନଦୀବନ୍ଧରେ ଘଳିଆ ଯୋଗୁ ବନ୍ୟାଜଳ ଗ୍ରାମକୁ ପଶିବା ନେଇ ନିକଟସ୍ଥ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ…
ଉପବାସରେ ହରିଶ ମହାପୁରୁଷପଡ଼ାର ୧୫ ପରିବାର
ମହାକାଳପଡ଼ା,୧୯ା୮(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମହାନଦୀରେ ପ୍ରବାହିତ ହେଉଛି ବନ୍ୟାଜଳ। ଏହି ବନ୍ୟାଜଳ ପ୍ରଭାବରେ ବ୍ଲକର ମହାନଦୀ ଶାଖା ଗୁପ୍ତଗିରି ନଦୀପାର୍ଶ୍ୱ ପେଟଛଲା ପଞ୍ଚାୟତ ପଲ୍ଲୀଗଡ଼ ଗାଁ ନିକଟ ହରିଶ ମହାପୁରୁଷପଡ଼ାର ୧୫ ପରିବାରକୁ ଚାରିପାର୍ଶ୍ୱରୁ ଘେରି ରହିଛି ୪…
ଦିଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଭାଜପା ନେତା
କୋଲକାତା,୧୯।୮: ଭାରତୀୟ ଜନତା ପାର୍ଟିର ପୂର୍ବତନ ଏମ୍ପି ସୁବ୍ରମଣ୍ୟମ ସ୍ବାମୀ କୋଲକାତା ରାଜ୍ୟ ସଚିବାଳୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସଭାପତି ମମତା ବାନାର୍ଜୀଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ପ୍ରାୟ ଅଧ ଘଣ୍ଟା ଧରି ଚାଲିଥିଲା। ସ୍ବାମୀ ନିଜେ ଟୁଇଟ୍…
ଥଇଥାନ କେନ୍ଦ୍ରରେ ବୃଦ୍ଧାଙ୍କୁ ମିଳୁନି ସକାଳ ଖାଦ୍ୟ
ମହାକାଳପଡ଼ା,୧୯ା୮(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ମହାନଦୀ, ଲୁଣା ଓ ପାଇକା ନଦୀରେ ପ୍ରଖର ବନ୍ୟାଜଳ ପ୍ରବାହିତ ହେଉଥିଲେ ମଧ୍ୟ ଗୁରୁବାର ସକାଳଠାରୁ ଦୁଇ ଫୁଟ ଜଳସ୍ତର ହ୍ରାସ ପାଇଛି। ସେହିପରି ବ୍ଲକର ବରକନ୍ଧା ପଞ୍ଚାୟତର ସ୍ଥାନୀୟ ଗୋଖାଖଟି ଗ୍ରାମର ୫୦ରୁ…
ଓଡ଼ିଶାକୁ ବ୍ରୋଞ୍ଜ ପଦକ
ଭୁବନେଶ୍ୱର, ୧୯।୮ (କ୍ରୀଡ଼ା ପ୍ରତିନିଧି): ଚେନ୍ନାଇରେ ଅନୁଷ୍ଠିତ ୨୭ତମ ଜାତୀୟ ସବ୍ଜୁନିୟର ଟେନିସବଲ୍ କ୍ରିକେଟ ଟୁର୍ନାମେଣ୍ଟରେ ତୃତୀୟ ସ୍ଥାନ ଅଧିକାର କରି ଓଡ଼ିଶା ବ୍ରୋଞ୍ଜ ପଦକ ହାସଲ କରିଛି। ଓଡ଼ିଶା ଓ ପୂର୍ବାଞ୍ଚଳ ମଧ୍ୟରେ ସେମିଫାଇନାଲ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମେ…
Archives


