Home

ଦିବ୍ୟାଂଶୁ ମଲ୍ଲୁ ରାଜ୍ୟ ଟପ୍ପର

ଭୁବନେଶ୍ୱର, ୧୨ା୭(ବ୍ୟୁରୋ):ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସିଂ (ଏନ୍‌ଟିଏ) ପକ୍ଷରୁ ସୋମବାର ଜେଇଇ(ମେନ୍‌) ସେସନ-୧ ରେଜଲ୍ଟ ପ୍ରକାଶ ପାଇଛି। ୧୪ଜଣ ଛାତ୍ରୀଛାତ୍ର ୧୦୦ ପର୍ସେଣ୍ଟାଇଲ ସ୍କୋର୍‌ ରଖିଥିବାବେଳେ ଓଡ଼ିଶାର ଦିବ୍ୟାଂଶୁ ମଲ୍ଲୁ ୯୯.୯୮୯ ପର୍ସେଣ୍ଟାଲ୍‌ ସହ ରାଜ୍ୟ ଟପ୍ପର ହୋଇଛନ୍ତି। ଏହି ପରୀକ୍ଷା ଜୁନ୍‌…

ଜୀବନ୍ତ ଜଳିଗଲେ ଦିବ୍ୟାଙ୍ଗ ଯୁବତୀ

କଟକ ଅଫିସ ,୧୨/୭: କଟକ ସୂତାହାଟ ଅଞ୍ଚଳର ଖ୍ରୀଷ୍ଟିଆନ ସାହିରେ ସୋମବାର ରାତିରେ ଅଗ୍ନିକାଣ୍ଡରେ ଜଣେ ଦିବ୍ୟାଙ୍ଗ ଯୁବତୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତା ହେଲେ ୨୧ ବର୍ଷୀୟା ଲତିଫା ଶେଖ। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଏ ନେଇ…

୪ ସହରରେ ସଂକ୍ରମଣ ବଢ଼ୁଛି

ଭୁବନେଶ୍ୱର, ୧୨ା୭(ବ୍ୟୁରୋ):ରାଜ୍ୟରେ ଏବେ କରୋନା ଉପରମୁହାଁ ରହିଛି। ୪ଟି ସହରରେ ସଂକ୍ରମଣ ବଢ଼ିବାରେ ଲାଗିଛି। ଭୁବନେଶ୍ୱର, କଟକ, ପୁରୀ ଏବଂ ରାଉରକେଲାରେ କରୋନା ସଂକ୍ରମଣ ବଢ଼ୁଥିବା ସ୍ବାସ୍ଥ୍ୟ ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ଧଳ କହିଛନ୍ତି। ସେ କହିଛନ୍ତି, ଯଦିଓ…

ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବ ଟିଡିପି

ହାଇଦ୍ରାବାଦ,୧୧।୭: ଦେଶରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୀତି ବେଶ୍‌ ସରଗରମ ରହିଛି। ଯେଉଁଥିପାଇଁ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓ ବିରୋଧୀ ଦଳର ଯଶୋଓ୍ବନ୍ତ ସିହ୍ନା ନିର୍ବାଚନ ଲାଗି ନିଜର ସମର୍ଥନ ଜୁଟାଇବାକୁ ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି। ଇତିମଧ୍ୟରେ…

୧୪ ଦିନିଆ ନ୍ୟାୟିକ ହେପାଜତେରେ ଜୁବୈର

ଲକ୍ଷ୍ନୌ,୧୧।୭: ଅଲ୍ଟ ଡିଜିଟାଲ ନ୍ୟୁଜ୍‌ ସହସସ୍ଥାପକ ମହମ୍ମଦ ଜୁବୈରଙ୍କୁ ସୋମବାର ଉତ୍ତରପ୍ରଦେଶ ଲଖିମପୁରଖେରି କୋର୍ଟ ୧୪ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଜୁଲାଇ ୨୫ପର୍ଯ୍ୟନ୍ତ ସେ ନ୍ୟାୟିକ ହେପାଜତରେ ରହିବେ। ତେବେ ଏ ସଂକ୍ରାନ୍ତରେ ଆଗାମୀ ଶୁଣାଣି ଜୁଲାଇ ୧୩ରେ ହେବ ବୋଲି…

ପ୍ରଚାର ସମୟରେ ଜୀବନ ଯାଇଥିବା ଶିଞ୍ଜୋଙ୍କ ପାର୍ଟି ହାତେଇଲା ବିଜୟ

ଟୋକିଓ, ୧୧ା୭: ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କୁ ଗୁଳିକରି ହତ୍ୟାର ୨ଦିନ ପରେ ଉଚ୍ଚସଦନରେ ହୋଇଥିବା ନିର୍ବାଚନରେ ତାଙ୍କ ଦଳ ଲିବେରାଲ ଡେମୋକ୍ରାଟିକ୍‌ ପାର୍ଟି(ଏଲ୍‌ଡିପି)କୁ ଏକ ବଡ଼ ସଫଳତା ମିଳିଛି। ଲୋକପ୍ରିୟ ନେତାଙ୍କ ଆବେଙ୍କ ମୃତ୍ୟୁ ପରେ ଶାସକ ଦଳକୁ…

ମୁଲାୟମ୍‌ଙ୍କୁ ଭେଟି ଭାବୁକ ହେଲେ ଯୋଗୀ

ଲକ୍ଷ୍ନୌ,୧୧।୭: ଉତ୍ତରପ୍ରଦେଶ ରାଜନୀତିରେ ଭାଜପା ଓ ସମାଜବାଦୀ ପାର୍ଟି ପରସ୍ପରର ତୀବ୍ର ବିରୋଧୀ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ନିଷ୍ପତ୍ତି ଉପରେ ଏସ୍‌ପି ମେଣ୍ଟ ଦଳମାନେ ସର୍ବଦା ବିରୋଧ କରିଥାନ୍ତି। କିନ୍ତୁ ଏହା କେବଳ ରାଜନୈତିକ କ୍ଷେତ୍ରରେ ସୀମିତ ହୋଇ ରହିଥାଏ।…

ଗୋଆ କଂଗ୍ରେସରେ ସଙ୍କଟ: ଲୋବୋ ଓ କାମତଙ୍କୁ ଅଯୋଗ୍ୟ ପାଇଁ ଦାବି

ପଣଜୀ,୧୧।୭: ଗୋଆ କଂଗ୍ରେସରେ ଦେଖାଦେଇଥିବା ବିଦ୍ରୋହକୁ ନେଇ ଏଠାରେ ରାଜନୈତିକ ବାତାବରଣ ବେଶ ସରଗରମ ହୋଇଛି। ବରିଷ୍ଠ କଂଗ୍ରେସ ବିଧାୟକ ଦିଗମ୍ବର କାମତଙ୍କ ନେତୃତ୍ୱରେ ୧୧ବିଧାୟକଙ୍କ ମଧ୍ୟରୁ ଅତିକମ୍‌ରେ ୫ଜଣ ବିଧାୟକ ଭାଜପାରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏଭଳି…

ଜଙ୍ଗଲ ସୁରକ୍ଷା ନାଁରେ ପିଲାଙ୍କୁ ବ୍ୟବହାର ଅଭିଯୋଗ: ଆଦିତ୍ୟଙ୍କ ନାଁରେ ମାମଲା ରୁଜୁ ନୋଟିସ

ମୁମ୍ବାଇ,୧୧।୭: ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଏନ୍‌ସିପିସିଆର) ସୋମବାର ମୁମ୍ବାଇ ପୋଲିସକୁ ଶିବସେନା ନେତା ଆଦିତ୍ୟ ଠାକରେଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ କରିବାକୁ ଅନୁରୋଧ କରିଛି। ଆଦିତ୍ୟ ଠାକରେ ଆରେ ଜଙ୍ଗଲକୁ ବଞ୍ଚାଇବା ପାଇଁ ତାଙ୍କ ଦଳର ଅଭିଯାନରେ ପିଲାମାନଙ୍କୁ…

୧୩ରେ ଇସ୍ତଫା, ୨୦ରେ ମତଦାନ

କଲେମ୍ବୋ,୧୧।୭: ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ମଧ୍ୟରେ ଦେଶର ରାଷ୍ଟ୍ରପତି ଗୋଟବାୟା ରାଜପାକ୍ସେଙ୍କ ବିରୋଧରେ ବ୍ୟାପକ ବିରୋଧ ପ୍ରଦର୍ଶନ ଜାରି ରହିଛି। ଇତିମଧ୍ୟରେ ଗୋଟବାୟା ସୋମବାର ନିଜ ପଦରୁ ଇସ୍ତଫା ଦେବା ପାଇଁ ଘୋଷଣା କରିଛନ୍ତି। ତେବେ ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ…

ସୋନିଆଙ୍କୁ ପୁଣି ସମନ ପଠାଇଲା ଇଡି

ନୂଆଦିଲ୍ଲୀ,୧୧।୭: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସୋମବାର ପୁଣି ଥରେ ଏକ ସମନ ପଠାଇଛି। ନ୍ୟାସନାଲ ହେରାଲ୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଜୁଲାଇ ୨୧ରେ ସୋନିଆ ଗାନ୍ଧୀଙ୍କୁ ପଚରାଉଚରା କରିବାକୁ ଇଡି ନିର୍ଦ୍ଦେଶ ଦେଇଛି।…

ଚାଇନାକୁ ପଛରେ ପକାଇ ବିଶ୍ୱର ସବୁଠୁ ଜନବହୁଳ ଦେଶ ହେବ ଭାରତ

ନୂଆଦିଲ୍ଲୀ,୧୧।୭: ଆସନ୍ତା ବର୍ଷ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ଭାବରେ ଭାରତ ଚାଇନାକୁ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ମିଳିତ ଜାତିସଂଘର ଏକ ରିପୋର୍ଟରେ ସୋମବାର ଏହି ସୂଚନା ଦିଆଯାଇଛି। ଆଜି ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ମିଳିତ ଜାତିସଂଘ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri