Home

ଯୁକ୍ତ ୩ ନାମଲେଖା ଅବଧି ବଢ଼ିଲା

ଭୁବନେଶ୍ୱର,୨୪ା୮(ବ୍ୟୁରୋ): ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ ୩ ନାମଲେଖା ଅବଧି ବଢ଼ାଇ ଦିଆଯାଇଛି। ଅନ୍‌ଲାଇନ ସିଏଫ୍‌ ଆବେଦନ ଶେଷ ତାରିଖ ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୧କୁ ବୃଦ୍ଧି କରାଯାଇଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ୭ରୁ ୧୧ ପର୍ଯ୍ୟନ୍ତ ଚାଲିବ।…

ଏସିଆ କପ୍‌ରେ ଡ୍ରାଭିଡଙ୍କ ସ୍ଥାନ ନେବେ ଲକ୍ଷ୍ମଣ

ନୂଆଦିଲ୍ଲୀ,୨୪।୮: ଏସିଆ କପ ୨୦୨୨ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି। ଏହି ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ଭାରତୀୟ କ୍ରିକେଟ ବୋର୍ଡ ଏକ ବଡ ନିଷ୍ପତ୍ତି ନେଇଛି। ଜାତୀୟ କ୍ରିକେଟ ଏକାଡେମୀର ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କୁ ଭାରତର ମଧ୍ୟବର୍ତ୍ତୀକାଳୀନ…

ବାରବାଟୀରେ ଖେଳାଯିବ ଲିଜେଣ୍ଡ କ୍ରିକେଟ ଲିଗ୍‌ର ୩ ମ୍ୟାଚ୍‌

କଟକ ଅଫିସ,୨୪।୮: ଲିଜେଣ୍ଡ କ୍ରିକେଟ ଲିଗ୍‌(ଏଲ୍‌ଏଲ୍‌ସି)ର ତିନୋଟି ମ୍ୟାଚ୍‌ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ସେପ୍ଟେମ୍ବେର ୨୭, ୨୯ ଓ ୩୦ରେ ଏହି ମ୍ୟାଚ ଅନୁଷ୍ଠିତ ହେବ। ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶର ଅନ୍ତର୍ଜାତୀୟ ଖେଳାଳି ଏଥିରେ ଭାଗ ନେବେ…

ସେପ୍ଟେମ୍ବର ୩ରୁ ସ୍ପେଶାଲ ଓଜେଇଇ, ୪ ଶିଫ୍ଟରେ ପରୀକ୍ଷା ଦେବେ ପିଲା

ଭୁବନେଶ୍ୱର,୨୪ା୮(ବ୍ୟୁରୋ): ସେପ୍ଟେମ୍ବର ୩ରୁ ସ୍ପେଶାଲ ଓ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଅନୁଷ୍ଠିତ ହେବ। ସେପ୍ଟେମ୍ବର ୩, ୪ ଓ ୭ରେ ଏହି ପରୀକ୍ଷା କରାଯିବ। କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି) ମୋଡ୍‌ରେ ୪ଟି ଶିଫ୍ଟରେ ପରୀକ୍ଷା କରାଯିବ। ପରୀକ୍ଷା ସୂଚୀ…

ଆଲୋଚକଙ୍କୁ କଡ଼ା ଜବାବ ଦେଲେ କୋହଲି

ନୂଆଦିଲ୍ଲୀ,୨୪।୮: ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି କିଛି ଦିନ ହେବ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଏଥିପାଇଁ ତାଙ୍କୁ ସମାଲୋଚନା କରାଯାଉଛି। ନଭେମ୍ବର ୨୦୧୯ ଠାରୁ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ଶତକ ହାସଲ କରିନାହାଁନ୍ତି। ଗତ ମାସରେ ଇଂଲଣ୍ଡ…

ସକାଳୁ ଉଠି ନିଶ୍ଚୟ କରନ୍ତୁ ଏହି ୪ କାମ; ସବୁ କାର୍ଯ୍ୟରେ ହେବେ ସଫଳ…

ଚାଣକ୍ୟଙ୍କ ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ପ୍ରତିଟି ସମସ୍ୟା ଏବଂ ତାର ସମାଧାନର ବାଟ ରହିଛି। ଆଜି ବି ଏହି ଜ୍ଞାନ ଲୋକଙ୍କୁ ଆଗକୁ ବଢ଼ିବାକୁ ମାର୍ଗଦର୍ଶନ ଦେଇଆସୁଛି। ଜୀବନରେ ସଫଳ ହେବାକୁ ଚାହୁଁଥିଲେ ଦିନର ଆରମ୍ଭ ସଠିକ ଭାବେ…

ଡିଲିଟ୍‌ ହୋଇଗଲା କଂଗ୍ରେସର ୟୁଟ୍ୟୁବ ଚ୍ୟାନେଲ

ନୂଆଦିଲ୍ଲୀ,୨୪।୮: କଂଗ୍ରେସ ଦଳର ୟୁଟ୍ୟୁବ ଚ୍ୟାନେଲକୁ ଡିଲିଟ କରାଯାଇଛି। ଦଳ ପକ୍ଷରୁ ଟୁଇଟର୍‌ ମାଧ୍ୟମରେ ଏହି ସୂଚନା ଦିଆଯାଇଛି। ଏହାକୁ ରିଷ୍ଟୋର କରିବାକୁ କଂଗ୍ରେସ ଉଭୟ ୟୁଟ୍ୟୁବ ଏବଂ ଗୁଗଲ ସହିତ ଯୋଗାଯୋଗ କରିଛି। କଂଗ୍ରେସ ପକ୍ଷରୁ କରାଯାଇଥିବା କୁହାଯାଇଛି ଯେ,…

୨୭ରେ ଖୋର୍ଦ୍ଧା ଜିଲାର ୧୩୯ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

ଭୁବନେଶ୍ୱର,୨୪ା୮(ବ୍ୟୁରୋ): ଚଳିତମାସ ୨୭ ତାରିଖରେ ଖୋର୍ଦ୍ଧା ଜିଲାର ୧୩୯ ଶିକ୍ଷାନୁଷ୍ଠାନକୁ ସ୍ବତନ୍ତ୍ର ଛୁଟି ଘୋଷଣା କରାଯାଇଛି। ଚଳିତ ବର୍ଷ ହେବାକୁ ଥିବା ଏଏସ୍‌ଓ ପରୀକ୍ଷା କେନ୍ଦ୍ର ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏହି ସ୍ବତନ୍ତ୍ର ଛୁଟି ଘୋଷଣା ହୋଇଛି। ଏଏସ୍‌ଓ ପରୀକ୍ଷା…

ଦୀର୍ଘ ଆଠ ଘଣ୍ଟା ଯାଏ ଶାହିଦଙ୍କୁ ଅପେକ୍ଷା କରିଥିଲେ କିଆରା, କାରଣ ଜାଣିଲେ…

ବମ୍ବେ: ଘଣ୍ଟାଏ କିମ୍ବା ଦୁଇ ଘଣ୍ଟା ନୁହେଁ, ଦୀର୍ଘ ଆଠ ଘଣ୍ଟା ଧରି ଶାହିଦ କପୁରଙ୍କ ଅପେକ୍ଷା କରି ବସିଥିଲେ ଜଣେ ଅଭିନେତ୍ରୀ। ଆପଣ ଭାବୁଥିବେ ସେ କରିନା କପୁର ହୋଇଥିବେ । ହେଲେ ନା। ଅଭିନେତ୍ରୀଜଣଙ୍କ ହେଲେ ସୁନ୍ଦରୀ କିଆରା…

ପୂର୍ବ ଶତ୍ରୁତାରୁ ହିଂସାକାଣ୍ଡ, ୨ ଗୁରୁତର

ହିଞ୍ଜିଳିକାଟୁ,୨୪ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶେରଗଡ଼ ବ୍ଲକ ଅନ୍ତର୍ଗତ ପିତଳ ଗ୍ରାମରେ ବୁଧବାର ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହିଂସାକାଣ୍ଡ ଘଟିଛି। ଏଥିରେ ୨ପକ୍ଷଙ୍କ ମଧ୍ୟରେ ଆକ୍ରମଣରେ ୨ ଜଣ ଗୁରୁତର ହୋଇଛନ୍ତ। ଗୁରୁତର ଦ୍ୱୟ ହେଲେ ବାବୁ ପ୍ରଧାନ ଓ…

ଆଗାମୀ ସିଜନରେ ଅଧିନାୟକ ବଦଳାଇବ ପଞ୍ଜାବ କିଙ୍ଗ୍ସ? ବୟାନ ଜାରି କରି ସ୍ପଷ୍ଟ କଲା ଫ୍ରାଞ୍ଚାଇଜ୍‌…

ନୂଆଦିଲ୍ଲୀ,୨୪।୮: ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୩ ଆଉ ଢ଼େର ସମୟ ବାକି। ହେଲେ ଏବେଠାରୁ ଚର୍ଚ୍ଚାରେ ଆଇପିଏଲ୍‌ ଟିମ୍‌। କିଛିଦିନ ପୂର୍ବେ ପଞ୍ଜାବ କିଙ୍ଗ୍ସ କୋଚ୍‌ ଅନିଲ କୁମ୍ବଲେଙ୍କୁ ବାହାର କରି ନୂଆ କୋଚ୍‌ ନିଯୁକ୍ତ କରିପାରେ ବୋଲି କୁହାଯାଉଥିଲା। ଏବେ…

ପରସ୍ପରକୁ ଅନ୍‌ଫଲୋ କଲେ ଶୁଭମନ-ସାରା, ବ୍ରେକ୍‌ଅପ୍‌ ହୋଇଥିବା ନେଇ…

ନୂଆଦିଲ୍ଲୀ,୨୪।୮: ନିକଟରେ ଟିମ୍‌ ଇଣ୍ଡିଆର ଷ୍ଟାର ଓପନର ଶୁଭମନ ଗିଲ ଜିମ୍ବାଓ୍ବେ ବିପକ୍ଷରେ ଖେଳାଯାଇଥିବା ଦିନିକିଆ ସିରିଜରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ଏହି ସିରିଜରେ ସେ କ୍ୟାରିୟରର ପ୍ରଥମ ଦିନିକିଆ ଶତକ ମାରି ସଚିନଙ୍କ ରେକର୍ଡ ଭାଙ୍ଗିଥିଲେ। ଏହାପରଠାରୁ ଶୁଭମନ ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri