Home

ଶିନଜିଆଙ୍ଗରେ ମୁସଲମାନ ମହିଳାଙ୍କୁ ବଳାତ୍କାର କରୁଛନ୍ତି ଚାଇନା ସୈନ୍ୟ: ଜାତିସଂଘ ରିପୋର୍ଟ…

ଜେନେଭା, ୧।୯ : ମିଳିତ ଜାତିସଂଘର ମାନବିକ ଅଧିକାର ରିପୋର୍ଟ ଅନୁଯାୟୀ, ଚାଇନା ଏହାର ଶିନଜିଆଙ୍ଗ ପ୍ରଦେଶରେ ମୁସଲମାନମାନଙ୍କ ଉପରେ ନିର୍ମମ ଭାବେ ଅତ୍ୟାଚାର ଜାରି ରଖିଛି। ସେ ନିଜ ଦେଶରେ ଆତଙ୍କବାଦ ନାମରେ ମୁସଲମାନମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିବାବେଳେ…

ଆଜାଦ୍‌ କରୁଥିଲେ ଡ୍ରଇଁ ରୁମ୍‌ ରାଜନୀତି, ତାଙ୍କ ବିନା ଦଳ ଉପରେ କୌଣସ ପ୍ରଭାବ ପଡ଼ିବ ନାହିଁ, କହିଲା କଂଗ୍ରେସ …

ନୂଆଦିଲ୍ଲୀ, ୧।୯ : କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡିବା ପରେ ଦଳର ନେତାଙ୍କ ମଧ୍ୟରେ କୌଣସି ଆଶଙ୍କା ନାହିଁ। ପୂର୍ବରୁ ପଞ୍ଜାବ ନ ଦାୟିତ୍ୱରେ ଥିବା ଆଶା କୁମାରୀଙ୍କ…

୬.୫ ବର୍ଷ ପରେ ଅନ୍ତର୍ଜାତୀୟ ଟି-୨୦ରେ ବୋଲିଂ କଲେ କୋହଲି: ଦେଲେ ଏତିକି ରନ୍‌

ଦୁବାଇ,୧।୯: କ୍ରିକେଟର ସମସ୍ତ ତିନୋଟି ଫର୍ମାଟରେ ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲି ଅନେକ ରେକର୍ଡ ହାସଲ କରିଛନ୍ତି। ୩ ଫର୍ମାଟରେ ବିରାଟ ହାରାହାରି ୫୦ ପାଖାପାଖି ସ୍କୋର କରିଛନ୍ତି। କିନ୍ତୁ ଅନେକ ଥର ତାଙ୍କୁ ବୋଲିଂ ମଧ୍ୟ କରୁଥିବା ଦେଖିବାକୁ ମିଳେ।…

ପିଏଚଡି ପାଠ୍ୟକ୍ରମରେ ରିସର୍ଚ୍ଚ ପେପର ପ୍ରକାଶିତ କରିବା ଜରୁରୀ ନୁହେଁ…

ନୂଆଦିଲ୍ଲୀ,୧।୯ : ପିଏଚଡି କରୁଥିବା ଶିକ୍ଷାର୍ଥୀମାନଙ୍କ ପାଇଁ ଖୁସି ଖବର ଆସିଛି। ଏବେ ସେମାନଙ୍କ ଥେସିସ୍‌ର ରିସର୍ଚ୍ଚ ପେପର ପ୍ରକାଶ କରିବା ବାଧ୍ୟତାମୂଳକ ହେବ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ପିଏଚଡି ଶିକ୍ଷାର୍ଥୀମାନଙ୍କ ପାଇଁ ଯେକୌଣସି ପତ୍ରିକାରେ ଥେସିସ୍‌ ପ୍ରକାଶ ପାଇବା ବାଧ୍ୟତାମୂଳକ…

ଏସିଆ କପ୍‌ ସୁପର-୪ରେ ଭାରତ

ଦୁବାଇ,୧ା୯(ପି.ଟି): ଏସିଆ କପ୍‌ ଟି୨୦ କ୍ରିକେଟ ହଂକଂ ବିପକ୍ଷ ଅନ୍ତିମ ଲିଗ୍‌ ମ୍ୟାଚରେ ବିଜୟ ସହିତ ସୁପର୍‌ -୪ରେ ପ୍ରବେଶ କରିଛି ଭାରତ। ସୂର୍ଯ୍ୟକୁମାର ଓ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଭାରତ ୧୯୨ ରନର ବିଶାଳ ସ୍କୋର କରିଥିଲା। ଜବାବରେ ହଂକଂ…

ଲାଇଫ୍‌ଷ୍ଟାଇଲରେ ଅଟମ୍‌-ଓ୍ବିଣ୍ଟର କଲେକ୍ସନ

ଭୁବନେଶ୍ୱର,୧।୯: ଦେଶର ପ୍ରମୁଖ ଫ୍ୟାଶନ ପ୍ରତିଷ୍ଠାନ ଲାଇଫ୍‌ଷ୍ଟାଇଲ ପକ୍ଷରୁ ଅଟମ୍‌-ୱିଣ୍ଟର କଲେକ୍ସନର ଶୁଭାରମ୍ଭ କରାଯାଇଛି। ଏହି କଲେକ୍ସନରେ ଫ୍ୟାଶନ-ଫର୍‌ୱାର୍ଡ ଓ କଣ୍ଟେମ୍ପରାରି ପିସ୍‌ ଆଦି ସାମିଲ ରହିଛି। ଏପରିକି ଉକ୍ତ କଲେକ୍ସନରେ ପାଷ୍ଟେଲ୍‌ ଓ ପେଣ୍ଟର୍‌ଲି ଫ୍ଲୋରାଲରେ ଏକ ନୂଆ ରେଞ୍ଜର…

୨୩ତମ ଭାରତ ପ୍ରତିଭା ସମ୍ମାନ ସମାରୋହ

କଟକ,୧।୯: ସ୍ବଳ୍ପ ପୁଞ୍ଜିକୁ ନେଇ ଜଣେ ଓଡ଼ିଆ ଏଭଳି ଏକ ପରିଚୟ ସୃଷ୍ଟି ସାଙ୍ଗକୁ ଦେଶ ବିଦେଶରେ ମଧ୍ୟ ନିଜର ସାମ୍ରାଜ୍ୟ ବିସ୍ତାର କରିପାରିଛନ୍ତି। କେବଳ ଯେ ଖାଲି ପରିଚୟ ନୁହେଁ, ଲକ୍ଷାଧିକ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ନିଯୁକ୍ତି ମଧ୍ୟ…

ମହିନ୍ଦ୍ରାର ନୂତନ ଟ୍ରକ୍‌, ବସ୍‌ ଶୋ’ ରୁମ୍‌

ଫୁଲନଖରା,୧ା୯(ଡି. ଏନ. ଏ): ଖୋର୍ଦ୍ଧା ଜିଲ୍ଲା ପାହାଳ ଥାନା ଅନ୍ତର୍ଗତ ପାହାଳ ନିକଟରେ ମହିନ୍ଦ୍ରା ଗ୍ରୁପ ଅଫ କ୍ୟାମ୍ପାନିର ର୍ସ୍‌ଣ ଅଟୋ ମୋବାଇଲସ୍‌ ପକ୍ଷରୁ ନୂତନ ଟ୍ରକ୍‌ ଏବଂ ବସ ଶୋରୁମ୍‌ ବୁଧବାର ଉଦ୍‌ଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ସ୍ବାମୀ…

ଭଞ୍ଜନଗର ସହରରେ ଟ୍ରେଣ୍ଡ୍‌ସର ଏକ୍ସକ୍ଲୁସିଭ ଷ୍ଟୋର

ଭୁବନେଶ୍ୱର,୧।୯: ଗଞ୍ଜାମ ଜିଲାର ଭଞ୍ଜନଗର ସହରରେ ରିଲାଏନ୍ସ ରିଟେଲ୍‌ର ଆପାରେଲ ଏବଂ ଆସେସୋରି ସ୍ପେଶାଲିଟି ଚେନ୍‌ ଟ୍ରେଣ୍ଡ୍‌ସର ଏକ୍ସକ୍ଲୁସିଭ ଷ୍ଟୋରର ଶୁଭାରମ୍ଭ ହୋଇଯାଇଛି। ଏହା ଜରିଆରେ କମ୍ପାନୀ ଗ୍ରାହକଙ୍କ ସମ୍ପର୍କ ସୁଦୃଢ଼ ସହ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭକରି ଟିୟର-୧,ଟିୟର-୨ ସହର…

ରାଜ୍ୟଗୁଡ଼ିକୁ ରିହାତି ଦରରେ ଡାଲି ଦେବ କେନ୍ଦ୍ର

ନୂଆଦିଲ୍ଲୀ,୧।୯: ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ରିହାତି ଦରରେ କେନ୍ଦ୍ର ସରକାର ଡାଲି ଯୋଗାଇ ଦେବେ ବୋଲି ଜଣାପଡିଛି। ଏ ନେଇ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତୀୟ କ୍ୟାବିନେଟ କମିଟି ବୈଠକରେ ଉକ୍ତ…

୧ମ ତ୍ରୈମାସରେ ୧୩.୫% ହାରରେ ଜିଡିପି ବୃଦ୍ଧି

ନୂଆଦିଲ୍ଲୀ,୧।୯: ଚଳିତ ଆର୍ଥିକ ବର୍ଷ (୨୦୨୨-୨୩)ର ୧ମ ତ୍ରୈମାସର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ବିସ୍ତୃତ ସୂଚନା କେନ୍ଦ୍ର ସରକାର ବୁଧବାର ଜାରି କରିଛନ୍ତି। ଉକ୍ତ ସୂଚନା ଅନୁଯାୟୀ ଗତ ୪ଟି ତ୍ରୈ ମାସିକଠାରୁ ଚଳିତ ଆର୍ଥିକ ବର୍ଷର ୧ମ (ଏପ୍ରିଲରୁ…

ଅଲ୍‌-କାଏଦା ଲିଙ୍କ୍‌: ମଦ୍ରାସା ଭଙ୍ଗାଗଲା

ଗୁଆହାଟୀ,୧।୯: ଆତଙ୍କବାଦୀ ସଂଗଠନ ଅଲ୍‌-କାଏଦା ସହ ସମ୍ପର୍କ ରଖିଥିବା ଆସାମର ବୋଙ୍ଗାଇଗାଁଓ ଜିଲାର ଏକ ମଦ୍ରାସାକୁ ରାଜ୍ୟ ସରକାର ବୁଧବାର ଭାଙ୍ଗି ଦେଇଛନ୍ତି। ଏହି ମଦ୍ରାସାଗୁଡ଼ିକ ଆତଙ୍କବାଦ କାର୍ଯ୍ୟକଳାପର କେନ୍ଦ୍ର ପାଲଟିଥିବା ପୋଲିସ ତଦନ୍ତରୁ ଜଣାପଡ଼ିବା ପରେ ମାସକ ମଧ୍ୟରେ ଆସାମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri