Home

ଶୁକ୍ରବାର ଆଇଏନଏସ୍‌ ବିକ୍ରାନ୍ତ ନୌସେନାରେ ହେବ ସାମିଲ…

ନୂଆଦିଲ୍ଲୀ, ୧।୯ : ଭାରତରେ ନିର୍ମିତ ବିମାନ ପରିବହନକାରୀ ଆଇଏନଏସ୍‌ ବିକ୍ରାନ୍ତ ସେପ୍ଟେମ୍ବର ୨ (ଶୁକ୍ରବାର) ନୌସେନାରେ ସାମିଲ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରଥମ ସ୍ବଦେଶୀ ବିମାନ ପରିବହନକାରୀ ପୋତକୁ ଲୋକାର୍ପିତ କରିବେ। ମେକ ଇନ ଇଣ୍ଡିଆ ଅଧୀନରେ…

ପ୍ରଧାନଶିକ୍ଷକଙ୍କ ବଦଳି ପ୍ରତିବାଦରେ ଧାରଣା ଦେଲେ ଛାତ୍ରୀଛାତ୍ର

ପାପଡ଼ାହାଣ୍ଡି,୧ା୯(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଡେଙ୍ଗାଗୁଡ଼ା ପଞ୍ଚାୟତ ଖର୍କି ସରକାରୀ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ଫ୍ରାନ୍ସସିସ୍‌ ନାଗଙ୍କ ବଦଳି ପ୍ରତିବାଦରେ ଗୁରୁବାର ବିଦ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ଛାତ୍ରୀଛାତ୍ରଙ୍କ ସହ ଅଭିଭାବକ। ଯେ ପର୍ଯ୍ୟନ୍ତ ପ୍ରଧାନଶିକ୍ଷକଙ୍କ ବଦଳି ପ୍ରତ୍ୟାହାର ନ…

ପୁଣି କ୍ଷମା ମାଗିଲେ ଅମିର ଖାନ

ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ କୁହାଯାଉଥିବା ଅମିର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଢା’ ବକ୍ସ ଅଫିସରେ ସମ୍ପୂର୍ଣ୍ଣ ଫ୍ଲପ ହୋଇଥିବା ପ୍ରମାଣିତ ହୋଇଛି। ସୋସିଆଲ ମିଡିଆରେ #boycottlalsinghchaddha ର ପ୍ରଭାବ ଏପରି ଥିଲା ଯେ ବକ୍ସ ଅଫିସରେ ଫିଲ୍ମଟି ସୁପରଫ୍ଲପ୍‌ ହୋଇଥିଲା।…

୧୧୯ ବର୍ଷ ପରେ ନାଗାଲାଣ୍ଡକୁ ମିଳିଲା ଦ୍ୱିତୀୟ ରେଳ ଷ୍ଟେଶନ…

କୋହିମା, ୧।୯ : ନାଗାଲାଣ୍ଡର ଶୋଖୁଭିରେ ରାଜ୍ୟର ଦ୍ୱିତୀୟ ରେଳ ଷ୍ଟେଶନ ସ୍ଥାପିତ ହୋଇଛି। ଦୀର୍ଘ ୧୧୯ ବର୍ଷ ପରେ ରାଜ୍ୟକୁ ଦ୍ୱିତୀୟ ଷ୍ଟେଶନ ମିଳିଛି। ଦିମାପୁରରେ ୧୯୦୩ ମସିହାରେ ପ୍ରଥମ ରେଳ ଷ୍ଷେଶନ ନିର୍ମିତ ହୋଇଥିଲା ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିଓ…

୭ ସନ୍ତାନର ପିତା କରିବାକୁ ଯାଉଥିଲେ ପଞ୍ଚମ ବିବାହ: ଧରାପଡିବା ପରେ…

ଲକ୍ଷ୍ନୌ,୧।୯: ଉତ୍ତର ପ୍ରଦେଶର ସୀତାପୁରରେ ଏକ ରୋଚକ ଘଟଣା ଘଟିଛି। ୭ ସନ୍ତାନର ପିତା ଗୁପ୍ତ ଭାବେ ପଞ୍ଚମ ବିବାହ କରିବାକୁ ଯାଉଥିବାବେଳେ ତାଙ୍କର ପିଲାମାନେ ଘଟଣାସ୍ଥଳରେ ପହଞ୍ଚି ହଙ୍ଗାମା ସୃଷ୍ଟି କରିଥିଲେ। ପିଲାମାନେ ବର ବେଶରେ ଆସିଥିବା ପିତାଙ୍କୁ ପିଟାପିଟି…

ଡଙ୍ଗା ବୁଡ଼ି ମହିଳାଙ୍କ ଜୀବନ ଗଲା

ମାଲକାନଗିରି,୧ା୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବାଲିମେଳା ଜଳଭଣ୍ଡାରରେ ଦେଶୀ ଡଙ୍ଗା ବୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ବୁଧବାର ଯନ୍ତ୍ରୀ ଗ୍ରାମର ମୋତି ଗଲରି ନାମକ ମହିଳା ଓ ତାଙ୍କ ସ୍ବାମୀ ବାଲିମେଳା ଜଳଭଣ୍ଡାରରେ ଦେଶୀ ଡଙ୍ଗାରେଜଳଭଣ୍ଡାର ପାର ହୋଇ ଦାକଡ଼ପଦର…

ସୁରକ୍ଷାକର୍ମୀଙ୍କୁ ସଫଳତା, ଏନ୍‌କାଉଣ୍ଟରରେ ୨ ଜୈଶ୍‌ ଆତଙ୍କବାଦୀ ନିହତ…

ନୂଆଦିଲ୍ଲୀ, ୧।୯ : ଜମ୍ମୁ- କଶ୍ମୀରର ବାରମୁଳା ଜିଲାର ସୋପୋର ଅଞ୍ଚଳରେ ସୁରକ୍ଷା ବାହିନୀ ସହ ରାତାରାତି ଏନକାଉଣ୍ଟରରେ ଦୁଇଜଣ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ନିହତ ହୋଇଛନ୍ତି। ଗୁରୁବାର ପୋଲିସ ଏହି ସୂଚନା ଦେଇଛି। ବୁଧବାର ରାତିରେ ସୁରକ୍ଷା ବାହିନୀ କର୍ଡନ ଏବଂ…

ମାନଚିତ୍ରରୁ ହଟିଲା ଏହି ସହର

ବିଭିନ୍ନ କାରଣରୁ ଦୁନିଆର ଅନେକ ସ୍ଥାନ ପ୍ରସିଦ୍ଧି ଲାଭ କରିଥାନ୍ତି। କେଉଁ ସ୍ଥାନ ସୌନ୍ଦର୍ଯ୍ୟ ପାଇଁ ତ ଆଉ କିଏ ତା’ର ଇତିହାସ ଯୋଗୁ ପ୍ରସିଦ୍ଧ ହୋଇଥାଏ। ଆଜି ଏମିତି ଏକ ସ୍ଥାନ ବିଷୟରେ କହିବୁ ଯାହା ବର୍ତ୍ତମାନ ଜନଶୂନ୍ୟ ହୋଇଯାଇଛି।…

ଚାଇନାରେ ପୁଣି କାୟା ବିସ୍ତାର କଲା କରୋନା: ୨ କୋଟିରୁ ଅଧିକ ଲୋକଙ୍କୁ ଘରୁ ବାହାରିବା ମନା

ବେଜିଂ,୧।୯: କରୋନା ମହାମାରୀ ହେତୁ ଚାଇନାର ଅନେକ ସହରରେ ପୁଣି ଲକଡାଉନ ଘୋଷଣା କରାଯାଇଛି। ଚେଙ୍ଗଡୁ ସହରରେ ଶହ ଶହ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଦୁଇ କୋଟିରୁ ଅଧିକ ଲୋକଙ୍କୁ ଘରୁ ବାହାରକୁ ଯିବାକୁ ବାରଣ କରାଯାଇଛି। ଚାଇନା ସରକାରଙ୍କ…

ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି-ଜଗନ ମୋହନ-ଗୌତମ ଆଦାନୀଙ୍କ ବିରୋଧରେ ମାମଲା ରୁଜୁ…

ନୂଆଦିଲ୍ଲୀ, ୧।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏବଂ ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଆମେରିକା କୋର୍ଟରେ ଏକ ମାମଲା ଦାୟର କରାଯାଇଛି। ଏହି ପରିପ୍ରେକ୍ଷୀରେ ଆମେରିକାର କୋର୍ଟ ଦ୍ୱାରା ଏହି ତିନିଜଣଙ୍କୁ…

ଦୁର୍ଘଟଣାରେ ଚାଲିଗଲା ଏସ୍‌ଆଇଙ୍କ ଜୀବନ

ନୂଆପଡ଼ା ଅଫିସ,୧ା୯: ନୂଆପଡ଼ା ଜିଲା ଜୋଙ୍କ ଥାନା ଅନ୍ତର୍ଗତ ଗୋଟମା ଛକରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପୋଲିସ ଏସ୍‌ଆଇଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସୁଧାଂଶୁ ଶେଖର ପାଣ୍ଡେ। ତାଙ୍କ ଘର ବୋଡେନ ଥାନା ଅନ୍ତର୍ଗତ ବଇର…

ମଝି ଆକାଶରେ ଅଟୋ ପାଇଲଟ୍‌ ଖରାପ, ଅଧାବାଟରୁ ଫେରିଲା ସ୍ପାଇସ୍‌ଜେଟ୍‌…

ନୂଆଦିଲ୍ଲୀ, ୧।୯ : ସ୍ପାଇସଜେଟ ବିମାନରେ ଯାନ୍ତ୍ରିକ ତ୍ରୁଟି କ୍ରମାଗତ ଭାବରେ ସାମ୍ନାକୁ ଆସୁଛି। ପୁଣି ଥରେ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଛି। ବାସ୍ତବରେ, ନୂଆଦିଲ୍ଲୀରୁ ନାସିକକୁ ଉଡ଼ାଣ କରୁଥିବା ସ୍ପାଇସଜେଟ ବିମାନର ଅଟୋପାଇଲଟରେ ତ୍ରୁଟି ଯୋଗୁ ଅଧାବାଟରୁ ବିମାନଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri