ଗୁଜରାଟ, ପଞ୍ଜାବ ଯାଅନାହିଁ

ଅଟ୍ଟାଓ୍ବା, ୨୯ା୯: ଭାରତ ଯାତ୍ରାକୁ ନେଇ କାନାଡା ଏକ ଅଜବ ଆଡଭାଇଜରି ଜାରି କରିଛି। ପାକିସ୍ତାନ ସୀମା ସଂଲଗ୍ନ ଭାରତୀୟ ରାଜ୍ୟଗୁଡ଼ିକୁ ନ ଯିବା ପାଇଁ କାନାଡା ନିଜ ନାଗରିକଙ୍କୁ ପରାମର୍ଶ ଦେଇଛି। ଏହି ରାଜ୍ୟଗୁଡ଼ିକ ହେଲା ଗୁଜରାଟ, ପଞ୍ଜାବ ଏବଂ ରାଜସ୍ଥାନ। ସେଠାରେ ଆତଙ୍କବାଦୀ ଆକ୍ରମଣ ଭୟ ଏବଂ ଲ୍ୟାଣ୍ଡଲାଇନ ବିସ୍ଫୋରଣ ଆଶଙ୍କା ରହିଛି। ପାକିସ୍ତାନ ସୀମାଠାରୁ ୧୦ କିଲୋମିଟର ଅଞ୍ଚଳ ବିପଦପୂର୍ଣ୍ଣ। ଅତ୍ୟାବଶ୍ୟକ ନ ଥିଲେ ସେଠାକୁ କେହି ନ ଯିବାକୁ ଆଡ୍‌ଭାଇଜରିରେ କୁହାଯାଇଛି।

ତେବେ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ଏହି ତାଲିକାରୁ ବାଦ୍‌ ପଡ଼ିଥିବାବେଳେ ଆସାମ ଏବଂ ମଣିପୁରକୁ ମଧ୍ୟ କାନାଡାବାସୀ ବୁଲିବାକୁ ମନା କରାଯାଇଛି। କାନାଡାରେ ଘୃଣା ଅପରାଧ, ହିଂସା ଏବଂ ଭାରତ ବିରୋଧୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି। କାନାଡାରେ ରହୁଥିବା ଭାରତୀୟ ନାଗରିକମାନେ ଅଟ୍ଟାଓ୍ବାରେ ଥିବା ଭାରତୀୟ ଉଚ୍ଚାୟୁକ୍ତଙ୍କଠାରେ ନାମ ପଞ୍ଜୀକରଣ କରିବାକୁ ପୂର୍ବରୁ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭାଇରସକୁ ନେଇ ତୁଲସୀ ଗବାର୍ଡଙ୍କ ବଡ଼ ଦାବି, କହିଲେ ଗବେଷଣା ପାଇଁ ଆମେରିକୀୟ ବୈଜ୍ଞାନିକ ଉହାନ ଲ୍ୟାବକୁ ଲକ୍ଷ ଲକ୍ଷ ଟଙ୍କାର ପାଣ୍ଠି ଯୋଗାଇଥିଲେ

ଓ୍ବାଶିଂଟନ,୧୯।୬: ବିଦାୟୀ ଆମେରିକୀୟ ଗୁପ୍ତଚର ମୁଖ୍ୟ ତୁଲସୀ ଗାବାର୍ଡ ତାଙ୍କ କାର୍ଯ୍ୟକାଳର ଶେଷ ଦିନରେ ଏକ ବଡ଼ ରାଜନୈତିକ ବିସ୍ଫୋରଣ ଘଟାଇଛନ୍ତି। ସେ ଏପରି ଗୋପନୀୟ ଦସ୍ତାବିଜ…

US-Iran Deal: ଆମେରିକା-ଇରାନ ଚୁକ୍ତି ପରେ ପୁଣି ବୃଦ୍ଧି ପାଇଲା ଉତ୍ତେଜନା, ଜେନେଭା ଆଲୋଚନା ହଠାତ ବାତିଲ

ଓ୍ବାଶିଂଟନ,୧୯।୬: ଆମେରିକା ଏବଂ ଇରାନ ମଧ୍ୟରେ ଚୁକ୍ତିନାମା ହେବାର ମାତ୍ର ୨୪ ଘଣ୍ଟା ପରେ, ପରିସ୍ଥିତି ପୁଣି ଜଟିଳ ହେଉଥିବା ପରି ମନେ ହେଉଛି। ଶୁକ୍ରବାର, ୧୯…

ବିପଦରେ ଆମେରିକା-ଇରାନ ଶାନ୍ତି ଆଲୋଚନା; ଇସ୍ରାଏଲ ଲେବାନନ ଉପରେ କରି ଚାଲିଛି ଆକ୍ରମଣ, ଭାନ୍ସଙ୍କ ସ୍ବିଜରଲ୍ୟାଣ୍ଡ ଗସ୍ତ ବାତିଲ

ତେହରାନ,୧୯।୬: ଦୁଇ ଦିନ ପୂର୍ବେ ଆମେରିକା ଏବଂ ଇରାନ ମଧ୍ୟରେ ସ୍ବାକ୍ଷରିତ ଐତିହାସିକ ଶାନ୍ତି ଚୁକ୍ତିନାମା କାର୍ଯ୍ୟକାରୀ ହେବା ପୂର୍ବରୁ ଗମ୍ଭୀର ବିପଦରେ ପଡ଼ିଥିବା ପରି ମନେ…

ରାସ୍ତା ନିର୍ମାଣ ପାଇଁ ସରିଲା ଜମି ଅଧିଗ୍ରହଣ, ଉଚ୍ଛେଦ ପାଇଁ ସମୟ ମାଗିଲେ ଗ୍ରାମବାସୀ, କହିଲେ ସମ୍ପୂର୍ଣ୍ଣ ଟଙ୍କା…

କେସିଙ୍ଗା,୧୯ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗାରୁ ଜୁନାଗଡ଼ ପର୍ଯ୍ୟନ୍ତ ନିର୍ମାଣ ହେବାକୁଥିବା ଫୋର୍‌ ଲେନ୍‌ ରାସ୍ତା କାମ ପାଇଁ ଜମି ଅଧିଗ୍ରହଣ ଶେଷ ହୋଇଛି। ଜାତୀୟ ରାଜପଥ…

SIR କାମ ଚାପରେ ଜୀବନ ହାରିଲେ ପ୍ରଧାନଶିକ୍ଷକ!

ବୌଦ୍ଧ,୧୯।୬: ବୌଦ୍ଧ ଜିଲା ଡିମିରିଖୋଲ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। SIR କାମ ଚାପରେ ଜଣେ ପ୍ରଧାନଶିକ୍ଷକ ଜୀବନ ହାରିଥିବା ଅଭିଯୋଗ ହୋଇଛି। ମୃତକ…

ବଡ଼ ଆକଳନ: ଶୀଘ୍ର କିଣି ନିଅନ୍ତୁ ସୁନା, ଛଅ ମାସରେ ମୂଲ୍ୟ ୪୦% ବୃଦ୍ଧି ପାଇବ! ୧୦ ଗ୍ରାମକୁ ୨ ଲକ୍ଷ ପାର କରିପାରେ

ନୂଆଦିଲ୍ଲୀ,୧୯।୬: ବିଶ୍ୱସ୍ତରୀୟ ନିବେଶ ସଂସ୍ଥା JPMorgan ପୂର୍ବାନୁମାନ କରିଛି ଯେ ପଶ୍ଚିମ ଏସିଆରେ ସଂଘର୍ଷ ଯୋଗୁ ସୁନା ଏବଂ ରୂପା ମୂଲ୍ୟରେ ଉଲ୍ଲେଖନୀୟ ହ୍ରାସ ଚାପ ପଡ଼ିଥିଲେ…

୨୪ ଘଣ୍ଟା ପରେ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ଚାନ୍ଦବାଲି/ବାସୁଦେବପୁର,୧୯ା୬(ରତିକାନ୍ତ ବାରିକ/କାଳୀପଦ ରାୟ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମନ୍ତେଇ ନଦୀର ବାଲିଆପାଳ ଘାଟରେ ନିର୍ମାଣ ହେଉଥିବା ସେତୁର ରୋଡ୍‌ ସର୍ଭେ ବେଳେ ନଦୀରେ ଭାସିଯାଇଥିବା…

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା‘କକ୍ରୋଚ ଜନତା ପାର୍ଟି’, NEET ପ୍ରସଙ୍ଗରେ ଆତ୍ମହତ୍ୟା କରିଥିବା ପିଲାଙ୍କ ପାଇଁ ସରକାରଙ୍କ ନିକଟରେ କଲା ପ୍ରମୁଖ ଦାବି

ନୂଆଦିଲ୍ଲୀ,୧୯।୬: NEET ପେପର୍‌ ଲିକ ବିବାଦ ମଧ୍ୟରେ, ଆତ୍ମହତ୍ୟା ମାମଲା ସମ୍ପର୍କରେ ରାଜନୈତିକ ଏବଂ ସାମାଜିକ ଚାପ ବଢୁଛି। କୋକ୍ରୋଚ ଜନତା ପାର୍ଟି (CJP) ଏହି ପ୍ରସଙ୍ଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri