Home

୫ବର୍ଷ ଝିଅ ମଧ୍ୟରେ ମଙ୍କିପକ୍ସ ଲକ୍ଷଣ: ଯାଞ୍ଚ ପାଇଁ ପଠାଗଲା ନମୂନା

ଗାଜିଆବାଦ,୪।୬: କରୋନା ଭାଇରସ୍‌ ପରେ ଏବେ ମଙ୍କିପକ୍ସ ସାରା ବିଶ୍ୱର ଚିନ୍ତା ବଢ଼ାଇଛି। ଅନେକ ଦେଶରେ ମଙ୍କିପକ୍ସ ବ୍ୟାପିଥିବା ବେଳେ ଦୈନିକ ଶହ ଶହ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଇତିମଧ୍ୟମରେ ଉତ୍ତରପ୍ରଦେଶ ଗାଜିଆବାଦରେ ଜଣେ ୫ବର୍ଷର ଶିଶୁଙ୍କଠାରେ ମଙ୍କିପକ୍ସ ଲକ୍ଷଣ ଚିହ୍ନଟ…

ଦିବ୍ୟାଙ୍ଗଙ୍କୁ ନେବାକୁ ମନାକରିପାରିବେ ନାହିଁ ଏୟାରଲାଇନ୍ସ: ଡିଜିସିଏ

ନୂଆଦିଲ୍ଲୀ,୪।୬: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ପକ୍ଷରୁ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ନର୍ଦ୍ଦେଶ ଜାରି କରାଯାଇଛି। ଦେଶର କୌଣସି ଦିବ୍ୟାଙ୍ଗଙ୍କୁ ବିମାନରେ ଯାତ୍ରା କରିବାକୁ ଏୟାରଲାଇନ୍ସ ମନା କରିପାରିବେ ନାହିଁ ବୋଲି ଉକ୍ତ ନିର୍ଦ୍ଦେଶରେ କୁହାଯାଇଛି। ଶୁକ୍ରବାର ଡିଜିସିିଏ ନିଜ ନିୟମରେ…

୪୧ ପ୍ରାର୍ଥୀ ରାଜ୍ୟ ସଭାକୁ ନିର୍ଦ୍ୱନ୍ଦରେ ନିର୍ବାଚିତ

ନୂଆଦିଲ୍ଲୀ,୪।୬: ରାଜ୍ୟ ସଭା ପାଇଁ ୪୧ଜଣ ପ୍ରାର୍ଥୀଙ୍କୁ ନିର୍ଦ୍ୱନ୍ଦରେ ନିର୍ବାଚିତ କରାଯାଇଛି। ଏଥିରେ କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ ଏବଂ ରାଜୀବ ଶୁକ୍ଲା, ଭାଜପାର ସୁମିତ୍ରା ବାଲ୍ମିକି ଏବଂ କବିତା ପାଟିଦାର, କଂଗ୍ରେସର ପୂର୍ବତନ ନେତା କପିଲ ସିବଲ, ରାଷ୍ଟ୍ରିୟ…

ହାଇଦ୍ରାବାଦ ଗଣାବଳାତ୍କାର ମାମଲାରେ ଜଣେ ଗିରଫ: ୫ ଅଭିଯୁକ୍ତ ଚିହ୍ନଟ

ହାଇଦ୍ରାବାଦ,୪।୬: ହାଇଦ୍ରାବାଦ ଗଣବଳାତ୍କାର ମାମଲାରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଏଥିସହ ଏହି ମାମଲାରେ ୫ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୋଲିସ। ଅଭିଯୁକ୍ତମାନେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ର ବୋଲି ପୋଲିସ ସୂଚନା ଦେଇଛି। ଅନ୍ୟପଟେ ସହରର ପୋଶ…

ଲାବ୍‌ରୁ ଗ୍ୟାସ୍‌ ଲିକ୍‌: ୨୦୦ ମହିଳା ଅସୁସ୍ଥ

ବିଶାଖାପାଟଣା,୪।୬ : ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଥିବା ଏକ ରାସାୟନିକ ଲାବରେଟୋରିରୁ ଶୁକ୍ରବାର ଆମୋନିଆ ଗ୍ୟାସ୍‌ ଲିକ୍‌ ହେବାରୁ ନିକଟସ୍ଥ ଏକ ପୋଷାକ କାରଖାନାରେ କାମ କରୁଥିବା ୨୦୦ରୁ ଊର୍ଦ୍ଧ୍ୱ ମହିଳା ଅସୁସ୍ଥ ହୋଇପଡ଼ିଛନ୍ତି। ଅଚ୍ୟୁତପୁରମ୍‌ରେ ଥିବା ପୋରସ୍‌ ଲାବରେଟୋରିରୁ ଗ୍ୟାସ୍‌ ଲିକ୍‌…

କାନପୁରରେ ହିଂସା: ୬ ଆହତ

କାନପୁର୍‌,୪।୬: ଭାଜପା ନେତା ନୁପୂର ଶର୍ମା ଏକ ଟେଲିଭିଜନ ବିତର୍କରେ ପ୍ରଫେଟ୍‌ ମହମ୍ମଦଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହାର ପ୍ରତିବାଦରେ ଏକ ମୁସଲମାନ ସଂଗଠନ ଉତ୍ତରପ୍ରଦେଶ କାନପୁରସ୍ଥିତ ପରେଡ୍‌ ମାର୍କେଟ ବନ୍ଦ ଡାକରା ଦେଇଥିଲା। ଏହାକୁ…

ହରିନୀ ‘ନ୍ୟାଶନାଲ ସ୍ପେଲିଙ୍ଗ୍‌ ବି’ ବିଜୟିନୀ

ଓ୍ବାଶିଂଟନ,୪।୬: ଭାରତୀୟ ବଂଶୋଦ୍ଭବ ହରିନୀ ଲୋଗାନ ଚଳିତବର୍ଷର ‘ନ୍ୟାଶନାଲ ସ୍ପେଲିଙ୍ଗ୍‌ ବି’ ପ୍ରତିଯୋଗିତା ଜିତିଛନ୍ତି। ୯୦ ସେକେଣ୍ଡରେ ୨୧ଟି ଓ୍ବାର୍ଡର ସ୍ପେଲିଙ୍ଗ୍‌ କହି ସେ ଏହି ଟାଇଟଲ୍‌ର ଅଧିକାରୀ ହୋଇଛନ୍ତି। ହରିନି ଟେକ୍ସାସ୍‌ରେ ଅଷ୍ଟମ ଶ୍ରେଣୀରେ ପାଠପଢ଼ନ୍ତି। ପ୍ରତିଯୋଗିତାରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ପିମ୍ପୁଡ଼ି କାମୁଡ଼ାରେ ଶିଶୁ ମୃତ

ଲକ୍ଷ୍ନୌ, ୪।୬: ଉତ୍ତର ପ୍ରଦେଶର ମହୋବା ଜିଲା ସ୍ବାସ୍ଥ୍ୟକେନ୍ଦ୍ରରେ ପିମ୍ପୁଡ଼ି କାମୁଡ଼ିବାରୁ ଜଣେ ୩ ଦିନର ଶିଶୁଙ୍କ ପ୍ରାଣ ଚାଲିଯାଇଛି। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଏପରି ହୋଇଥିବା ତାଙ୍କ ଘରଲେକ କହିଛନ୍ତି। ମାମଲା ଚପାଇଦେବା ପାଇଁ ଡାକ୍ତର ତାଙ୍କୁ ୬,୫୦୦…

ନାବାଳିକାଙ୍କୁ ମର୍ସିଡିଜ୍‌ରେ ଗଣବଳାତ୍କାର

ହାଇଦ୍ରାବାଦ,୪।୬: ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ପବ୍‌ ପାର୍ଟିରୁ ଫେରୁଥିବା ଜଣେ ନାବାଳିକାଙ୍କୁ ମର୍ସିଡିଜ୍‌ କାର୍‌ ଭିତରେ ଗଣବଳାତ୍କାର କରାଯାଇଛି। ବଳାତ୍କାର କରିଥିବା ସ୍କୁଲ ଛାତ୍ରମାନଙ୍କ ମଧ୍ୟରେ ଜଣେ ବିଧାୟକଙ୍କ ପୁଅ ଥିବା ଅଭିଯୋଗ ହୋଇଛି। କହିବା ଅନୁସାରେ ୫ ଅଭିଯୁକ୍ତ ରାଜନୈତିକ…

ପିପିଇ ଦୁର୍ନୀତିରେ ବିଶ୍ୱଶର୍ମା ଦମ୍ପତି

ନୂଆଦିଲ୍ଲୀ/ଗୁଆହାଟୀ,୪।୬: ଆସାମ ସରକାରଙ୍କଠାରୁ ଆର୍‌ଟିଆଇ ଆଇନ ବଳରେ ମିଳିଥିବା ଉତ୍ତର ଅନୁସାରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସ୍ବାସ୍ଥ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ସ୍ତ୍ରୀ ରିଙ୍କି ଭୂୟଁା ଶର୍ମାଙ୍କ ଜଣେ ପୂର୍ବତନ ବ୍ୟବସାୟିକ ସହଯୋଗୀ ମହାମାରୀ ମୁକାବିଲା ସମ୍ପର୍କିତ ସାମଗ୍ରୀର ସର୍ବାଧିକ ଲୋଭନୀୟ ଅର୍ଡର…

ଜାତିଭିତ୍ତିକ ଜନଗଣନା ପାଇଁ ଦାବି

ଭୁବନେଶ୍ୱର,୪।୬(ବ୍ୟୁରୋ): ବିହାର ଭଳି ଓଡ଼ିଶାରେ ଜାତିଭିତ୍ତିକ ଜନଗଣନା କରିବାକୁ ରାଜ୍ୟ ସମାଜବାଦୀ ପାର୍ଟି ଦାବି କରିଛି। ଏନେଇ ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ୩ ଜଣିଆ ପ୍ରତିନିଧି ଦଳ ଶୁକ୍ରବାର ରାଜ୍ୟପାଳ ଗଣେଶୀ ଲାଲଙ୍କୁ ସାକ୍ଷାତ କରି ଦାବିପତ୍ର…

ଅଳକାଙ୍କୁ ବିଜୟ ପ୍ରମାଣପତ୍ର

ଝାରସୁଗୁଡ଼ା ଅଫିସ,୪।୬: ବ୍ରଜରାଜନଗର ଉପନିର୍ବାଚନ ଭୋଟ ଗଣତି ଶୁକ୍ରବାର ଝାରସୁଗୁଡ଼ା ବଢ଼େଇମୁଣ୍ଡାସ୍ଥିତ ଇଞ୍ଜିନିୟରିଂ ସ୍କୁଲ୍‌ ପରିସରରେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରକ୍ରିୟା ସକାଳ ୮ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟାରେ ଶେଷ ହୋଇଥିଲା। ମୋଟ ୧୪ ଟେବୁଲ୍‌ କରାଯାଇ ପ୍ରତି ଟେବୁଲ୍‌ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri